Zee Rozgar Samachar

archita sahu

ଅଭିନେତାଙ୍କ ଦ୍ୱିତୀୟ ଇନିଂସ; ସୀମାଙ୍କୁ ନେଇ କ'ଣ କହୁଥିଲେ ସବ୍ୟସାଚୀ?

ସୀମାଙ୍କ ସହ ବିଚ୍ଛେଦ ପରେ ଅଭିନେତ୍ରୀ ଅର୍ଚ୍ଚିତା (Archita Sahu) ଙ୍କ ସହ ସବ୍ୟଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଲା। ଆଜି ସେହି ସମ୍ପର୍କକୁ ଏକ ନୂଆ ପରିଚୟ ମିଳିଛି। ଅର୍ଚ୍ଚିତା ଓ ସବ୍ୟସାଚୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 

Mar 1, 2021, 11:47 PM IST

ସାତଜନ୍ମର ସାଥୀ ହେଲେ ଚର୍ଚ୍ଚିତ ଯୋଡ଼ି ସବ୍ୟାର୍ଚ୍ଚିତା

ଓଲିଉଡର ସୁପରହିଟ୍ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା, ଦୀର୍ଘ ଦିନର ନିରବ ପ୍ରେମ ପରେ ରିଲ୍ ଲାଇଫରୁ ଏବେ ରିୟଲ 'ଲାଇଫ୍'ର ବି  ପାର୍ଟନର ସାଜିଛନ୍ତି । ରାଜସ୍ଥାନରେ ବହୁ ଆଡମ୍ବରରେ ବିବାହ କରିଛନ୍ତି #Sabyarchita

Mar 1, 2021, 09:18 PM IST

ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ବିବାହ କରିବେ ଅଭିନେତା ସବ୍ୟସାଚୀ ମିଶ୍ର

ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା ।

Feb 28, 2021, 08:04 PM IST

ମୁଁ ନୁହେଁ, ମୋତେ ଅନ୍ୟମାନେ କମ୍ପିଟିଟର୍ ଭାବନ୍ତି: ଅର୍ଚ୍ଚିତା ସାହୁ

ଚ୍ୟାଲେଞ୍ଜିଂ କ୍ୟାରେକ୍ଟର ମୋତେ ଅଧିକ ଆକର୍ଷିତ କରେ: ଅଭିନେତ୍ରୀ ଅର୍ଚ୍ଚିତା

Dec 10, 2019, 07:26 PM IST

ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଜାଣନ୍ତୁ କିଏ ପାଇଲେ କେଉଁ ବିଭାଗ ପାଇଁ ପୁରସ୍କାର

୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଓ ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା କରାଯାଇଛି ।

Dec 10, 2019, 01:09 PM IST

ଓଲିଉଡର ଏହି ନାୟିକାଙ୍କୁ ମିଳିଛି ପ୍ରେମରେ ଧୋକା

ଜାଣନ୍ତୁ କିଏ ଓ କାହିଁକି ଦେଲା ଏହି ନାୟିକାଙ୍କୁ ଧୋକା

Nov 8, 2019, 05:33 PM IST