Advertisement

VK Pandian News

alt
ନିର୍ବାଚନ ପ୍ରଚାର ସରିବାର ଅନ୍ତିମ ଦିନରେ ପ୍ରଚାର କାର୍ଯ୍ୟକ୍ରମ ଶେଷ କରି ଗତକାଲି ରାତିରେ ଭି କାର୍ତ୍ତିକେୟ ପାଣ୍ଡିଆନ ହ୍ଯାଲିକେପ୍ଟରରେ ପୁରୀର ପହଞ୍ଚିଥିଲେ l ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ସେବାୟତ ସମାଜ ପକ୍ଷରୁ ସ୍ୱାଗତ କରାଯାଇଥିଲା l ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ।କରିଥିଲେ। ଦର୍ଶନ ସାରିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରଦକ୍ଷିଣ କରିଥିଲେ ପାଣ୍ଡିଆନ। ଶ୍ରୀମନ୍ଦିର ଦର୍ଶନ ସାରି ପୁରୀ ସଦର ହସପିଟାଲରେ ପହଞ୍ଚି ଗତକାଲି ବାଣ ବିସ୍ପୋରଣରେ ଆହତ ହୋଇଥିବା ଲୋକଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। । ପରିବାରକୁ ଧର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଥିଲେ l ସେମାନଙ୍କର ଚିକିର୍ସା ଠିକ୍ ଚାଲିଛି କି ନାହିଁ ଡ୍ଯୁଟିରେ ଥିବା ଡାକ୍ତରଙ୍କୁ ପଚାରି ଥାଲେ।
May 31,2024, 14:26 PM IST
alt
VK Pandian: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏପରି ଏକ ପବିତ୍ର ଦିନରେ ବିଜେଡି ଶିବିରରେ ଦେଖିବାକୁ ମିଳିଥିଲା ଗହଳି ଚହଳି । କାରଣ ବହୁଦିନରୁ ଲାଗିରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭିକେ ପାଣ୍ଡିଆନ । ଆଜି ପୂର୍ବାହ୍ଣ ଠିକ୍ ୧୦.୧୫ ମିନିଟରେ ଭିକେ ପାଣ୍ଡିଆନ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି‌ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏବେ 5T ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଅଛନ୍ତି ଭିକେ ପାଣ୍ଡିଆନ। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କୁ (Vk Pandian In BJD) ବିଜେଡିକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ର
Nov 27,2023, 17:26 PM IST

Trending news