ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟୀ ପ୍ରବାହ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ରହିଛି।
ଦେଶର ଅନେକ ରାଜ୍ୟରେ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟ ପାଇଁ ଭାରୀରୁ ଅତିଭାରୀ ବର୍ଷାର ଚେତାବନୀ ଜାରି କରାଯାଇଛି। କେତେକ ଅଞ୍ଚଳରେ ଅତ୍ୟଧିକ ଭାରୀ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନର ଆଶଙ୍କା ରହିଛି। ବିଶେଷକରି ପୂର୍ବ ଭାରତ, ଉତ୍ତର ଭାରତ ଓ ପାହା
IMDର ସତର୍କ ସୂଚନା ଅନୁଯାୟୀ, ରାଜ୍ୟର କିଛି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଏବଂ ଅନେକ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ଅତିପ୍ରବଳରୁ ଅତ୍ୟନ୍ତ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Rain Alert: ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଆଜି ଭାରୀ ବର୍ଷା ହେବ।
Odisha Weather Update: ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ।
Weather News: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଏଭଳି ସ୍ଥିତି ଆହୁରି ୪ ଦିନ ଲାଗି ରହିବ। ଆଜି ରଥଯାତ୍ରା ଥିବାରୁ ପୁରୀରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ଆଜି ଭୁବନେଶ୍ୱର ଏବଂ କଟକ ପାଇଁ ଏକ ଅରେଂଜ ଆଲର୍ଟ ଜାରି କରିଛି।
Odisha Weather Update: ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ସାତ ଦିନ ମଧ୍ୟରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) କହିଛି।
Rain Alert: ଆଗକୁ ଆସୁଛି ବଡ଼ ବର୍ଷା। ରଥଯାତ୍ରା ପରେ ଆସୁଛି ଲଘୁଚାପ।....
Hirakud Dam Gate Open: ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବାରୁ ଆସନ୍ତା ଜୁଲାଇ ୯ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
Weather Update: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ। କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ଜାରି ରହିଛି।
Rain Alert: ରାଜ୍ୟରେ ମୌସୁମୀ ଏବେ ସକ୍ରିୟ ରହିଛି। ଗୁରୁବାର ଦିନ ରାଜ୍ୟବ୍ୟାପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ଟ୍ବିନ୍-ସିଟିରେ ବର୍ଷା ହୋଇଥିଲା। ଉତ୍ତର-ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି।
Rain Alert: ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ରହିଛି।
Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ହେଲେ ଆଜି ତାତିରେ ଲାଗିଛି ବ୍ରେକ୍। ସକାଳୁ ସକାଳୁ ଟ୍ବିନ୍ ସିଟିରେ ବର୍ଷା ହୋଇଛି। ଆସନ୍ତା ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ହାଲୁକାରୁ ମଧ୍ୟମ ବର୍ଷା ଜାରି ରହିବ।
Rain Alert: ଭାରତୀୟ ପାଣିପାଗ ସଂସ୍ଥାନ ଓଡ଼ିଶାକୁ ବର୍ଷା ସତର୍କତା ଜାରି କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।
Odisha Panipaga Report: ରାଜ୍ୟରେ ଜାରି ରହିଛି ଖରା-ବର୍ଷାର ଲୁଚକାଳି ଖେଳ। ଖରା କମିଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆଜି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖି ବର୍ଷା ନେଇ ସତର୍କତା ଜାରି ହୋଇଛି। ବିଶେଷକରି ଏନେଇ କିଛି ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି। ସେ ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ଅଛି।
Odisha Weather Update: ରାଜ୍ୟରେ ମୌସୁମୀ ଆଗକୁ ବଢିବା ସହ ପାଣିପାଗରେ କୌଣସି ବିଶେଷ ପରିବର୍ତ୍ତନ ନଜରକୁ ଆସି ନାହିଁ।
Odisha Weather Update: ଆଗାମୀ ୨ରୁ ୩ ଦିନରେ ମୌମୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ଏ ଅପେକ୍ଷା ଏବେ କମିପାରେ।
Odisha Weather Update: ରାଜ୍ୟରେ ଜାରି ରହିଛି ଖରା-ବର୍ଷାର ଲୁଚକାଳି ଖେଳ। ଗତକାଲି ୮ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି। ସର୍ବୋର୍ଚ୍ଚ ତାପମାତ୍ରା ଟିଟିଲାଗଡ଼ରେ ୪୨ ଡିଗ୍ରୀ ରହିଥିବା ରେକର୍ଡ଼ ହୋଇଛି।
ଭାରତୀୟ ପାଣିପାଗ ବିଭାଗ (IMD) ୮ ଜୁନ ପାଇଁ ଦେଶର ୧୧ଟି ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ରରେ ପ୍ରବଳ ପବନ ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ଭାରତରେ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଓ
Odisha Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଘର ଭିତରେ ଛଟପଟ ପଦାକୁ ବାହାରିଲେ ଝାଞ୍ଜି ମାଡ। ପଶ୍ଚିମରୁ ଉପକୂଳ ଜଳୁଛି। ଭୁବନେଶ୍ବରରେ ତାପମାତ୍ରା ୪୧ ଡିଗ୍ରୀ ଡେଇଁଛି। କିନ୍ତୁ ତାପମାତ୍ରା ଓ ଆଦ୍ରତାକୁ ନେଇ ୫୦ ଡିଗ୍ରୀ ଭଳି ଭୟାନକ ତାତି ଅନୁଭବ ହେଉଛି।
Odisha Weather Update: ରାଜ୍ୟରେ ଜାରି ରହିଛି ଜାରିଛି ଗ୍ରୀଷ୍ମ ଲହରୀ। ପ୍ରବଳ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡୁଛି ଜନ ଜୀବନ। ଆଗାମୀ ୫ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବ। ଆଜି ଉପକୂଳର କିଛି ଜିଲ୍ଲାକୁ ଉଷ୍ମ ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ହେଲେ ସନ୍ଧ୍ୟା ସମୟରେ କିଛି ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ରହିଛି।
Odisha Weather Update: ରାଜ୍ୟରେ ତାତି କମିଛି। ଆଗକୁ ଆହୁରି ଖରା। କିନ୍ତୁ ଗରମ ଓ ଗୁଳୁଗୁଳି ଜାରି ରହିବ। ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବା ଆଶା କମ୍। ତେବେ, କାଳବୈଶାଖି ପ୍ରଭାବରେ ବହୁ ସ୍ଥାନରେ ବର୍ଷା ହୋଇପାରେ।