virus

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ ସନ୍ତୋଷ

ସାଧାରଣତଃ ଜନ୍ମଦିନ ପାଳନ ସାଙ୍ଗ ସାଥୀ ମେଳ ନ ହେଲେ ପରିବାର ସଦସ୍ୟଙ୍କ ସହ ପାଳନ ହୋଇଥାଏ  । ହେଲେ ଜନ୍ମ ଦିନ ପାଳନ ପୁଣି ରାସ୍ତାର  ବୁଲା କୁକୁରଙ୍କ ସହ  । ହେଲେ ଏଭଳି ଘଟଣା ସତ୍ୟ । ପୁରୀରେ ଘଟିଛି ଏଭଳି ଘଟଣା । ପୁରୀ ହାବେଳି ଗଳିର ସ୍ୱେଛାସେବୀ ସନ୍ତୋଷ ଶେଖର ମହାନ୍ତି । ରାସ୍ତାର ବୁଲା କୁକୁରଙ୍କ ସହ ଜନ୍ମ ଦିନ ପାଳନ। 

Aug 5, 2020, 04:43 PM IST

ମାଗଣା ହୋମିଓପ୍ୟାଥିକ ଔଷଧ ବଣ୍ଟନ

କୋରୋନାର ସଂକ୍ରମଣ ଓ ଭୟାବହତା ବୃଦ୍ଧି ସଙ୍ଗେ ସଙ୍ଗେ ଏହାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଚାଲିଛି । ଗୋଟେ ପଟେ ସରକାରୀ ବେସରକାରୀସ୍ତରରେ ଏହାର ପ୍ରତିଷେଧକ ଔଷଧ ଓ ରୋଗରୁ ଆରୋଗ୍ୟ ଲାଭ କରିବାର ଔଷଧ ପାଇଁ ଗବେଷଣା ଚାଲିଥିବା ବେଳେ ଅନ୍ୟପଟରେ ସଂକ୍ରମଣକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଚାଲିଛି।

Aug 5, 2020, 12:05 PM IST

ରାଜ୍ୟରେ ୧୩୩୭ ନୂଆ ମାମଲା, ଗଞ୍ଜାମରେ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୧୩୩୭ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ବାହାରେ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୯,୦୧୮ରେ ସଂକ୍ରମିତଙ୍କ ମାମଲା ରହିଛି।  ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୩୩୭ଟି ମାମଲା ମଧ୍ୟରୁ ୮୧୫ଟି କ

Aug 5, 2020, 11:55 AM IST

ତମ୍ବାଖୁରୁ ତିଆରି ହେଉଛି କୋରୋନା ଭ୍ୟାକ୍ସିନ୍ !

କୌଣସି ମୂହୁର୍ତ୍ତରେ ବି ମିଳିପାରେ ଅନୁମତି

Aug 5, 2020, 09:55 AM IST

କୋରୋନା ମାଡ଼ରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀ

ସମ୍ବଲପୁର ଜିଲ୍ଲାରେ ଦୄତ ଗତିରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ବ୍ରେକ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମାସିକିଆ ସଟଡାଉନ ଲାଗୁ କରିଛନ୍ତି । ତେବେ ଏହି ସଟଡାଉନ ଯୋଗୁ ଜିଲ୍ଲାର କୁକୁଡ଼ା ଚାଷୀ ଏବେ ଚିନ୍ତାରେ । ଏହି ସଟଡାଉନ ଯୋଗୁଁ ଜିଲ୍ଲାର ସହ ସହ କୁକୁଡା ଚାଷୀ କ୍ଷତି ସହିବା ସହ ଏନେଇ ଚିନ୍ତାରେ ଦିନ କାଟୁଛନ୍ତି । 

Aug 4, 2020, 01:17 PM IST

ରାଜ୍ୟରେ ୨୧୬ ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ୨୦୦ ଅତିକ୍ରମ କରିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ କୋରୋନା ୯ଟି ମୁଣ୍ଡ ନେଇଛି। ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁନାହିଁ କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଉଛି। ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ୬ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଜ

Aug 4, 2020, 10:55 AM IST

ରାଜ୍ୟରେ ୩୬ ହଜାର ଛୁଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମରେ ନିୟନ୍ତ୍ରଣ ବାହାରେ କୋରୋନା...

Aug 3, 2020, 10:50 AM IST

ମାନବିକତା ଦେଖାଇଲେ ସବ୍ୟସାଚୀ, ୩ ଫୁଟବଲ ଖେଳାଳିଙ୍କ ସ୍ୱପ୍ନ ପୁରଣ ପାଇଁ ପ୍ରତିଶୃତି ଦେଲେ...

କୋରାପୁଟର ୩ ଖେଳାଳି ରାଜୁ ହରିଜନ, ସୁଜିତ ସେଠିଆ, ସନ୍ତୋଷ ଫିଲିପ ଲକଡାଉନ ପୂର୍ବରୁ ଭୁବନେଶ୍ୱର ଆସିଥିଲେ ତିନି ଜଣ ଫୁଟବଲ ଖେଳାଳି।

Aug 2, 2020, 01:01 PM IST

ସାବଧାନ: ଓଡ଼ିଶାରେ ୫ ପ୍ରକାର କୋରୋନା ଭୂତାଣୁ

କୋରୋନାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ କୋରୋନା ସ୍ଥିତି ସଂଗୀନ ରହିଥିବା ବେଳେ ଏହି ସମୟରେ ଏହି ତଥ୍ୟ ଆସିଛି। ତେବେ ଦିନକୁ ଦିନ ଟେଷ୍ଟିଂର ବୃଦ୍ଧି ପାଉଥିବା ବେଳେ ଏହି ସଂଗୀନ ତଥ୍ୟ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଦେଇଛି।

Aug 1, 2020, 04:55 PM IST

ରାଜ୍ୟରେ ୧୭୭ ଛୁଇଁଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଭୟଙ୍କର ରୂପନେଉଛି କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୮ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ମୁହାଁ। ଜିଲ୍ଲାରେ ୯୪ ଛୁଇଁଛି ମୃତ୍ୟୁ ସଂଖ୍ୟା। ଏହା ସହିତ ରାଜ୍ୟରେ ଜିଲ୍ଲାରେ ମୃତକଙ୍କ ତାଲିକାରେ

Jul 31, 2020, 11:57 AM IST

ରାଜ୍ୟରେ ୧୧,୯୧୮ ସକ୍ରିୟ ମାମଲା

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ୩୦ ହଜାର ଡେଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ୧୪୯୯ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା କୋରୋନା ଯୋଦ୍ଧାଙ୍କ ପାଇଁ ମୁଣ୍ଡାବିନ୍ଧାର କାରଣ ପାଲଟିଛି। ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏହି ଦୁଇ ଜିଲ୍ଲାରୁ ଅର୍ଦ୍ଧାଧିକ ରହି

Jul 31, 2020, 11:35 AM IST

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଛୁଇଁଲା

ସକ୍ରିୟ ମାମଲା ୧୧ ହଜାର ଛୁଇଁଲା...

Jul 30, 2020, 10:35 AM IST

क्या एयर कंडीशन से भी फैल सकता है कोरोना वायरस? जानिए क्या कहते हैं वैज्ञानिक

इन वैज्ञानिकों ने इस मामले में विश्व स्वास्थ्य संगठन (WHO) के साथ मिलकर पूरी दुनिया में एक व्यापक शोध करने की बात रखी है. वैज्ञानिकों के अनुसार कोरोना वायरस फैलाने में एयर कंडीशन भी जिम्मेदार हो सकता है.

Jul 27, 2020, 05:11 PM IST

୨୪ ଘଣ୍ଟାରେ ସର୍ବାଧିକ ୧୦ ମୁଣ୍ଡ ନେଲା କୋରୋନା

ଦିନକୁ ଦିନ ବଢୁଛି  କୋରୋନା ମୃତ୍ୟୁ ସଂଖ୍ୟା

Jul 25, 2020, 11:25 AM IST

ରାଜ୍ୟରେ ଆଜି ଆଉ ୬ ମୁଣ୍ଡ ନେଲା କୋରୋନା, ବଢି ଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଶହେ ଛୁଇଁଛି ମୃତ୍ୟୁ ସଂଖ୍ୟା। ଆଜି କୋରୋନାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି। 

Jul 23, 2020, 12:16 PM IST

ଦିଲ୍ଲୀରେ ନିୟନ୍ତ୍ରଣକୁ ଆସୁଛି କୋରୋନା, ରହିଛି ଏଭଳି ସ୍ଥିତି

କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣକୁ ଆସୁଛି କୋରୋନା। ଦିନକୁ ଦିନ ଲୋକଙ୍କ ସଚେତନ କାରଣରୁ ହେଉ ଉଲ୍ଲେଖନୀୟ ପଦକ୍ଷେପ ହେଉ, ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି। ତୁଳନାତ୍ମକ ଭାବେ ବିଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ମୋଟ ୯୫୪ ମାମଲା ସାମ୍ନାକୁ ଆସିଛି। ଫଳରେ ଦିଲ୍ଲୀରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୩,୭୪୭ରେ ପହଞ୍ଚ

Jul 21, 2020, 12:37 PM IST

ଟେଲି ସେବା ମାଧ୍ୟମରେ ସେବା ଯୋଗାଇବ ଏମକେସିଜି ଡାକ୍ତରଖାନା

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲାଣି। ଏହାରି ଭିତରେ ୫୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କୋରୋନା । ରାଜ୍ୟର ମୃତ୍ୟୁ ହାର ତାଲିକା ତୁଳନାରେ ପାଖାପାଖି ୬୦ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁର ଖବର ପଦାକୁ ଆସୁଥିବା ବେଳେ ପ୍ଲାଜମା ଥେରାପି ଚିକିତ୍ସା ଜିଲ୍ଲାରେ ଆରମ୍ଭ

Jul 18, 2020, 05:39 PM IST

ରାଜ୍ୟରେ ଆଉ ୪ କୋରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ରାଜ୍ୟରେ ଦିନକୁ ଦିନ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି।  ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନା ଆଉ ୪ଟି ମୁଣ୍ଡ ନେଇଛି।  ମୃତକଙ୍କ ମଧ୍ୟରେ ଅନୁଗୋଳ, ଗଜପତିରୁ ଜଣେ ଲେଖାଏଁ ଓ ଗଞ୍ଜାମରୁ ଦୁଇ ଜଣ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି   ବିଭା

Jul 17, 2020, 11:19 AM IST