ସାଲେପୁରରେ ଚାଞ୍ଚଲ୍ୟ, ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା ଅଭିଯୋଗ
ଜଣେ ମଧ୍ୟ ବୟସ୍କ ମହିଳାଙ୍କ ମୃତଦେହ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚାଞ୍ଚଲ୍ୟ ଖେଳିଯାଇଛି ।
Feb 20, 2021, 09:45 AM IST
ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ
ଶାସକ ଦଳ ଉପରେ ବର୍ଷିଲେ ଉଭୟ ବିଜେପି-କଂଗ୍ରେସ ।
Jan 3, 2021, 01:03 PM IST
ସିନିୟର ପୁରୁଷ ଟି୨୦ କ୍ରିକେଟ: ରେଲଓ୍ୱେକୁ ହରାଇ କଟକଏ ଚାମ୍ପିଅନ
ଆନ୍ତଃ ଜିଲ୍ଲା ସିନିୟର ପୁରୁଷ ଟି-୨୦ କ୍ରିକେଟ ଲିଗ ୨୦୨୦ରେ କଟକ-ଏ ଚମ୍ପିୟାନ ହୋଇଛି। ରେଲୱେକୁ ୮ ରନରେ ହରାଇ କଟକ-ଏ ଚମ୍ପିୟାନ ହୋଇଛି । ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇ ଥିଲା ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଆନ୍ତ ଜିଲ୍ଲା ସିନିୟର ପୁରୁଷ ଟି-୨୦ କ୍ରିକେଟ ଲିଗ ୨୦୨୦। ଆଜି ବାରବାଟି ଷ୍ଟାଡିୟମର ଫ୍ଲୁଡ଼ ଲାଇଟ
Dec 23, 2020, 11:16 AM IST
ବର୍ଷାଙ୍କ ସଦବୁଦ୍ଧି ପାଇଁ ପ୍ରାର୍ଥନା କଲା ଅନୁଭବ ଫ୍ୟାନ କ୍ଲବ
ଶନିବାର ସଂଧ୍ୟାରେ ଅନୁଭବଙ୍କ ଫ୍ୟାନ କ୍ଲବର ସଦସ୍ୟ ମାନେ ଏକାଠି ହୋଇଥିଲେ । ସମସ୍ତ ନିଜ ନିଜ ହାତରେ ଦୀପ ଧରି ଚଣ୍ଡି ମନ୍ଦିର ଆଗରେ କିଛି ସମୟ ପାଇଁ ହାତରେ ଦୀପ ଧରି ସମୂହ ପ୍ରାର୍ଥନା କରିଥିଲେ ।
Dec 20, 2020, 09:31 AM IST
ଟ୍ରାଫିକ ପୋଷ୍ଟରେ ଲାଗିଲା ଫାଷ୍ଟ-ଏଡ କିଟ
ଟ୍ରାଫିକ ଛକ ଆଖପାଖରେ କୌଣସି ଦୁର୍ଘଟଣା ଘଟିଲେ ସଙ୍ଗେସଙ୍ଗେ ଚାଳକଙ୍କୁ ମିଲିବ ଆଶୁ ଚିକିତ୍ସା । ଆମ୍ୱୁଲାନ୍ସ (Ambulance) ପହଞ୍ଚିବା ଭିତରେ ଏହି ଆଶୁ ଚିକିତ୍ସା (Casualty Service) ଯୋଗାଇବେ ଟ୍ରାଫିକ ପୋଷ୍ଟ କର୍ମଚାରୀ (Traffic Post) । ଏଥିପାଇଁ କଟକର (Cuttack) ୫୦ଟି ଟ୍ରାଫିକ ପୋଷ୍ଟରେ ଆଜି ଠାରୁ ରହିବ ଫାଷ୍ଟ-ଏଡ୍ କ
Dec 11, 2020, 10:32 AM IST
IPL ଢାଞ୍ଚାରେ ଓଡ଼ିଶାରେ ହେବ OCL
ଓଡିଶାରେ କ୍ରିକେଟ ଖେଳାଳିଙ୍କ ପାଇଁ ବଡ ସୁଯୋଗ। ନିଜ ଦକ୍ଷତା ଦେଖାଇବା ପାଇଁ ଓସିଏ ଆଣୁଛି ବଡ ପ୍ଲାଟଫର୍ମ। ବଡ ପ୍ଲାଟଫର୍ମ ଦେବ ଓଡିଶ କ୍ରିକେଟ ଲିଗ୍ ବା ଓସିଏଲ (Odisha Cricket League-OCL)। ଓପିଏଲ ଢାଞ୍ଚାରେ ପୁଣି ଓଡିଶା କ୍ରିକେଟ ଆସୋସିଏସ ଏହ ଲିଗ ଆରମ୍ଭ କରିବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେ
Dec 2, 2020, 02:09 PM IST
ବସରେ ପକ୍ଷୀ ଓ ଠେକୁଆ ଚାଲାଣ ମାମଲାରେ ଆସିଲା ଏଭଳି ତଥ୍ୟ...
ବସର ଲଗେଜ କ୍ୟାବିନରୁ ଶତାଧିକ ପକ୍ଷୀ ଓ ଧଳା ଠେକୁଆ ଜବତ ମାମଲାରେ ପୋଲିସକୁ ମିଳିଛି ସାଂଘାତିକ ତଥ୍ୟ । ବସ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନେକ ତଥ୍ୟ ମଧ୍ୟ ହାସଲ କରିଛି । ପୋଲିସ ଦେଇଥିବା ସୂଚନା ମୁତାବକ ଏଭଳି କିଛି ଚୋରା ଚାଲାଣ ଚାଲୁଥିଲା କଳିକତାରୁ ଭୂବନେଶ୍ୱରକୁ। ଏହି ସବୁ ବସରେ ଚାଳନ ସମ
Nov 24, 2020, 11:03 AM IST
IIFL ବ୍ୟାଙ୍କ ଲୁଟ: ଲୁଟ ପଛର ଗହୀର କାହାଣୀ କହିଲେ ଏସପି
ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟିଲେ କୋଟି କୋଟି ଟଙ୍କାର ସୁନା ଗହଣା । ତା'ସହିତ ନଗଦ ୪ ଲକ୍ଷ ଟଙ୍କା । ଏହି ଲୁଟପାଟ ଘଟିଛି କଟକ ନୟାସଡକ ଆଇଆଇଏଫଏଲ ଗୋଲ୍ଡ ଲୋନ ଫାଇନାନ୍ସ ବ୍ୟାଙ୍କ (IIFL Gold Loan Finance Bank) ରୁ ।
Nov 20, 2020, 01:57 PM IST
ପୁଣି ବୁଲିଲା ବୁଲଡୋଜର, ଉଚ୍ଛେଦକୁ ନେଇ ପ୍ରତିବାଦ ସହିତ ଧସ୍ତାଧସ୍ତି
କଟକ (Cuttack) ଏସସିବି ମେଡିକାଲ (SCB Medical) କୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ (Road Expansion) ଲାଗି ପୁଣିଥରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ମହାନଗର ନିଗମ (CMC) । ରାସ୍ତା ସମ୍ପ୍ରସାରଣର ଦ୍ୱିତୀୟ ପର୍ଯ୍ୟାୟରେ ମାତୃଭବନ (Matrubhavan) ଠାରୁ ଛତ୍ରବଜାର କେନାଲ (Chatrabazar Canal) ପୋଲ ଯାଏଁ ଉଚ୍ଛେଦ
Nov 19, 2020, 01:06 PM IST
ମାଉଥ୍ ୱାସ ବୋତଲରେ ପୋକ !
ରୋଗୀ (patient) ଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମେଡିସିନ ଦୋକାନ (Medicine Shop) । ଦୋକାନରେ ବିକ୍ରି ହେଉଛି ପୋକ ଭାସୁଥିବା ମାଉଥ୍ ୱାସ୍ (MouthWash)। ଏ ପୁଣି ବିକ୍ରି ହେଊଛି ଏସସିବି ମେଡିକାଲ (SCB Medical Shop) କ୍ୟାମ୍ପସରେ ଥିବା ମେଡିସିନ ଷ୍ଟୋରରେ । କେବଳ ସେତିକି ନୁହେଁ ମେଡ଼ିସିନ ଷ୍ଟ୍ରିପ (Medicine Strip)
Nov 19, 2020, 10:08 AM IST
ଦାଦାବଟି ମାଗୁଥିବା ଅପରାଧୀଙ୍କୁ ସହରରେ ସ୍ଥାନ ନାହିଁ: ଡିସିପି
୨୦୧୯ ଜୁନ ୬ ତାରିଖରେ ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଯୋବ୍ରା ଅଞ୍ଚଳର ତପନ ବେହେରାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା କିଛି ଅପରାଧୀ ।
Nov 16, 2020, 12:32 AM IST
କୋଭିଡ ଗାଇଡଲାଇନ ଭିତରେ ଶେଷ ହେଲା କାଳୀ ପୂଜା ଭସାଣୀ
ଆଜି ବିସର୍ଜନ ଲାଗି ସମସ୍ତ ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ସମୟ ଧାର୍ଯ୍ୟ କରିଥିଲା କଟକ କମିଶନରେଟ ପୋଲିସ । ଏହି ଆଧାରରେ ହିଁ ପୋଲିସର ଏସକର୍ଟରେ ସମସ୍ତ ପୂଜା ମଣ୍ଡପର କାଳୀ ମୂର୍ତ୍ତି ବିସର୍ଜନ ହୋଇଥିଲା ।
Nov 16, 2020, 12:01 AM IST
ସୁଧୁରୁଛି କାଳିଆର ସ୍ୱାସ୍ଥ୍ୟାବସ୍ଥା
କଟକ ଏସସିବି (SCB) ରେ ଚିକିତ୍ସାଧିନ ରହିଥିବା ଫୁଲବାଣୀ (Phulbani) ଜିଲ୍ଲାର ଜଗାକାଳିଆ (JagaKalia) ର ସ୍ଥିତିରେ ଅନେକ ସୁଧାର ଆସିଛି । ଏସସିବିରେ ପହଞ୍ଚିବା ପରେ ଏବେ କାଳିଆର ଅପେକ୍ଷାକୃତ ସ୍ୱାସ୍ଥ୍ୟବସ୍ଥା ଭଲ ରହୁଛି । କାଳିଆ ଏବେ କୌଣସି ଭେଣ୍ଟିଲେଟର ବି ଆବଶ୍ୟକତା ପଡୁନଥିବା କହିଛନ୍ତି ଏସସିବି ମେଡିକାଲର ଜରୁରୀକାଲୀନ ଅ
Nov 14, 2020, 11:37 AM IST
ପୋଲିସ ପଞ୍ଝାରେ ଲାଡେନ, ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଜବତ
ପୋଲିସ କବଜାକୁ ଆସିଛି ଦୁର୍ଦ୍ଦାନ୍ତ ଅପରାଧି ମୁନା ଲାଡେନ । ଜମି ମାଲିକକୁ ବଟି ମାଗିବା ଅଭିଯୋଗରେ ଗିରଫ ହୋଇଛି ମୁନା ଲାଡେନ ଓରଫ ସୟଦ ଅବଦୁଲ୍ଲ ମୁତାକ୍ୟୁଦ । ଗିରଫ ପରେ ଆଜି କୋର୍ଟ ଚାଲନ କରିଛି ଦରଘାବଜାର ଥାନା ପୋଲିସ । ମୁନ୍ନା ଲାଡେନ ଠାରୁ ଗୋଟିଏ ବନ୍ଧୁକ ସମେତ ୬ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । କଟକ ଡିସିପି ପ୍ରତୀକ
Nov 14, 2020, 10:26 AM IST
ଲକ୍ ଡାଉନ ସମୟରେ ସାହା 'ଭିଡିଓ କଲ୍ ଚିକିତ୍ସା'
ଅସହାୟ ଲୋକଙ୍କୁ ଭିଡିଓ କଲ ମାଧ୍ୟମରେ ଚିକିତ୍ସା ।
Apr 15, 2020, 06:48 PM IST