western odisha

ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ମଙ୍ଗଳବାର ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟର ୧୧ ଜିଲ୍ଲା ବାଲେଶ୍ବର, ମୟୂରଭଂଜ, କେଉଁଝର, ସୁନ୍ଦରଗଡ, ଝାରସୁଗୁଡା, ନୂଆପଡା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି। 

Sep 21, 2021, 07:07 AM IST

ଆଜି ବାହାରିବ ନୂଆଁଖାଇ ଲଗ୍ନ

ଆଜି ସନ୍ଧ୍ୟା ୫ ଟାରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରଥମେ ଵ୍ରହ୍ମପୁରା ମନ୍ଦିରର ଏକ ବୈଠକରେ ଟ୍ରଷ୍ଟ ସଭ୍ୟ, ଜ୍ୟୋତିର୍ବିଦ, ପଣ୍ଡିତ ଓ ବିଦ୍ୱାନମାନେ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି

Aug 31, 2021, 11:01 AM IST

ICUରେ ପଶ୍ଚିମ ଓଡ଼ିଶାର ପ୍ରଥମ Science Park !

ରକ୍ଷଣାବେକ୍ଷଣର ଅଭାବରୁ ଅଧିକାଂଶ ବିଜ୍ଞାନ ଉପରେ ଆଧାରିତ ଥିବା ପ୍ରକଳ୍ପ ଓ ଆସବାଵପତ୍ର ଅକାମି ହେବା ସହ ଖତ ଖାଉଛି। ଏନେଇ ଜନ ଅସନ୍ତୋଷ  ଦେଖାଦେବା ପରେ science parkର ସବୁ ଅଚଳ ପ୍ରକଳ୍ପ ଠିକ କରାହେବ ବୋଲି ସମ୍ବଲପୁର ମହାନଗର ନିମମ କର୍ତ୍ତୃପକ୍ଷ କହିଛନ୍ତି।

Aug 17, 2021, 02:15 PM IST

Tata Powerର ଅଣଓଡିଆ ଠିକାଦାର ପ୍ରୀତିକୁ ବିରୋଧ

ଆରମ୍ଭରୁ ବିରୋଧର ସାମ୍ନା କରୁଥିବା Tata Powerକୁ ଲାଗିବାକୁ ଯାଉଛି ଆଉ ଏକ ଶକ୍ତ ଝଟକା। କାରଣ କମ୍ପାନୀର ନୀତିକୁ ସାଧାରଣ ଜନତା ସମେତ ବିଦ୍ୟୁତ ଠିକାଦାର ସଂଘ ମଧ୍ୟ ତୀବ୍ର ବିରୋଧ କରୁଛି।

Aug 16, 2021, 12:47 PM IST

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ, ଜାଣନ୍ତୁ କ'ଣ ସବୁ ମିଳିବ ସୁବିଧା..

ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ବୁଣାକାରମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି।

Aug 13, 2021, 06:04 PM IST

ପଶ୍ଚିମ ଓଡି଼ଶାକୁ ଅବହେଳା ବିରୋଧରେ ବିଜେପିର ଗଣଧାରଣା

ଗତକାଲି ସମ୍ବଲପୁରର ବୁର୍ଲା ଠାରେ ଏହି ସମସ୍ୟା ନେଇ ବିଜେପି ଆନ୍ଦୋଳନ କରିଛି। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ମେରୁଦଣ୍ଡ କୁହାଯାଉଥିବା ଭୀମସାର ଅବହେଳା ପ୍ରତିବାଦର ସ୍ୱର ବିଧାନସଭାରେ ଦେଖାଇବ ବିଜେପି ବୋଲି ଦଳ ଷୋଷଣା କରିଛି ।

Aug 3, 2021, 02:59 PM IST

ଅବହେଳିତ ପଶ୍ଚିମ ଓଡ଼ିଶା! କୃଷକଙ୍କ ସମସ୍ୟା ନେଇ ବିଜେପିର ଧାରଣା

ଖରିଫ ହେଉ କି ରବି ଫସଲ ସବୁଥିରେ ସରକାରଙ୍କ ଟୋକନ ଅବ୍ୟବସ୍ଥା ଦେଖାଦେଇଛି। ଏହାକୁ ନେଇ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟଲୟ ସମ୍ମୁଖରେ ଏକ ଘଣ୍ଟା କାଳ ଧାରଣା ଦିଆଯାଇଥିଲା। ଟୋକନ ଅବ୍ୟବସ୍ଥା ସହ ବର୍ଷାରେ ଭିଜିଥିବା ଧାନର କ୍ଷତିପୂରଣ ଦେବା ପାଇଁ ବିଜେପି ତରଫରୁ ଦାବି ହୋଇଛି।

Jun 19, 2021, 01:27 PM IST

ଦକ୍ଷିଣ ଓଡ଼ିଶାରେ Serological Survey: ପ୍ରତି ସ୍ଥାନରୁ ସଂଗ୍ରହ କରାଯିବା ୪୦ ନମୁନା

ପ୍ରତି ସ୍ଥାନରୁ ୪୦ ନମୂନା ସଂଗ୍ରହ କରାଯିବା ସ୍ଥିର କରାଯାଇଛି । ସେଥିରୁ ୧୮ ବର୍ଷ ରୁ ଊର୍ଦ୍ଧ୍ୱ ତଥା ୨୮ଜଣ ସାବାଳକ, ୧୦ ରୁ ୧୭ ବର୍ଷ ବୟସର ୮ ଟି ଓ ୬ ରୁ ୯ ବର୍ଷ ବୟସର  ୪ ଜଣ  ଶିଶୁମାନଙ୍କ ନମୁନା ସଂଗ୍ରହ କରାଯିବ ।  

Jun 18, 2021, 04:29 PM IST

ପଶ୍ଚିମ ଓଡ଼ିଶାରେ ନ୍ୟାୟିକ ବ୍ୟବସ୍ଥା ଠପ୍, ଜାମିନ ପରେ ବି କାଳ କୋଠରୀରେ ଅନ୍ତେବାସୀ

ପଶ୍ଚିମ ଓଡିଶା (Western Odisha) ପରିପ୍ରେକ୍ଷୀରେ ଯଦି ଦେଖାଯାଏ କୋର୍ଟ କଚେରୀ ବନ୍ଦ ଯୋଗୁଁ ଲକ୍ଷାଧିକ ମାମଲା ଗଡୁଛି। ବିଗତ କିଛି ବର୍ଷରେ ଅନେକ ଥର ଅଦାଳତ ବନ୍ଦ ହେବାରୁ ପାହାଡ ପରି ଗଡୁଛି ମାମଲା। ପଶ୍ଚିମ ଓଡିଶାର ୧୦ ଜିଲ୍ଲାର ବିଭିନ୍ନ ଅଦାଲତରେ ପ୍ରାୟ ସାଢେ ୩ ଲକ୍ଷରୁ ଅଧିକ ମାମଲା ପଡିରହିଛି।

Jun 8, 2021, 10:48 AM IST

Odisha Fights Corona : ରାସ୍ତାକୁ ଓହ୍ଲାଇବେ ବରିଷ୍ଠ ଅଧିକାରୀ, ଫୋକସରେ ପଶ୍ଚିମ ଓଡିଶା

କୋରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ (Odisha Police) କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କ ସମୀକ୍ଷା ପରେ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶା ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Apr 7, 2021, 09:13 PM IST

ପଶ୍ଚିମ ଓଡ଼ିଶାରେ ଲହଡି ଭାଙ୍ଗୁଛି କୋରୋନା, ସାବାଡ ହେବେ ଅମାନିଆ

ପଶ୍ଚିମ ଓଡ଼ିଶା (Western Odisha) ରେ କୋରୋନା ମହାମାରୀ (coronavirus) ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ରାତ୍ରିକାଳୀନ କର୍ଫ୍ୟୁ (Night curfew) ଜାରୀ କରିଛନ୍ତି।

Apr 4, 2021, 03:33 PM IST

ଆହାଃ କି ମନୋରମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା

ଆଜି ଉତ୍କଳ ଦିବସ  (Utkal Diwas) ଅବସରରେ ରେ ସମ୍ବଲପୁର (Sambalpur) ଆସି ଅତିଥିଭାବେ ଯୋଗଦେଇ ଏହି ଜଳକ୍ରୀଡାର ଉଦଘାଟନ କରିଛନ୍ତି। 

Apr 1, 2021, 09:15 PM IST

ଭାଷା ବିକୃତିକରଣ ପ୍ରତିବାଦରେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ପ୍ରଦାନ

ଭାଷା ବିକୃତିକରଣ ପ୍ରତିବାଦରେ ଏକାଠି ହୋଇଛନ୍ତି ୩୦ରୁ ଉର୍ଦ୍ଧ୍ୱ ସଙ୍ଗଠନ।  

Apr 1, 2021, 07:18 PM IST

ହଜିବାକୁ ବସିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ପର୍ବ ଗୁଁଡିଖାଇ

ଜଙ୍ଗଲ ଜାତ ଫଳମୂଳ ନିଜେ ଖାଇବା ପୂର୍ବରୁ ନିଜର ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରିଥାନ୍ତି । 

Mar 28, 2021, 03:31 PM IST

ଦୀର୍ଘାୟୁ ପ୍ରିଜ୍; ୬୦ ବର୍ଷ ମଧ୍ୟରେ ହୋଇନି ଅସୁସ୍ଥ

ଫ୍ରିଜଟିର ନାଁ ହେଉଛି 'ଏଣ୍ଟିକ ଫ୍ରିଜ୍'। ଦୀର୍ଘ ୬୦ ବର୍ଷ ହେଲା ସମ୍ବଲପୁରର ଜଣାଶୁଣା ଔଷଧ ଦୋକାନ କଲ୍ୟାଣ ଫାର୍ମାରେ ନିଃସ୍ୱାର୍ଥପର ଭାବରେ 'ଏଣ୍ଟିକ ଫ୍ରିଜ୍' ସେବା ଯୋଗାଇ ଆସୁଛି।

Mar 14, 2021, 04:48 PM IST

ଚାଷୀଙ୍କ ପାଇଁ BJPର ଚକାଜାମ ଆନ୍ଦୋଳନ

ଚାଷୀଙ୍କ ମଣ୍ତି ସମସ୍ୟା (Mandi Problem) ଲାଗିରହିଛି। ଆଜି ମଧ୍ୟ ମଣ୍ତି ଗୁଡିକରେ ଲକ୍ଷାଧିକ ବସ୍ତା ଧାନ ପଡିରହିଛି। ରାଜ୍ୟ ସରକାରଙ୍କ ଚାଷୀ ମାରଣାନୀତି ଯୋଗୁ ଚାଷୀ (Peddy) ଙ୍କ ଧାନ ବିକ୍ରିରେ ସମସ୍ୟା ରହୁଛି।

Mar 10, 2021, 07:34 PM IST

ମହଙ୍ଗା ହେଲା ସମ୍ବଲପୁରୀ ଶାଢୀ, ଚିନ୍ତାରେ ବୁଣାକାର-ବ୍ୟବସାୟୀ

ଗୋଟିଏ ସମ୍ବଲପୁରୀ ଶାଢୀ (Sambalpuri Saree) ରେ ଅନେକ କାରୁକାର୍ଯ୍ୟକୁ ରୂପ ଦେବାରୁ କାରିଗରଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ। ହେଲେ କେନ୍ଦ୍ର ବଜେଟ (Union Budget 2021) ଅସିବା ପରେ ଏହାର ସିଧାସଳଖ ପ୍ରଭାବ ସମ୍ବଲପୁରୀ ବସ୍ତ୍ର ଓ ଏହାର ମାର୍କେଟ (Ratail Market) ଉପରେ ପଡିଛି।

Mar 5, 2021, 06:41 PM IST

ଅବହେଳିତ ପଶ୍ଚିମ ଓଡ଼ିଶାର ଶିକ୍ଷାନଗର ବୁର୍ଲା

ପଶ୍ଚିମ ଓଡିଶାର ଶିକ୍ଷାର ନଗରୀ ବୁର୍ଲା (Burla)। ଜାତୀୟ ତଥା ରାଜ୍ୟସ୍ତରର ପ୍ରମୁଖ ଶିକ୍ଷାନୁଷ୍ଠାନର ଭିଡ଼ ଏହି ସହର ମଧ୍ୟରେ। 

Jan 27, 2021, 09:52 AM IST

ରାଜ୍ୟରେ ଶୀତ ଲହରୀ ଜାରି

ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ତିନି ସହର, ୧୨ ତାରିଖ ଯାଏଁ ହାଲକା ବର୍ଷା ସମ୍ଭାବନା । ଆଜି ରାଜ୍ୟର ୧୦° ତଳେ ୩ଟି ଏବଂ ୧୨° ତଳେ ୬ଟି ସହରରେ ତାପମାତ୍ରା ରେକର୍ଡ ହୋଇଛି । ୯.୨° ସେଲସିୟସ ସହ ସୋନପୁର ଆଜି ବି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । 

Nov 10, 2020, 04:08 PM IST