Zee Odisha, Bhubaneswar
Dhamnagar Bypoll 2022
Dhamnagar Bypoll : ଧାମନଗର ନବୀନ ଗୁଜୁରାଟ ମୋଦି କଣ ହାରିବେ କି ?
Dhamnagar Bypoll : ଓଡ଼ିଶାରେ କଣ ନବୀନ ହାରିବେ? ଗୁଜୁରାଟରେ କଣ ମୋଦି ହାରିବେ? ଏହା ଦୁଇଟି ପ୍ରଶ୍ନ ନୁହେଁ। ଏହା ହେଉଛି ଲୋକଙ୍କର ଭାବନା। ଖାଲି ଲୋକଙ୍କର ନୁହେଁ। ଏହା ବିରୋଧୀଙ୍କ ମଧ୍ୟ ଭାବନା। ଆସନ୍ତୁ ଜାଣିବା ଅସଲି ଖେଳ କଣ ?
Oct 28,2022, 19:03 PM IST
Dhamnagar ByPoll
Dhamnagar bypoll: ଧାମନଗର ଲଢେଇ ଜୋରଦାର
ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ପ୍ରାର୍ଥିପତ୍ର ଦାଖଲ ପାଇଁ ଆଉ ଗୋଟିଏ ଦିନ ବାକି ଥିବାବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଦଳର ବରିଷ୍ଠ ନେତାଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
Oct 13,2022, 22:24 PM IST
Odisha Politics
Odisha Politics: ଓଡ଼ିଶାରେ ଫଳାଇବା ଯୋଜନା କରି ରାଜ୍ୟସଭାରେ ଉଜୁଡି ଗଲା
Odisha Politics: ଓଡ଼ିଶାରେ ଆଛେଦିନ କହି ସରକାର ଗଢିବା ଯୋଜନା କରିବାକୁ ଯାଉ ଯାଉ, ବିହାରରେ ବିଜେପିର ସରକାର ଚାଲିଗଲା । ଅନ୍ୟ ପକ୍ଷରେ ବିଜେପିର ରାଜ୍ୟସଭାରେ ସଂଖ୍ୟା ମଧ୍ୟ କମିଗଲା କାରଣ ଜେଡିୟୁ ଏନ୍ଡ଼ିଏ ସହ ମେଣ୍ଟରୁ ବାହାରିଗଲା ।
Aug 10,2022, 21:07 PM IST
BJP
ବିଜେପି ଫୋକସରେ ଓଡ଼ିଶା, ଟାର୍ଗେଟରେ ମହିଳା ଓ ଆଦିବାସୀ ଭୋଟ
ପୂର୍ବ ଭାରତ ଓ ଓଡିଶାରେ ବିଜେପିକୁ ସୁଦୃଢ଼ କରିବାକୁ ଦଳର ଏହା ଲଗାତର ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ସର୍ବାଧିକ ଫୋକସ କରି ମିଶନ ୧୨୦ର ନାରା ଦେଇଥିଲା ଦଳ । ଏପରିକି ବ୍ୟାପକ ପ୍ରଚାର ପ୍ରସାର କରି ଓଡିଶା ଦଖଲ ପାଇଁ ସବୁ ଶକ୍ତି ଲଗାଇ ମଧ୍ୟ ବିଫଳ ହୋଇଥିଲା ବିଜେପି । କିନ୍ତୁ ୨୦ରୁ ଅଧିକ ବିଧାୟକ ଜିତି ମୁଖ୍ୟ ବିରୋଧୀର ଆସନ ଦଖଲ କରିଥିଲା ଦଳ । ଏପରିକି ୨୦୧୭ ପଂଚାୟତ ନିର୍ବାଚନରେ ମଧ୍ୟ ବିଜେପି ଅତି ଭଲ ପ୍ରଦର୍ଶନ କରିଥିଲା ।
Jun 27,2022, 23:57 PM IST
congress
ଇଡି ରାଜନୀତିରେ ରାହୁଲ କଲବଲ , ବଳ ଦେବା ପାଇଁ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ
Congress Holds Nationwide Protest - ନେସନାଲ ହେରାଲ୍ଡ଼ ମାମଲାରେ ଗାନ୍ଧୀ ପରିବାରକୁ ଲଗାତର ହଇରାଣ ବିରୋଧରେ କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିଛି। ଇଡ଼ି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା କରିବା ଓ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ। ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ଆସନ୍ତା କାଲି ଜିଲ୍ଳା ସ୍ତରରେ ଆନ୍ଦୋଳନ କରିବ ଦଳ। ଅନ୍ୟପଟେ ବିଜେପି କଂଗ୍ରେସର ଅଭିଯୋଗର ପାଲଟା ଜବାବ ଦେଇଛି ।
Jun 16,2022, 19:17 PM IST
Pakistan
ପାକିସ୍ତାନରେ ଏକା ଥରକେ ୫୯ ଟଙ୍କା ବଢ଼ିଲା ପେଟ୍ରୋଲ , ପେଟ୍ରୋଲ ୨୩୩ ଟଙ୍କା ଓ ଡିଜେଲ ୨୬୩.୩୧ ଟଙ୍କ
Pakistan petrol Price - ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି l ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଦର ଲିଟର ପିଛା ୨୩୩ ଟଙ୍କା ହୋଇଯାଇଥିବା ଖବର ମିଳିଛି lଯଦି ଏହି ଭଳି ପରିସ୍ଥିତି ଆଗକୁ ଏହି ଭଳି ଜାରି ରହେ, ତେବେ ପାକିସ୍ତାନ ଦେବାଳିଆ ସ୍ଥିତି ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଯାହାକି ପଡୋଶୀ ଦେଶ ହିସାବରେ ଭାରତ ଉପରେ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି l
Jun 16,2022, 15:19 PM IST
Bhubaneswar
ଗଜରିଲା କଂଗ୍ରେସ,ମଉଳିଲା ବିଜେପି ଓ ଭବିଷ୍ୟତରେ ବିଜେଡିକୁ କିଏ ଦେବ ଚାଲେଞ୍ଜ
ଫର୍ମକୁ ଫେରୁଛି କଂଗ୍ରେସ। ଦୀର୍ଘ ଦିନ ଧରି ତୃତୀୟ ନମ୍ବର ସ୍ଥାନରେ ରହିବା ପରେ ଏବେ ବିଜେପିକୁ ପଛରେ ପକାଇ ଦୁଇ ନମ୍ବର ସ୍ଥାନକୁ ଉଠିଛି କଂଗ୍ରେସ। ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ପାଇଁ ଏଭଳି କିଛି ଶୁଭଫଳ ନେଇ ଆସିଛି। ୨୦୧୯ ରେ କଂଗ୍ରେସକୁ ପଛକୁ ଠେଲି ମୁଖ୍ୟ ବିରୋଧୀ ଆସନ ନେଇଥିଲା ବିଜେପି। ଏପରିକି ଏହା ପରେ ବିଜେପି ବିଭିନ୍ନ ସମୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସୁଥିଲା। ଏପରିକି କଂଗ୍ରେସର ପ୍ରଦର୍ଶନ ଲଗାତର ଭାବେ ଅତ୍ୟନ୍ତ ଦୟନୀୟ ହୋଇ ଆସୁଥିଲା। ଏଭଳି ସ୍ଥିତିରେ ବ୍ରଜରାଜନଗର ଉପନିର୍ବାଚନ କଂଗ୍ରେସ ପାଇଁ ସଂଜୀବନୀ ସଦୃଶ ହେବା ସହ ଦଳୀୟ ନେତା କର୍ମୀଙ୍କ ମନରେ ଉତ୍ସାହ ଖେଳାଇ ଦେଇଛି।
Jun 3,2022, 19:38 PM IST
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ,ବର୍ଷାକୁ ରୋକିଦେଲା ପାହାଡ଼
(ରିପୋର୍ଟ -ମଳୟ ରଞ୍ଜନ ମହାନ୍ତି ) ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ତୋନୋଟି ରାଜ୍ୟସଭା ସଭ୍ୟ ପଦ ପାଇଁ ହେବ ନିର୍ବାଚନ। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଜୁନ ୧ ତାରିଖ ୧୧ ଟା ୩0 ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜୁନ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ। ଆବଶ୍ୟକ ହେଲେ ଜୁନ ୧୦ତାରିଖରେ ନିର୍ବାଚନ ହେବ। ସେପଟେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ବିଜେଡିର ମହିଳା କାର୍ଡରେ ଯେଉଁ ସେଲିବ୍ରିଟି ଜଣକ ଅଧିକ ଲବିରେ ଥିଲେ,ତାଙ୍କର ପାରିବାରିକ କହଳ କାରଣରୁ ତାଙ୍କୁ ଵ୍ୟାକଫୁଟ ନେଇଯାଇଥିବା ସୂଚନା ମିଳୁଛି।
May 25,2022, 1:12 AM IST
Puri
ପୁରୀରେ କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼
ରିପୋର୍ଟ -ମଳୟ ରଞ୍ଜନ ମହାନ୍ତି. କେନ୍ଦ୍ର ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡି ଉପରେ ଛାତ୍ର କଂଗ୍ରେସ ତଫରୁ କାଳି ମାଡ଼ କରାଯାଇଛି l ଦରଦାମ ବୃଦ୍ଧି ପ୍ରତିବାଦରେ ଲଗାତାର ଛାତ୍ର କଂଗ୍ରେସ ତରଫରୁ ଏହି ଭଳି ପ୍ରତିବାଦ ହେଉଥିବା ଦେଖିବାକୁ ମିଳୁଛି l ଚାରି ପାଞ୍ଚଦିନ ତଳେ ପ୍ରଦେଶ ଛାତ୍ର କଂଗ୍ରେସ ପ୍ରତିବାଦ ସ୍ୱରୂପ, ବିଜେପିର ରାଷ୍ଟ୍ରୀୟ ପ୍ରଵକ୍ତା ସମ୍ବିତ ପାତ୍ରଙ୍କ ପୁରୀ ଗ୍ରସ୍ତ ସମୟରେ ତାଙ୍କ ଗାଡି ଉପରକୁ ମଧ୍ୟ କାଳି ମାଡ଼ କରିଥିଲା l
May 15,2022, 22:46 PM IST
ବାତ୍ୟା 'ଅସାନି' ପରେ ଭୁବନେଶ୍ୱରେ କିଛି ଶୋଭା ବର୍ଦ୍ଧନ କରୁଛି ଏହି ଦୃଶ୍ୟ
ବାତ୍ୟା "ଅସାନି" ପରେ ଭୁବନେଶ୍ୱରେ କିଛି ଶୋଭା ବର୍ଦ୍ଧନ କରୁଛି ଏହି ଦୃଶ୍ୟ l ମନୋହରା ଏହି ଦୃଶ୍ୟ ବିମୋହିତ କରୁଛି ଭୁବନେଶ୍ୱର ବାସୀଙ୍କୁ,ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପୋଭୋଗ କରି ଭୁଲିଯାଆନ୍ତି ସେହି ଫନିଅର କରାଳ ରୁପକୁ ll
May 11,2022, 19:58 PM IST
Sonpur
ବିଜେଡି କାଉନସିଲର ସ୍ୱାମୀଙ୍କୁ ହତ୍ୟା, ମଦ ନିଶାରେ ହତ୍ୟା କଲା ଭାଇ
ମାତ୍ର କିଛି ଘଣ୍ଟା ତଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର 10ନମ୍ବର ଓ୍ବାର୍ଡର କାଉନସିଲର ସୁନୀତା ନାଏକଙ୍କ ସ୍ବମୀ ସଂଜୀବ ଗୁରୁ ଓରଫ ରାଜାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ଜିଲ୍ଲା ପୋଲିସ । ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସପି ସୂଚନା ଦେଇଛନ୍ତି।ଗତ ଦୁଇ ଦିନ ତଳେ ତରଭା 10ନମ୍ବର ଓ୍ବାର୍ଡର ବିଜେଡି କାଉନସିଲଙ୍କ ସ୍ବାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ପୋଲିସ ପାଇଁ ଏହି ହତ୍ୟାକାଣ୍ଡ ରହସ୍ୟ ତଥା ହତ୍ୟାକାରୀକୁ ଧରିବା ଏକ ବଡ ଚେଲେଞ୍ଜ ହୋଇଥିବା ବେଳେ ପୋଲିସ ବି ଏହି ଘଟଣାକୁ ଗୁରୁତର ଭାବେ ନେଇ ଖୋଲତାଡ ଆରମ୍ଭ କରି ହତ୍ୟାକାରୀ ଙ୍କୁ ଧରିବାରେ ସଫଳ ହୋଇଥିଲା l ଜଣା ପଡିଲା ରାଜାକୁ ନିଜର ଦାଦା ପୁଅ ଭାଇ ମଦ ନିଶାରେ ଜୀବନରୁ ମାରିଦେଲା l
May 10,2022, 22:20 PM IST
Politics
ବିଜେଡିର ପୂର୍ବତନ ସାଂସଦ କଂଗ୍ରେସରେ ମିଶିବା ଓ ପିସିସି ପଦ ପାଇବାର ସମ୍ଭାବନା କୁ ନେଇ ଚର୍ଚ୍ଚା
କଂଗ୍ରେସର ପିସିସି ସଭାପତି ପଦକୁ ନେଇ ଚାଲିଥିବା କନ୍ଦଳ ମଧ୍ୟରେ ,କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀରେ ଡେରା ପକେଇଛନ୍ତି I ତେବେ କିଏ ହେବ ପିସିସି ସଭାପତି ହେବ ଏ ନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଓଡିଶା ରାଜନୈତିକ ପାଠଶାଳାରେ ଗୋଟିଏ ନାଁ କୁ ନେଇ ବଡ ଚର୍ଚ୍ଚା ଚାଲିଛିI ଶୁଣିବାକୁ ମିଳୁଛି ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଓଡିଶା ଗଣମାଧ୍ୟମର ଚର୍ଚ୍ଚିତ ସମ୍ପାଦକ, କଂଗ୍ରେସରେ ମିଶିବା ସହିତ ପିସିସି ସଭାପତି ପଦ ପାଇବାର ସମ୍ଭାବନାକୁ ନେଇ ରାଜ୍ୟରେ ଚାଲିଛି ବଡ ଚର୍ଚ୍ଚାl
May 9,2022, 16:53 PM IST
brajarajnagar
ବିଜେପି ଘୋଷଣା କଲା ପାର୍ଥୀ ,ଭରସା ରାଧାରଣୀ ପଣ୍ଡାଙ୍କୁ, ବ୍ରଜରାଜନଗରର ଭରସା କାହାକୁ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଥମ ଦଳ ଭାବରେ ବିଜେପି ତାର ପାର୍ଥୀ ଘୋଷଣା କରିଛି.ଏଥିରେ ରାଜାରାଣୀ ପଣ୍ଡାଙ୍କୁ ପୁଣି ଥରେ ନିର୍ବାଚନ ମୈଦାନରେ ଲଢେ଼ଇ କରିବା ପାଇଁ ଦଳ ପାର୍ଥି ଭାବେ ଘୋଷଣା କରିଛିଏ।ଠାରେ ରାଧାରାଣୀ ପାଣ୍ଡା ୨୦୧୪ ମସିହାରେ ବିଧାୟିକା ଭାବେ ନିରଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ.କିନ୍ତୁ ୨୦୧୯ ରେ ମୋଦିଙ୍କ ପ୍ରଚଣ୍ଡ ଲହର ସତ୍ୱେ ବି ରାଧାରାଣୀ ଏହି ଆସନରୁ ଜିତି ପାରି ନଥିଲେ,ଏଥିରେ ପୂର୍ବତନ ଦିବଙ୍ଗ ନେତା ତଥା ପୂର୍ବତନ ବାଚସ୍ପତି କିଶୋରେ ମହାନ୍ତି ବିଜେଡି ରୁ ପାର୍ଥି ହୋଇ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ.ଗତ ୨୦୨୧ ମସିହା ଡିସେମ୍ବ ମାସରେ କିଶୋରେ ମହାନ୍ତିଙ୍କ ହୃତଘାତରେ ମୃତ୍ୟୁ ପରେ ଏହି ସ୍ଥାନ ଖାଲି ପଡିଥିଲା।
May 8,2022, 13:20 PM IST
Govt of Odisha
ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଆସନ୍ନ ବାତ୍ୟା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି।
May 5,2022, 20:57 PM IST
ଜଗନ୍ନାଥ ମନ୍ଦିର ୨୨ ପାହାଚର ଏହି ଶିଳାକୁ ଭୁଲ ରେ ଛୁଇଁବେ ନାହିଁ,ପାପ ଯିବା ବଦଳରେ ଲାଗିଯିବ
ଜଗନ୍ନାଥ ମନ୍ଦିର ୨୨ ପାହାଚର ଏହି ଶିଳାକୁ ଭୁଲ ରେ ବି ଛୁଇଁବେ ନାହିଁ,ପାପ ଯିବା ବଦଳରେ ଲାଗିଯିବ,ମହାପ୍ରଭୁ ଜଗନ୍ନାଥଙ୍କ ୨୨ ପାହାଚର ଶିଳା ବିଷୟରେ ବର୍ଣ୍ଣନା କରିବା ପୂର୍ବରୁ ,ଏହି ବିରଳ ସଂସ୍କୃତି ପରମ୍ପରା ଓ ପୌରାଣିକ ତଥା ଆଧ୍ୟତ୍ମିକ ବାର୍ତ୍ତା କିପରି ବିଶ୍ୱକୁ ପ୍ରଦାନ କରେ ଓ ସାରା ବିଶ୍ୱର ପ୍ରତ୍ୟକ ବ୍ୟକ୍ତିଙ୍କୁ କିପରି ଶାନ୍ତି ମାର୍ଗରେ ଚାଲିବା ପାଇଁ ବାଧ୍ୟ କରେ ଏହାକୁ ମଧ୍ୟ ଜାଣିବା ନିହାତି ଆବଶ୍ୟକ ଅଟେ।
May 4,2022, 19:47 PM IST
Orissa High Court
ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠାକୁ ନେଇ ତେଜିଲା ରାଜନୀତି, ରାଜ୍ୟ ସରକାରଙ୍କଠୁ...
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ । ଆଉ ଏହି ଚିଠି ଆଧାରରେ ତତକାଳୀନ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ୨୦୧୯ ଜାନୁୟାରୀ ୧୨ ଓ ବର୍ତ୍ତମାନର ଆଇନ ମନ୍ତ୍ରୀ କିରଣ ରିଜଜୁ ଏପ୍ରିଲ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଯଶବନ୍ତ ସିଂ କମିଶନଙ୍କ ସୁପାରିସ୍ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପ୍ରସ୍ତାବ ପଠାଇବା ନିମନ୍ତେ ଅନୁରୋଧ କରିଛନ୍ତି ।
May 1,2022, 20:12 PM IST
Odisha Congress President
ଚେଲ୍ଲାଙ୍କ ମନ୍ଥନ, ଛେଲ୍ଲା ଯିବକି ଓଡିଶା ପିସିସି, କଂଗ୍ରେସର ନୂଆ ଚେହେରା ସମ୍ଭବ
ସେପଟେ ପିସିସି ସଭାପତି ପଦ ପାଇଁ ଦାବିଦାର ନେତାଙ୍କ ପକ୍ଷରୁ ସମର୍ଥକ ଦିଲ୍ଲୀରେ ଲବି ଜୋରଦାର କରିଛନ୍ତି।
Apr 29,2022, 18:24 PM IST
corona pandemic
ପୁଣି ଭୟଙ୍କର ହେବ କି କୋରୋନା?
ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଓଡିଶାରେ ପୁଣି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଖୋଦ ସ୍ୱାସ୍ଥ୍ୟ ବିଭାଗ ପୂର୍ବାନୁମାନ କରିଛି।
Apr 28,2022, 20:39 PM IST
Temperatures will drop
ତାପମାତ୍ରା କମିବ, ସ୍କୁଲ ଖୋଲିବ
ମୁଖ୍ୟ କଥା ହେଲା ଯେଉଁ କାରଣ ଯୋଗୁଁ ସ୍କୁଲ ଗୁଡିକୁ ଛୁଟି ଦିଆଯାଇଛି ସେଥିରୁ ମୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରିକି ଲୋକେ ପ୍ରଚଣ୍ଡ ଖରାରେ ସିଝୁଛନ୍ତି। ଅତ୍ୟନ୍ତ ଗରମ ଯୋଗୁ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି।
Apr 28,2022, 15:54 PM IST
BJD
ବିଜେଡି ନୂଆ ଟିମ ତାଲିକା ପ୍ରସ୍ତୁତ; ଯେକୌଣସି ମୁହୂର୍ତ୍ତରେ ହୋଇପାରେ ଘୋଷଣା
ଆସନ୍ତା ଏକ ସପ୍ତାହ ମଧ୍ୟରେ ମନ୍ତ୍ରୀମଣ୍ଡଳ ଓ ସାଙ୍ଗଠନିକ ସ୍ତରରେ ବ୍ୟାପକ ଅଦଳବଦଳ ନେଇ ଘୋଷଣା ହେବା ନେଇ ଚର୍ଚ୍ଚା ଜୋର ଧରିଛି।
Apr 26,2022, 18:45 PM IST
Odisha Congress
ପି୍ସିସି ମଙ୍ଗ ସମ୍ଭାଳିବେ କି ବିଜୟ ମହାପାତ୍ର? ମିଳିବ ପିକେ ଙ୍କ ଆଶୀର୍ବାଦ!
ସିସି ସଭାପତି ପଦକୁ ନେଇ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସିଛି।
Apr 24,2022, 19:49 PM IST
mamita murder case
ମମିତା ମୃତ୍ୟୁର ନୂଆ ମୋଡ଼: ନବୀନଙ୍କ 'ଶେଷର ଆରମ୍ଭ ?'
କେବେ ବି ଦୁର୍ନୀତିକୁ ପ୍ରଶ୍ରୟ ଦେଉ ନ ଥିବା କିମ୍ବା ନିଜ ଦେହରେ ଦାଗ ଲାଗିବାକୁ ଦେଉ ନ ଥିବା ନବୀନ କିଭଳି ଭବାନୀପାଟଣାରେ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ନିଜ ସହ ବସାଇଲେ ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ ।
Nov 9,2021, 20:07 PM IST
'ଓଡିଶାରେ ନିର୍ବାଚନ ନାହିଁ, ତେଣୁ ଭ୍ୟାକ୍ସିନ ମିଳିବ ନାହିଁ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ୨୦୨୦ ଜାନୁଆରୀରେ କୋରୋନାକୁ ହରେଇଛୁ ବୋଲି ଘୋଷଣା କରିଥିଲେ। ତାପରେ ପଶ୍ଚିମବଙ୍ଗ ନିର୍ବାଚନ (West Bengal Election) ହେଲା। ସମଗ୍ର ଦେଶରେ କୋରୋନା ଦୃତ ଗତିରେ ବ୍ୟାପିଲା।
Jun 4,2021, 12:31 PM IST
ସାର୍ବଜନୀନ ମାଗଣା ଟିକା ପ୍ରସଙ୍ଗ: କେନ୍ଦ୍ର ରଖିଲାନି କଂଗ୍ରେସର ଅନୁରୋଧ, ଜିଲ୍ଲାରେ ହେବ ଆନ୍ଦୋଳନ
କୋରୋନା ମୁକାବିଲାକୁ ନେଇ ବିରୋଧି ଅନେକ ଥର ପରାମର୍ଶ ମଧ୍ୟ ଦେଇଛି। କିନ୍ତୁ ସମୟ ଥାଉଣୁ ସେଗୁଡିକୁ କେନ୍ଦ୍ର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସେହି ପରାମର୍ଶ ତାଲିକାରେ ସର୍ବଜନୀନ ମାଗଣା ଟିକାକରଣ ମଧ୍ୟ ସାମିଲ ଅଛି। ଯାହାକୁ ନେଇ କଂଗ୍ରେସ ଏକ ବିଶାଳ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।
Jun 2,2021, 19:56 PM IST
Nandankanan Zoo
ଆସନ୍ତାକାଲିଠୁ ନନ୍ଦନକାନନ ଚିଡ଼ିଆଖାନା ବନ୍ଦ
କୋରୋନା ସଂକ୍ରମଣ ଦେଖି ୧୫ ଦିନ ପାଇଁ ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ନଷ୍ପତି।
Apr 30,2021, 15:16 PM IST
Mahanadi Banchao Andolon
ଶନିବାର ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ
ମହାନଦୀ ଟ୍ରିବୁନାଲର ଅନ୍ତରୀଣ ଆଦେଶ, କଲମା ବ୍ୟାରେଜ଼ର ଗେଟ ଖୋଲି ମହାନଦୀକୁ ୧.୭୪ ମିଲିଅନ ଫୁଟ ପାଣି ଛାଡିବା, ତଳ ମୁଣ୍ଡରେ ଜଳ ସଂରକ୍ଷଣ, ମହାନଦୀକୁ ପ୍ରଦୂଷଣ ଓ ଜବରଦଖଲରୁ ମୁକ୍ତ ଦାବିରେ ଜଳ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନ।
Apr 9,2021, 22:52 PM IST
vaccination festival
ଟିକା ମହୋତ୍ସବ; ବିନା ବରରେ କେମିତି ହେବ ବିବାହ? BJD, କଂଗ୍ରେସକୁ BJP ଦେଲା ଉତ୍ତର
ଟିକା ଉତ୍ସବ (Vaccine festival) ମାନେ ସଫିସିଏଣ୍ଟ ଟିକାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଏ କଥାକୁ ଆଖି ଆଗରେ ରଖି ଏ କଥା କହିଥିବେ। ନ ହେଲେ ଟିକା ଉତ୍ସବ ପାଳନ କେମିତି ହେବ ବୋଲି ବିଜେଡି (BJD) ପ୍ରଶ୍ନ ଉଠାଇଛି।
Apr 9,2021, 22:29 PM IST
Odisha
CAG Reportରେ ଦୁର୍ନୀତିର ଗନ୍ଧ, BJP ଆଣିଲା ସାଙ୍ଘାତିକ ଅଭିଯୋଗ
୨୨ ବର୍ଷ ଧରି ଶାସନ କଲା ପରେ ମଧ୍ୟ ରାଜ୍ୟ ସରକାର ସୁଧୁରିବା ବଦଳରେ ଆହୁରି ଅଧିକ ଦୁର୍ନୀତିଗ୍ରସ୍ତ (Corruption) ହୋଇଛନ୍ତି। ଓଡିଶାର ପ୍ରାକୃତିକ ସମ୍ପଦକୁ ଖୁଲମଖୁଲା ଲୁଟ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ରାଜ୍ୟ ସରକାର ପୋଷୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
Apr 5,2021, 21:35 PM IST
BJP MP suresh pujari
ସୀମା ବିବାଦ; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ BJP ସାଂସଦ
ସୀମା ବିବାଦ ପ୍ରସଙ୍ଗରେ ବିଜେଡିର ବରିଷ୍ଠ ନେତା ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବିସ୍ଫୋରକ ବୟାନ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ସେପଟେ ବିଜେପି ବି ପାଲଟା ଜବାବ ଦେଇଛି।
Apr 5,2021, 19:22 PM IST
Odisha Assembly Budget Session
ଆସନ୍ତାକାଲିଠାରୁ ବଜେଟ ଅଧିବେଶନ; ପୁଣି କମ୍ପିଉଠିବ ଗୃହ
ଶିମିଳିପାଳ ସହିତ ରାଜ୍ୟର ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତି ବିଗିଡିଛି।
Mar 11,2021, 18:29 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.