keonjhar

ଦୁଃଖରେ ଦିନ କଟୁଛି ରମେଶଙ୍କ ପରିବାର, ସରକାରୀ ଯୋଜନା କାହା ପାଇଁ?

କେନ୍ଦୁଝର ଜିଲ୍ଲା ତଳକଇଁସାରି ଗାଁର ରମେଶ ଦେହୁରୀଙ୍କ ଭଙ୍ଗା ଘର । ଚାଳ ଛପର ନଥିବା ଘରର ଭଙ୍ଗା କାନ୍ଥରେ ଝୁଲୁଛି ମିଟର ଓ ବିଦ୍ୟୁତ ବୋର୍ଡ । ଭଙ୍ଗା କାନ୍ଥ ପଛରେ ନିର୍ମାଣ ହୋଇଛି ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା । 

Jan 23, 2020, 07:23 PM IST

ଚଳିତ ବର୍ଷ ପ୍ରଥମ ଥର ପାଇଁ ଘଟଗାଁରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି

ଚଳିତ ବର୍ଷ ପ୍ରଥମ ଥର ପାଇଁ ଘଟଗାଁରେ ଦେଖିବାକୁ ମିଳିଛି ବିଦେଶୀ ପକ୍ଷୀ...ଉପରଢିହା ଗାଁର କିଛି ପୋଖରୀରେ ଦେଖିବାକୁ ମିଳୁଛି ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଫଲୋକରନ୍ତୁ ଜୀ ଓଡ଼ିଶା ଟୁଇଟର, ହେଲୋ, ଇନଷ୍ଟାଗ୍ରାମ, ଲାଇକ କରନ୍ତୁ ଫେସବୁକ୍, ସବସ୍କ୍ରାଇବ କରନ୍ତୁ ୟୁ-ଟ୍ୟୁବ୍ ଓ ଅଧିକ ଖବର ପାଇଁ ଲଗ ଇନ୍ କରନ୍ତୁ www.zeeodisha.tv, ଏଣିକି ଖବର ପାଇବା ଅତି ସହଜ । ଘରେ ହେଉ ଅବା ବାହାରେ, ଯେଉଁଠି ମଧ୍ୟ ମୋବାଇଲରେ ପାଇ ପାରିବେ ଆମ ଖବର, ଖାଲି ଖବର ନୁହେଁ ବରଂ ସଠିକ୍ ଖବର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Jan 11, 2020, 07:40 PM IST

ହଷ୍ଟେଲରେ ରଖେଇ ଦେଉନି ଭୂତ, ୭ ପରେ ଏବେ ପୁଣି ୨ ଛାତ୍ର ହେଲେ ଟାର୍ଗେଟ

ସ୍କୁଲରେ ୪୦ଜଣ ପିଲା ପାଠପଢ଼ୁଥିବା ବେଳେ ଏବେ ସ୍କୁଲ ପରିସର ଏକ ପ୍ରକାର ଶୂନଶାନ ହୋଇଯାଇଛି

Dec 21, 2019, 09:45 PM IST

ପିକନିକ୍ ସମୟ ଆସିଲେ ଏଠାରେ ଜମେ ପର୍ଯ୍ୟଟକଙ୍କ ଭିଡ଼...

#Odisha #TouristPlace #Bhimkund ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ । ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ପ୍ରସ୍ତର ଶଯ୍ୟାରେ ଶୁଭ୍ର ରଙ୍ଗର ବିସ୍ତିର୍ଣ୍ଣ ଜଳରାଶି ଓ ବିସ୍ମୟ ସୃଷ୍ଟିକାରୀ ବିଶାଳ ଜଳକୁଣ୍ଡ ସର୍ବଦା ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଏ । ଏଠାକୁ ପ୍ରତ୍ୟେକ ଦିନ ଟାଣି ହୋଇ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ଓ ପର୍ଯ୍ୟଟନ ସ୍ଥଳିର ଉନ୍ନତୀ କରଣ ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶାର ଏହି ଜଣାଶୁଣା ପର୍ଯ୍ୟଟନସ୍ଥଳୀ ଉପରେ ଆପଣ ମଧ୍ୟ ଥରେ ନଜର ପକାନ୍ତୁ... ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Dec 17, 2019, 09:10 PM IST

ପ୍ରଥମାଷ୍ଟମୀ ଦିନର ନିଆରା ଦୃଶ୍ୟ, ନିଜ ସନ୍ତାନ ପରିବର୍ତ୍ତେ ଗଛକୁ କଲେ ପଢ଼ୁଆଁ

ଘନଶ୍ୟାମ ପ୍ରଥମାଷ୍ଟମୀରେ ଘରେ ପୂଜାର୍ଚ୍ଚନା ସାରି ଥାଳିରେ ଫୁଲ, ଚନ୍ଦନ, ସିନ୍ଦୁର, ନୂଆ କପଡ଼ା ଧରି ବାହାରିଥିଲେ ଗଛକୁ ପଢୁଆଁ କରିବା ପାଇଁ । ତାଙ୍କ ସହ ଥିଲେ ପରିବାରର ସଦସ୍ୟ ଓ ଗ୍ରାମବାସୀ । ରାସ୍ତାଘାଟ ସବୁଠି ସେ ଗଛରେ ଚନ୍ଦନ,ସିନ୍ଦୁର ଲଗାଇ,ଫୁଲ ଦେଇ, ନୂଆକନା ପିନ୍ଧାଇ ପଢୁଆଁ କରିଥିଲେ ।

Nov 22, 2019, 03:55 PM IST

ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ ବୃଦ୍ଧ ଦମ୍ପତି

ବହୁ ଖୋଜା ଖୋଜି ପରେ ମଧ୍ୟ ମିଳି ନ ଥିଲା ମୃତ ଦେହ

Nov 20, 2019, 07:16 PM IST

ଚାଲିଥିଲା ଗାଡି ଚେକିଂ, ମାଡିଗଲା ଟ୍ରକ

କେନ୍ଦୁଝର ଟାଉନ ଥାନା ପୋକାରାପାଣିରେ ସଡ଼କ ଦୁର୍ଘଟଣା । ଏନଏଚ - ୨୦ ବାଇପାସ ରାସ୍ତାରେ MVIଯାଞ୍ଚ ବେଳେ  RTO କର୍ମଚାରୀଙ୍କ ଉପରେ ଚଢିଗଲା ୧୪ ଚକିଆ ଟ୍ରକ ।

Nov 12, 2019, 03:20 PM IST

ତୁଳସୀ ବଞ୍ଚିଲେ, ସଞ୍ଜନା ବଞ୍ଚିବ

ଗୁଣିଆର ନିର୍ଦ୍ଦେଶ, ତୁଳସୀ ଗଛ ବଞ୍ଚିଲେ ବଞ୍ଚିଯିବ ଝିଅ

Nov 7, 2019, 08:33 PM IST

ଆଧୁନିକି ଯୁଗରେ ପ୍ରାଚୀନ ପରମ୍ପରା

ଆଧୁନିକି ଯୁଗରେ ମଧ୍ୟ ଆମ ରାଜ୍ୟର ଗ୍ରାମାଂଚଳ ଗୁଡ଼ିକରେ ଆଜି ବି ଦେଖିବାକୁ ମିଳେ ପ୍ରାଚୀନ ପରମ୍ପରାର ଝଲକ । ଏମିତି ଏକ ପରମ୍ପରା ହେଉଛି ଲାଠି ଖେଳ ଓ ଖଣ୍ଡା ଖେଳ । କେନ୍ଦୁଝର ଜିଲା ଆନନ୍ଦପୁରରେ ନିଆରା ଢଙ୍ଗରେ ପାଳିତ ହୋଇଛି ଏହି ପର୍ବ । ବହୁ କାଳରୁ ରାଜପୁତ ସଂପ୍ରଦାୟର ଲୋକ ମାନେ ସେମାନଙ୍କର ଅସ୍ରଶସ୍ରକୁ ପୁଜା କରି ଦଶହରା ଅବସରେ ଖେଳ ଦେଖାଇଥାନ୍ତି । ଏଥିପାଇଁ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 10, 2019, 01:40 PM IST

ମାଙ୍ଗାନିଜ ବୋଝେଇ ଟ୍ରକ ଜବତ, ୮ ଗିରଫ

କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ କାଟେସାହିରୁ ୨ଟି ଚୋରା ମାଙ୍ଗାନିଜ ବୋଝେଇ ଟ୍ରକ ଜବତ କରିଛି ପୋଲିସ । ଏବଂ ଏଥିରେ ସମ୍ପୃକ୍ତି ଥିବା ୮ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ କିଛି ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ କିଛି ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣା ପଡିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନଗଦ ୧ ଲକ୍ଷ ଟଙ୍କା , ୧ଟେ ବାଇକ୍ ଓ ୮ଟି ମୋବାଇଲ୍ ଜବତ କରିଛି । ଏହି ଚୋରା କାରବାରରେ ଝାଡଖଣ୍ଡର ମାଫିଆଙ୍କ ହାତ ଥିବା ସନ୍ଦେହ କରାଯାଉଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 11:30 AM IST

ଅନାଥ ପିଲାଙ୍କ ମାଆ ସାଜିଲେ ୧୩ବର୍ଷର ସୀତା

ବାପା ଜେଲରେ ଽ ମା ଛାଡି କୁଆଡେ ଚାଲିଗଲା । ଅସହାୟ ଅବସ୍ଥାରେ ୪ ନିଷ୍ପାପ ସନ୍ତାନ ଽ ରୋଜଗାରର ଏକମାତ୍ର ମାଧ୍ୟମ ଥିଲେ ବାପା ଽ ହଠାତ ଏକ ମାମଲାରେ ସେ ଗତ ୮ବର୍ଷ ହେଲା ଜେଲରେ । ମାଙ୍କ ଉପରେ ଭରସା କରିଥିଲେ ୪ଭଆଇ ଭଉଣୀ। ମାତ୍ର ଦୁନିଆ କଣ ଜାଣିବା ଆଗରୁ ପର କରିଦେଲା ଜନ୍ମକଲା ମାଆ । ଏବେ ଗଣ୍ଡେ ଖାଇବାକୁ ଆଉଟୁପାଉଟ ହେଉଥିବା ୪ ପିଲା ପରଘରେ ଆଶ୍ରିତ। ଭାଇ ଭଉଣୀଙ୍କ ମୁଣ୍ଡରେ ଦାନା ଗଣ୍ଡେ ଦେବାକୁ ଅଣ୍ଟା ଭିଡିଛନ୍ତି ୧୩ବର୍ଷୀୟା ଭଉଣୀ ସୀତା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 11:10 AM IST

କେନ୍ଦୁଝରରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ

୧୦ ଦିନ ଧରି ଅସୁସ୍ଥ ଥିଲା ହାତୀ । ହାତୀଟି କେଉଁ ରୋଗରେ ପୀଡ଼ିତ ଥିଲା ଡାକ୍ତର ମାନେ ରୋଗ ଚିହ୍ନଟ କରି ପାରିନଥିଲେ । ବାରମ୍ବାର ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲେ ବି ହାତୀର ରୋଗ ଚିହ୍ନଟ ହୋଇ ପାରିନଥିଲା । ହାତୀଟି ହାରପିସ୍ ରୋଗରେ ପୀଡ଼ିତ ଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ସେ ଖାଇବା ପିଇବା ବନ୍ଦ କରି ଦେଇଥିଲା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 7, 2019, 02:30 PM IST

ଉତ୍ସବ ମୁଖର କେନ୍ଦୁଝର

ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ମା ଦୁର୍ଗାଙ୍କ ପୁଜା । ଏଥିପାଇଁ କେନ୍ଦୁଝର ଉତ୍ସବ ମୁଖର ହୋଇପଡିଛି । ମା ଦୁର୍ଗାଙ୍କ ଆବାହାନ ପାଇଁ ବିଭିନ୍ନ ପୁଜା ମଣ୍ଡପରେ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦୁଝର ସହରର ପ୍ରାୟ ୧୦ଟି ସ୍ଥାନରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବା ବେଳେ , ୩ଟି ମଣ୍ଡପରେ ବେଶ ଧୂମଧାମରେ ପାଳନ ହୁଏ ଦୁର୍ଗାପୂଜା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs

Oct 5, 2019, 08:10 AM IST

କେନ୍ଦୁଝରରେ ମାଈ ହାତୀ ଅସୁସ୍ଥ

ଉପର ସୁମ ଠାରେ ଏକ ମାଈ ହାତୀ ଅସୁସ୍ଥ । ଫେରିଗଲେ ଚିକିତ୍ସା ପାଇଁ ଆସିଥିବା ଡାକ୍ତରୀ ଟୀମ୍ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 2, 2019, 08:20 PM IST

କେନ୍ଦୁଝରର ଚାନ୍ଦିମେଢ

କେନ୍ଦୁଝର ଜିଲ୍ଲାର ସର୍ବପୁରାତନ ତଥା ଏକମାତ୍ର ଚାନ୍ଦିମେଢ । କରୁଣାମୟୀ ମାଆ ଅତ୍ୟନ୍ତ ପ୍ରତ୍ୟକ୍ଷ ଦେବୀ ।ପୂଜା ପାଇଁ ଯେଉଁଠି କୌଣସି ଜିନିଷ କିଣିବାର ଆବଶ୍ୟକତା ପଡେ ନାହିଁ ।ମେଢ ଭସାଣି ରେ ଏଠାରେ ରହିଛି ନିଆରା ପରମ୍ପରା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 2, 2019, 07:40 PM IST

କେନ୍ଦୁଝରରେ ହରପିସ୍ ଆତଙ୍କ

ନନ୍ଦନକାନନ ପରେ କେନ୍ଦୁଝରରେ ହରପିସ୍ ରୋଗ ବ୍ୟାପିଥିବା ଆଶଙ୍କା କରାଯାଉଛି । କେନ୍ଦୁଝର ରେଞ୍ଜର ଉପରିସୁମଠରୁ ଆସିଛି ହାତୀ ଛଟପଟ ହେଉଥିବା ଦୃଶ୍ୟ । ତେବେ ହାତୀର ଚିକିତ୍ସା ଜାରି ରହିଥିବା ବେଳେ, ହାରପିସ ଭାଇରସ ଅଛି କି ନାହିଁ ତାହା ଜଣାପଡ଼ି ନାହିଁ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 30, 2019, 01:30 PM IST

ଆଧାର ନଥିବାରୁ ମିଳିଲାନି ରାସନ

ରାସନକାର୍ଡ ଥିଲେ ବି ଆହାର ଛଡ଼େଇ ନେଇଥିଲା ଆଧାରକାର୍ଡ । କେନ୍ଦ୍ର ସରକାରଙ୍କ ନୂଆ ନିୟମ ପରେ ଭୋକ ଉପାସରେ ଦିନ କାଟୁଥିଲା କେନ୍ଦୁଝରର ନାବାଳିକା ଝିଅ ସୀମା । ଆଧାରକାର୍ଡ ନଥିବାରୁ ରାସନକାର୍ଡ ସହ ସଂଯୋଗ ହୋଇପାରିନଥିଲା । ଯାହା ଫଳରେ ରାସନକାର୍ଡରେ ଚାଉଳ ପାଇବାରୁ ବଞ୍ଚିତ ହେଉଥିଲା ବାପା ମାଆ ଛେଉଣ୍ଡ ୧୧ ବର୍ଷର ଅନାଥ ଝିଅ ସୀମା ମୁଣ୍ଡା ଽ ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 30, 2019, 01:20 PM IST

ଯୋଜନାରେ ସୀମିତ ହୋଇ ରହିଛି ଶୀତଳ ଭଣ୍ଡାର

କୃଷି ଓ କୃଷକକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା କରାଯାଉଛି ।ଏଥି ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ବାସ୍ତବରେ ଅନେକ ଯୋଜନା କେବଳ ଯୋଜନାରେ ରହିଯାଉଛି । ଯାହାର ଜଳନ୍ତା ଉଦାହରଣ ଦେଖା ଯାଇଛି କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରେ ନିର୍ମାଣ ହେବାକୁ ଥିବା ଶୀତଳ ଭଣ୍ଡାରରେ । Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 28, 2019, 08:20 PM IST

ଖଲିପତ୍ର ବ୍ୟବସାୟୀଙ୍କ ପାଇଁ ଆସୁଛି ଖୁସି ଦିନ

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଅକ୍ଟୋବର ୨ ତାରିଖରୁ ସମଗ୍ର ଦେଶରେ ବ୍ୟାନ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ । ତେବେ ଅକ୍ଟୋବର ୨ ତାରିଖରୁ ପ୍ଲାଷ୍ଚିକ ବନ୍ଦ ହେବାର ମାସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଆରମ୍ଭ ହୋଇଛି ପ୍ରୟାସ । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ବୈଠକ ମାନଙ୍କରେ ଶାଳପତ୍ର ଖଲି ମାଧ୍ୟମରେ ଅତିଥୀ ମାନଙ୍କୁ ପରଷା ଯାଉଛି ଖାଦ୍ୟ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 27, 2019, 07:30 PM IST

ହେଲମେଟ୍ ନାହିଁ ତ ଚା' ନାହିଁ!

ନୋ ହେଲମେଟ୍, ନୋ ଟି, ନିଆରା ଉପାୟରେ ସଚେତନ କରୁଛନ୍ତି କେନ୍ଦୁଝରର ଚା' ବିକାଳି ଅନାଦି ପ୍ରଧାନ । ଯିଏ ହେଲମେଟ ଆଣି ନଥାଏ, ତାକୁ ସେ ଚା' ଦିଅନ୍ତି ନାହିଁ । କେନ୍ଦୁଝର ସହରରରୁ ବଡବିଲ ଏନଏଚ-୨୦ରେ ୧୮କିମି ଗଲେ ପଡ଼େ ପଳାଶପଙ୍ଗା ଛକ, ଏହାକୁ କେହି କେହି ସ୍ପଞ୍ଜ ଛକ ମଧ୍ୟ କୁହନ୍ତି । ଏହି ଛକରେ ଗୋଟିଏ ଛୋଟିଆ ଗୁମୁଟିରେ ଚା' ଦୋକାନ କରିଛନ୍ତି ସଦର ବ୍ଲକ୍ ପଳାଶପଙ୍ଗାର ଅନାଦି ପ୍ରଧାନ, ଛାତ୍ର ଜୀବନରୁ ସମାଜ ସେବାରେ ଲାଗିଥିବା ଅନାଦି ପାଠପଢା ପରେ ଚାକିରି ପଛରେ ଗୋଡାଇ ନ ଥିଲେ, ଗୁଜୁରାଣ ମେଣ୍ଟାଇବାକୁ ୩ବର୍ଷ ତଳେ ସ୍ପଞ୍ଜ ଛକରେ ଆରମ୍ଭ କରିଥିଲେ ଏକ ଚା' ଦୋକାନ । ପ୍ରଥମେ ପ୍ରଥମେ ତାଙ୍କର ଏତେ ବେଶି ରୋଜଗାର ହେଉ ନ ଥିଲା, କିନ୍ତୁ ୨ବର୍ଷ ହେବ ତାଙ୍କ ଚା' ଦୋକାନ ଟିକେ ଭଲ ଚାଲିବାରୁ ନିଜକୁ ସମାଜସେବା ପାଇଁ ନିୟୋଜିତ କରିଦେଲେ ସେ, ପ୍ରତ୍ୟେକ ଦିନ ସକାଳୁ ପ୍ରଥମ ବିକ୍ରି ହେଉଥିବା ୪ଟି ଚା'ର ମୂଲ୍ୟ ୨୦ ଟଙ୍କାକୁ ସେ ଅତି ଯତ୍ନରେ ସାଇତି ରଖନ୍ତି । ପ୍ରତ୍ୟେକ ୩ ମାସରେ ଯେତିକି ଟଙ୍କା ସଞ୍ଚୟ ହୋଇଥାଏ ତା'କୁ ସେ ଗରିବ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ଦାନ କରି ଦିଅନ୍ତି । ୨୦୧୮ ମସିହାରୁ ଏପରି କରି ଆସୁଛନ୍ତି ଅନାଦି । ଖାଲି ରେଡକ୍ରସ ପାଣ୍ଠିକୁ ଆର୍ଥିକ ସାହାଯ୍ୟରେ ସୀମିତ ନୁହେଁ ଅନାଦିଙ୍କ ବଦାନ୍ୟତା ।ସ୍ଥାନୀୟ ବଜାରର ଭିକାରୀମାନଙ୍କୁ ସେ ମାଗଣାରେ ଦେଇଥାନ୍ତି ଚା' ଓ ବିସ୍କୁଟ୍ ।ଏଥିସହ ସେହି ରାସ୍ତାଦେଇ ଯାଉଥିବା ରୋଗୀଙ୍କ ପାଇଁ ମାଗଣା ଗରମ ପାଣିର ମଧ୍ୟ ବ୍ୟବସ୍ଥା କରିଥା'ନ୍ତି ଅନାଦି । ଏଥିସହ ତାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ସେ ପରିବହନ ବିଭାଗ ପାଇଁ ସାଜିଛନ୍ତି ଜଣେ ସ୍ୱେଚ୍ଛାସେବୀ, କାରଣ ସଡ଼କ ଓ ପରିବହନ ବିଭାଗ ପେଟ୍ରୋଲ ପମ୍ପ ପାଇଁ ଜାରି କରିଥିବା ନିର୍ଦ୍ଦେଶନାମା- NO HELMET, NO PETROL ପରି ସେ ମଧ୍ୟ ନିଜ ଚା' ଦୋକାନରେ ଲଗାଇଛନ୍ତି- NO HELMET, NO TEA ବୋର୍ଡ । ଯେଉଁ ଗ୍ରାହକ ବାଇକରେ ଆସି ଚା' ପିଅନ୍ତି, ସେମାନେ ହେଲମେଟ୍ ପିନ୍ଧି ଆସିଛନ୍ତି ନା ନାହିଁ, ସେକଥା ପ୍ରଥମେ ଦେଖିଥା'ନ୍ତି ଅନାଦି । ଯେଉଁମାନେ ହେଲମେଟ୍ ପିନ୍ଧି ନ ଥା'ନ୍ତି, ସେମାନଙ୍କ ପାଇଁ ତାଙ୍କ ଦୋକାନର ଚା' ମନା । ଖାଲି ଚା' ନ ଦେଇ ନିଜ କର୍ତ୍ତବ୍ୟ ସାରନ୍ତି ନାହିଁ ସେ, ରାଜପଥ କଡ଼ରେ ଦୋକାନ କରିଥିବାରୁ ଯଦି କେହି ଦୁର୍ଘଟଣାଗ୍ରସ୍ତ ହେଲା, ତାଙ୍କୁ ତୁରନ୍ତ ନିଜ ଖର୍ଚ୍ଚରେ ମେଡିକାଲ ପହଞ୍ଚାଇଥା'ନ୍ତି ସେ । ତାଙ୍କର ଏହି ବଦାନ୍ୟତା ପାଇଁ ଜିଲ୍ଲା ପୋଲିସ ମଧ୍ୟ ତାଙ୍କୁ ପୁରସ୍କୃତ କରିଛି । କେନ୍ଦ୍ର ସରକାରଙ୍କ 'ବେଟି ବଚାଓ, ବେଟି ପଢ଼ାଓ' ନାରା ଓ ଏହାର ଆଭିମୁଖ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା କାମରେ ମଧ୍ୟ ସେ ଖୁବ୍ ଖୁସି ପାଉଥିବା କୁହନ୍ତି ଅନାଦି । ଆଉ ତାଙ୍କର ଏପରି ମାନବିକତାକୁ ଲୋକେ ବି ଖୁବ୍ ପସନ୍ଦ କରନ୍ତି । ଅନାଦିଙ୍କ ଚା' ପିଇବାକୁ ହେଲେ ବାଇକ୍ ଆରୋହୀଙ୍କ ପାଇଁ ହେଲମେଟ୍ ଯେ ନିହାତି ଜରୁରୀ, ଏହା ସେଠି ସମସ୍ତେ ଜାଣନ୍ତି, ସେଇଥିପାଇଁ ବାଇକରେ ଆସୁଥିବା ଲୋକେ ମନେକରି ହେଲମେଟ୍ ମଧ୍ୟ ସାଙ୍ଗରେ ନେଇ ଆସନ୍ତି । କଟକର ଚା' ଦୋକାନୀ ପ୍ରକାଶ ରାଓ ନିଜ ସମାଜସେବା ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇ ସାରା ଦେଶରେ ପ୍ରଶଂସା ସାଉଁଟିଥିବା ବେଳେ ନିଜ କ୍ଷେତ୍ରରେ ଅନାଦିଙ୍କର ଏପରି ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ବି ଚର୍ଚ୍ଚାରେ ରଖିଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 9, 2019, 09:20 PM IST