Tropical Cyclone Horacio: ୨୦୨୬ ମସିହାର ପ୍ରଥମ ଏବଂ ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଭାରତ ମହାସାଗରରେ ସକ୍ରିୟ ହୋଇଛି। ହୋରାସିଓ ନାମକ ଏହି ଝଡ଼ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରୁ ଉତ୍ପତ୍ତି ହୋଇଥିଲା ଏବଂ ବର୍ତ୍ତମାନ ଦକ୍ଷିଣ ଆଡକୁ ଗତି କରି ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରୁଛି।
Cyclone Ditwah Updates: ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ 'ଡ଼ିଟୱା’ ଗତି କରୁଛି। ଶ୍ରୀଲଙ୍କା ନିକଟ ଦେଇ ଏହା ଭାରତ ଆଡକୁ ମୁହାଁଇଛି। ପବନର ବେଗ ଘଣ୍ଟା ପ୍ରତି 80-90 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ, ଯାହା ପ୍ରବଳ ବର୍ଷା ଏବଂ ବନ୍ୟାର ଆଶଙ୍କା ସୃଷ୍ଟି କରିପାରେ। ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ।
'ମୋନ୍ଥା' ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି
Top 10 News Today: ସଂକ୍ଷେପରେ ପଢିନିଅନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର
Cyclone Update: ବାତ୍ୟାା ସମ୍ପର୍କରେ ତାଜା ଅପଡେଟ୍ ସାମ୍ନାକୁ ଆସିଛି । ତଥ୍ୟ ଜାଣି ସୁରକ୍ଷିତ ରୁହନ୍ତୁ
ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ, ଜଳସମ୍ପଦ, ପଞ୍ଚାୟତିରାଜ, କୃଷି, ଶକ୍ତି ବିଭାଗକୁ ସଜାଗ କରିଛୁ, ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ, ଯଦି କେହି ପାଣିରେ ରୁହନ୍ତି, ରନ୍ଧା ଖାଦ୍ୟ ଯୋଗାଇବୁ ବୋଲି ମନ୍ତ୍ରୀ କହିଛନ୍ତି ।
Weather Update: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି । କିନ୍ତୁ ଆପଣ ପାଣିପାଗ ବିଭାଗ ତଥ୍ୟ ଜାଣି ସୁରକ୍ଷିତ ରୁହନ୍ତୁ ।
IMD ସତର୍କତା ପରେ, ମହାରାଷ୍ଟ୍ର ସରକାର ବିପର୍ଯ୍ୟୟ ପରିଚାଳନା ଟିମ୍ କୁ ସକ୍ରିୟ କରିଛନ୍ତି। ଉପକୂଳ ଜିଲ୍ଲାଗୁଡ଼ିକରେ ସମ୍ଭାବ୍ୟ ସ୍ଥାନାନ୍ତର ଏବଂ ରିଲିଫ୍ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଉତ୍ତର-ପୂର୍ବ ଆରବ ସାଗରରେ ଗଭୀର ଲଘୁଚାପ ଶକ୍ତି ନାମକ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦ୍ୱାରକାରୁ ପ୍ରାୟ 240 କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମରେ ଅବସ୍ଥିତ।
ଆଗାମୀ ୧୫ ଦିନ ମଧ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି IMD କହିଛି
Cyclone 'Shakti' : ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ନୂତନ ଘୂର୍ଣ୍ଣିଝଡ଼ 'ଶକ୍ତି' ସୃଷ୍ଟି ହେଉଥିବା ରିପୋର୍ଟକୁ ଭାରତ ପାଣିପାଗ ବିଭାଗ (IMD) ଦୃଢ଼ ଭାବରେ ଖଣ୍ଡନ କରିଛି। ବୁଧବାର ଦିନ ଏକ କଠୋର ସ୍ପଷ୍ଟୀକରଣ ଦେଇ, ଆଇଏମଡି କହିଛି ଯେ ଏପରି କୌଣସି ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରାଯାଇ ନାହିଁ।
ଭୁବନେଶ୍ୱର: ୧୯୯୯ ମସିହାରେ ସମଗ୍ର ଓଡ଼ିଶା ସମେତ ଦେଶ ଦେଖିଥିଲା ମହାବାତ୍ୟାର କରାଳ ରୂପ। ଓଡ଼ିଶା ଛାତି ଉପରେ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼। ୨୬୦ରୁ ଊର୍ଦ୍ଧ୍ୱ ବେଗରେ ପବନ ଆସି ସବୁଜ ଶସ୍ୟସାମଳାରେ ପରିପୂର୍ଣ୍ଣ ଓଡ଼ିଶାର ଉପକୂଳ ଜିଲ୍ଲାର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ନେଇଥିଲା ୧୦ ହଜାରରୁ ଅଧିକ ଜୀବନ। ୩୧ ହଜାର ୯୪୫ କୋଟ
Weather Update: ଧାମନଗର ବିଜ୍ଞାପିତ ଅଞ୍ଚଳରେ ଲଗାଣ ବର୍ଷା ତଳିଆ ଅଞ୍ଚଳରେ ଥିବା ଘର ଗୁଡିକରେ ବର୍ଷା ପାଣି ପସିବା ଫଳରେ ଘର ଭିତରେ ଆଣ୍ଠୁଏ ଉଚରେ ପାଣି ପସିବାରୁ ସମସ୍ତ ଆସଭାବପତ୍ର ବେଡ ଉପରେ ରଖି ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ରୋଷେଇ କରି ନପାରି ଉପବାସ ରହିଛନ୍ତି। ସେହିପରି ଭାବେ ଭଦ୍ରକ ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥ ଅସୁରାଳୀ ଠାରେ ୩ ଫୁଟ ଉଚ୍ଚରୁ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ରେବ ଓ କପାଳି ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା ଦେଖା ଦେଇଛି। ବର୍ଷା ବିତ୍ପାତ ଫଳରେ ବିଭିନ୍ନ ସ୍ଥାନରେ ଲୋକେ ପାଣି ଘେରରେ ଫସିଥିବା ବେଳେ ବିଳମ୍ବିତ ରାତିରେ ଧାମନଗର ଅଗ୍ନିଶମ ବିଭାଗ ୩ ଜଣକୁ କାଲି ଉଧାର ମଧ୍ୟ କରିଛି।
चक्रवाती तूफान 'दाना' ने दस्तक दे दी है...बंगाल और ओडिशा में हाई अलर्ट है...। मौसम विभाग ने इसके खतरनाक असर की चेतावनी दी है...रिपोर्ट देखिए..।बर्बादी से पहले दाना का रौद्र रूप देखिए...गुप्प अंधेरी रात...तेज हवाएं ऐसी जैसे पेड़ अभी उखड़ जाएंगे...। 110 से 120 की स्पीड में बहती हवाएं लगातार डरा रही हैं...। इसकी शुरूआत रात डेढ़ बजे हुई...जब दाना के खौफ में लोग अपने घरों में कैद थे...तो जी न्यूज की टीम इसके रौद्र रूप को अपने कैमरे में कैद करने के लिए ग्राउंड पर था.
Cyclone Dana: ବିପଦପୂର୍ଣ୍ଣ ସାମୁଦ୍ରିକ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ପାର କରିଛି। ରାତି ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୩ଟା ଭିତରେ ଏହା ଉତ୍ତର ଓଡ଼ିଶା ଉପକୂଳ ପାର କରି ଉତ୍ତର ପଶ୍ଚିମ ଦିଗରେ ଗତି କରିଛି। ଆକଳନ ଅନୁସାରେ ଏହା ଭିତର କନିକାର ହବଳିଖଟି ନେଚର କ୍ୟାମ୍ପ ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପାରିତ ହୋଇଛି। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ବେଗ ଘଣ୍ଠାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିଲା। ଯାହା ସ୍ଥଳ ବିଶେଷରେ ୧୨୦ କିଲାମିଟରରେ ମଧ୍ୟ ପହଞ୍ଚିଥିଲା। ଏବେ ବାତ୍ୟା ପ୍ରଭାବରୁ ଓଡ଼ିଶା ସମ୍ପୂର୍ଣ୍ଣ ମୁକ୍ତ ହୋଇଛି ଅର୍ଥାତ ଆଉ ବିପଦ ନଥିବା ଜଣାପଡ଼ିଛି। କିନ୍ତୁ ଆଜି ଦିନସାରା ବର୍ଷା ଲାଗି ରହିବ ବୋଲି କୁହାଯାଇଛି।
ଏହି ମୁକାବିଲା କାର୍ଯ୍ୟରେ କେନ୍ଦ୍ର ସରକାର ମଧ୍ୟ ଆବଶ୍ୟକ ସହଯୋଗର ହାତ ବଢ଼ାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି, ‘କେନ୍ଦ୍ରର ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ସହାୟତା ମିଳିଛି। ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ବାତ୍ୟା ଦାନା ସ୍ଥିତି ଓ ପ୍ରସ୍ତୁତି ବାବଦରେ ଆଲୋଚନା କରିଛନ୍ତି। ଆମ ମନ୍ତ୍ରୀମାନେ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ତୁରନ୍ତ ଆବଶ୍ୟକ ସହାୟତା ଦେବାକୁ କହିଛନ୍ତି’।
Cyclone Dana Live Updates: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ମହାବାତ୍ୟା ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡି ଆସୁଛି ବାତ୍ୟା ଦାନା। ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ। ଅତିରୁ ଅତି ପ୍ରବଳ ବର୍ଷା ହେବ। ଏହାରି ମଧ୍ୟରେ ପବନର ବେଗ ୧୨୦ ମଧ୍ୟ ଛୁଇଁପାରେ। ୨୪ ତାରିଖ ମଧ୍ୟ ରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ ସମୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ୟ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ। ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାର ବେଶ ଆଲର୍ଟ ମୋଡରେ କାର୍ଯ୍ୟ କରୁଛନ୍ତି। ଏନଡିଆରଏଫ ଟିମକୁ ସରକାର ସଜାଗ ରଖିଥିବା ବେଳେ ବିପଦ ରହିଥିବା ଜିଲ୍ଲା ଗୁଡ଼ିକ ଦାୟିତ୍ୱରେ ସଚିବ ଓ ନେତା ମନ୍ତ୍ରୀ ରହିଛନ୍ତି।
ସ୍ଥଳ ଭାଗ ଛୁଇଁବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ପୂର୍ବ ସାମୁଦ୍ରିକ ଝଡ ତୁଳନାରେ ଦାନା ଅଧିକମାତ୍ରାରେ ଘାତକ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
Cyclone Update: ପାରାଦୀପ ବନ୍ଦର ପ୍ରଶାସନ ସମେତ ସମସ୍ତ ଶିଳ୍ପାନୁଷ୍ଠାନ ମାନଙ୍କର ପ୍ରତିନିଧିମାନଙ୍କୁ ଡାକି ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ଆମ୍ବୁଲାନ୍ସ ସେବା , ଅଗ୍ନିଶମ ସେବା, ପ୍ରଭୃତି ଜରୁରୀ କାଳୀନ ସେବା ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସମୁଦ୍ର ତଟ୍ଟବର୍ତ୍ତି ଅଞ୍ଚଳରେ ଦରକାର ପଡିଲେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ବାତ୍ୟା ଆଶ୍ରୟସ୍ଥଳୀ ସମେତ କେତେକ ସ୍କୁଲରେ ଲୋକମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।
ଧିରେ ଧିରେ ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା 'ଦାନା'। କାଲି ବାତ୍ୟାର ରୂପ ନେବା ପରେ ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ। ପ୍ରଭାବରେ ରାଜ୍ୟ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି। ଏ ନେଇ ରାଜ୍ୟ ସରକାର ଘନ ଘନ ବୈଠକ ସହ ବିଭିନ୍ନ ନିଷ୍ପତ୍ତି ନେଇ ବାତ୍ୟା ପାଇଁ
Cyclone Update: ଏହି ବୈଠକରେ ସମସ୍ତ ୱାର୍ଡର କର୍ପୋରେଟର, ସିଏମ୍ ସି ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।ପ୍ରସ୍ତୁତି ନେଇ ତଥ୍ୟ ରଖିଲେ CMC ମେୟର ଶ୍ରୀଯୁକ୍ତ ସୁବାସ ସିଂ ଓ କମିଶନର ଅନାମ ଚରଣ ପାତ୍ର। କଟକର ତଳିଆ ଅଞ୍ଚଳ ତଥା ଜଳବନ୍ଦୀ ସମ୍ଭାବନା ଥିବା ପଏଣ୍ଟ ଗୁଡ଼ିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ୱାର୍ଡର କର୍ପୋରେଟରମାନଙ୍କୁ କୁହାଯାଇଛି। ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି।