Cyclone Update: ଦୁର୍ଗାପୂଜା ପୂର୍ବରୁ ହେବ କି ବାତ୍ୟା? ଉତ୍ତର ଆଣ୍ତାମାନ୍ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଶନିବାର ସଂନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।
Cyclone Update: ହୋଇପାରେ ସାମ୍ଭାବ୍ୟ ବାତ୍ୟା!କଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ଆସନ୍ତୁ ଜାଣିବା...
Cyclone Update: କେନ୍ଦ୍ରୀୟ ପାକିସ୍ତାନ ଏବଂ ସଂଲଗ୍ନ ରାଜସ୍ଥାନ ଏବଂ ପଞ୍ଜାବ ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ବର୍ତ୍ତମାନ ପଶ୍ଚିମ ରାଜସ୍ଥାନ ଏବଂ ପଡ଼ୋଶୀ ଉପରେ ଅବସ୍ଥିତ ଏବଂ ସମୁଦ୍ର ପତ୍ତନଠାରୁ ଏହା ଦେଢ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ପ୍ରଣାଳୀ ଅଧିକ ଚିହ୍ନିତ ହେବ ବୋଲି ଆଶା କରାଯାଉଛି।
Cyclone Update: GFS ପୂର୍ବାନୁମାନ ଅନୁଯାୟୀ, ମେ ୧୧ ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରାଯାଉଛି। ଏହି ପ୍ରଣାଳୀ ଧୀରେ ଧୀରେ ଏକ ନିମ୍ନ ଚାପ କ୍ଷେତ୍ରରେ ପରିଣତ ହେବାର ଆଶା କରାଯାଉଛି ଏବଂ ପରବର୍ତ୍ତୀ ଦିନଗୁଡ଼ିକରେ ଏହା ଆହୁରି ବିକଶିତ ହୋଇପାରେ। ତଥାପି, ଭାରତ ପାଣିପାଗ ବିଭାଗ (IMD) ଏହି ପାଣିପାଗ ପ୍ରଣାଳୀ ସମ୍ପର୍କରେ କୌଣସି ସରକାରୀ ପୂର୍ବାନୁମାନ କିମ୍ବା ସ୍ପଷ୍ଟୀକରଣ ଜାରି କରିନାହିଁ।
Cyclone Ditwah Updates: ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ 'ଡ଼ିଟୱା’ ଗତି କରୁଛି। ଶ୍ରୀଲଙ୍କା ନିକଟ ଦେଇ ଏହା ଭାରତ ଆଡକୁ ମୁହାଁଇଛି। ପବନର ବେଗ ଘଣ୍ଟା ପ୍ରତି 80-90 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ, ଯାହା ପ୍ରବଳ ବର୍ଷା ଏବଂ ବନ୍ୟାର ଆଶଙ୍କା ସୃଷ୍ଟି କରିପାରେ। ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ।
Odisha Weather: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଡିଟୱା’ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ପାର୍ଶ୍ବବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟିହେଲା ବାତ୍ୟା । ଉତ୍ତର ଉତ୍ତରପଶ୍ଚିମକୁ ଗତି କରିବ ବାତ୍ୟା ଡିଟୱା । ଏବଂ 30 ବେଳକୁ ଉତ୍ତର ତାମିଲନାଡ଼ୁ-ପୁଡ଼ୁଚେରୀ-ଦକ୍ଷିଣ ଆନ୍ଧ୍ରକୁ ମୁହାଁଇବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପରେ ଅବପାତ, ଗଭୀର ଅବପାତ ପରେ ଏବେ ବାତ୍ୟାରେ ପରିଣତ ହୋଇଛି । ତେବେ ବାତ୍ୟାର ସମ୍ଭାବ୍ୟ ଗତିପଥ ମଧ୍ୟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ବା IMD ।
Rain Alert: ଆସୁଛି ବାତ୍ୟା। ଶୀତରେ ବାତ୍ୟା ଆସୁଥିବା ନେଇ ଭୟଭିତ ହୋଇଯାଇଛନ୍ତି ଲୋକେ। ତେବେ, ଆସନ୍ତୁ ଜାଣିବା ବାତ୍ୟା କେବେ ଲ୍ୟାଣ୍ତଫଲ୍ କରିବ। ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିବ। ଆସନ୍ତୁ ଜାଣିବା....
Odisha Weather: ବଙ୍ଗୋପସାଗର ରେ ମଲାକ୍କା ପ୍ରଣାଳୀ ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ନଭେମ୍ବର, ୨୦୨୫ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଡିପ୍ରେସନରେ ପରିଣତ ହେବ ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Heavy Rain Alert: ଦୁର୍ବଳ ହେଲା ବାତ୍ୟା ‘ମୋନ୍ଥା’। ଆନ୍ଧ୍ର ନର୍ସାପୁରମ୍ ରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ଯାହାର ବେଗ ଘଣ୍ଟାପ୍ରତି ବର୍ତ୍ତମାନ ବେଗ ୧୦ କିଲୋମିଟର ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଦୁର୍ବଳ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ , ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ରାଜ୍ୟରେ ଆଜିଠାରୁ ୨ ଦିନ ଯାଏଁ ପ୍ରବଳ ବର୍ଷା ଲାଗି ରହିବ। ତେବେ, ଆସନ୍ତୁ ଜାଣିବା ପ୍ରବଳ ବର୍ଷା ନେଇ କେଉଁ ସବୁ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି।....
Cyclone Montha News: ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ମୋନ୍ଥା । ଏହାର ପ୍ରଭାବ ରାଜ୍ୟର ଅନେକ ଅଞ୍ଚଳରେ ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ନୂଆ ଅପଡେଟ୍
କନ୍ଧମାଳରେ ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟି ରାସ୍ତା ସିଲ୍ କରାଯାଇଛି । ଭୂସ୍ଖଳନ ଆଶଙ୍କା ଥିବାରୁ ରାସ୍ତା ସିଲ୍ କରାଯାଇଥିବା ସୂଚନା ମିଳିଛି ।
'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି
Cyclone Update: ବାତ୍ୟାା ସମ୍ପର୍କରେ ତାଜା ଅପଡେଟ୍ ସାମ୍ନାକୁ ଆସିଛି । ତଥ୍ୟ ଜାଣି ସୁରକ୍ଷିତ ରୁହନ୍ତୁ
ଆଗାମୀ ୧୫ ଦିନ ମଧ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି IMD କହିଛି
cyclone Lanina Update: ଚଳିତ ବର୍ଷ ଲା-ନିନା ସ୍ଥିତି ସୃଷ୍ଟି ହେବ। ଏନେଇ ବିଶ୍ବ ପାଣିପାଗ ସଂସ୍ଥାନ( ଡବ୍ଲୁଏମଓ) ସତର୍କ କରାଇଛି। ଏବେ ଦେଶ ତଥା ରାଜ୍ୟରୁ ମୌମୁମୀ ଅପସାରଣ ଆରମ୍ଭ ହୋଇଥିବା ବେଳେ ନେଗେଟିଭ୍ ଆଇଓଡି ଓ ଲାନିନା ସକ୍ରିୟ ହେଲେ ବାତ୍ୟା ଲାଗି ପାଗ ଅନୁକୂଳ ରହିବ ବୋଲି ଆକଳନ କରାଯାଇଛି। ଯାହା ଫଳରେ ଅକ୍ଟୋବର ମାସରେ ଓଡ଼ିଶାକୁ ପୁଣି ବାତ୍ୟା ବିପଦ ଥିବା ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି।
Cyclonic Storm Alert: ମୌସୂମୀ ସ୍ଥଳ ଭାଗ ଛୁଇଁବା ପରେ ଭବିଷ୍ୟତରେ ଏକ ଘୂର୍ଣ୍ଣିଝଡ଼ ଆସିପାରେ ବୋଲି ବେସରକାରୀ ବେସରକାରୀ ପାଣିପାଗ ବିଭାଗ ସ୍କାଇମେଟର ପୂର୍ବାନୁମାନ କରିଛନ୍ତି। ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ଯଦି ପରିସ୍ଥିତି ଅନୁକୂଳ ରହେ ତେବେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ।
Cyclone 'Shakti' : ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ନୂତନ ଘୂର୍ଣ୍ଣିଝଡ଼ 'ଶକ୍ତି' ସୃଷ୍ଟି ହେଉଥିବା ରିପୋର୍ଟକୁ ଭାରତ ପାଣିପାଗ ବିଭାଗ (IMD) ଦୃଢ଼ ଭାବରେ ଖଣ୍ଡନ କରିଛି। ବୁଧବାର ଦିନ ଏକ କଠୋର ସ୍ପଷ୍ଟୀକରଣ ଦେଇ, ଆଇଏମଡି କହିଛି ଯେ ଏପରି କୌଣସି ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରାଯାଇ ନାହିଁ।
Weather Report: ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କନ୍ଧମାଳ, କୋରାପୁଟ, ବୌଦ୍ଧ, ଦେବଗଡ଼ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
Cyclone Dana: ଲ୍ୟାଣ୍ଡଫଲ ବେଳେ କେମିତି ଥିଲା ଦାନାର ପ୍ରଭାବ, ଭାଇରାଲ ହେଉଛି ଏକ ଭିଡିଓ। ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଦାନା’ । ଦୁର୍ବଳ ହୋଇ ଏବେ ଘୂର୍ଣ୍ଣିଝଡ଼ରେ ହେଲା ପରିଣତ । ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳରୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଅର୍ଥାତ ଧାମରା ଟପି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୫୦ କି.ମି. ଅତିକ୍ରମ କରିସାରିଲାଣି ଦାନା । ଗତ ୬ ଘଣ୍ଟା ଧରି ଦୁର୍ବଳ ‘ଦାନା’ ଘଣ୍ଟାପ୍ରତି ୧୦ କି.ମି. ବେଗରେ ଗତି କରୁଛି ।
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଦାନା ଭିତରକନିକା ନିକଟରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି ଏହି ବାତ୍ୟା। ତେବେ ବାତ୍ୟା ‘ଦାନା’ ପ୍ରଭାବରେ ତିନି ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜିଲ୍ଲାର ଅଧିକାଶଂ ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।
चक्रवाती तूफान 'दाना' ने दस्तक दे दी है...बंगाल और ओडिशा में हाई अलर्ट है...। मौसम विभाग ने इसके खतरनाक असर की चेतावनी दी है...रिपोर्ट देखिए..।बर्बादी से पहले दाना का रौद्र रूप देखिए...गुप्प अंधेरी रात...तेज हवाएं ऐसी जैसे पेड़ अभी उखड़ जाएंगे...। 110 से 120 की स्पीड में बहती हवाएं लगातार डरा रही हैं...। इसकी शुरूआत रात डेढ़ बजे हुई...जब दाना के खौफ में लोग अपने घरों में कैद थे...तो जी न्यूज की टीम इसके रौद्र रूप को अपने कैमरे में कैद करने के लिए ग्राउंड पर था.
Cyclone Dana: ବିପଦପୂର୍ଣ୍ଣ ସାମୁଦ୍ରିକ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ପାର କରିଛି। ରାତି ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୩ଟା ଭିତରେ ଏହା ଉତ୍ତର ଓଡ଼ିଶା ଉପକୂଳ ପାର କରି ଉତ୍ତର ପଶ୍ଚିମ ଦିଗରେ ଗତି କରିଛି। ଆକଳନ ଅନୁସାରେ ଏହା ଭିତର କନିକାର ହବଳିଖଟି ନେଚର କ୍ୟାମ୍ପ ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପାରିତ ହୋଇଛି। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ବେଗ ଘଣ୍ଠାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିଲା। ଯାହା ସ୍ଥଳ ବିଶେଷରେ ୧୨୦ କିଲାମିଟରରେ ମଧ୍ୟ ପହଞ୍ଚିଥିଲା। ଏବେ ବାତ୍ୟା ପ୍ରଭାବରୁ ଓଡ଼ିଶା ସମ୍ପୂର୍ଣ୍ଣ ମୁକ୍ତ ହୋଇଛି ଅର୍ଥାତ ଆଉ ବିପଦ ନଥିବା ଜଣାପଡ଼ିଛି। କିନ୍ତୁ ଆଜି ଦିନସାରା ବର୍ଷା ଲାଗି ରହିବ ବୋଲି କୁହାଯାଇଛି।