close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

dussehra

गुजरातः 300 करोड़ के आभूषणों से हुआ मां बहुचरा का श्रृंगार, हार में जड़े हैं कीमती नीलम और हीरे

बाला त्रिपुरा सुंदरी मां बहुचरा का मंदिर पिछले तीन सौ सालों से लोगों की आस्था का बड़ा केंद्र बना है. इस मंदिर में माताजी को रोज नए अनमोल आभूषण पहनाने की प्रथा गायकवाड़ समय से चलती आ रही है

Oct 10, 2019, 01:52 PM IST

चंडीगढ़ ने जहां सबसे ऊंचे रावण दहन का रिकॉर्ड बनाया तो वहीं शहर के नाम एक बुरा रिकार्ड भी जुड़ गया

चंडीगढ़ ने जहां सबसे ऊंचे रावण दहन का रिकॉर्ड बनाया तो वहीं शहर के नाम एक बुरा रिकार्ड भी जुड़ गया

Oct 10, 2019, 01:40 PM IST

ଆଧୁନିକି ଯୁଗରେ ପ୍ରାଚୀନ ପରମ୍ପରା

ଆଧୁନିକି ଯୁଗରେ ମଧ୍ୟ ଆମ ରାଜ୍ୟର ଗ୍ରାମାଂଚଳ ଗୁଡ଼ିକରେ ଆଜି ବି ଦେଖିବାକୁ ମିଳେ ପ୍ରାଚୀନ ପରମ୍ପରାର ଝଲକ । ଏମିତି ଏକ ପରମ୍ପରା ହେଉଛି ଲାଠି ଖେଳ ଓ ଖଣ୍ଡା ଖେଳ । କେନ୍ଦୁଝର ଜିଲା ଆନନ୍ଦପୁରରେ ନିଆରା ଢଙ୍ଗରେ ପାଳିତ ହୋଇଛି ଏହି ପର୍ବ । ବହୁ କାଳରୁ ରାଜପୁତ ସଂପ୍ରଦାୟର ଲୋକ ମାନେ ସେମାନଙ୍କର ଅସ୍ରଶସ୍ରକୁ ପୁଜା କରି ଦଶହରା ଅବସରେ ଖେଳ ଦେଖାଇଥାନ୍ତି । ଏଥିପାଇଁ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 10, 2019, 01:40 PM IST

बिहार: कटिहार में सेल्फी लेने के दौरान झूले से गिरी युवती, हालत गंभीर

चश्मदीदों ने बताया कि युवती सेल्फी ले रही थी. उसी दरौन अचानक हादसा हो गया और वह झूले से गिर गई. 

Oct 10, 2019, 11:08 AM IST

टोंक: मालपुरा में दशहरे पर हुए पथराव के बाद आज भी कर्फ्यू, इंटरनेट सेवा भी बंद

यहां आपको बता दें कि मामले को लेकर अब तक पुलिस द्वारा 2 उपद्रवियों को गिरफ्तार किया गया है. एसटीएफ, आरएसी सहित जिले के कई थानों का जाप्ता इलाके में तैनात किया गया है.

Oct 10, 2019, 08:34 AM IST

ମୁଖ୍ୟମନ୍ତ୍ରୀଙ୍କ 5-T ଅସ୍ତ୍ରର ପ୍ରୟୋଗ

'ମୋ ସରକାର' ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଜି ଏହାର ସୁପରିଚାଳନା ପାଇଁ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି 5-T ମୁଖ୍ୟ ଭି.କେ ପାଣ୍ଡିଆନ । ଭି.କେ ପାଣ୍ଡିଆନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ NHRM ପ୍ରଧାନ ସଚିବ ଶାଳିନୀ ପଣ୍ଡିତ୍, ଅର୍ଥ ବିଭାଗର ପ୍ରଧାନ ସଚିବ ଏ.କେ ମିନା ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମାଲକାନଗିରି ମୁଖ୍ୟ ଚିକିସାଳୟରେ ଉନ୍ନତ ମାନର ଯନ୍ତ୍ରପାତି, ଅଭିଜ୍ଞ୍ୟ ଡାକ୍ତର ଏବଂ ମେଡିକାଲ କାର୍ଯ୍ୟ ନିମନ୍ତେ ଦରକାର ଥିବା ପଦବୀ ଗୁଡିକୁ ପୂରଣ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ମାଲକାନଗିରି ଗସ୍ତ ପରେ 5-T ସଚିବ କୋରାପୁଟ୍ ଗସ୍ତ କରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 06:50 PM IST

୪୭ ବିଧାୟକଙ୍କୁ ମିଳିବ ଲ୍ୟାପଟପ୍

ଇ- ଵିଧାନସଭା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ୪୭ ବିଧାୟକଙ୍କୁ ଲ୍ୟାପଟପ୍ ଯୋଗାଇଦେବାକୁ ଆଇଟି ବିଭାଗ ପ୍ରସ୍ତୁତି କରିଛି । ଏନେଇ ବିଧାୟକମାନେ ଲ୍ୟାପଟପ୍ ଭାଉଚର ପ୍ରଦାନ କରିସାରିଛନ୍ତି । ବିଧାୟକଙ୍କୁ ୧ ଲକ୍ଷ ଟଙ୍କା ଯାଏ ଲ୍ୟାପଟପ୍ ବାବଦରେ ଅର୍ଥ ଦିଆଯିବ । ଅଧିକ ଅର୍ଥ ଦେଇ କିଣିବାକୁ ଚାହୁଁଥିବା ସଦସ୍ୟ, ନିଜ ପକେଟରୁ ଭରଣା କରିବେ ବୋଲି ଜଣାପଡ଼ିଛି । ସେପଟେ ୫ଟି ବ୍ରାଣ୍ଡର ଲ୍ୟାପଟପ୍ କିଣିବାକୁ ଆଇଟି ବିଭାଗ ଅନୁମତି ପ୍ରଦାନ କରିଛି । ଅନ୍ୟପଟେ ବିଧାନସଭାର ଇଣ୍ଟେରିଅର୍ ଡିଜାଇନ ପାଇଁ ଦୁଇ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ କମିଟି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 06:40 PM IST

୭୦ ଘଣ୍ଟା ପରେ ମିଳିଲା ଦମ୍ପତିଙ୍କ ମୃତଦେହ

ଦମ୍ପତିଙ୍କୁ ନିର୍ମମ ଭାବେ ହାଣିବା ପରେ ଦେହରେ ପଥର ବାନ୍ଧି ଡ୍ୟାମରେ ଫିଙ୍ଗି ଦିଆଯାଇଥିବା ଜଣାପଡିଛି । ବହୁ ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛି । ମୟୂରଭଞ୍ଜ କପ୍ତିପଦା ଥାନା ବୋଲବଙ୍କା ଅଞ୍ଚଳର ଦମ୍ପତି ସୀତାରାମ ସିଂହ ଓ ଲେତ ସିଂହ ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିଲେ । ଫୁଟବଲ୍ ଖେଳ ଦେଖିବାକୁ ଯାଇ ସେମାନେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ବିଲରେ ରକ୍ତ ଛିଟା ପଡିଥିବା ସହ ପାଖରେ ଜୋତା ଓ ଚୁଡି ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତେବେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଦମ୍ପତିଙ୍କୁ ହାଣି ହତ୍ୟା କରାଯିବା ପରେ ପଥରରେ ବାନ୍ଧି, ସୋନ ଡ୍ୟାମରେ ମୃତଦେହ ଫୋଫାଡି ଦେଇଥିବା ଅଭିଯୁକ୍ତ ପୋଲିସ ନିକଟରେ କହିଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 06:30 PM IST

ବିଜେପୁର ଉପନିର୍ବାଚନ ପାଇଁ ଆକ୍ସନ ମୋଡରେ ଡିଜି ବି.କେ ଶର୍ମା

ବିଜେପୁର ଉପନିର୍ବାଚନ ପାଇଁ ଜୋର ଧରୁଛି ପ୍ରଚାର । ଆସନ୍ତା ୨୧ରେ ହେବ ଭୋଟ । ତେବେ ଭୋଟଗ୍ରହଣ ପୂର୍ବରୁ ବିଜେପୁରରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ବି.କେ ଶର୍ମା । ଏନେଇ ଏସପି ଅଫିସ ସମ୍ମିଳନୀ କକ୍ଷରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି ଽ ଭୋଟିଂ ବୁଥ୍ ଏବଂ ଗଣତି କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି ଽ ଅନ୍ୟପଟେ ପ୍ରଚାର ସମୟରେ ଯେପରି କୌଣସି ଅଘଟଣ ନ ଘଟେ, ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି ଽ ଆସନ୍ତା ୧୭ ଏବଂ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଛି ଽ

Oct 9, 2019, 06:20 PM IST

ଜୟପୁରରେ ପାଳିତ ହୋଇଛି ରାବଣ ପୋଡି ଉତ୍ସବ

ଜୟପୁରରେ ଧୂମଧାମରେ ପାଳିତ ହୋଇଛି ରାବଣ ପୋଡି ଉତ୍ସବ । ପ୍ରଚଳିତ ପ୍ରଥା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଆସିଥିବା ଲାଠି ଗୁଡ଼ିକ ବାଙ୍କମଠ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରି ଥିଲା । ସେଠାରେ ଅବିଭକ୍ତ କୋରାପୁଟ ଜିଲାର ମାଆଙ୍କ ପ୍ରତୀକ ଲାଠି ଧାରି ଙ୍କୁ ବିଧାୟକ ବାହିନିପତି ଗାମୁଛା, ବସ୍ତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଦଶହରା ପଡିଆରେ ରାବଣ ପୋଡି ସହ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଦଶହରା ବିଶେଷାଙ୍କ ଅପରାଜିତା ନାମ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଅବିଭକ୍ତ କୋରାପୁଟ ଜିଲା ସମେତ ଆନ୍ଧ୍ର, ଛତିଶଗଡର ଲୋକଙ୍କ ଭିଡ଼ ଜମିଥିଲା । ଜୟପୁର ଦଶହରା ପଡିଆରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେରାଜ ପରିବାରର ଦୟାଦ ରାଣି ସାରିକା ଦେବୀ ଯୋଗ ଦେଇଥିଲେ । ଏଥିରେ ଅନ୍ୟାନ୍ୟ ଅତିଥି ଭାବେ ଏମପି ସପ୍ତଗିରି ଉଲ୍ଲକା, ଜିଲାପାଳ ମଧୁସୁଦନ ମିଶ୍ର ,ଏସପି ମୁକେଶ କୁମାର ଭାନୁ ,ଉପ ଜିଲାପାଳ ଲୋକନାଥ ଦଳ ବେହରା ,ଜୟପୁର ତହସିଲଦାର ତଥା ଦେବୋତ୍ତର ଅଧିକାରୀ ମାତା ରାମ ଲେହାଙ୍ଗି ଯୋଗ ଦେଇଥିଲେ । ଦଶହରା ପଡ଼ିଆରେ ଲାଠି ପହଞ୍ଚିବା ପରେ ହୋମ, ଯଜ୍ଞ ଭୋଗ, ରାଗ ଦ୍ୱାରା ଅପରାଜିତା ପୂଜା ଅନୁଷ୍ଠିତ ହୋଇଥିଲା । ମାଆ ପ୍ରତିକ ଲାଠି ନିକଟରେ ମାନସିକ କରିଥିବା ଭକ୍ତ ମାନେ ଛେଳି, କୁକୁଡା, ପାରା ପ୍ରମୁଖ କୁ ବଳି ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ତରଫ ୫ପ୍ଲାଟୁନ ପୋଲିସ ଫୋର୍ସ କଡା ସୁରକ୍ଷା ପ୍ରଦାନ କରାଯାଇଥିଲା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 02:10 PM IST

ଭଦ୍ରକରେ କାଳିଶୀ ଯାତ୍ରା

ଭଦ୍ରକ ଜିଲ୍ଲା ଧାମନଗର ଶ୍ୟାମପୁରରେ ପାଳିତ ହେଉଛଇ ପ୍ରସିଦ୍ଧ କାଳିଶୀ ଯାତ୍ରା । ଏହି ପରମ୍ପରା ଶହଶହ ବର୍ଷର ପୁରୁଣା । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦଶହରା ଅବସରରେ ଅନୁଷ୍ଠିତ ହୋଇଛି ଭଦ୍ରକ ଜିଲ୍ଲାର ନିଆରା ପର୍ବ କାଳିଶୀ ଯାତ୍ରା । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 02:00 PM IST

ବାଲେଶ୍ବର ଜିଲ୍ଲାରେ ମାଆ ଦୁର୍ଗାଙ୍କର ଦଶମୀ ପୂଜା

ମାଆ ଦୁର୍ଗାଙ୍କର ଦଶମୀ ପୂଜା ଅବସରରେ ଚଳଚଞ୍ଚଳ ବାଲେଶ୍ବର ଜିଲ୍ଲା । ବିଭିନ୍ନ ପୂଜା ମଣ୍ଡପରେ ମାଙ୍କର ଆଜି ଅନୁଷ୍ଠିତ ହେଉଛି ଦଶମୀ ପୂଜା । ଆଜିର ଦିନରେ ରାବଣ ଉପରେ ବିଜୟ ଲାଭ କରିଥିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ଲାଭ ହୋଇଥିଲା । ଆଜିର ଦିନରେ ମାଙ୍କର ମହିଷାମର୍ଦିନୀ ରୂପକୁ ଆରୋଧନା କରାଯାଏ । ଦଶମୀ ପୂଜା ଅବସରରେ ପଢୁଆପଦା ଦୁର୍ଗା ମଣ୍ଡପରେ ମହିଳା ପୁରୁଷ ସମେତ ଆବାଳବୃଦ୍ଧବନିତା ମାଙ୍କୁ ଦର୍ଶନ କରି ଧୁପ ଦୀପ ନୈବେଦ୍ୟ ରେ ପୂଜା କରି ନିଜନିଜର ଗୁହାରି ଜଣାଉଛନ୍ତି । ଚଳିତ ବର୍ଷ ପଢୁଆପଦା ଦୁର୍ଗା ପୂଜା କମିଟି ର ରୈପ୍ୟ ଜୟନ୍ତୀ ପାଳନ କରୁଥିବା ବେଳେ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶ୍ରଦ୍ଧାଳୁ ମାନେ କିଭଳି ଶାନ୍ତି ଶୃଙ୍ଖଳା ସହିତ ମାଙ୍କୁ ଦର୍ଶନ କରିବେ ସେ ନେଇ କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 02:00 PM IST

କାମାକ୍ଷାନଗରରେ ଦଶହରା ପୂଜା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଦଶହରା ପର୍ବର ଏକ ବିଶେଷ ସ୍ୱତନ୍ତ୍ରତା ରହିଛି । କାମାକ୍ଷାନଗରରେ ୧୫ଟି ମଣ୍ଡପରେ ମାଆ ଦୁର୍ଗାଙ୍କ ପୂଜା ପାଉଛନ୍ତି। ଭଳିକି ଭଳି ମେଢ଼ ଓ ତୋରଣ ସାଙ୍ଗକୁ ଚିତାକର୍ଷକ ସାଜ ସଜ୍ଜା ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଛି । ବିଧି ଅନୁସାରେ ମାଆଙ୍କର ପୂଜାର୍ଚ୍ଚନା କରାଯାଉଛି । ପ୍ରାତଃ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତ ମାନେ ମାଆଙ୍କ ପୂଜା କରୁଛନ୍ତି । ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 01:50 PM IST

ଦୁର୍ଗା ପୂଜାରେ ପୂଜା ପାଉଛନ୍ତି ନୀଳ ସରସ୍ଵତୀ

ଭଦ୍ରକ ଜିଲ୍ଲା ଗୋବିନ୍ଦପୁର ଗାଁରେ ପୂଜା ପାଉଛନ୍ତି ନୀଳ ସରସ୍ଵତୀ । ଏହି ଗାଁର ଲୋକେ ସରସ୍ୱତୀଙ୍କୁ ଦେବୀ ଦୁର୍ଗାଙ୍କ ମୂଳରୂପ ଭାବେ ମାନନ୍ତି । ମହିଷାସୁର ପ୍ରକୋପରେ ଅତିଷ୍ଠ ହୋଇ ତ୍ରିଦେବ ମାଆଁଙ୍କ ଆବାହନ କରିଥିଲେ । ସେତେବେଳେ ମାଆ ସରସ୍ଵତୀ ନୀଳ ବର୍ଣ୍ଣା ଥିଲେ । ଆଉ ନୀଳସରସ୍ବତୀ ହେଉଛନ୍ତି ମାଁ ଦୂର୍ଗାଙ୍କ ଆଦିରୂପ ବୋଲି ବିଶ୍ୱାସ ରହିଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 01:40 PM IST

ବଙ୍କବାସୁଳୀ ପୀଠରେ ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ପୁରା ଭଦ୍ରକ । ପାର୍ବଣର ଏହି ପର୍ବକୁ ଭଦ୍ରକର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳନ କରାଯାଉଛି । ୩ଶହ ବର୍ଷର ପୁରାତନ ଶକ୍ତି ପୀଠ ମାଆ ବଙ୍କବାସୁଳୀ ପୀଠରେ ଶାରଦୀୟ ଦୁର୍ଗାପୂଜା ବେଶ ନିଆରା ଢଙ୍ଗରେ ଚାଲିଛି । ଭଦ୍ରକରେ ରହିଛି ୩ଶହ ବର୍ଷର ପୂରାତନ ଶକ୍ତି ପୀଠ ମାଆ ବଙ୍କବାସୁଳୀ ପୀଠ । ୬୨ ବର୍ଷରେ ପଦାର୍ପଣ କରିଛି ଏହି ଶକ୍ତି ପୀଠ । ବର୍ଷ ସାରା ଏଠାରେ ମାଆଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଏ । ହେଲେ ଶାରଦୀୟ ଦୁର୍ଗାପୂଜାରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ଏଠାରେ ପୂଜା କରାଯାଏ । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଏ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 01:40 PM IST

ନବରଙ୍ଗପୁର ଜିଲ୍ଲାରେ ପବିତ୍ର ଦଶହରା ପୂଜା

ମେଦିନୀ କମ୍ପିଲା ଧରଣୀ ଫାଟିଲା ଉଠିଲେ ସହସ୍ରଭୂଜା, ସେହି ତୋର ପିତା ସେହି ତୋର ମାତା କରତାଙ୍କ ପାଦ ପୂଜା । ମାଆ ଶବ୍ଦ ଉଚ୍ଚାରଣ କାରିବା କ୍ଷଣି ମନରେ ଯେତେ ଦୁଃଖ ଥିଲେ ବି ଆପଣା ଛାଏ ଉଭେଇ ଯାଏ । ସେଥି ପାଇଁ ତ ଗାଁ ରୁ ସହର ପର୍ଯ୍ୟନ୍ତ ସବୁଠି ମାଆଙ୍କ ସ୍ତୁତି ଚାରଣ କରାଯାଉଛି । ମାଆଙ୍କ ଆଗମନକୁ ନେଇ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ ଓ ଉଦ୍ଦିପନା ନବରଙ୍ଗପୁର ଜିଲ୍ଲାରେ ପବିତ୍ର ଦଶହରା ପୂଜା ଉପଲକ୍ଷେ ମାଆଙ୍କ ବନ୍ଦନାରେ ପ୍ରକମ୍ପିତ ହୋଇଛି ପୁରା ପରିବେଶ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 01:20 PM IST

टोंक में विजयादशमी के जुलूस पर पथराव, पुलिस के समझाने के बाद सुबह हो सका रावण दहन

विधायक ने समाज विशेष के लोगों के खिलाफ थानाधिकारी को लिखित रिपोर्ट दी. साथ ही रावण की सुरक्षा को लेकर भी पुलिस बल तैनात किया गया. जिसकी हिंदू समाज के लोगों ने घेराबंदी कर रावण दहन नहीं करने की चेतावनी दी.

Oct 9, 2019, 01:11 PM IST

ପ୍ଲାଷ୍ଟିକ ମୁକ୍ତ ମହାଯଜ୍ଞ

ନିଜ ନିଜ ଅଞ୍ଚଳରେ ପ୍ଲାଷ୍ଟିକ ମୁକ୍ତ କରିବା ସହିତ ବୃକ୍ଷ ରୋପଣର ନାରା ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରିବା ସହିତ ସମସ୍ତଙ୍କୁ ସଚେତନ କରିବା ପାଇଁ କିଏ କେତେ ପ୍ରକାର ପ୍ରଚାର ପ୍ରସାର କରୁଥିବା ବେଳେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କାଞ୍ଚପଡା ଗ୍ରାମର ଜଣେ ୟୁବକ ଗଜେନ୍ଦ୍ର ଅଗସ୍ତି ଦୁର୍ଗା ପୂଜା ଅବସରରେ ନିଜ ଉଦ୍ୟମରୁ ଗ୍ରାମବାସୀଙ୍କ ସହଯୋଗରେ ପ୍ଲାଷ୍ଟିକ ମୁକ୍ତ ମହାଯଜ୍ଞ କରିବା ସହିତ ଗ୍ରାମାଞ୍ଚଳରେ ବୃକ୍ଷରୋପଣ କରିଛନ୍ତି । ଯାହାପାଇଁ ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 11:00 AM IST

ସାଲେପୁରର ଯମଦଣ୍ଡ ପୂଜା ମଣ୍ଡପ

ପାପ ପୂଣ୍ୟର ବିଚାର କରି ଯମ ମହାରାଜ ଦଣ୍ଡ ବିଧାନ କରୁଛନ୍ତି । ଦଶହରା ଉତ୍ସବକୁ ପୂରା ନିଆରା କରିବା ତଥା ଲୋକକୁ ଆକର୍ଷିତ କରିବା ପାଇଁ ନିର୍ମାଣ ହୋଇଛି ଯମଦଣ୍ଡ ପୂଜା ମଣ୍ଡପ । ଏଭଳି ନିଆରା ପୂଜା ମଣ୍ଡପ ଦେଖିବାକୁ ମିଳିଛି କଟକ ସାଲେପୁର ସହରରେ । ଯମଦଣ୍ଡ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଏହି ମଣ୍ଡପ ଦେଖିବା ପାଇଁ ଏବେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ଏହି ମଣ୍ଡପରେ । ସାମ୍ପ୍ରତିକୀ ଘଟଣାବଳି ଓ ଏହାର କୁପରିଣତି ଯେମିତିକି ମଣିଷ ମଲା ପରେ ତାକୁ କେତେ ଦଣ୍ଡ ଭୋଗିବାକୁ ପଡିବ ତାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପ୍ରତିମୂର୍ତ୍ତୀ ମାନ ନିର୍ମାଣ କରି ସଚେତନତାର ବାର୍ତ୍ତା ପ୍ରଚାର କରାଯାଉଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 9, 2019, 11:00 AM IST

UP में यहां रावण वध के बाद श्री राम ने किया रक्तदान, दिया ये संदेश

ब्लड बैंक में पहुंचकर भगवान राम का पाठ करने वाले कलाकार व अन्य कलाकारों ने रक्त दान किया. कलाकारों के इस कदम की चारो ओर प्रशंसा हो रही है.

Oct 9, 2019, 10:14 AM IST