malkangiri

ସଂସଦରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ...

ସଂସଦରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ... ଛାତ୍ରଛାତ୍ରୀଙ୍କୁ ସ୍କୁଲ ମହାଁ କରାଇବା ପାଇଁ ଦିଦିଙ୍କ ନିଆରା ପ୍ରୟାସ... ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Dec 1, 2019, 06:50 PM IST

ଜଳକଷ୍ଟ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏଭଳି କିଛି ପଦକ୍ଷେପ ହାତକୁ ନେଇଛନ୍ତି

ଖରାଦିନେ ଜଳକଷ୍ଟ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ନେଇଛି ଏଭଳି କିଛି ପଦକ୍ଷେପ 

Nov 26, 2019, 05:56 PM IST

मिल गया 'मांझी द माउंटेनमैन' जैसा दूसरा किरदार, अपनों के मरने पर कर डाला ये बड़ा काम

 शमशान घाट को ऐसी सुंदर जगह में बदल दिया है कि देखने वालों को भरोसा ही नहीं होता कि ये एक शमशान घाट है या कोई आर्ट म्यूजियम.

Nov 20, 2019, 08:50 PM IST

ଆମ ଏମଏଲଏ ପାର୍ଟ-୬, ବିଧାୟକ ଆଦିତ୍ୟ ମାଢି

ଜନତାଙ୍କ ସେବାରେ ନିଜକୁ ସମର୍ପି ଦେଇଥିବା ଆଦିତ୍ୟ ମାଢ଼ି, ୨୦୦୯ରେ ବିଜେପିରୁ ପ୍ରଥମ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ ଽ କିନ୍ତୁ ପରାଜିତ ହେବା ପରେ ଭାଙ୍ଗି ପଡିନଥିଲେ ଽଲକୋଙ୍କ ସହ ଯୋଡି ହୋଇ ରହିବା ସହ ପୁନର୍ବାର ୨୦୧୪ରେ ମଧ୍ୟ ରାଜନୀତି ଲଢ଼ାଇରେ ପୁଣି ବିଫଳତାକୁ ମଣ୍ଡିତ କଲେ ଽ ଏମିତି ଦୁଇ ଦୁଇ ଥର ବିଧାୟକ ଲଢ଼େଇରେ ପରାଜୟ ବରଣ ପରେ ମଧ୍ୟ ଆଦିତ୍ୟ କେବିବି ପଛକୁ ଫେରି ଚାହିଁନାହାଁନ୍ତି ଽ ଯାହାକି ୨୦୧୯ରେ ଜନତାଙ୍କ ବିଶ୍ୱାସକୁ ଜିତିବା ସହ ଏକ ବୃହତ ବିଜୟ ହାସଲ କରିଛନ୍ତି ଽ ଆଉ ବିଧାୟକ ହେବା ପରେ ଦେଖିଥିବା ଅନେକ ସ୍ୱପ୍ନକୁ ପୂରଣ କରିବା ସହ, ଲୋକଙ୍କ ସେବାରେ ହି ଶେଷ ପର୍ଯ୍ୟନ୍ତ ନିଜକୁ ନିୟୋଜିତ ରଖିବେ ବୋଲି ଦୃଢ ସଙ୍କଳ୍ପ କରିଛନ୍ତି ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Nov 18, 2019, 09:30 AM IST

ପୁଣି ମାଲକାନଗିରିରେ ଜନନୀ ଯନ୍ତ୍ରଣା

ରାସ୍ତା ସମସ୍ୟା ଯୋଗୁଁ ୪ କିମି ବୁହାହେଲା ଗର୍ଭବତୀ

Nov 18, 2019, 09:01 AM IST

ମାଲକାନଗିରି: ଅଜଣା ରୋଗରେ ୬ ଶିଶୁଙ୍କ ମୃତ୍ୟୁ

ଜାପାନୀ ଜ୍ୱର, ଏନସେପାଲାଇଟିସ, ସ୍ୱାଇନଫ୍ଲୁ ଭୟଙ୍କର ରୋଗ ପରେ ବର୍ତ୍ତମାନ ଏକ ଅଜଣା ରୋଗର ଭୟ ଦେଖାଦେଇଛି । ଛଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଶିଶୁ ଆକ୍ରାନ୍ତ ହେଇଛନ୍ତି l 

Nov 10, 2019, 12:53 PM IST

ମାଲକାନଗିରି ଜିଲ୍ଲାରେ ସରକାରୀ ଯୋଜନା ବାଟବଣା

 ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ସରକାରୀ ଯୋଜନା ବାଟବଣା । ଜିଲ୍ଲାରେ ପୌରପାଳିକା ଥାଇ ବି ଜିଲ୍ଲାବାସୀ ଏହାର ସୁଫଳ ପାଉନାହାନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଣୟନ କରାଯାଇ ଥିବା ଆଇନ ଏଠାରେ କିଭଳି କାମ କରୁଛି ।  

Nov 3, 2019, 07:26 PM IST

शिक्षा के प्रति जुनून: इस तरह जान जोखिम में डाल स्कूल पहुंचते हैं शिक्षक, देखें VIDEO

ओडिशा: मलकानगिरी जिले के धाकड़पदार गांव के स्कूल में, टीचर बच्चों को पढ़ाने के लिए पहले 61 किलोमीटर मोटर बोट की मदद से आते हैं, फिर गांव तक सड़क ना होने की वजह से, दुर्गम इलाका पैदल चल कर तय करते हैं. तब जाके कहीं गांव के पास पहुंच पाते हैं. गांव के बाहर एक नदी बहती है, उस पर भी कोई पुल नहीं है. नदी को टीचर तैर कर पार करते हैं अगर किसी को तैरना नहीं आता है तो शरीर पर 'ड्राई पंपकिन सेल' बांधकर तैरना होता है.

Oct 29, 2019, 02:50 PM IST

ପେଶା ଯେବେ ନିଶା ହୁଏ...

ପେଶା ଯେବେ ନିଶା ହୁଏ, ସେଠି ଆଉ କିଛି ଦେଖାଯାଏନି, ନିଜ କାର୍ଯ୍ୟ ସହ ମଣିଷ ଏତେ ଜଡ଼ିତ ରହିଯାଏ ଯେ, ଯେତେ ବଡ଼ ବିପଦର ସାମ୍ନା କରିବାକୁ ପଡ଼ୁ ପଛେ ସିଏ କରିଥାଏ । ଶିକ୍ଷାର ମାନ ବୃଦ୍ଧି ପାଇଁ କେତେ କ'ଣ କରାଯାଉଛି । କିନ୍ତୁ ଏମାନଙ୍କ ପାଇଁ ସବୁଦିନ ଏଠି ଯୋଜନା ଯୋଜନ ଦୂରରେ ରହିଥାଏ । ଏମିତି ସ୍ଥାନ, ଯେଉଁଠି କି ଚାଲି ଚାଲି ଯିବା କଷ୍ଟ, ସେଠି ମଟର ଗାଡ଼ି କେମିତି ପହଞ୍ଚିବ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 28, 2019, 05:50 PM IST

ପିଲାଙ୍କ ଭବିଷ୍ୟତ ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି ୨ ଶିକ୍ଷକ

ନିଜ ଜୀବନକୁ ବାଜି ଲଗାଇ ମାଲକାନଗିରି ଜିଲ୍ଲାର ଢାକଡ଼ପଦର ବିଦ୍ୟାଳୟର ପିଲାଙ୍କୁ ପାଠ ପଢ଼ାଇବାକୁ ଯାଆନ୍ତି ଦୁଇ ଶିକ୍ଷକ

Oct 28, 2019, 05:39 PM IST

ନିଆରା ଶିକ୍ଷାଦାନ: ଘୋଡ଼ାରେ ଆସୁଛନ୍ତି ଶିକ୍ଷକ

ଯେଉଁଠି ଦିନେ ପିଲାଙ୍କୁ ଶିକ୍ଷା ପାଇଁ ସଂଘର୍ଷ କରିବାକୁ ପଡୁଥିଲା, ସେଠି ଆଜି ପିଲାଙ୍କୁ ନାଚି ନାଚି ନାଚି ପାଠ ପଢ଼ାଉଛନ୍ତି ଶିକ୍ଷକ। ଡଙ୍ଗାରେ ବସି ଏବଂ ଘୋଡ଼ାରେ ଚଢ଼ି ସ୍କୁଲ ମଧ୍ୟ ଯାଉଛନ୍ତି। ଶିକ୍ଷକମାନଙ୍କ ଏଭଳି ଉଦ୍ୟମ ଓ ଶିକ୍ଷାଦାନ ଯୋଗୁଁ ସେମାନେ ସ୍ୱାଭିମାନ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। 

Oct 14, 2019, 02:58 PM IST

ଏଇଠି ଗାଧୋଉଥିଲେ ମହାବଳି ବାଳି

ମାଲକାନଗିରି ସହର ମଝିରେ ଅବସ୍ଥିତ ବାଲିସାଗର ବନ୍ଧ । ପୁରାଣ ସହ ଜଡ଼ିତ ଏହି ପୌରାଣିକ ବନ୍ଧ ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । 

Oct 7, 2019, 07:00 PM IST

ଜିଲ୍ଲାପାଳ ସାଜିଲେ ଶିକ୍ଷକ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସାଲିମି ୟୁଜିଏମଇ ସ୍କୁଲକୁ ପରିଦର୍ଶନ କୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠପଢାଇଲେ ନିଜେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ସେଠାରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ପରୀକ୍ଷା କରିବା ସହ ପିଲାମାନଙ୍କୁ ଡାକି ବ୍ଲାକ ବୋଡ଼ରେ ଲେଖାଇଥିଲେ । ବିଦ୍ୟାଳୟରେ ଶିକ୍ଷକ ମାନେ କିଭଳି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ତାହା ପରୀକ୍ଷା କରିବା ପାଇଁ ଜିଲ୍ଲାପାଳ ଏଭଳି ପ୍ରୟାସ କରିଥିଲେ । ଏଥି ସହ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଠିକ ଭାବେ ଦିଆଯାଉଛି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 5, 2019, 08:00 AM IST

ଗୁରୁପ୍ରିୟା ସେତୁ ଦ୍ବାରା ମିଳିଛି ବିକାଶ

ଲାଗୁଛି ବିକାଶ ପଛରେ ଧାଇଁବାକୁ ପଡୁନି ଽ ସ୍ୱାଭିମାନ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଠିକଣା ପଚାରି ନିଜେ ଆସି ପହଞ୍ଚିଛି ବିକାଶ ଽ ଦଶନ୍ଧି ଦଶନ୍ଧି ଧରି ଜଳବନ୍ଦି ଜୀବନ ବିତାଇବା ପରେ ରାଜ୍ୟସରକାର ଏହି ଅଞ୍ଚଳକୁ ଗୁରୁପ୍ରିୟା ସେତୁ ଯୋଗେ ଯୋଡି ବିଚ୍ଛିନ୍ନା ଅଞ୍ଚଳରୁ ସ୍ଵାଭିମାନ ଅଞ୍ଚଳ ରୂପେ ନାମକରଣ କରିଛନ୍ତି । ଆଉ ଏହାର ନାମ ପରିବର୍ତ୍ତନ ପରେ ଧୀରେ ଧୀରେ ଅଞ୍ଚଳର ଚିତ୍ର ମଧ୍ୟ ବଦଳିବାରେ ଲାଗିଛି । ଯେଉଁଠି ଲୋକେ ସରକାର ତଥା ପ୍ରଶାସନିକ କଳ ବିଷୟରେ ଅଜ୍ଞ ଥିଲେ ଆଜି ସେହି ଅଞ୍ଚଳର ଲୋକଙ୍କ ନିକଟରେ ନିଜେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବିଭିନ୍ନ ସରକରୀ ସୁବିଧା ଯୋଗାଇ ଦେଉଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 4, 2019, 09:30 PM IST

ମାଲକାନଗିରିରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି

ମାଲକାନଗିରି ଜିଲ୍ଲାରେ ମାଙ୍କ ଆଗମନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସମସ୍ତ ଶକ୍ତି ପୀଠ ଓ ମଣ୍ଡପ ଗୁଡ଼ିକରେ ରୀତିନୀତି ସହ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି, ଭକ୍ତଙ୍କ ମନ ମୋହିବା ପାଇଁ ମଣ୍ଡପ ଗୁଡ଼ିକରେ ବିଭିନ୍ନ ପ୍ରକାରର ଆଲୋକ ସଜ୍ଜା ଓ ମେଢ଼ ନିର୍ମାଣ କରିଛନ୍ତି ଆୟୋଜକ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 3, 2019, 05:20 PM IST

ପୁରାଣର ଗପ ହୋଇ ରହିଯାଇଛି ବାଲିସାଗର

ମାଲକାନଗିରି ଜିଲ୍ଲା ମଝିରେ ଅବସ୍ଥିତ ବାଲିସାଗର ବନ୍ଧ । ଲୋକଙ୍କ ନିତିଦିନିଆ ବ୍ୟବହାରରେ ଆସୁଥିବା ଏହି ବନ୍ଧ ବର୍ତ୍ତମାନ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ଲୋକଙ୍କ ପାଇଁ ପୁରାଣ କାଳରୁ ଏହାର ମାନ୍ୟତା ରହିଆସୁଥିବା ଆଜି ଏହି ବନ୍ଧ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଫଳରେ ଏହାର ପାଣି ବ୍ୟବହାର ଯୋଗୁଁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଗାଈଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 28, 2019, 07:00 PM IST

ବିକାଶ ଠାରୁ ବହୁ ଦୂରରେ ମାଲକାନଗିରି ଜିଲ୍ଲା

ମାଲକାନଗିରି ଜିଲ୍ଲାରେ ଅନେକ ଅଞ୍ଚଳ ଆଜି ବି ବାହ୍ୟ ଜଗତରୁ ବିଚ୍ଛିନ ହୋଇ ରହିଥିବା ବେଳେ ବିକାଶ ଠାରୁ କୋଷ ଦୂରରେ ରହିଛି । ଅନେକ ଗ୍ରାମରେ ମୌଳିକ ସୁବିଧା ପହଞ୍ଚି ନଥିବା ବେଳେ ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଅନେକ ସୁବିଧା ଅପହଞ୍ଚ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 28, 2019, 05:30 PM IST

ବୃକ୍ଷରୋପଣ ନାଁ ରେ ଚାଷୀଙ୍କୁ ଠକିଲେ ସରକାରୀ ଅଧିକାରୀ

ବୃକ୍ଷରୋପଣ ନାଁ ରେ ଚାଷୀ ଙ୍କୁ ଭଣ୍ଡାଇଲେ ସରକାରୀ ବାବୁ । ହେକ୍ଟର ହେକ୍ଟର ଚାଷ ଜମିରେ ଫଳ ଗଛ ଲଗାଇ ଫଳ ଧରିବା ପରେ ଚାଷୀଙ୍କୁ ହସ୍ତାନ୍ତର କରିବାର ପ୍ରତିଶ୍ରୁତି କେବଳ ନାଁ କୁ ମାତ୍ର ହୋଇ ରହିଗଲା । ମାଛ ଚାଷ ନାଁରେ କେତୋଟି ଗାଡିଆ ଖୋଳି ମାଛ ଛାଡିବା ପାଇଁ ଭୁଲିଗଲା ମାଲକାନଗିରି ଜିଲ୍ଲାର ଜଳଛାୟା ପ୍ରକଳ୍ପ । ଏବେ ଜମି ଦେଇଥିବା ଚାଷୀ କିଂ କର୍ତ୍ତବ୍ୟ ବିମୁଢ଼ ହୋଇ ରହିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 16, 2019, 12:50 PM IST

ଆପଣ ପ୍ଲାଷ୍ଟିକ ଅଣ୍ଡା ଖାଉ ନାହାଁନ୍ତି ତ? ସତର୍କ!

ଖାଦ୍ୟ ନାଁରେ ବଜାରରେ ବିକ୍ରି ହେଉଛି ଜହର, ଅଣ୍ଡା ଭିତରୁ ବାହାରୁଛି ପ୍ଲାଷ୍ଟିକ । ପୁଣି ଓଡ଼ିଶା ଫେରିଛି ପ୍ଲାଷ୍ଟିକ ଅଣ୍ଡା, ମାଲକାନଗିରିରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା । ସମ୍ପୂର୍ଣ୍ଣ ଘଟଣା ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ ଓ ଭଲ ଲାଗିଲେ ନିଶ୍ଚୟ ସେୟାର କରନ୍ତୁ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 14, 2019, 06:30 PM IST

ओडिशा की 23 साल की अनुप्रिया बनीं पहली आदिवासी महिला पायलट, सीएम ने दी बधाई

सीएम नवीन पटनायक ने ट्विटर पोस्ट पर लिखा कि मैं अनुप्रिया की सफलता के बारे में जान कर प्रसन्न हूं. अनुप्रिया की कठिन मेहनत और लगन ने उसे इस सफलता तक पहुंचाया है जो कइयों के लिए उदाहरण हैं.

Sep 10, 2019, 11:25 AM IST