Advertisement
  • Chandan Paikaray

    ଚନ୍ଦନ ପାଇକରାୟ

Stories by Chandan Paikaray

ଭୟଙ୍କର ହେଲା

Cyclone Asani

ଭୟଙ୍କର ହେଲା "ଆସାନି ବାତ୍ୟା " ବଡ ରେସକ୍ୟୁ ଅପରେସନରେ ଉଦ୍ଧାର ହେଲେ ୧୧ ମତ୍ସ୍ୟଜୀବୀ

 ଆସ୍ତେ ଆସ୍ତେ ଭୟଙ୍କର ହେଉଛି ଆସାନି ବାତ୍ୟା lଏହି ସମୟରେ ଏକ ବଡ ଚିତ୍ର ସମସ୍ତଙ୍କୁ ଆଶର୍ଯ୍ୟା କରିଛି I ୧୧ ଜଣ ମତ୍ସ୍ୟଜୀବୀ  ଅଶାନ୍ତ ସମୁଦ୍ରରେ ଫସି ଯାଇଥିଲେ lଯାହାକୁ ଓଡିଶା ସରକାରଙ୍କ ରିଲିଫ କମିଶନର  ପ୍ରଦୀପ ଜେନାଙ୍କ ପ୍ରୟାସରେ ,ଏହି ବଡ ରେସ୍କୁ ଅପରେସନ କରାଯାଇ ଥିବା ଚିତ୍ର ସାମ୍ନାକୁ ଆସିଛି l ବାତ୍ୟା ପୁରୀ ସମୁଦ୍ରର ସ୍ଥଳଭାଗ ଠାରୁ ୫оо କିଲୋମିଟର ଦୂରରେ ଦକ୍ଷିଣ ପୂର୍ବ ଦିଗରେ ଅବସ୍ତିତ ⵏ ଏହା ୧о ତାରିଖ ରାତ୍ରି ସମୟରେ ସ୍ଥଳ ଭାଗ ଛୁଇଁବା ଆଶଙ୍କା କରାଯାଇଛି I ବାତ୍ୟା ଆସାନି ଆନ୍ଦ୍ର ଓ ଓଡିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ଆନୁମାନ କରିଛି l ଏଥିପାଇଁ ସରକାରଙ୍କ ତରଫରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିରକୁ ଯିବା ପାଇଁ ସମ୍ପୂର୍ଣ ବାରଣ କରାଯାଇଛି l    

May 9,2022, 19:55 PM IST

Trending news

Read More