ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୯ ଟି ପୋଲିସ ୟୁନିଟରୁ ୩୧୯ ଜଣ ପ୍ରତିଯୋଗୀ, ୪୫ ଶ୍ଵାନ, ୪୫ ଜଣ ହ୍ୟାଣ୍ଡେଲର ଅଂଶ ଗ୍ରହଣ କରିଛନ୍ତି । ୪୪ ଜଣ ଇନ୍ସପେକ୍ଟର, ୫୨ ଜଣ ଏସ.ଆଇ, ୫୪ ଜଣ ଏ.ଏସ.ଆଇ, ୧୭ ଜଣ ହାବିଲଦାର, ୧୫୨ ଜଣ କନଷ୍ଟେବଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।
ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୮୯ଟି NDPS ମାମଲା ରୁଜୁ କରାଯାଇ ୧୦୯ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୮.୧୩ ଟନ୍ ଗଞ୍ଜେଇ ଜବତ ହୋଇଛି।
୧୦୯ NBW କାର୍ଯ୍ୟକାରୀ, ୧୪୮ ଅବକାରୀ ମାମଲା ଓ ୧୫ NDPS ମାମଲା
ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ବର ଡିସିପି । ସେହିପରି ଅଭିନବ ସୋନକର ହେଲେ ବ୍ରହ୍ମପୁର ଏସ୍ପି । ଅଜିଙ୍କ୍ୟ ବି ମାନେ ହେଲେ ଢେଙ୍କାନାଳ ଏସ୍ପି । ଏ.ବି. ଶିଳ୍ଫାଙ୍କୁ ମିଳିଲା ଏସ୍ଡିପିଓ ବରଗଡ଼ ଦାୟିତ୍ବ ।
ପୁଲିସର ଦାବି ଅନୁସାରେ, ଫେରାର ହେବା ସମୟରେ ଇରଫାନ୍ ପୁଲିସ ଟିମ୍ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାର ପ୍ରତିକ୍ରିୟାରେ ଆତ୍ମରକ୍ଷା ପାଇଁ ପୁଲିସ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ଇରଫାନ୍ଙ୍କ ବାମ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ପୋଲିସ ଭିତ୍ତିଭୂମିର ସମୀକ୍ଷା କରାଯାଇ ଭୁବନେଶ୍ୱର ଓ କଟକର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ Emergency Response Support System (ERSS) ଓ ଯାନବାହନ ସମ୍ପର୍କିତ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆବଶ୍ୟକ ସୁଧାର ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପାସିଂ ଆଉଟ୍ ପରେଡ୍ରେ ୨୬୬ ପୁରୁଷ ଓ ୭୦ ମହିଳା ଅଛନ୍ତି । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଥାନାରେ ହେବେ ନିଯୁକ୍ତ ପାସିଂ ଆଉଟ୍ ଏସଆଇ ।
ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ପୋଲିସକୁ ଦେଖି ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଚଳାଇଥିବା ଜଣାପଡିଛି ।
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ବିଜେତା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ରନର୍ସ-ଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟମାନଙ୍କ ସମର୍ପଣ ଏବଂ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ। ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଆୟୋଜକଗଣ ଏହି ପୋଲିସ ଫୁଟବଲ ଚାମ୍ପିୟନସିପକୁ ସ୍ମରଣୀୟ କରିବାରେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ।
ସୂଚନା ମୁତାବକ, କ୍ୟାନ୍ସରରେ ପୀଡ଼ିତ ହୋଇ ସଫିନ ଅହମ୍ମଦ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୁଇ ଦିନ ତଳେ ହସ୍ପିଟାଲରୁ ତ୍ରିଭେନ୍ଦ୍ରମସ୍ଥିତ ନିଜ ଘରକୁ ଫେରିଥିବାବେଳେ ସେଠାରେ ତାଙ୍କର ଦେହାନ୍ତ ହୋଇଛି।
'ଦାଦା ବଟି' ଓ ଜୋର୍-ଜବରଦସ୍ତି ଚାନ୍ଦା ଉପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଟ୍ଲାଇଟ୍
ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହେଲା ଶ୍ରାବଣ ମାସ, ୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ
IPS Reshuffle in Odisha: ବରିଷ୍ଠ (IPS)ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ସତ୍ୟବ୍ରତ ଭୋଇ ହୋଇଛନ୍ତି ଗୁଇନ୍ଦା ବିଭାଗ ଆଇଜି। ହିମାଂଶୁ ଲାଲଙ୍କୁ ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ଓ ସ୍ପେଶାଲ ଟାସ୍କ ଫୋର୍ସର ଆଇଜି ଭାବେ ଦାୟିତ୍ୱ ମିଳିଛି।
୨୦ ଅଗଷ୍ଟରୁ ୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି କ୍ରୀଡ଼ା ମହାକୁମ୍ଭ।
ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ନିଶାଦ୍ରବ୍ୟର କୁପ୍ରଭାବରୁ ନିଜକୁ, ପରିବାରକୁ ଓ ସମାଜକୁ ସୁରକ୍ଷିତ ରଖିବା ପାଇଁ ସଙ୍କଳ୍ପ ନେଇଥିଲେ।
ଫାଓ ଫୁଟବଲ ଲିଗ୍ରେ ଓଡ଼ିଶା ପୋଲିସ ଚମ୍ପିଆନ୍: ସଫଳ ଓଡ଼ିଶା ପୋଲିସ ଟିମ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ଡିଜି ଆଣ୍ଟି ନକ୍ସଲ ଅପରେସନ୍ସ ଶ୍ରୀ ସଞ୍ଜୀବ ପଣ୍ଡା, IPS ଏହି ଚେକ୍ ହସ୍ତାନ୍ତର କରିଥିଲେ। ଏହି ସମୟରେ ଅପରେସନ୍ସ ଆଇଜି ଦୀପକ କୁମାର ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାର IPS ଅଧିକାରୀମାନଙ୍କ ଅବଦାନରେ ଏହି ଅର୍ଥରାଶି ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।
କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିନୟତୋଷ ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ବିଦାୟୀ ଡିଜିପି ୱାଇବି ଖୁରାନିଆ ।
୧୬ ଅଗଷ୍ଟ ୨୦୨୬ରେ ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ, କ୍ରାଇମବ୍ରାଞ୍ଚର ସିଆଇଡିର ଡିଜିପି ବିନୟତୋଷ ମିଶ୍ର ୧୬ ଅଗଷ୍ଟ ୨୦୨୬ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଡିଜିପି (ପୁଲିସ ବାହିନୀ ମୁଖ୍ୟ) ଅତିରିକ୍ତ ଦାୟିତ୍ୱରେ ରହିବେ।
୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀଙ୍କ ଅଂଶଗ୍ରହଣ
Police Awards 2026: ଓଡ଼ିଶା ପୋଲିସ୍ ପାଇଁ ବଡ଼ ଖବର! ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର-୨୦୨୬ ଘୋଷଣା ହୋଇଛି। ଓଡ଼ିଶାର ୧୭ ଜଣ ପାଇବେ ପୋଲିସ୍ ସେବା ପୁରସ୍କାର ବୋଲି ଜଣାପଡ଼ିଛି। ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ ମିଳିବାକୁ ଥିବା ବେଳେ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ।
ଗତକାଲି ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ପକ୍ଷ ରଖିଥିଲେ। ଡିଜିପି ନିଯୁକ୍ତିରେ ଓଡ଼ିଶା ସରକାର କୋର୍ଟଙ୍କ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ।