'ମୋ ସରକାର' ଛାଟ, ଆମପାଣି ଥାନା ଏଏସଆଇ ରମେଶ ପଟ୍ଟନାୟକ ନିଲମ୍ବିତ

ଯାହା ଜଣାପଡ଼ିଛି, ଅଭିଯୁକ୍ତ ଏଏସଆଇ ରମେଶ ପଟ୍ଟନାୟକ ଏକ ଜମିବାଡ଼ି ମାମଲାରେ ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗ ଆସିବା ପରେ କଳାହାଣ୍ଡି ଏସପିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

'ମୋ ସରକାର' ଛାଟ, ଆମପାଣି ଥାନା ଏଏସଆଇ ରମେଶ ପଟ୍ଟନାୟକ ନିଲମ୍ବିତ
Image Credit: ଫାଇଲ ଫଟୋ

About the Author