Leap Year: ଅଧି ବର୍ଷ କ’ଣ? କାହିଁକି ଏହା ପ୍ରତି ୪ ବର୍ଷରେ ଥରେ ପଡ଼ିଥାଏ ?

Leap Year: ବର୍ତ୍ତମାନ ଫେବୃଆରୀ ମାସ ଚାଲିଛି, ଯାହାକି ଆଜି ଶେଷ ହୋଇଯିବ। ଏହି ମାସ ମଧ୍ୟ ଏହି ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର। ବିଶେଷକରି ସେହି ଲୋକଙ୍କ ପାଇଁ ଯେଉଁମାନଙ୍କର ଜନ୍ମଦିନ ୪ ବର୍ଷରେ ଥରେ ଆସେ ଯଥା ଫେବୃଆରୀ(February) ୨୯ ତାରିଖରେ। ସାଧାରଣତଃ ଫେବୃଆରୀ ମାସରେ ୨୮ ଦିନ ଥାଏ, କିନ୍ତୁ ବର୍ଷରେ ଯେତେବେଳେ ଅଧିବର୍ଷ ପଡ଼ିଥାଏ, ସେତେବେଳେ ଫେବୃଆରୀ ମାସରେ ୨୯ ଦିନ ପଡ଼େ।

Leap Year: ଅଧି ବର୍ଷ କ’ଣ? କାହିଁକି ଏହା ପ୍ରତି ୪ ବର୍ଷରେ ଥରେ ପଡ଼ିଥାଏ ?

About the Author