Advertisement

Waqf Bill

alt
Apr 4,2025, 20:21 PM IST
alt
Waqf Amendment Bill: ଓ୍ୱାକଫ୍ ଆଇନ ସଂଶୋଧନ ବିଧେୟକ- ୨୦୨୪ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍କୁ କେନ୍ଦ୍ରୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉପସ୍ଥାପନ କରିଥିଲେ।  କିନ୍ତୁ ଉପସ୍ଥାପନ ପରା ସଦସ୍ୟମାନେ ଆଲୋଚନା ପୂର୍ବରୁ ବିଧେୟକ ବାବଦରେ ଅଧିକ ତର୍ଜମା କରିବା ପାଇଁ ଏକ ଯୁଗ୍ମ ସାଂସଦୀୟ କମିଟି ଗଠନ ଦାବି ଉଠିଥିଲା। ବାଚସ୍ପତି ଏହି ଦାବିକୁ ସ୍ୱୀକାର କରି ବରିଷ୍ଠ ସଦସ୍ୟ ଜଗଦମ୍ବିକା ପାଲ୍‍ ଙ୍କ ନେତୃତ୍ୱରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା  JPCକୁ ଏହାର ବିଚାର ଲାଗି ପଠାଇଥିଲେ। ପରେ ଏହି ବିଲ୍ ଉପରେ ଅଧିକ ଆଲୋଚନା ଓ ଏହାକୁ ପାରିତ କରାଇବା ପାଇଁ ଆଜି ଅର୍ଥାତ୍‍ ୨ ଅପ୍ରେଲ ୨୦୨୫ରେ ପୁନର୍ବାର ଲୋକସଭାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।     
Apr 2,2025, 8:35 AM IST
View More

Trending news

;