social distance

बस में यात्रा करने वाले लोग मास्क और सोशल डिस्टेंस भूल, कोविड नियमों की सरेआम उड़ी धज्जियां

सोनीपत के राजकीय परिवहन डिपो पर टिकट काउंटर से लेकर बस परिसर और बसों के अंदर सोशल डिस्टेंस की धज्जियां उड़ाई जा रही है.

Jul 24, 2021, 02:55 PM IST

Sikar News: मिनी अनलॉक के बाद बाजारों में उमड़ी भीड़, उड़ी सोशल डिस्टेंस की धज्जियां

दुकानों और प्रतिष्ठानों एवं कार्यालयो को निर्धारित समय के लिए खोलने के लिए छूट प्रदान की गई लेकिन सीकर शहर में मिनी अनलॉक के दूसरे दिन गाइडलाइंस की धज्जियां साफ उड़ती नजर आई. 

Jun 3, 2021, 09:42 AM IST

ଆସନ୍ତାକାଲି ଠାରୁ ୧୪ ଦିନିଆ ଲକ୍ ଡାଉନ୍; ଘରମୁହାଁ ଲୋକେ

ଖାଲି ବସ୍ ଷ୍ଟାଣ୍ଡ ନୁହେଁ ଯାତ୍ରା ନୁହେଁ ବରଂ ଦୋକାନ, ବଜାର, ମଲ ଚାରିଆଡେ ଲୋକଙ୍କ ଲମ୍ବା ଲାଇନ୍। 

मई 4, 2021, 10:09 PM IST

ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

ଆରଟିପିସିଆର ଟେଷ୍ଟ ସହିତ ଟିକାକରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ନୀଳାଞ୍ଚଳ ଭକ୍ତ ନିବାସରେ ଖୋଲିଛି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ୟୁନିଟ୍।

Apr 19, 2021, 05:22 PM IST

Corona Alert: ନିର୍ବାଚନୀ ରାଲି ସମୟ ହ୍ରାସ କଲେ EC, ନୂଆ Guidelines ଜାରି

ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାର ନିର୍ବାଚନୀ ରାଲି, ଜନସଭା କିମ୍ବା  କୌଣସି ରାଜନୈତିକ ଦଳ ପକ୍ଷରୁ ଦଳୀୟ ସଭାସମିତି ଆୟୋଜନ କରାଯାଇ ପାରିବ ନାହିଁ। 

Apr 19, 2021, 04:35 PM IST

କୋରୋନା ମହାମାରୀର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ WHO କହିଲା ଉପାୟ, ଆପଣ ମଧ୍ୟ ଜାଣନ୍ତୁ...

WHO ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁଣମ୍ ଖେତ୍ରପାଲ ସିଂ କହିଛନ୍ତି ଯେ, କୋଭିଡ-19 ( COVID-19) ର ଉପଯୁକ୍ତ ଅଭ୍ୟାସ ଗ୍ରହଣ କରି ଏହି ଭୂତାଣୁ ଓ ଏହାର ଭେରିଏଣ୍ଟକୁ ବିସ୍ତାର କରିବାରେ ରୋକାଯାଇପାରିବ । ଟେଷ୍ଟ, ଟ୍ରେସ, ଆଇସୋଲେଟ୍ ଏବଂ ଟ୍ରିଟ୍ ବା ଯାଞ୍ଚ, ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଚିହ୍ନଟ କରିବା, ରୋଗୀଙ୍କୁ ଏକାକୀ ରଖିବା ଏବଂ ସେମାନଙ୍କୁ ସଠିକ୍ ଚିକିତ୍ସା କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।

Apr 12, 2021, 10:55 AM IST

Covid19 Guidelines: ଅମାନିଆଙ୍କ ପକେଟ୍ ଖାଲି, DL ବାତିଲ୍

 ଜିଲ୍ଲାର ୨୦୦୦ରୁ ଊର୍ଦ୍ଧ୍ୱ ଅମାନିଆ ରାସ୍ତା ମଝିରେ ଗଣିଲେ ଟଙ୍କା। ଗତ ଦୁଇ ଦିନରେ ସମ୍ବଲପୁର ପୋଲିସ ୮ ଲକ୍ଷ ୮୩ ହଜାର ତଣ୍ଡ ଆଦାୟ କରିଛି। ପରିବହନ ବିଭାଗ ମଧ୍ୟ ଏହି ଦୁଇ ଦିନରେ ୨୦ରୁ ଅଧିକ DL ବାତିଲ କରିଛି। 

Apr 10, 2021, 05:31 PM IST

Jaisalmer में Corona संक्रमण की रोकथाम को लेकर 8 टीमें गठित, दो दुकानें हुईं सीज

बाजार में दो दुकानों में सोशल डिस्टेंस नहीं होने तथा दुकानदारों और ग्राहकों के चालान काटते हुए दुकानों को 48 घंटे के लिए सील लगाकर बंद रखने की कार्रवाई की गई.

Apr 9, 2021, 09:51 PM IST

PM, CMଙ୍କ ଚାଲାଣ କାଟିବ କିଏ?

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ଟିକା ନେଇଛନ୍ତି। ତେବେ ଟିକା ନେବା ସମୟରେ ଏହି ଉଭୟ ନେତା କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

Mar 1, 2021, 05:05 PM IST

Corona से बचाने आया 'क्विक एक्शन स्प्रे', ब्राजील के वैज्ञानिकों ने किया ये दावा

कोरोना वायरस (Coronavirus) से बचाव के लिए एक खास किस्म का स्प्रे तैयार किया गया है. इस स्प्रे को मास्क (Mask) पर भी किया जा सकता है.

Dec 1, 2020, 09:10 PM IST

ଗୋଟିଏ ଦିନରେ ମହାନବମୀ-ଦଶହରା, ଯତ୍ନବାନ ନ ହେଲେ ଭୋଗିବେ ପରିଣାମ

ଏଥର ଗୋଟିଏ ତିଥିରେ ମହାନବମୀ ଓ ହଶହରା ପଡିଛି। ଆଜି ନବରାତ୍ରୀରେ ଦେବୀ ସିଦ୍ଧାର୍ଥୀଙ୍କୁ ପୂଜା କରାଯାଏ।

Oct 25, 2020, 01:15 PM IST

एक साथ है महानवमी-दशहरा का पर्व, समय का रखें ध्यान नहीं तो भुगतने पड़ सकते परिणाम

नवरात्र की नवमी तिथि के दिन देवी सिद्धिदात्री देवी की पूजा-अर्चना की जाती है. 

Oct 25, 2020, 08:21 AM IST

जयपुर में रावण के पुतलों को दी गई कोरोना की शक्ल, कारीगर बोले- वायरस का होगा दहन

इस बार कोरोना का असर सभी त्योहारों पर पड़ा है. दशहरा भी इससे अछूता नहीं है. 

Oct 24, 2020, 09:24 PM IST

धोरों की धरती जैसलमेर में कोरोना के चलते टूटेगी परंपरा, बेरंग रहेगी विजयादशमी

जैसलमेर जिले में कोरोना के चलते दशहरे मेले का भी इस बार आयोजन नहीं होगा. 

Oct 24, 2020, 09:18 PM IST

राजस्थान के लोग सावधान, समारोह में 100 से ज्यादा लोग, तो भरना होगा इतना जुर्माना

गृह मंत्रालय की ओर से जारी अधिसूचना में साफ किया गया है कि विवाह समारोह या अंतिम संस्कार में यह जुर्माना राशि लागू नहीं होगी. 

Oct 18, 2020, 12:00 AM IST

6 महीने 18 दिन बाद आमजन के लिए खुले मोती डूंगरी गणेश मंदिर के पट, भक्तों में खुशी

मंदिर प्रवेश के समय भक्तों को मास्क आवश्यक होगा. 

Oct 11, 2020, 03:24 PM IST

Tourism Day के मौके पर Tourists को मुफ्त की सौगात

विश्व पर्यटन दिवस के मौके पर आज पुरातत्व विभाग ने कोरोना काल में पर्यटकों के लिए सौगात दी है, आज दिनभर देसी-विदेशी पर्यटक स्मारकों और संग्रहालयों में नि:शुल्क भ्रमण कर सकेंगे।।

Sep 27, 2020, 08:40 PM IST

କିଭଳି ପରିଧାନ କରିବେ ମାସ୍କ...

ଦେଶ ଓ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟକଦିନ ହୁ ହୁ ହୋଇ ବଢୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଖୋର୍ଦ୍ଧାରୁ ସର୍ବାଧିକ ୫୧୭, କଟକରୁ ୩୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥି୍ବା ବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୮ହଜାର ପାର କରି ସାରିଛି।

Sep 15, 2020, 06:39 PM IST

ଭକ୍ତଙ୍କ ଲାଗି ଖୋଲିଲା ପଦ୍ମନାଭସ୍ୱାମୀ ମନ୍ଦିର, ସାମାଜିକ ଦୂରତା ରକ୍ଷା ପାଳନ ଉପରେ ଗୁରୁତ୍ୱ

ବୁଧବାର (ଅଗଷ୍ଟ ୨୬, ୨୦୨୦) ଠାରୁ ଭକ୍ତଙ୍କ ଲାଗି ଖୋଲିଛି ପଦ୍ମନାଭସ୍ୱାମୀ ମନ୍ଦିର ଖୋଲା ଯାଇଛି । 

Aug 26, 2020, 09:59 PM IST

ସାମାଜିକ ଦୂରତା ରକ୍ଷାର ଉଡିଲା ମଜାକ, ବିନା ମାସ୍କରେ ୱାଟର ପାର୍କରେ ଏକାଠି ହେଲେ ଶହ ଶହ ଲୋକ

କୋରୋନା ମୁକାବିଲାକୁ ନେଇ ଚୀନର ଉହାନ ସହର ବାସିନ୍ଦା କେତେ ସତର୍କ ତାହା ଏବେ ପର୍ଦ୍ଦାଫାଶ ହୋଇଛି  ।  

Aug 18, 2020, 07:27 PM IST