Advertisement

5T Secretary VK Pandian

alt
ପୁରୀ ସହରର ଚିତ୍ର ବଦଳିବ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା, ଗାଡ଼ି ପାର୍କିଂ କରିବାଠୁ ଆରମ୍ଭ କରି ମନ୍ଦିର ଦର୍ଶନ ପାଇଁ ଏକ ଅଲଗା ଅନୁଭୂତି ଦେବା ଲାଗି ପ୍ରଶାସନ ପ୍ରସ୍ତୁତ ହେଉଛି। ଏଥିଲାଗି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡଆନ ଆଜି ପାହାନ୍ତାରୁ ପ୍ରକଳ୍ପ ସମୀକ୍ଷା କରି ନିର୍ଦ୍ଧାରିତ ଏଜେନ୍ସୀଙ୍କୁ ଡିସେମ୍ବର ଡେଡ୍‍ଲାଇନ୍‍ ଦେଇଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରୂପାୟନ କରାଯାଉଛି ଅବଢ଼ା ଯୋଜନା। ଏହି ଯୋଜନା ଅଧୀନରେ ପୁରୀ ଶ୍ରୀମନ୍ଦିରର ଆଖପାଖ ବିକାଶ, ମଠଗୁଡ଼ିକର ପୁନରୁଦ୍ଧାର, ଯାତ୍ରୀଙଘ୍କ ଦର୍ଶନ ବ୍ୟବସ୍ଥାକୁ ସୁରୁଖୁର କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ବିକାଶ,
Oct 6,2023, 15:26 PM IST
alt
Odisha Bjp: 5T ସଚିବ ଭିକେ ପାଣ୍ଡିଆନଙ୍କୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ କରିଛି ରାଜ୍ୟ ବିଜେପି। ଏକ ପ୍ରେସମିଟ୍ କରି ଜୋରଦାର ବର୍ଷିଛି ବିଜେପି । ଜନସାଧାରଣଙ୍କ ପଇସାକୁ ପାଣି ପରି ଖର୍ଚ୍ଚ କରୁଥିବା ପାଣ୍ଡିଆନଙ୍କ ଜାନୁଆରୀରୁ ଜୁନ୍ ଜିଲ୍ଲାୱାରୀ ଗସ୍ତର ହିସାବ ରଖିଛି ବିଜେପି। ବିଜେପିର କହିବା କଥା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ସରକାରୀ କାର୍ଯ୍ୟକ୍ରମ ନଥାଇ ମଧ୍ୟ ସରକାରୀ ହେଲିକପ୍ଟର ଧରି ବୁଲୁଛନ୍ତି ଏ ଅଧିକାର ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି। ସେପଟେ ବିଜେପି ଏକଥା ବି କହିଛି ଯେ, 5T ସଚିବ କେଉଁ ବିଧାୟକଙ୍କ ବିବାହ ଭୋଜି ଓ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସରକାରୀ ହେଲିକପ୍ଟର ବ୍ୟବହାର କରିଛନ୍ତି।
Sep 2,2023, 17:27 PM IST

Trending news