kendujhar

ରାଜ୍ୟରେ ଲଗାଣ ବର୍ଷା ଜାରି, ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି

ଲଗାଣ ବର୍ଷା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି କରିଛି। ସମଗ୍ର ରାଜ୍ୟରେ ବର୍ଷା ହୋଇଛି । ବର୍ଷାରେ ତଳିଆ ଅଞ୍ଚଳରେ ପାଣି ଜମିଥିବାବେଳେ କେନ୍ଦ୍ରାପଡା ବାରିପଦା ସମେତ ଅନ୍ୟ କିଛି ସ୍ଥାନରେ ପାଣି ଜମିଛି ଏବଂ ତାକୁ ନିଷ୍କାସନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଆନନ୍ଦପୁର ପାଖରେ ଓ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। 

Aug 26, 2020, 05:13 PM IST

ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ମହେଶ୍ୱର, ଚିକିତ୍ସାରେ ବାଧା ସୃଷ୍ଟି କରୁଛି ଅର୍ଥାଭାବ

ଜୀବନ ମୃତ୍ୟୁର ଦୋଛକିରେ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି କେନ୍ଦୁଝରର ୨୦ ବର୍ଷୀୟ ଯୁବକ ମହେଶ୍ୱର ପେଡା । ରାଜଧାନୀର ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ମହେଶ୍ୱର। ମହେଶ୍ୱର କିଡନୀ ରୋଗରେ ପୀଡ଼ିତ। ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି। ଫଳରେ ଚିକିତ୍ସା ପାଇଁ ଗତ ୩ ଦିନ ତଳେ ରାଜଧାନୀକୁ ଆସିଥିଲେ। 

Aug 24, 2020, 03:13 PM IST

ओड़िशा: संजना की जान तुलसी के पौधे में है, अब तो अंधविश्वास की हद हो गई

कटक में संजना का टेस्ट एक NGO की मदद से करवाया गया तो पता चला कि संजना को ब्रेन ट्यूमर ( Brain tumor) है. घर वालों ने बहुत कोशिश की लेकिन संजना के इलाज का पैसे नहीं जुटा पाए इसीलिए वो संजना के लिए दवा नहीं दुआ के बारे में सोचने के लिए मजबूर हो गए

Nov 7, 2019, 08:18 PM IST

ଆଖି ବୁଜିଲା ଆଉ ଏକ ଗଜରାଜ

କେନ୍ଦୁଝରର ଉପରିସୁମଠରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଯାଇଛି  ।  ଗତ ୧୦ ଦିନ ଧରି ହାତୀରେ ଅସୁସ୍ଥ ହୋଇ ପଡ଼ି ରହିଥିଲା । ହାତୀଟି କେଉଁ ରୋଗରେ ପୀଡ଼ିତ ଥିଲା, ତାହା ଡାକ୍ତରମାନେ ଶତଚେଷ୍ଟା ପରେ ବି ଚିହ୍ନଟ କରି ପାରିନଥିଲେ ।  ବାରମ୍ବାର ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲେ । କିନ୍ତୁ ରୋଗ ଚିହ୍ନଟ ହୋଇ ପାରିନଥିଲା । ହାତୀଟି ହାରପିସ୍ ଭାଇସର ଦ୍ୱାରା ସଂକ୍ରମିତ ହୋଇଥିବା ସନ୍ଦେହ କରା ଯାଉଥିଲା । 

Oct 7, 2019, 04:30 PM IST

भूख से बिलखती 11 साल की बच्ची पेट पर गीला कपड़ा बांधकर सो जाती है, जानिए क्या है कहानी

बताया जा रहा है कि पड़ोसी की तरफ से मिले अनाज से बच्ची खुद का गुजारा कर रही है.

Sep 29, 2019, 09:16 PM IST