chse

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା; CHSE ପକ୍ଷରୁ କରାଯାଇଛି ଏହି ସ୍ୱତନ୍ତ୍ର ବ୍ୟବସ୍ଥା

ସାରା ରାଜ୍ୟରୁ ମୋଟ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ ୯ହଜାର ୧୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବିଜ୍ଞାନରେ ୨ହଜାର ୩୧୧, ବାଣିଜ୍ୟରେ ୬୨୨, ଧନ୍ଦାମୂଳକ ଶିକ୍ଷାରେ ୪୪୦ ଏବଂ କରେସପଣ୍ଡାଣ୍ଟ କୋର୍ସରେ ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏଥିପାଇଁ ମୋଟ ୧୮୫ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

Sep 30, 2021, 11:06 PM IST

ସନ୍ତୁଷ୍ଟ ହେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ; ଆସନ୍ତାକାଲିଠୁ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା

ଅଫ୍‌ଲାଇନ ପରୀକ୍ଷା ତିନୋଟି ଷ୍ଟ୍ରିମ୍ କଳା, ବିଜ୍ଞାନ, ବାଣିଜ୍ୟ ପାଇଁ କରାଯାଉଥିବା ବେଳେ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି।

Sep 30, 2021, 11:02 PM IST

ପାସ୍-ଫେଲ ଖେଳ ଖେଳୁଛି ସିଏଚଏସଇ;ଚିନ୍ତାରେ ଛାତ୍ରଛାତ୍ରୀ

ଆଶା ଦେଖାଇ ନିରାଶ। ଚାଲିଛି ପାସ୍ ଫେଲର ଖେଳ। ପ୍ରଥମେ ପାସ୍ ପରେ ଫେଲ୍।

Sep 7, 2021, 06:17 PM IST

କୋରୋନା ମହମାରୀ ଦେଲା ଶିକ୍ଷା; ଏଣିକି ହେବ ଘନଘନ ପରୀକ୍ଷା

କୋଭିଡ୧୯ ସଂକ୍ରମଣ ଦେଲା ଶିକ୍ଷା। ବଦଳିବାକୁ ଯାଉଛି ପରୀକ୍ଷା ଢାଞ୍ଚା। 

Aug 27, 2021, 06:40 PM IST

ଆସନ୍ତା ୧୪ ତାରିଖରୁ ଯୁକ୍ତ ଦୁଇ ନାମଲେଖା; ସିଟ୍ ବୃଦ୍ଧି ଚିନ୍ତା ଦୂର କଲେ ମନ୍ତ୍ରୀ

ଏବେ ଅପେକ୍ଷା ବାସ୍ତବିକ କେବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶିତ ହେଉଛି ଆଉ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ମନ ମୁତାବକ ସିଟ୍ ପାଉଛନ୍ତି କି ନାହିଁ।

Aug 8, 2021, 05:13 PM IST

କୋରୋନା କାଳେ ସମସ୍ତ ବର୍ଷର ରେକର୍ଡ଼ ଭାଙ୍ଗିଲା ଶିକ୍ଷା ବୋର୍ଡ ପାସ୍ ହାର

ପ୍ରାୟତଃ ଶତ ପ୍ରତିଶତ ଅର୍ଥାତ ସବୁ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପାସ୍ ହାର ୯୫ ପ୍ରତିଶତ ପାର୍ କରିଛି।

Aug 1, 2021, 08:52 PM IST

ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଆଜି ସନ୍ଧ୍ୟା ସୁଦ୍ଧା ପରୀକ୍ଷା ଫଳ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇ ପରିଷଦ ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରୁଛି। 

Jul 31, 2021, 01:19 PM IST

କେବେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ?

ନିର୍ଦ୍ଧିଷ୍ଟ ଭାବେ କେବେ ପ୍ରକାଶ ପାଇବ ପରୀକ୍ଷା ଫଳାଫଳ ଏବେ ତାହାକୁ ଅପେକ୍ଷା।   

Jul 9, 2021, 05:47 PM IST

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ଫଳ, ମାଟ୍ରିକ ମାର୍କ ମାପଦଣ୍ଡ

ମାଟ୍ରିକ ମାର୍କ ଆଧାରରେ ପରୀକ୍ଷା ଫଳ ଘୋଷଣା କରିଯିବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଆଉ ଏବେ ସେଇୟା ହିଁ ହେଲା। ଯୁକ୍ତ ଦୁଇ ପରୀକ୍ଷା ଫଳ ମୂଲ୍ୟାଙ୍କନ ପାଇଁ ଏକ କମିଟି ଗଠନ କରାଯାଇଥିଲା। 

Jun 18, 2021, 08:46 PM IST

ହଟିଲା ବଡ଼ Suspense, ଯୁକ୍ତ ଦୁଇ Exam Suspend

 କୋରୋନା ମହାମାରୀ କାରଣରୁ ବନ୍ଦ ହୋଇଛି ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା।

Jun 4, 2021, 08:25 PM IST

Plus Two Exam 2021: ଘୋଷଣା ହେଲା ତାରିଖ

ଏଥର ବିଜ୍ଞାନ ବିଭାଗରେ ପଦାର୍ଥ ବିଜ୍ଞାନ ବିଷୟରୁ ଆରମ୍ଭ ହେବ ପରୀକ୍ଷା। 

Feb 24, 2021, 06:14 PM IST

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ

ମହାମାରୀ କାରଣରୁ କଳା ପରୀକ୍ଷାରେ ବିଭ୍ରାଟ ଦେଖାଦେଇଥିଲା । ସମସ୍ୟା ମଧ୍ୟରେ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଖାତା ଦେଖିବା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ତାହାରି ମଧ୍ୟରେ ଖାତା ଦେଖା ଦେଇଥିଲା । 

Sep 4, 2020, 10:44 PM IST

କମିଲା ସିଲାବସ, ଦୂର ହେଲା ଦ୍ୱନ୍ଦ୍ୱ

କୋରୋନା କମାଇଲା ସିଲାବସ୍, ଦୂର ହେଲା ଦ୍ୱନ୍ଦ୍ୱ ।

Aug 26, 2020, 04:06 PM IST

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ, ଜାଣନ୍ତୁ କିଏ ଆଗରେ...

CHSE Odisha +2 Science Result 2020 declared | Live Updates | Odisha 12th Result 2020 | Latest News

Aug 12, 2020, 02:12 PM IST

Plus 2 Science Result: ଆସନ୍ତାକାଲି ପ୍ରକାଶ ପାଇବ ଫଳ, ଇଣ୍ଟରନେଟ୍ ଓ ଏସଏମଏସ୍ ମାଧ୍ୟମରେ ହେବ ଉପଲବ୍ଧ

ସେହିପରି ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ବା କମର୍ସ ଓ ଶେଷ ସପ୍ତାହରେ କଳା ରେଜଲ୍ଟ ପ୍ରକାଶ ହେବ ।

Aug 11, 2020, 10:21 AM IST

CHSE RESULT: ୧୨ରେ ବାହାରିବ ପରୀକ୍ଷା ଫଳ

CHSE RESULT: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। 

Aug 11, 2020, 09:14 AM IST

ବାତିଲ ହେଲା ସିବିଏସଇ ପରୀକ୍ଷା, ହେଲେ ସିଏଚଏସଇ କେବେ ?

ବାତିଲ ହେଲା ସିବିଏସଇ ପରୀକ୍ଷା, ଅନିଶ୍ଚିଚତତାରେ ସିଏଚଏସଇ । ଅନ୍ଧାରରେ ଛାତ୍ରଛାତ୍ରୀ । କେବେ ହେବ ଯୁକ୍ତ ଦୁଇ ବଳକା ପରୀକ୍ଷା, କେବେ ବାହାରିବ ଫଳ । ଏହାକୁ ନେଇ ସସପେନ୍ସ ଜାରି ରହିଛି ।

Jun 25, 2020, 05:21 PM IST

ଯୁକ୍ତ ଦୁଇ ବଳକା ପରୀକ୍ଷା ଚିନ୍ତା, ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟକୁ ଡାଟା ମାଗିଲା ସିଏଚଏସଇ

 ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଏକା ସାଙ୍ଗରେ କେତେ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ ତାହାର ଡାଟା ପ୍ରସ୍ତୁତ କରି ୧୮ ତାରିଖ ସୁଦ୍ଧା କାଉନସିଲକୁ ଦେବାକୁ ଚିଠି କରିଛି ସିଏଚଏସଇ । 

Jun 13, 2020, 08:11 AM IST

ଜୁଲାଇ ୧ରୁ ଯୁକ୍ତ ଦୁଇ ପରୀକ୍ଷା

ସିବିଏସଇ ଭଳି ଜୁଲାଇ ୧ରୁ ୧୫ ତାରିଖ ଭିତରେ ସିଏଚଏସଇ ପକ୍ଷରୁ ବଳକା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।

मई 18, 2020, 04:41 PM IST

Odisha 12th Result 2019: ओडिशा बोर्ड के 12वीं का रिजल्ट घोषित, लड़कियों ने मारी बाजी

इस साल परीक्षा का आयोजन 7 मार्च से 30 मार्च के बीच किया गया था.

Jun 3, 2019, 02:08 PM IST