8th Pay Commission: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁବିଧା ସହ ଜଡ଼ିତ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ହେଲ୍ଥ୍ ସ୍କିମ୍ (CGHS)କୁ ନେଇ ବଡ଼ ପରିବର୍ତ୍ତନ ଆସିଥିବା ଖବର ସାମ୍ନାକୁ ଆସିଛି। ଉପଲବ୍ଧ ତଥ୍ୟ ଅନୁସାରେ, CGHS ୱେଲନେସ୍ ସେଣ୍ଟରଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ରହିବା ସମ୍ପର୍କିତ ୫ କିଲୋମିଟର ସର୍ତ୍ତକୁ ହଟାଇବା ନେଇ ନିଷ୍ପତ୍ତି ନିଆଯାଇଛି।
DA Hike 2026: କେନ୍ଦ୍ରୀୟ କର୍ମଚାରୀ ଓ ପେନ୍ସନରଙ୍କ ପାଇଁ ମହଙ୍ଗା ଭତ୍ତା (DA)କୁ ନେଇ ଆସିଛି ବଡ଼ ଖବର। ଜୁଲାଇ ୨୦୨୬ର ଅଲ୍ ଇଣ୍ଡିଆ କନ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ-ଇଣ୍ଡଷ୍ଟ୍ରିଆଲ୍ ୱର୍କର୍ସ (AICPI-IW)ର ତଥ୍ୟ ପ୍ରକାଶ ପାଇବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଛି। ତଥ୍ୟ ଅନୁସାରେ DA ୬୦ ପ୍ରତିଶତରୁ ବଢ଼ି ୬୪ ପ୍ରତିଶତ ହୋଇପାରେ ବୋଲି ଆକଳନ କରାଯାଉଛି।
8th Pay Commission Update: ୮ମ ବେତନ କମିଶନ (8th Pay Commission)କୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ଆଶା ଓ ଚର୍ଚ୍ଚା ଦିନକୁ ଦିନ ବଢ଼ୁଛି। ସୋସିଆଲ ମିଡିଆ ଓ ବିଭିନ୍ନ ମଞ୍ଚରେ ବେତନ ବୃଦ୍ଧି, HRA, ପେନସନ୍, MACP ଓ ପ୍ରମୋସନ୍ ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ବିଭିନ୍ନ ଦାବି ଓ ଅନୁମାନ ସାମ୍ନାକୁ ଆସୁଛି। ବିଶେଷକରି Level-1 କର୍ମଚାରୀଙ୍କ ବେତନରେ ସର୍ବାଧିକ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
8th Pay Commission: ଅଷ୍ଟମ ବେତନ କମିଶନ୍କୁ ନେଇ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବିଭିନ୍ନ କର୍ମଚାରୀ ସଂଗଠନ ସରକାରଙ୍କ ନିକଟରେ ଏଭଳି ଏକ ବେତନ ବୃଦ୍ଧି ପ୍ରସ୍ତାବ ରଖିଛନ୍ତି, ଯାହା ଅନୁମୋଦନ ପାଇଲେ କର୍ମଚାରୀଙ୍କ ଦରମାରେ ବଡ଼ ଧରଣର ବୃଦ୍ଧି ହୋଇପାରେ।
8th Pay Commission: ଅଷ୍ଟମ ବେତନ କମିଶନ (8th Pay Commission) ପାଇଁ ଦାବିପତ୍ର ଦାଖଲ କରିବାର ସମୟସୀମା ଶେଷ ହୋଇଥିବା ବେଳେ ଏବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ବିଭିନ୍ନ ଦାବି ଉପରେ କମିଶନ ବିସ୍ତୃତ ଭାବେ ବିଚାର କରିବ। ଆସନ୍ତା ପର୍ଯ୍ୟାୟରେ ବେତନ, ମହଙ୍ଗା ଭତ୍ତା (DA), ଫିଟମେଣ୍ଟ ଫ୍ୟାକ୍ଟର ଏବଂ ପେନ୍ସନ ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ମୂଲ୍ୟାଙ୍କନ କରାଯିବ।
8th Pay Commission: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ଖବର ଆସୁଛି। ଅଷ୍ଟମ ବେତନ କମିଶନ ଗଠନ ପାଇଁ ଦାବି ମଧ୍ୟରେ, ଦିଲ୍ଲୀରେ ପ୍ରତିରକ୍ଷା ଏବଂ ରେଳ କର୍ମଚାରୀ ସଂଘ ସହିତ ଏକ ବୈଠକ ପାଇଁ ଏକ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। କମିଶନଙ୍କ ଏହି ପଦକ୍ଷେପ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ଆଶ୍ୱସ୍ତି ହୋଇପାରେ। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଧାରୀ ଦରମା ପରିବର୍ତ୍ତନ ଏବଂ ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି।
8th Pay Commission: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ପ୍ରସ୍ତାବିତ ଦରମା ସଂଶୋଧନ ଉପରେ ଅଷ୍ଟମ ବେତନ କମିଶନର ସଦସ୍ୟମାନଙ୍କ ପରାମର୍ଶ ନେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
8th Pay Commission: ଅଷ୍ଟମ ବେତନ କମିଶନ୍ କୁ ନେଇ ଆସିଲା ୧୦ଟି ବଡ଼ ଅପଡେଟ୍। ଯାହା ଦ୍ବାରା ଉପକୃତ ହେବେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬.୫ ଲକ୍ଷ ପେନସନଭୋଗୀ। ତେବେ, ନଜର ପକାନ୍ତୁ ସେହି ଅପଡେଟ୍ ଗୁଡିକ ବିଷୟରେ....ଦରମା କେତେ ବୃଦ୍ଧି ହେବା ସହ କେବେଠୁ ଲାଗୁ ହେବା...ଆସନ୍ତୁ ଜାଣିବା ....
NPS Rules Change: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ନିବେଶ ବିକଳ୍ପ ସଂଖ୍ୟା ଚାରିରୁ ଛଅକୁ ବୃଦ୍ଧି କରିଛି। ଏପର୍ଯ୍ୟନ୍ତ ଅଧିକାଂଶ ସରକାରୀ କର୍ମଚାରୀ "ଡିଫଲ୍ଟ ସ୍କିମ" ରେ ରହିଥିଲେ ଏବଂ କେବଳ ପ୍ରାୟ ୪% ଭିନ୍ନ ବିକଳ୍ପ ବାଛୁଥିଲେ।
8th Pay Commission: ଯଦି ଆପଣ କେନ୍ଦ୍ର ସରକାରୀ କର୍ମଚାରୀ ତେବେ ଏହି ଖବର ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିପାରେ । ଜାଣନ୍ତୁ ଦରମା ବୃଦ୍ଧି ସୂଚନା
8th Pay Commission Update: କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ପାଇଁ ସନ୍ଦର୍ଭର ସର୍ତ୍ତାବଳୀ (ToR) ଜାରି କରିଛନ୍ତି। ଏହା ସହିତ ଏହା ସ୍ପଷ୍ଟ ହୋଇଯାଇଛି ଯେ ନୂତନ ବେତନ କମିଶନ ଆନୁଷ୍ଠାନିକ ଭାବରେ ଗଠିତ ହୋଇଛି। କର୍ମଚାରୀମାନେ ଚିନ୍ତିତ ଯେ ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବା ଦ୍ୱାରା DA, HRA, TA ଭତ୍ତା ବନ୍ଦ ହୋଇଯିବ କି। ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ।
8th Pay Commission: ਆਲ ਇੰਡੀਆ ਡਿਫੈਂਸ ਇੰਪਲਾਈਜ਼ ਫੈਡਰੇਸ਼ਨ (AIDEF) ਨੇ ਇਹ ਮੁੱਦਾ ਉਠਾਇਆ ਹੈ ਅਤੇ ਵਿੱਤ ਮੰਤਰੀ ਨਿਰਮਲਾ ਸੀਤਾਰਮਨ ਨੂੰ ਇੱਕ ਪੱਤਰ ਲਿਖਿਆ ਹੈ। ਉਨ੍ਹਾਂ ਦਾ ਕਹਿਣਾ ਹੈ ਕਿ ਨਵੇਂ ਤਨਖਾਹ ਕਮਿਸ਼ਨ ਦੇ ਲਾਗੂ ਹੋਣ ਤੋਂ ਪਹਿਲਾਂ ਸੇਵਾਮੁਕਤ ਹੋ ਚੁੱਕੇ ਜਾਂ ਸੇਵਾਮੁਕਤ ਹੋ ਰਹੇ ਕਰਮਚਾਰੀਆਂ ਨੂੰ ਬਾਹਰ ਰੱਖਣਾ ਗਲਤ ਹੈ।
8th Pay Commission: 8ମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ସହିତ, ସର୍ବନିମ୍ନ ମୌଳିକ ପେନସନ ମଧ୍ୟ ₹9,000 ରୁ ₹25,000 ପ୍ରତି ମାସରେ ବୃଦ୍ଧି ପାଇପାରେ।
8th Pay Commission: ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଅଷ୍ଟମ ବେତନ କମିଶନ କମିଟିରେ ତିନି ଜଣ ସଦସ୍ୟ ରହିବେ। ଏହା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିବ ଏବଂ ନୂତନ ସୁପାରିଶ ଦାଖଲ କରିବ।
8th Pay Commission: କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନକୁ ଅନୁମୋଦନ କରିଛନ୍ତି। ଏହି ନୂତନ ସାଲାରି ଷ୍ଟ୍ରକ୍ଚର ଏବେ ୧ ଜାନୁଆରୀ ୨୦୨୬ ରୁ କାର୍ଯ୍ୟକାରୀ ହେବାର ଆଶା କରାଯାଉଛି। ତେବେ ଜାଣନ୍ତୁ କେଉଁ ସରକାରୀ କର୍ମଚାରୀମାନେ ପ୍ରଥମ ଦରମା ବୃଦ୍ଧି ପାଇବେ।
8th Pay Commission: ସାଧାରଣତଃ ପ୍ରତି ୧୦ ବର୍ଷରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀ କରାଯାଏ। ଏହି ପ୍ରଥା ଅନୁସରଣ କରି ଜାନୁଆରୀ ୨୦୨୬ ରୁ ଅଷ୍ଟମ ବେତନ କମିଶନ ସୁପାରିଶ ମଧ୍ୟ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।
8th Pay Commission: ଅଷ୍ଟମ ବେତନ କମିଶନକୁ କନ୍ଦ୍ର ସରକାର ମଙ୍ଗଳବାର ଦିନ ଅନୁମୋଦନ କରିଛନ୍ତି। ଯାହା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମୁହଁରେ ହସ ଫୁଟାଇଛି। ତେବେ, ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅଷ୍ଟମ ବେତନ ଆୟୋଗକୁ ନେଇ ଆଉ ଏକ ବଡ଼ ସୂଚନା ଦେଇଛନ୍ତି। ଆୟୋଗ କେନ୍ଦ୍ର କର୍ମଚାରୀଙ୍କୁ ନୂତନ ଦରମା ସ୍କେଲ୍ ଅନୁସାରେ,ଜାନୁଆରୀ ୧,୨୦୨୬ ରୁ ଲାଗୁ କରିପାରନ୍ତି। ତେବେ,ଆସନ୍ତୁ ଜାଣିବା ଏହା କେଉଁ ବର୍ଗର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ?
8th Pay Commission: ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ନେଇ ନୂଆ ଅପଡେଟ୍ ଆସିଛି
8th Pay Commission: ଅଷ୍ଟମ ବେତନ କମିଶନ ଗଠନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ। ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବା ପରେ ହିଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବେ ବୋଲି କୁହାଯାଉଛି।
8th Pay Commission: ଅଷ୍ଟମବେତନକୁ ନେଇ ଆସିଛି ଆଉ ଏକ ବଡ଼ ଅପଡେଟ୍। ଅଷ୍ଟମ ବେତନ ଖୁବ୍ ଶିଘ୍ର ଲାଗୁ କରିବେ କେନ୍ଦ୍ର ସରକାର। ଯାହାକୁ ଚାତକ ପରି ଚାହିଁ ବସିଛନ୍ତି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ। ତେବେ, ଆସନ୍ତୁ ଜାଣିବା ଅଷ୍ଟମ ବେତନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କେଉଁ ପ୍ରକାର ତାଜା ଅପଡେଟ୍ ଆସିଛି।...
DA Hike News: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସପ୍ତମ ବେତନ କମିଶନ ଅଧିନରେ ଆସୁଥିବା ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ। ହେଲେ ଆଜି ପଞ୍ଚମ ଓ ଷଷ୍ଠ ବେତନ କମିଶନଙ୍କ ଅଧିନରେ ଆସୁଥିବା କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ନେଇ ସରକାର ଘୋଷଣା କରିଛନ୍ତି। ଯାହା ଦ୍ବାରା ଲକ୍ଷ ଲକ୍ଷ ପେସନସଭୋଗୀ ଓ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ତେବେ, ଆସନ୍ତୁ ଜାଣିବା ପଞ୍ଜମ ଓ ଷଷ୍ଠ କମିଶନ ଅଧିନରେ ଥିବା କର୍ମଚାରୀଙ୍କ କେତେ ପ୍ରତିଶତ ଡିଏ ବୃଦ୍ଧି ହେବ।
7th Pay Commission: କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ଭତ୍ତା ସମ୍ବନ୍ଧୀୟ ନିୟମରେ ସଂଶୋଧନ କରିଛନ୍ତି। ଏହି ସୁବିଧା ୧ ଜୁଲାଇ ୨୦୨୫ ପରେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଉଥିବା ନୂତନ କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।