ganjam

ଶୀତଳଭଣ୍ଡାରରୁ ବାହାରି କାର୍ଯ୍ୟକ୍ଷମ ହେବ ଶୀତଳାପଲ୍ଲୀ ରେଳ କାରଖାନା

ଦୀର୍ଘ ୧୦ ବର୍ଷ ପରେ ୱାଗନ ହେଉ ଅଥବା କମ୍ପନେଣ୍ଟ କାରଖାନା ସ୍ଥାପନ ଲାଗି ରାସ୍ତା ସଫା ହୋଇଛି। 

Sep 22, 2021, 10:23 PM IST

ଫିଲ୍ମ ଷ୍ଟାଇଲରେ ମର୍ଡର, ରକ୍ତରେ ଲେଖିଲେ ଦ୍ୱିତୀୟ ଟାର୍ଗେଟର ନାମ

ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କିଏ ପଥରରେ ଛେଚି ହତ୍ୟା କରିଛି।

Sep 20, 2021, 01:08 PM IST

ଗୋଷ୍ଠୀ ସଂଘର୍ଷରୁ ହତ୍ୟା; ପୋଲିସ ଉପସ୍ଥିତରେ ହତ୍ୟାକାରୀର ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଜଳିଲା ପୂର୍ବ ଶତ୍ରୁତାର ଜ୍ବାଳା! ସକାଳୁ ସକାଳୁ ରଣକ୍ଷେତ୍ର ପାଲଟିଗଲା ଗାଁ ଦାଣ୍ଡ। ବିଚ୍ ରାସ୍ତାରେ ଯୁବକଙ୍କ ଆଖିରେ ଲଙ୍କା ଗୁଣ୍ଡ ଢାଳି ଖଣ୍ଡାରେ ହାଣି ବୀଭତ୍ସ ହତ୍ୟାକଲେ ଦୃର୍ବୃତ୍ତ।

Sep 19, 2021, 06:39 PM IST

ଗାଧୋଇବାକୁ ଯାଉଥିବା ୨ ମହିଳାଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି

ଗୋଖର୍ଣ୍ଣପୁର ଗ୍ରାମର ଦୁଇଜଣ ମହିଳା ଶୁକ୍ରବାର ପାହାନ୍ତିଆରେ ଗାଁ ନିକଟ ଏକ ନାଳକୁ ଶୌଚ ଓ ଗାଧୋଇବା ପାଇଁ ଯାଉଥିଲେ। ସେହି ସମୟରେ ଦିଗପହଣ୍ଡି ଠାରୁ ବ୍ରହ୍ମପୁର (Berhampur) ଅଭିମୁଖେ ଯାଉଥିବା ଏକ ଅଜଣା ଗାଡି ସେମାନଙ୍କ ଉପରେ ମାଡି (Accident) ଯାଇଥିଲା।

Sep 17, 2021, 08:50 AM IST

ବଲିଉଡରେ ଓଡ଼ିଆ ଯାଦୁଗର! ସିନେ ତାରକାଙ୍କୁ କିମିଆ କରିଛି ରାଜୁଙ୍କ କୌଳିକ ବୃତ୍ତି

ବ୍ରହ୍ମପୁର ସହରର ୨୯ ବର୍ଷୀୟ କେ ରାଜୁଙ୍କ ସଫଳତାର କାହାଣୀ ଥିଲା କିଛି ନିଆରା। ନିଜର ବାପା, ଜେଜେବାପାଙ୍କ କୌଳିକ ବୃତ୍ତିକୁ ଆପଣାଇ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖିଥିବା ରାଜୁ ଆଜି ମାୟା ନଗରୀର ପ୍ରାୟ ସମସ୍ତ ନାମୀ ଦାମୀ ହିରୋ ହିରୋଇନଙ୍କ ପର୍ସନାଲ ହେୟାର ଷ୍ଟାଇଲିଷ୍ଟ ହୋଇପାରିଛନ୍ତି।

Sep 15, 2021, 07:57 PM IST

ସ୍ତ୍ରୀ ଓ ଦଶ ମାସର ସନ୍ତାନକୁ ମାରି ସ୍ୱାମୀର ଆତ୍ମହତ୍ୟା

କୋଟବଗଡ଼ ଗ୍ରାମର ସୁଜନ ପ୍ରଧାନଙ୍କ ଘରୁ ତିନୋଟି ମୃତ ଦେହ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ସୁଜନ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଦଶ ମାସର ଶିଶୁ ଅଛନ୍ତି।

Sep 8, 2021, 02:08 PM IST

କାରାଗାରର କଳାକାର; ଜିଲ୍ଲାପାଳଙ୍କୁ ବିଭୋର କଲା ଦୁଷ୍କର୍ମ ଅଭିଯୁକ୍ତ ଚିତଙ୍କ ଚିତାକର୍ଷକ ଚିତ୍ର

କାନ୍ଥର ଚତଃପାର୍ଶ୍ବରେ ଶୋଭା ପାଉଛି ଭଳିକି ଭଳି ରଙ୍ଗରେ ଅଙ୍କା ଯାଇଥିବା ଆକର୍ଷଣୀୟ ଚିତ୍ର। କେଉଁଠି ଦେବାଦେବୀ ତ ଆଉ କେଉଁଠି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆଧାର କରି ଅଙ୍କା ଯାଇଥିବା ଚିତ୍ର ଏବେ ସମସ୍ତଙ୍କ ମନ ମହୁଛି। ବିଭିନ୍ନ ସଚେତନତା ମୂଳକ ଓ ଦେଶାତ୍ମକ ବାର୍ତ୍ତା ଦେଇ ଅତି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କା ଯାଇଥିବା ଦୃଶ୍ୟ ଛତ୍ରପୁର ଜେଲ ପରିସରରେ ଥିବା କାନ୍ଥ ଗୁଡିକରେ ଦେଖିବାକୁ ମିଳୁଛି।

Sep 6, 2021, 07:13 AM IST

ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର; ରକ୍ତରେ ଜୁଡୁବୁଡୁ ସ୍ତ୍ରୀ, ଦୁଲାରେ ଝୁଲୁଥିଲା ସ୍ୱାମୀ

ଚାରି ମାସ ତଳେ ଅରଖପୁରର ମଦନ ଗଉଡଙ୍କ ଝିଅ ଲିଲିଙ୍କୁ ବିପିନ ବିବାହ କରିଥିଲେ। ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ବାପା ମାଆଙ୍କ ସହିତ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ।

Sep 5, 2021, 01:51 PM IST

ବିବାଦରେ ଗୋଲଡେନ ଲ୍ୟାଣ୍ଡ ସଂସ୍ଥା; ଜମା ଟଙ୍କା ଫେରିବାକୁ ନେଇ ସନ୍ଦେହରେ ଜମାକାରୀ

ଗଳା ବାଟ ଦେଇ ଜମି ବିକ୍ରି କରି ବିବାଦ ଘେରକୁ ଟଣାହୋଇଛି ଗୋଲ୍ଡେନ ଲ୍ୟାଣ୍ଡ ସଂସ୍ଥା।

Sep 2, 2021, 09:14 PM IST

ଶିକ୍ଷକ ଅଭାବକୁ ମାନିଲେ ଶିକ୍ଷା ମନ୍ତ୍ରୀ; ଖୁବଶୀଘ୍ର ପୂରଣ ଖାଲିପଡିଥିବା ପଦବୀ

ଜିଲ୍ଲାରେ ୫୮୦ ହାଇସ୍କୁଲ ରହିଥିବା ବେଳେ ପାଖାପାଖି ୪ ହଜାର ଶିକ୍ଷକଙ୍କ ଆବଶ୍ୟକତା ରହିଛି।

Aug 27, 2021, 09:27 PM IST

ଶିକ୍ଷକ ମରୁଡିରେ ପୀଡିତ ବିଦ୍ୟାଳୟ: କିପରି ହେବ ଗୁଣାତ୍ମକ ଶିକ୍ଷାଦାନ?

ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ କାରଣରୁ ଗୁଣାତ୍ମକ ଶିକ୍ଷାଦାନକୁ ପ୍ରଶ୍ନ ଉଠିବା ସହ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।  

Aug 24, 2021, 05:32 PM IST

ଟଙ୍କା ରୋଜଗାର ପରେ ବୃଦ୍ଧ ଘୋଡାକୁ ରାସ୍ତାରେ ଛାଡିଦେଲା ସ୍ବାର୍ଥପର ମାଲିକ

ଘୋଡାଟି ବୃଦ୍ଧ ହୋଇଯିବାରୁ ରୋଗିଣା ହୋଇ ପଡିଥିଲା। ଯାହା ପରେ ମାଲିକ ଘୋଡାକୁ ଆଣି ଛାଡି ଦେଇଥିବା ଜଣାପଡିଛି। 

Aug 20, 2021, 07:06 PM IST

ରାଜ୍ୟ ପ୍ରଗତିରେ ରୋଲ ମଡେଲ ସାଜିବ ଗଞ୍ଜାମ; ବିକାଶ ଦେଖିବାକୁ ଜିଲ୍ଲା ଗସ୍ତରେ ଆସିବେ ବିଧାୟକ

ମଡେଲ ସ୍କୁଲ ଉଦଘାଟନ ଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ।

Aug 20, 2021, 06:21 PM IST

ଗୁଣି ସନ୍ଦେହରେ ବୃଦ୍ଧଙ୍କ ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼

ଅନ୍ଧ ବିଶ୍ଵାସରେ ବଶୀଭୂତ ଗ୍ରାମବାସୀ! ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ।

Aug 20, 2021, 04:28 PM IST

ସମ୍ପତି ଭାଗବଣ୍ଟାକୁ ନେଇ ଭାଇକୁ ହାଣିଲା ଭାଇ

ମଙ୍ଗଳବାର ସକାଳ ୮ଟା ସମୟରେ କିଶୋର ଘରେ ଖାଉଥିବା ବେଳେ ନିଜ ସାନ ଭାଇ ରାଧାଶ୍ଯାମ ହଠାତ୍ ଆସି ଏକ କାତିରେ ତାଙ୍କ ମୁଣ୍ଡ ଉପରେ ଚୋଟ ପକାଇ ଦେଇ ଫେରାର ହୋଇଯାଇଥିଲେ। 

Aug 18, 2021, 01:55 PM IST

ସୁରକ୍ଷା କର୍ମୀଙ୍କ ଭରସାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ରୋଗୀ

ମେଡିକାଲରେ କେତେ ସୁରକ୍ଷିତ ରୋଗୀ? କାହା ଭରସାରେ ଚାଲିଛି ଚିକିତ୍ସା?  ହିଞ୍ଜଳିକାଟୁ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଭାଇରାଲ ଭିଡିଓ ଦେଖିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱଭାବିକ।

Aug 18, 2021, 12:34 PM IST

ଗାଁ ଛକରେ ବିଭତ୍ସ ହତ୍ୟାକାଣ୍ଡ, ଗୋପାଳଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ

ପୂର୍ବ ଶତୃତାକୁ କେନ୍ଦ୍ର କରି ବ୍ରହ୍ମପୁର (Berhampur) ର ନିମଖଣ୍ଡି ଗାଁ ଛକରେ ଗୋପାଳ କୃଷ୍ଣ ସାହୁଙ୍କୁ ଅତି ନିର୍ମମ ଭାବେ ହତ୍ୟା (Murder) କରାଯାଇଛି।

Aug 14, 2021, 10:31 PM IST

ସାରାଦେବୀଙ୍କ ଗର୍ଭରୁ ଜନ୍ମ ନେଲେ ଗଙ୍ଗା-ଯମୁନା-ସରସ୍ୱତୀ!

ଶୁକ୍ରବାର ଗଞ୍ଜାମ ଜିଲ୍ଲା ଡ଼େଙ୍ଗାଉସ୍ତା ମେଡିକାଲରେ ୩ଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡି ଖୋଲ ଗ୍ରାମର ସାରାଦେବୀ ମଣ୍ଡଳ। ଡାକ୍ତରଙ୍କ ପ୍ରଚେଷ୍ଟା ବଳୟରେ ୩ଟି ଶିଶୁ କନ୍ୟା ଓ ମା ସୁରକ୍ଷିତ ଥିବା ଜଣାପଡିଛି।  

Aug 14, 2021, 05:02 PM IST

ପୁଣିଥରେ ସକ୍ରିୟ ହୋଇଉଠିଲା ଏରଗୁଲା ଗ୍ଯାଙ୍ଗ! ଗୋଟିଏ ରାତିରେ ୨ ଦୋକାନରୁ ଲୁଟିନେଲା ୧୫ ଲକ୍ଷ

ସମାନ ଢଙ୍ଗରେ ରାତି ଅଧିଆ ୩ଟି ଚୋରି ପଛରେ ଏରଗୁଲା ଗ୍ଯାଙ୍ଗର ହାତ ଥିବା ଅନୁମାନ କରାଯାଉଛି। 

Aug 13, 2021, 05:31 PM IST

ପାଣି ଅଭାବରୁ ଫାଟି ଗଲାଣି ବିଲ; ବର୍ଷା ପାଇଁ କରାଯାଉଛି ଅଦ୍ଭୂତ ପ୍ରୟାସ

ବିଲରେ ରୁଆ ପୋତା କରାଯାଇଥିବା ଧାନ ତଳି ବଞ୍ଚାଇବାକୁ କେଉଁଠି ଜମିରେ ଟ୍ୟାଙ୍କର ଯୋଗେ ପାଣି ମଡା ଜାଉଛି ତ ଆଉ କେଉଁଠି ଗରା ମାଠିଆରେ ଜମିକୁ ଜଳସେଚନ କରିବାକୁ ସଂଘର୍ଷ ଜାରି ରଖିଛନ୍ତି ଚାଷୀ।

Aug 12, 2021, 10:09 PM IST