kandhamal

କୋରୋନା ସଂକ୍ରମଣରେ ମୃତକଙ୍କୁ କୋଭିଡ୍ ଶ୍ମଶାନରେ କବର

କୋରୋନା ପରୀକ୍ଷା କରିବା ପୂର୍ବରୁ ପ୍ରାଣବାୟୁ ଚାଲିଯାଇଥିଲା। 

मई 6, 2021, 10:38 PM IST

ଦାରିଙ୍ଗିବାଡିରେ BCA ରାକେଟ୍; ବନ୍ଧକ ପଡିଛି ଭବିଷ୍ୟତ, ଷ୍ଟାଇପେଣ୍ଡ ଟଙ୍କା ଲୁଟୁଛି ମହାବିଦ୍ୟାଳୟ

ସ୍ଥାନୀୟ ପ୍ରମିଳାଦେବୀ ଘରୋଇ ମହାବିଦ୍ୟାଳୟର ମାଲିକ କୀର୍ତ୍ତି ଚନ୍ଦ୍ର ସାହୁ ଆଦିବାସୀ ଛାତ୍ରଛାତ୍ରୀ (Tribal Students) ଙ୍କ ନାମରେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (UGB) ରେ ଜାଲ ଆକାଉଣ୍ଟ ଖୋଲି ସେମାନଙ୍କ ଷ୍ଟାଇପେଣ୍ଡ (Stipend) ଟଙ୍କା ହଡ଼ପ କରିବାକୁ ଯୋଜନା କରିଥିଲେ।

मई 4, 2021, 08:11 AM IST

ମାନବିକତା ଦେଖାଇଲେ ଉପଜିଲ୍ଲାପାଳ

ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ନିଜ ହାତରେ ଉଠାଇ ମେଡିକାଲ ପହଞ୍ଚାଇ ଜନସାଧାରଣଙ୍କ ମନକୁ ଜିତିପାରିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ IAS ଶୁଭଙ୍କର ମହାପାତ୍ର।

मई 3, 2021, 08:07 AM IST

ଭିଜିଲାନ୍ସ ଜାଲରେ ରାଇକିଆ ତହସିଲଦାର

ଫୁଲବାଣୀ ଭିଜଲାନ୍ସ ଟିମ ଛପି ରହି ତାଙ୍କୁ ନିଜ ବାସଭବନରୁ ଗିରଫ କରିଛି। 

Apr 29, 2021, 07:24 PM IST

ବଜ୍ରାଘାତରେ ନାବାଳିକା ମୃତ

ହେଲେ ଫେରିବା ସମୟରେ ବଜ୍ରାଘାତ ହୋଇଥିଲ।

Apr 29, 2021, 06:45 PM IST

ଜୈବିକ ଚାଷ ପ୍ରଣାଳୀ ପ୍ରଶିକ୍ଷଣ ସହ ଚାଷୀଙ୍କୁ ବିହନ ବଣ୍ଟନ

ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଅନୁଷ୍ଠାନ ପକ୍ଷରୁ ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ କାନ୍ଦୁଲ ବିହନ ଯୋଗାଇ ଦିଆଯାଇଛି।

Apr 26, 2021, 08:08 PM IST

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ପରିମଳ, ସ୍ୱଚ୍ଛତା ରକ୍ଷା କରିବା କୋରୋନା ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏକ ପ୍ରମୁଖ ଅସ୍ତ୍ର ହୋଇଛି।

Apr 25, 2021, 05:33 PM IST

ଅଚଳ ହୋଇପଡିଛି ପ୍ରକଳ୍ପ; ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ

ପାନୀୟ ଜଳ ପାଇବାରେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି ଗ୍ରାମବାସୀ।

Apr 25, 2021, 04:56 PM IST

ଫିରିଙ୍ଗିଆରୁ ୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ; ୪ ଚମ୍ପଟ, ଜଣେ ଗିରଫ

ଗତ ୨୨ ତାରିଖରେ ଫିରିଙ୍ଗିଆ ପୋଲିସ (Phiringia Police) ଦ୍ୱାରା ଦୁଇଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆ (Ganja Mafia) ଗିରଫ ହୋଇଥିଲେ। ତାହାର ଦିନକ ପରେ ଅର୍ଥତ ଶୁକ୍ରବାର ଗୋଛାପଡା ପୋଲିସ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ତାଙ୍କ ପାଖରୁ ୬୧୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା।

Apr 24, 2021, 12:10 PM IST

ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ଶୁକ୍ରବାର ରାତିରେ ଟ୍ରାକ୍ଟର ଏବଂ ଦ୍ରୁତ ବେଗରେ ଆସୁଥିବା ବାଇକ, କଟପଡି ଗ୍ରାମଠାରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହି ଦୁର୍ଘଟଣା (Accident) ରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Apr 24, 2021, 11:09 AM IST

ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ, ୩ ଗିରଫ

ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ସ୍କ୍ୱାର୍ଡ।  

Apr 23, 2021, 05:01 PM IST

ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ୪ ଗିରଫ

ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Apr 22, 2021, 07:25 PM IST

କୋରୋନା ମୁକାବିଲା ପାଇଁ ଆକ୍ସନ ମୁଡରେ ପ୍ରଶାସନ

କୋରୋନ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯାଇଛି।

Apr 22, 2021, 06:47 PM IST

MSP ଆଳରେ ଠକେଇ! ସରକାରୀ ମୂଲ୍ୟର ଦୁଇ ଗୁଣ ଦେଉଛି ବେପାରୀ

କନ୍ଧମାଳ (Kandhamal) ଏକ ଆଦିବାସୀ (Tribe) ବହୁଳ ଜିଲ୍ଲା। ଏହା ପ୍ରାୟତଃ ଜନସାଧାରଣ ଜୀବନଜୀବିକା ପାଇଁ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଋତୁ ଅନୁସାରେ ଯାହା ଜଙ୍ଗଲରୁ ଯାହା ମିଳେ ଲୋକେ ତାହାକୁ ସଂଗ୍ରହ କରି ବିକ୍ରି କରନ୍ତି।

Apr 20, 2021, 12:19 PM IST

ପାଞ୍ଚଟି CFL ଓ ଦୁଇଟି ଫ୍ୟାନର ମାସିକ ବିଦ୍ୟୁତ ବିଲ୍ ୯୫୦୦ ଟଙ୍କା

ଦୀର୍ଘ ବର୍ଷ ହେଲା ସନାତନ ନିଜର ଯେତିକି ଆବଶ୍ୟକ ରହିଛି ସେଅନୁଯାୟୀ ବିଦ୍ୟୁତ ଉପଭୋଗ ମଧ୍ୟ କରିଆସୁଛନ୍ତି। ହେଲେ ବିଦ୍ୟୁତ ବିଭାଗ କିନ୍ତୁ ବର୍ଷ ପରେ ବର୍ଷ ଧରି ସନତନଙ୍କୁ ବିଲ ନାଁରେ ଠକି ଠକି ଚାଲିଛି। ଆଉ ବିଦ୍ୟୁତ ବିଭାଗର ଠକାମୀ ଏତେଟା ଆଖି ଦୃଷ୍ଟିଆ ହୋଇନଥିବା ହେତୁ କଷ୍ଟ ସତ୍ତ୍ୱେ ବିଲ ପ୍ରତିମାସରେ ବାନ୍ଧି ଆସୁଥିଲେ ସନାତନ।

Apr 19, 2021, 10:07 PM IST

ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେମା'ର ଜୀବନ ଗଲା

ସୋନପୁର ଗ୍ରାମର ଉପରସାହିରେ ରହୁଥିବା ତେମଶ ବେହେରାଦଳେଇଙ୍କ ୩ ବର୍ଷର ପୁଅ ଭୁଲେଶ୍ୱର ଆଜି ଅପରାହ୍ଣ ଦୁଇଟା ସମୟରେ ଘରେ ଥିବା ଏକ ବିଦ୍ୟୁତ ବୋର୍ଡ଼ରେ ହାତ ମାରିଦେଇଥିଲେ। ଜାହାରିଫଳରେ ତାକୁ ବିଦ୍ୟୁତ ଆଘାତ (Electric Shock) ଲାଗିଥିଲା।

Apr 16, 2021, 09:04 PM IST

ପାଣି ପିଉଥିଲେ ବ୍ୟବସାୟୀ, ରୁପା ଭର୍ତ୍ତି ବ୍ୟାଗ ଧରି ଦୁର୍ବୃତ୍ତ ଚମ୍ପଟ

ବ୍ୟବସାୟୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁଯ

Apr 9, 2021, 09:25 PM IST

ନିର୍ମାଣ କରି ଭୁଲିଗଲା ପ୍ରଶାସନ, ଗ୍ରାମବାସୀ କଲେ ଡ୍ୟାମର ପୁନଉଦ୍ଧାର

ଦୀର୍ଘ ଦୁଇ ବର୍ଷ ପୂର୍ବେ ଡ୍ୟାମକୁ କ୍ଷୁଦ୍ରଜଳସେଚନ ବିଭାଗ (Irrigation Department) ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପୁନରୁଦ୍ଧାର (Dam Restoration) କରାଯାଇଥିଲା। ହେଲେ ପୁନରୁଦ୍ଧାର କାର୍ଯ୍ୟ ଭଲଭାବେ ହୋଇପାରିନଥିବା ହେତୁ ଡ୍ୟାମରେ ଘାସ ଓ ପଙ୍କ ଭରି ହୋଇରହିଥିଲା।

Apr 4, 2021, 06:18 PM IST

ଝିଙ୍କ ମାଂସ ସହ ୫ଟି ଦେଶୀ ବନ୍ଧୁକ ଜବତ, ଶିକାରୀ ଚମ୍ପଟ୍

ରାଇକିଆ ବନ ବିଭାଗ ପକ୍ଷରୁ ଶୁକ୍ରବାର ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି। କିନ୍ତୁ ଅଭିଯୁକ୍ତ ଶିକାରୀ ବନ କର୍ମଚାରୀଙ୍କୁ ଚକାମା ଦେଇ ଫେରାର ହେଇଯାଇଛି।

Apr 3, 2021, 04:40 PM IST

RTIରେ ନୂଆ ଫର୍ଦ୍ଦ ଯୋଡିଲେ ଦାରିଙ୍ଗବାଡି ଶିକ୍ଷାଧିକାରୀ !

ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷାଅଧିକାରୀ ରସାନନ୍ଦ କର ନିଜେ ଦୁର୍ନୀତିରେ ଜଡ଼ିତ ରହିବା ସହ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଆସୁଥିବା ଅଭିଯୋଗ ହୋଇଛି। ତେବେ ଏସଂକ୍ରାନ୍ତରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ସୂଚନାକୁ ସେ ଫାଙ୍କି ଦେଇଛନ୍ତି।

Mar 30, 2021, 09:34 PM IST