ganjam news

ବଢିଲା ପ୍ରଦୀପଙ୍କ ଅଡୁଆ; ଥାନାରେ ଆଉ ୨ ଏତଲା

ଗୋଳନ୍ଥରା ଥାନାରେ ଆଉ ଦୁଇଟି ଅଭିଯୋଗ ପହଞ୍ଚିଛି। ଗୋଳନ୍ଥରା ଓ ଚିକରଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଠକେଇର ଶିକାର ହୋଇଥିବା ନେଇ ଏହି ଏତଲା ଦେଇଛନ୍ତି।

Jan 6, 2021, 06:30 PM IST

କାରରେ କୁବେର ଭଣ୍ଡାର! ସିଟ୍ ଟେକି ଚମକିଲା ଗଞ୍ଜାମ ପୋଲିସ

 ଗାଡିର ଡିକି ଓ ସିଟ୍ ଟେକି ଦେଖିଲା ବେଳେ ପୋଲିସର ହୋସ ଉଡି ଯାଇଥିଲା। କାରଣ ସେହି ଗାଡିରୁ ୬ କିଲୋଗ୍ରାମ ସୁନା ଏବଂ ପ୍ରାୟ ୨୩୯ କିଲୋଗ୍ରାମ ରୁପା ଅଳଙ୍କାର ମିଳିଛି।  

Dec 5, 2020, 10:47 PM IST

ଇଂରାଜୀ କବିତା ଲେଖି ବିଶ୍ୱ ରେକର୍ଡ କଲେ ବ୍ରହ୍ମପୁରର ଅଭିଜିତ୍

ଅଭିଜିତଙ୍କ ଦ୍ବାରା ରଚିତ କବିତା ବହି “କ୍ୟୁଟ୍ରି” ଏବେ ହାଇ ରେଞ୍ଜ ବୁକ୍‌ ଅଫ୍‌ ୱାର୍ଲଡ଼୍‌ ରେକର୍ଡ଼ରେ ସ୍ଥାନ ପାଇଛି।

Nov 21, 2020, 09:07 PM IST

ଗଞ୍ଜାମ ୯ମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲା; ସନ୍ଦେହ ଘେରରେ ପୋଲିସର ତଦନ୍ତ ପ୍ରକ୍ରିୟା

ଗଞ୍ଜାମ ଜିଲ୍ଲା କଳାଜମୁନା ଗ୍ରାମ ସାଇ ସରସ୍ପତି ଶିଶୁ ବିଦ୍ୟା ମନ୍ଦିର ନବମ ଶ୍ରେଣୀର ଛାତ୍ର ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି।   

Nov 18, 2020, 09:46 PM IST

ମାଟି ଖୋଳୁଖୋଳୁ ବାହାରିଲେ ମହାଦେବ

ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ।

Nov 18, 2020, 03:09 PM IST

'ବିକାଶ ବାଟରେ କଣ୍ଟା ମହିଳା ତହସିଲଦାର'

ମୋରମ ବ୍ଯବସାୟୀ ଓ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି ର ଭିଡିଓ ଭାଇରାଲ ହେବାର 48 ଘଣ୍ଟା ନ ପୁରୁଣୁ ଜୋର ଧରିଲାଣି ରାଜନୀତି।

Nov 17, 2020, 10:48 PM IST

ରେକର୍ଡ ଭାଙ୍ଗିବେ ଅଲିଭ ରିଡଲେ, ସୁରକ୍ଷିତ ଅଣ୍ଡାଦାନ ପାଇଁ ବନବିଭାଗର ପ୍ରସ୍ତୁତି

ବିରଳ ପ୍ରଜାତିର ଅଲିଭ ରିଡଲେ (Olive Redly) କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ରୁଷିକୂଲ୍ୟା ମୁହାଣ (Rushikulya River Basin)। ପ୍ରତିବର୍ଷ ଲକ୍ଷାଧିକ କଇଁଛ ଏଠାକୁ ଆସି ସାମୁହିକ ଅଣ୍ଡା ଦାନ କରିଥାନ୍ତି । ହେଲେ ଗତ କିଛି ବର୍ଷ ହେଲା କଇଁଛଙ୍କ ସଂଖ୍ୟା ଏଠାରେ କମିବାରେ ଲାଗିଛି । ୨୦୨୦ ମସିହାରେ କଇଁଛଙ୍କ ଆଗମନ ଆଦୌ ହ

Nov 2, 2020, 04:12 PM IST

ହୃଦୟବିଦାରକ ଦୃଶ୍ୟ: ଦୋଳାରେ ଗଲା ମୃତଦେହ, ଯୋଜନାକୁ ନେଇ ପ୍ରଶ୍ନ

ପୁଣି ଥରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପରୁ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଏଲଗଲ ଗ୍ରାମରେ। ସରକାର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି। କିନ୍ତୁ ଏହି ସବୁ ଯୋଜନାର ବାସ୍ତବ ସ୍ଥିତି କିନ୍ତୁ କିଛି ଭିନ୍ନ ବାର୍ତ୍ତା ପ୍ରଦାନ କରିଥାଏ। ସାଧାରଣ ମଣିଷ ପାଇଁ ଏହି ଯୋଜନା ସବୁ ଯୋଜନ ଯୋଜନ ଦ

Nov 2, 2020, 12:57 PM IST

ଗୁଜବ ଛଡ଼ାଇ ନେଲା ମାତୃତ୍ୱ, ନବଜାତକକୁ ଝୁରି ହେଉଛି ମା'

ନିଜ ଜନ୍ମକଲା ମା'ର ମମତା ଠାରୁ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅଲଗା କରିଦିଆଯାଇଛି ଶିଶୁ ପୁତ୍ରକୁ। ବାପା ମା ଜୀବିତ ଥାଉ ଥାଉ ଚକ୍ରାନ୍ତ କରି ସନ୍ତାନକୁ ସଜେଇ ଦିଆଯାଇଛି ଅନାଥ। 

Oct 30, 2020, 04:47 PM IST

ଆରମ୍ଭ ହେଲା ପ୍ରସିଦ୍ଧ କାଲୁଆ ଯାତ୍ରା

ଖାଁ ଖାଁ ମାଆଙ୍କ ଅସ୍ଥାୟୀ ମଣ୍ଡପ । ନା ଅଛି ଗହଳି ଚହଳି, ନା ଅଛନ୍ତି ଭକ୍ତ । ଭଗବାନ ଓ ଭକ୍ତଙ୍କ ମିଳନରେ ବାଧକ ସାଜିଛି କୋଭିଡ । ବହୁ ବାଦବିବାଦ ଭିତରେ ବହ୍ମପୁର ସହରରେ ଆରମ୍ଭ ହୋଇଛି ମାଆ କାଳୁଆଙ୍କ ଯ଼ାତ୍ରା । ନିରାଡମ୍ବର ସହକାରେ କୋଭିଡ ନିୟମାବଳୀକୁ ମାନି ଚାଲିଛି ପୂଜାର୍ଚ୍ଚନା । 

Sep 17, 2020, 06:43 PM IST

ଥମିନି କୋରୋନା, ଡରାଇଲାଣି ଡେଙ୍ଗୁ

ବର୍ଷା ଦିନ ଆରମ୍ଭୁ ହିଁ ଗଞ୍ଜାମ ଜିଲ୍ଲାରେ ଦେଖା ଦେଲାଣି ଡେଙ୍ଗୁ ଜ୍ୱରର ଆତଙ୍କ। ଜିଲ୍ଲାରେ ଗତ ୪ ମାସ ଧରି କୋରୋନା ଜ୍ୱର ସମସ୍ତଙ୍କୁ କଲବଲ କରି ରଖିଥିବା ବେଳେ ଏବେ ସାମାନ୍ୟ ଜ୍ୱର ହେବା ମାତ୍ରେ ସମସ୍ତଙ୍କ  ଭିତରେ ଦେଖା ଦେଉଛି କୋକୁଆ ଭୟ ।

Aug 27, 2020, 06:13 PM IST

ଡରାଉଛି କୋରୋନା, ଗଞ୍ଜାମରେ ଥଣ୍ଡା ଜ୍ୱରର ଆତଙ୍କ

ଗଞ୍ଜାମ ଜିଲ୍ଲାର କବିସୁର୍ଯ଼୍ୟନଗର, ବୁଗୁଡା, ସାନଖେମୁଣ୍ଡି, ଶେରଗଡ, ଦିଗପହଣ୍ଡି, ପାତ୍ରପୁର, ରଙ୍ଗେଇଲୁଣ୍ଡା ଓ ବ୍ରହ୍ମପୁର ସହରରେ ଏବେ କୋରୋନା ଜନିତ ଲକ୍ଷଣ ଥାଇ ମଧ୍ୟ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅନେକଙ୍କ ମୃତ୍ୟୁ ଘଟିଲାଣି । 

Jul 24, 2020, 09:39 AM IST

ଦୁଇଟି ଅଟୋ ସହ ୧୫୭ କେଜି ଗଞ୍ଜେଇ ଜବତ, ବାପାପୁଅ ଗିରଫ

ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଞ୍ଚଳରୁ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଦେଢ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଓଜନର ଗଞ୍ଜେଇ ପୋଲିସ ଜବତ କରିଛି। ଏହା ସହିତ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ସମ୍ପର୍କରେ ବାପା  ପୁଅ ବୋଲି ପୋଲିସ ସୂଚନା ଦେଇଛନ୍ତି।  ଗିରଫ ଅଭିଯୁକ୍ତ ମାନେ ହେଲେ ଅଡବା ଥାନା କଟାମା

Jun 25, 2020, 03:25 PM IST

ଜଗନାଥପ୍ରସାଦରେ ଭୟାବହ ଅଗ୍ନିକାଣ୍ଡ

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୁ ଗ୍ରାମର ଖଇରଝୋଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି  l ଆଖି ପିଛୁଳାକେ ଘରକୁ ଘର ନିଆଁ ୧୨ଟି ପରିବାରର ୧୪ ବଖରା ଘର ପୋଡି ଭସ୍ମିଭୁତ ହୋଇଥିବା ସୁଚନା ମିଳିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ  ପହଞ୍ଚିଲା ବେଳକୁ  ୧୨ଟି ଘରର ୧୪ ବଖରା ସମେତ ଆସବାବପତ୍ର ପୋଡି ପାଉଁଶ ହୋଇଥିବା ବେଳେ ଲକ

मई 13, 2020, 06:39 AM IST

କାଳିଙ୍କୁ କଳା କନା ବୁଲାଇଲେ ଦୁର୍ବୃର୍ତ୍ତ

ଗଞ୍ଜାମ ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆମ୍ବ ପୁଆ ନିକଟରେ ଥିବା କାଳି ମନ୍ଦିରରୁ ବଡ ଧରଣର ଚୋରି ।

Jan 12, 2020, 11:18 AM IST

ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ବଡ଼ଗଡ଼ ଥାନା ତଥା ଧରାକୋଟ ବ୍ଳକ ମାଣିକପୁର ଗାଁରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର । ଗାଁ ନିକଟରେ ଥିବା ତେଲିଆ ମନ୍ଦିର ନିକଟରୁ ଏହି ମୃତ ଦେହକୁ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଖାରିପାଲି ଗାଁର ଭରତ ବେହେରା । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । 

Jan 3, 2020, 01:39 PM IST

ବର୍ଷକୁ ପରୀକ୍ଷା ଦେବେ ୮ ଥର, ଜାଣନ୍ତୁ କାହିଁକି ଓ କେଉଁଠି ?

ହଁ... ଆପଣ ଠିକ୍ ଶୁଣିଛନ୍ତି..... ସ୍କୁଲପିଲା ବର୍ଷକୁ ପରୀକ୍ଷା ଦେବେ ଥରେ କି ଦୁଇଥର ନୁହଁ, ଆଠ ଥର ।

Oct 23, 2019, 08:10 AM IST

ସପ୍ତମ ଶ୍ରେଣୀ ଛାତ୍ରୀକୁ ପ୍ରେମ ଜାଲରେ ଫସାଇଲା, ଅନ୍ତସତ୍ତ୍ୱା କଲା...

କୋମଳମତି ବୟସରେ ଗର୍ଭବତୀ । କାହିଁକି ନା ତାକୁ ପ୍ରେମ ଜାଲରେ ଫସାଇ ତା ସହ ଶାରୀରିକ ସମ୍ପର୍କ ରଖିଛି ଯୌନ ପିପାଷୁ ।

Oct 22, 2019, 03:29 PM IST