low pressure

ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ, ଅକ୍ଟୋବରରେ ନାହିଁ ବାତ୍ୟା ଓ ଏକାଧିକ ଘୂର୍ଣ୍ଣିବଳୟ

ମିଆଁମାର ଉପକୂଳ ବଙ୍ଗୋପସାଗର (Bay of Bengal) ରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଆଜି ସଂଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବ।  ୨୬ ତାରିଖ ରାତି ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ପ୍ରଭାବରେ ୨୫ ତାରିଖଠାରୁ ଓଡ଼ିଶାରେ ବର୍ଷା (Rain) ପରିମାଣ ପୁଣିଥରେ ବୃଦ୍ଧି ପାଇବ। 

Sep 24, 2021, 08:46 AM IST

ଆସୁଛି ଲଘୁଚାପ; ସାମ୍ଭାବ୍ୟ ବନ୍ୟାକୁ ନେଇ ସତର୍କ ଜଳ ସମ୍ପଦ ବିଭାଗ

ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ ସକ୍ରିୟ ଥିବା ବେଳେ ଏକ ଘୂର୍ଣ୍ଣିବଳୟ ଉତ୍ତର ଛତିଶଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ଲମ୍ବିଛି। 

Sep 23, 2021, 06:35 PM IST

୨୪ରେ ଲଘୁଚାପ, ୨୫ରୁ ବର୍ଷିବ!

 ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୯୮୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧୧ ପ୍ରତିଶତ କମ୍ । ୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । କିନ୍ତୁ ଏବେ ବି ରାଜ୍ୟର ୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

Sep 22, 2021, 05:08 PM IST

ଲଘୁଚାପ ଘନୀଭୂତ, ଆସୁଛି ଘୂର୍ଣ୍ଣିବଳୟ; ଆଗାମୀ ୨୪ ଘଣ୍ଟାରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଜୁନ ୧ ତାରିଖ ଠାରୁ ଆଜି ସୁଦ୍ଧା ୧୧% କମ୍ ବର୍ଷା ରେକର୍ଡ ହୋଇଛି । ୮ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ଲାଗି ରହିଥିବା ବେଳେ ବାକି ଜିଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । 

Sep 21, 2021, 09:00 PM IST

ଅଶାନ୍ତ ବଙ୍ଗୋପସାଗର! ଆଗକୁ ଆଉ ଦୁଇଟି ଲଘୁଚାପ, ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଗୋଟିଏ ଘୁର୍ଣିବଳୟ ବର୍ତ୍ତମାନ ବଙ୍ଗୋପସାଗରରେ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଏକାଧିକ ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସିର ନିର୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ କହିଛନ୍ତି।

Sep 20, 2021, 07:58 AM IST

ଘୂର୍ଣ୍ଣୀବଳୟ ସ୍ପଷ୍ଟ, ଲଘୁଚାପ ଅସ୍ପଷ୍ଟ; ୨୧ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ରାଜ୍ୟରେ ଚଳିତ ବର୍ଷ ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ୧୨ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। 

Sep 18, 2021, 10:29 PM IST

Weather Update: ଆଗକୁ ଆସୁଛି ହ୍ୟାଟ୍ରିକ ଲଘୁଚାପ

ଚଳିତ  ମାସରେ ତିନି ତିନିଟି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

Sep 16, 2021, 10:58 PM IST

ଲଘୁଚାପର ପ୍ରଭାବ, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳର ତାଳଚେର ଠାରେ ୩୯୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋନପୁରର ବୀରମହାରାଜ ପୁର ୩୭୨ ମିଲିମିଟର, ସୋନପୁରରେ ୨୮୨ ମିଲିମିଟର, ବୌଦ୍ଧର ବୌଦ୍ଧ ଗଡରେ ୨୬୨ ମିଲିମିଟର, ବଲାଙ୍ଗୀର ପାଟଣାଗଡରେ ୨୫୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । 

Sep 14, 2021, 11:04 AM IST

ଅଧିକ ଘନୀଭୂତ ହେଉଛି ଲଘୁଚାପ କ୍ଷେତ୍ର; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଟ୍ୱିନସିଟିରେ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ (Low Pressure) କ୍ଷେତ୍ର ସୃଷ୍ଟି ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି। ଏସବୁ ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

Sep 12, 2021, 06:49 AM IST

ଆଗକୁ ଆସୁଛି ଲଘୁଚାପ; ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ-ୟେଲୋ ୱାର୍ଣ୍ଣିଂ ଜାରି

ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି। 

Sep 10, 2021, 04:37 PM IST

ପୁଣି ଦାନା ବନ୍ଧୁଛି ଆଉ ଏକ ଲଘୁଚାପ; ଆଗାମୀ ୪୮ ଘଣ୍ଟାରେ ହେବ ଘନୀଭୂତ

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରୀ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି ହୋଇନଥିବା ବେଳେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Sep 9, 2021, 05:22 PM IST

ଗଣେଶ ପୂଜାରେ ଗର୍ଜିବ ମେଘ; ଆସନ୍ତା ୧୧ରେ ଲଘୁଚାପ, ୩ ଦିନ ବର୍ଷା ଅନୁମାନ

ବୁଧବାର ଲଘୁଚାପ ଦୂର୍ବଳ ହୋଇଛି। ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ଥିବା ୱେଲ ମାର୍କର୍ଡ ଲୋ ପ୍ରେସର ଦୂର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। 

Sep 9, 2021, 07:32 AM IST

ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ଭରଣା ହେବ କି ନିଅଣ୍ଟିଆ ବର୍ଷା?

ଚଳିତ ମାସରେ ଏ ପର୍ଯ୍ୟନ୍ତ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ଭରଣା ହୋଇପାରିନାହିଁ।

Sep 7, 2021, 05:41 PM IST

ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ; ବଢିବ ବର୍ଷାର ପରିମାଣ

ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପଶ୍ଚିମ ଓଡିଶାର ୬ ଜିଲ୍ଲା ଉଦ୍ଦେଶ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Sep 6, 2021, 05:53 PM IST

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ; ଦୁଇ ଦିନ ଅଧା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ସୋମବାର ଓ ମଙ୍ଗଳବାର ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। 

Sep 6, 2021, 08:41 AM IST

ସେପ୍ଟେମ୍ବରରେ ପ୍ରଥମ ତିନି ସପ୍ତାହ ଭିଜିବ ଓଡ଼ିଶା; ସାତ ଦିନ ବ୍ୟବଧାନରେ ଦୁଇଟି ଲଘୁଚାପ ସମ୍ଭାବନା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ସୁଦ୍ଧା ଲଘୁଚାପର ରୂପ ନେବ। ଉପକୂଳ ଆନ୍ଧ୍ର ପ୍ରଦେଶ ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ବିକାନିର୍ ଠାରୁ ମଣିପୁର ପର୍ଯ୍ୟନ୍ତ ମନସୁନ୍ ଟ୍ରଫ୍ (Monsoon Trop) ଲାଇନ ମଧ୍ୟ ଲମ୍ବିଛି। 

Sep 4, 2021, 09:54 AM IST

ଘୂର୍ଣ୍ଣୀବଳୟ ଘନୀଭୂତ; ନିଅଣ୍ଟିଆ ବର୍ଷା ଭରଣା କରିବ କି ଲଘୁଚାପ?

ଉତ୍ତର କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଆସନ୍ତା ୬ ତାରିଖ ଆଡକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Sep 3, 2021, 05:01 PM IST

ଛତିଶଗଡ ମୁହାଁ ଲଘୁଚାପ; ଏଣକି ଶୁଖିଲା ପାଗ

ସ୍ୱାଭାବିକ ଠାରୁ ରାଜ୍ୟରେ  ଏବେ ପ୍ରାୟ ୩୦ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Aug 30, 2021, 06:29 PM IST

ଆଉ ୨୪ ଘଣ୍ଟା ଲଘୁଚାପ ପ୍ରଭାବ; ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ମୌସୁମୀ (Mansoon) ସକ୍ରିୟ ରହିଛି। ଏକ ମୌସୁମୀ ଟ୍ରଫ୍‌ ଏବେ ଫିରୋଜପୁର, ଦିଲ୍ଲୀ, ଗ୍ବାଲିଅର୍‌, ସିଧି ଓ ଝାରସୁଗୁଡ଼ା ହୋଇ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ମଧ୍ୟ ଦେଇ ଗତି କରୁଛି।

Aug 29, 2021, 09:56 AM IST