Cyclone Remal: ନିର୍ବାଚନ ସରିବା ସଙ୍ଗେ ସଙ୍ଗେ ରେମାଲ ବାତ୍ୟା ନେଇ ପିଏମଙ୍କ ଉଚ୍ଚସ୍ତରୀୟ ମିଟିଂ
Cyclone Remal Top Updates: बांग्लादेश में कम से कम 10 लोग मारे गए, जबकि बाकी मौतें पश्चिम बंगाल में हुईं. अधिकारियों ने कहा कि कुछ पीड़ितों की राहत आश्रयों की ओर जाते समय मौत हो गई और अन्य की डूबने से या भारी जलभराव और तूफान के कारण उनके घर ढह जाने से मौत हो गई.
Indian Railways Cancel Trains for Cyclone Remal: ବାତ୍ୟା ରେମାଲ୍ ପାଇଁ ରେଳସେବା ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି, କୋଲକାତା ବିମାନବନ୍ଦର ୨୬ ମେ ମଧ୍ୟାହ୍ନ ୧୨ ଟାରୁ ୨୭ ମେ ରାତି ୯ଟା ପର୍ଯ୍ୟନ୍ତ କିଛି ବିମାନ ସେବାକୁ ବାତିଲ୍ ହୋଇଛି। ସେହିପରି, ଭାରତୀୟ ରେଳବାଇ ମଧ୍ୟ ଅନେକ ଟ୍ରେନକୁ ବାତିଲ୍ କରିବା ସହ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରିଛି।
एक तरफ उत्तर भारत में चिलचिलाती गर्मी से लोग परेशान है तो दूसरी तरफ उत्तर पूर्वी राज्यों चक्रवाती तूफान रेमल का असर देखने को मिल रहा है. चक्रवाती तूफान रेमल ने सुंदरबन से लेकर पश्चिम बंगाल, बांग्लादेश और असम तक कहर ढहाया और इस दौरान तूफान की रफ्तार 135 किलोमीटर प्रतिघंटा तक रही.
Weather Report: ଗୋଟିଏ ଦିନ ପୂର୍ବରୁ ଏହି ସହରର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ସେପଟେ ପ୍ରବଳ ଉତ୍ତାପରୁ ମୁକ୍ତି ପାଇବା ପାଇଁ ଜୟପୁରର ବିଭିନ୍ନ ସ୍ଥାନରେ ୱାଟର ସ୍ପ୍ରେ କରାଯାଉଛି। ଏହି ସମୟ ମଧ୍ୟରେ ପୋଲିସ କର୍ମଚାରୀମାନେ ମଧ୍ୟ ପାଣି ସ୍ପ୍ରେ ତଳେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଜୟପୁରରେ ପ୍ରବଳ ଖରା-ଗରମରୁ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ରାମବାଗ ଛକଠାରେ ଗ୍ରୀନ୍ ସେଡ୍ ତିଆରି କରିଛି।
Cyclone Remal Update: बंगाल में तबाही मचाने के बाद ये तूफान अब झारखंड की ओर बड़ी तेजी से बढ़ रहा है. इसके चलते मौसम विभाग ने झारखंड में अलर्ट जारी किया है. मौसम विभाग के अनुसार, ‘रेमल’ का असर झारखंड के उन इलाकों में दिखेगा, जो पश्चिम बंगाल से सटे हैं.
Kolkata Rain Video: पश्चिम बंगाल कोलकाता के नेताजी सुभाष चंद्र बोस अंतर्राष्ट्रीय हवाई अड्डे पर कई उड़ान संचालन में देरी हुई. चक्रवात 'रेमल' के टकराने के बाद कल रात पश्चिम बंगाल के कई हिस्सों में भारी बारिश और तेज़ हवाएँ चलीं.
पश्चिम बंगाल में रेमल चक्रवात का असर देखने को मिल रहा है। बारिश के साथ तेज हवाएं चल रहीं हैं। पश्चिम बंगाल के कई जिलों में भारी बारिश हो रही है। कोलकाता के कई इलाकों में रेमल चक्रवात के चलते पेड़ गिर गए हैं। खेपुपारा के तटों को तूफान ने पार कर लिया है।
Cyclone Remal effects Live Updates: चक्रवात तूफान रेमल बांग्लादेश और पश्चिम बंगाल के बीच तट से टकरा गया है. मौसम विभाग (IMD) ने मेघालय के लिए रेड अलर्ट जारी किया है. वहीं, कोलकाता में रेमल का असर देखा जा रहा है, जहां लगातार तेज़ हवाओं के साथ भारी तबाही होने की आशंका जताई गई है. लैंडफॉल के के दौरान हवा की रफ्तार 110 से 120 किलोमीटर प्रति घंटे थी, जो 135 किलोमीटर प्रति घंटे तक पहुंच गई. इसके बाद चक्रवाती तूफान का तांडव देखने को मिला है और जगह-जगह पेड़ गिर गए हैं. कई जगहों पर बिजली के खंभे उखड़ गए हैं तो कई लोगों के घरों की छत उड़ गईं.
ସତର୍କତାମୂଳକ ପଦକ୍ଷେପ ଭାବରେ କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ରବିବାର ଅପରାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ପୂର୍ବ ଏବଂ ଦକ୍ଷିଣ ପୂର୍ବ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି।
Cyclone Remal Updates: अपनी तैयारी के अंतर्गत भारतीय नौसेना ने प्रभावित आबादी की सुरक्षा और राहत सुनिश्चित करने के लिए एचएडीआर और चिकित्सा आपूर्ति से लैस दो जहाजों को तैयार किया है. नौसेना के जहाजों की तत्काल तैनाती की जा रही है.
Cyclone Remal: ପଶ୍ଚିମବଙ୍ଗରେ ଭୟଙ୍କର ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ବର୍ଷା ଓ ଜୋରରେ ପବନ ହେଉଛି। ଏଠାରେ NDRF ଟିମ୍ ସାଇକ୍ଲୋନ୍ ରେମାଲ୍ ସହିତ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଛି।
Cyclone Remal: चक्रवात के कारण पश्चिम बंगाल के तटीय जिलों में बहुत ज्यादा बारिश और कोलकाता और आसपास के क्षेत्रों में भारी से बहुत भारी वर्षा होने का अनुमान है. राहत एवं बचाव के लिए बंगाल में NDRF की 14 टीमों को तैनात किया गया है.
ଆଉ ଅଳ୍ପ କେତେ ଘଣ୍ଟା ପରେ ପଶ୍ଚିମବଙ୍ଗରେ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବ! ପାଣିପାଗ ବିଭାଗ ଆକଳନ ଯଦି ସତ ହୁଏ ଆଉ ବାତ୍ୟାର ବେଗ ଯଦି ୧୦୦ କିମି ରୁ ଅଧିକ ହୁଏ ତେବେ ପଶ୍ଚିମବଙ୍ଗ ଉପକୂଳ ସହିତ ବଂଲା ଦେଶ ଓ ଓଡିଶା ଉପକୂଳରେ ଏହାର ଗଭୀର ପ୍ରଭାବ ପଡିବ ! ପଶ୍ଚିମବଙ୍ଗ ରାଜ୍ୟର ଦୀଘାରେ ଏହାର ପ୍ରଭାବକୁ ଲକ୍ଷ୍ୟ କରି ଆଜି ସକାଳଠାରୁ ପର୍ଯ୍ୟଟନ ସ୍ଥଳୀ ରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପର୍ଯ୍ୟଟକ ଓ ଦୋକାନୀ ମାନଙ୍କୁ ସତର୍କ କରାଯାଇଛି ! ଏପରିକି ପର୍ଯ୍ୟଟକ ମାନଙ୍କୁ ହୋଟେଲ ଭିତରୁ ନବାହାରିବାକୁ ମଧ୍ୟ କୁହାଯାଇଛି ! ଅନ୍ୟପକ୍ଷରେ ଦୋକାନୀ ମାନଙ୍କୁ ବଜାର ବନ୍ଦ ରଖିବା ସହିତ ମତ୍ସଜୀବୀ ମାନଙ୍କୁ ସମୁଦ୍ରକୁ ନ ଯିବାବାକୁ ନିର୍ଦେଶ ଦିଆଯାଇଛି !
ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନଥିଲେ ମଧ୍ୟ ରେମାଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେବା ଆରମ୍ଭ ହୋଇଯାଇଛି ।
कोलकाता में भीषण चक्रवाती तूफान आने वाला है. पश्चिम बंगाल के तटीय जिलों में 110 से 120 किलोमीटर प्रति घंटे की रफ्तार से हवाएं चल रही हैं. ऐसे में मौसम विभाग ने पहले से ही सभी तैयारियां कर ली हैं. रविवार से ही 21 घंटे के लिए विमान सेवाएं बंद हैं. कई ट्रेनों को रद्द कर दिया गया है. राहत और बचाव के लिए जगह-जगह पर NDRF की टीमें पहुंच चुकी हैं. इसके अलावा स्पेशल कंट्रोल रूम बनाए गए हैं ताकि प्रभावित लोगों को तुरंत सहायता पहुंचाई जा सके. देखिए वीडियो.
Cyclone Remal : बंगाल की खाड़ी के ऊपर बने ‘लो प्रेशर सिस्टम’ ने हवाओं को चक्रवाती तूफान में बदल दिया है. पश्चिम बंगाल के दक्षिण और उत्तर 24 परगना तटीय जिलों में 26-27 मई के लिए ‘रेड अलर्ट’ जारी किया गया है, वहीं कुछ इलाकों में भारी बारिश होने की संभावना है.
Cyclone Remal Updates: ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି। ଶନିବାର ଦିନ ରାତି ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। ଏହି କାରଣରୁ କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।
ଭୁବନେଶ୍ୱର: ସଂପ୍ରତି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅସନ୍ତା ୨୬ ଏବଂ ୨୭ ତାରିଖରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ଦିଆଯାଇଛି । ତେବେ ଭୁବନେଶ୍ୱର ଏବଂ ଆଖପାଖ ଅଂଚଳରେ ଏଯାବତ କୌଣସି ବିପଦ ସୂଚନା ନଥିଲେ ମଧ୍ୟ ହଠାତ୍ ହୋଇଯାଉଥିବା ବର୍ଷାକୁ ଏଡାଇଦିଆନଯାଇପାରେ। ଭୁବନେଶ୍ୱର ମହାନଗର ନିଗମ (ବିଏମସି )ଅଂଚଳରେ ସାମ୍ଭାବ୍ୟ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା । ଗତ ୧୩-୦୫ ୨୦୨୪ ରେ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ସଂଯୁକ୍ତ ବିଭାଗ ବୈଠକ । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୁପ ସଜାଗ ରହିଛି ଟିମ୍ ବି ଏମ୍ ସି । ନଗର ଯନ୍ତ୍ରୀ ବିଳାସ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ କଣ୍ଟ୍ରୋଲ୍ ରୁମ୍ କରାଯିବାର ବ୍ୟବସ୍ଥା ହୋଇଛି ।
Cyclone Remal: କେନ୍ଦ୍ରୀୟ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ରାଜସ୍ୱ। ବିପର୍ଯ୍ୟୟ ପରିଚାଳନା ଉପରେ IMDର ପୂର୍ବାନୁମାନ ସହିତ ସତ୍ୟବ୍ରତ ସାହୁ ଉତ୍ତର-ଉପକୂଳବର୍ତ୍ତୀ ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଗୁଆ ଆଲର୍ଟ କରାଇଛନ୍ତି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ଓ ମୟୁରଭଞ୍ଜ ପାଇଁ ସତର୍କ ସୂଚନା ଜାରି କରିଛନ୍ତି।
Cyclone Remal: IMD ଏକ ଅରେଞ୍ଜ ଆଲର୍ଟ ଜାରି କରିଛି । ସେହିପରି ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଓଡ଼ିଶା, ତ୍ରିପୁରା, ମଣିପୁର, ଆସା, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ସିକ୍କିମ ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।