ପବିତ୍ର ହୋଲି ପର୍ବ ଉପଲକ୍ଷେ ବୃଦ୍ଧାଶ୍ରମରେ ହୋଲି ପାଳିରେ ସିନେମା ‘ଚାରିକାନ୍ଧ’ର ଟିମ୍ । ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମଠାରେ ସକାଳୁ ସକାଳୁ ପୂରା ଟିମ୍ ହୋଲି ଖେଳିବାକୁ ପହଞ୍ଚିଥିଲେ । ‘ଚାରିକାନ୍ଧ’ର କଳାକାରମାନେ ସେଠାରେ ପହଞ୍ଚି ବୃଦ୍ଧବୃଦ୍ଧାମାନଙ୍କ ପାଦରେ ଅବିର ଦେଇ ପ୍ରଣାମ ଜଣାଇବା ସହ ହୋଲି ପର୍ବର ଶୁଭେଚ୍ଛା ଜଣା
ଲୋକପ୍ରିୟ ଓଡ଼ିଆ ଚ୍ଯାନେଲ ଜୀ ସାର୍ଥକରେ ସଫଳତାର ସହିତ ଆଗେଇ ଚାଲିଛି ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ । ସୋମବାରରୁ ଶନିବାର ରାତି ୮:୩୦ ରେ ପ୍ରସାରିତ ହେଉଥିବା ଭିନ୍ନ ଧରଣର ଏହି ଧାରାବାହିକ କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଅଭି ଓ ମାନି । ଅକ୍ଷୟ ପରିଜା ପ୍ରଯୋଜିତ ଓ ବିଶ୍ଵରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ତୁ ଖରା
ଭୁବନେଶ୍ୱର: ଆସନ୍ତା ୩୦ ଜାନୁଆରୀରେ ନୂଆ ଓଡିଆ ଚଳଚ୍ଚିତ୍ର "ପରୀ" ବଡ଼ ପରଦାରେ ମୁକ୍ତିଲାଭ କରିବ l ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶକ ତ୍ରିପତି ସାହୁ, ସଂଳାପକାର ଡଃ ରଜନୀ
ଓଡ଼ିଶା ଟେଲିଭିଜନ ଜଗତର ଅନ୍ୟତମ ଚର୍ଚ୍ଚିତ ଧାରାବାହିକ ‘ତୁମ ବିନା’ ସଫଳତାର ସହ ଜୀ ସାର୍ଥକରେ ୫୦୦ ଏପିସୋଡ ପୂରଣ କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ପୂର୍ବରୁ ଏହି ପରି ଅନେକ ଲୋକପ୍ରିୟ ଧାରାବାହିକ ଦର୍ଶକଙ୍କୁ ଦେଇ ଜୀ ସାର୍ଥକ ଓଡ଼ିଶା ମନୋରଞ୍ଜନ ଦୁନିଆରେ ନିଜକୁ ଏକ ନମ୍ବର କରିଛି । ‘ତୁମ ବିନା’ର ବର୍ତ୍ତମାନର କାହାଣୀରେ
ସୁରକ୍ଷା ମାଗିଲେ ମିଳୁଛି ହତ୍ୟା ଧମକ। ୫୦ ଲକ୍ଷ ନ ଦେଲେ ବଦନାମ କରିବାକୁ ଧମକ ମିଳୁଥିବା ନେଇ ଅଭିଯୋଗ ଆଣିଲେ କମେଡିଆନ ତଥା ୟୁଟ୍ୟୁବର ଗୁଲୁଆ। ଶୁଣନ୍ତୁ କଣ କହୁଛନ୍ତି ସେ
Odia Rapper Demise: ବହୁ ଚର୍ଚ୍ଚିତ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁର ଖୁଲାସା କଲା ପୋଲିସ। ପାଖାପାଖି ୨୮୫ ଦିନ ପରେ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ବାଙ୍ଗାଲୋରରେ ତାଙ୍କ ଭଡା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ ଓଡ଼ିଆ ରାପର୍ । ଆଉ ଆଜି ଦୀର୍ଘଦିନ ପରେ ପୋଲିସ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି।
Riya Dey Video: ଭାଇରାଲ ହେଉଛି ଓଲିଉଡ ଦୁନିଆର ଚୁଲୁବୁଲି ନାୟିକା ରିୟା ଦେ ଙ୍କ ଭିଡିଓ । ମଜାମସ୍ତିରେ ଦିନ କାଟୁଛନ୍ତି ଅଭିନେତ୍ରୀ ରିୟା ଦେ । କିଛିଦିନ ତଳେ ନିଜ ବର୍ଥ ଡେ ସେଲିବ୍ରେସନର ଅନେକ ଭିଡିଓ ସେ ସେୟାର କରିଥିଲେ । ଆଉ ଏବେ ଫରେନ ଟ୍ରିପ୍ ର ଭିଡିଓ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ବଲିଉଡ ଲୁକରେ ବଲିଉଡ ଗୀତରେ ଖୁବ ଜୋରଦାରରେ ଭାଇରାଲ ହୋଇଛି ଅଭିନେତ୍ରୀଙ୍କ ଏହି ଭିଡିଓ। ଦେଖନ୍ତୁ ସେହି ଭିଡିଓ...
Viral Video: ଅଭିନେତ୍ରୀ ଈଶ୍ୱରୀ ପଣ୍ଡାଙ୍କର ଆଉ ଏକ ଭିଡିଓ ହେଲା ଭାଇରାଲ Disclaimer: ଉପରୋକ୍ତ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବା ସମ୍ମାନହାନୀ କରିବା ଲକ୍ଷ୍ୟରେ ଏହା କରାଯାଇନାହିଁ। ଯଦି କେହିଁ ଏହାକୁ ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ଏଥିପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Viral Video: ଅଭିନେତ୍ରୀ ଈଶ୍ୱରୀ ପଣ୍ଡାଙ୍କର ଆଉ ଏକ ଭିଡିଓ ହେଲା ଭାଇରାଲ Disclaimer: ଉପରୋକ୍ତ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବା ସମ୍ମାନହାନୀ କରିବା ଲକ୍ଷ୍ୟରେ ଏହା କରାଯାଇନାହିଁ। ଯଦି କେହିଁ ଏହାକୁ ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ଏଥିପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Abhijita Majumdar: ଭୁବନେଶ୍ୱର: ଡାକ୍ତରଖାାରୁ ମୁକୁଳିଲେ ବିଶିଷ୍ଟ ସଂଗୀତଜ୍ଞ ଅଭିଜିତ ମଜୁମଦାର। ଏନେଇ ତାଙ୍କର ପ୍ରଶଂସକମାନେ ସୋସିଆଲ ମିଡି଼ଆରେ ସୂନା ଦେଇଛନ୍ତି।
ଲକ୍ଷ ଲକ୍ଷ ସଂଗୀତପ୍ରେମୀଙ୍କ ପ୍ରାର୍ଥନା ଶୁଣିଛନ୍ତି ଭଗବାନ । ଭେଣ୍ଟିଲେଟର୍ରୁ ବାହାରକୁ ଆସିଲେ ମେଲୋଡି କିଙ୍ଗ୍ ଅଭିଜିତ ମଜୁମଦାର । ଆଇସିୟୁ ବେଡ୍ରେ ଚାଲିଛି ଦାଦାଙ୍କ ଚିକିତ୍ସା । ପୂର୍ବରୁ ଦାଦାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି । ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ସେ ଭୁବନେଶ୍ଵରର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।
ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ' "ଓଡ଼ିଶାର ବେଷ୍ଟ ସିନେ ଷ୍ଟାରର ଖୋଜ୍" ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ପ୍ରଖ୍ୟାତ ଖଳନାୟକ ରଞ୍ଜିତ ବେଦୀ ଅତିଥି ବିଚାରକ ଭାବେ ଯୋଗଦେଇଛନ୍ତି l ଓଡ଼ିଶାର ପ୍ରତି ଟି କୋଣ ଅନୁକୋଣରେ ଥିବା ଟ୍ୟାଲେଣ୍ଟେଡ କଳାକାର ସୃଷ୍ଟି କରିବା ପାଇଁ ଜୀ
ଭୁବନେଶ୍ୱର: ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ ଟିମ୍ ଅଗ୍ରପୂଜ୍ୟ ଗଣେଶଙ୍କ ଆଶୀର୍ବାଦ ନେଇ ଚଳଚ୍ଚିତ୍ରର ପ୍ରଚାର ଆରମ୍ଭ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ରର ନାୟକ ଅର୍ଦ୍ଧେନ୍ଦୁ ଓ ନାୟିକା ଏଲିନା ସାମନ୍ତରାୟ , କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ପ୍ରଡକ୍ସନ ଡିଜାଇନର ମିଲନ କୁମାର ପ୍ରମୁଖ ନୂଆସାହି ଗ
ପାର୍ବଣ ଋତୁରେ ଓଡିଶାବାସୀଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ଚ୍ୟାଲେଞ୍ଜ l ଦଶହରା ବୁଲା ସାଙ୍ଗକୁ ଫିଲ୍ମ ଦେଖିବାର ମଜା ଉଠାନ୍ତି ଓଡିଶାବାସୀ l ଏବେଠୁ ପ୍ରାୟ ଯୋଜନା ମଧ୍ୟ ହେଇସାରିବେଣି l ସପରିବାର ଖଣ୍ଡିଏ ଖଣ୍ଡିଏ ଟିକେଟ ଧରି ପ୍ରେକ୍ଷାଳୟକୁ ପ୍ରବେଶ କରିଥାନ୍ତି l ବିଶେଷ ଭାବରେ ଓଡ଼ିଆ ସିନେମାଟିଏ ଦେଖିବାକୁ
ଭୁବନେଶ୍ୱର: ଓଡିଶାର ନମ୍ବର ୧ ଚ୍ୟାନେଲ ଓ ଘରେ ଘରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ଜୀ ସାର୍ଥକ ସର୍ବଦା ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ମନଛୁଆଁ ଧାରାବାହିକ, ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ବା ବାସ୍ତବବାଦୀ ଚଳଚ୍ଚିତ୍ର ଭେଟିଦେଇ ସାଜିଛି ଦର୍ଶକଙ୍କର ପ୍ରଥମ ପସନ୍ଦ । ଏଥର ନିଜର ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆଣିଥିଲା ଟି
ଓଡିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦ ଓ ଓଡିଆ ପର୍ବସମୂହକୁ ଗୁରୁତ୍ବ ଦେଇ ଆସୁଛି । ସେହିପରି ରଜ ପର୍ବ ଉପଲକ୍ଷେ ଜୀ ସାର୍ଥକରେ ପ୍ରସାରିତ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ରିୟାଲିଟି ଶୋ 'ରଜ କୁଇନ୍ ୨୦୨୫', ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ଜିତି ପାଇଛି ଅଗଣିତ ଦର୍ଶକଙ୍କ ଅଶେଷ ଭଲପାଇବା
Odia Entertainment: ଓଲିଉଡର ବେଶ ଜଣାଶୁଣା ଚଳଚ୍ଚିତ୍ର ତଥା ଥିଏଟରର ହାସ୍ୟ ଅଭିନେତା ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓରଫ ହାଡ଼ୁ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି ହାଡୁ । ଶନିବାର ରାତି ପ୍ରାୟ ୮ଟାରେ ଏହି ଅଘଟଣ ଘଟିଥିଲା । ରାଜଧାନୀ ୟୁନିଟ-୧ରେ ଥିବା ତାଙ୍କ କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ ବାରଣ୍ଡା ଦେଇ ଯାତାୟତ କରୁଥିଲେ ସେହି ସମୟରେ ଚଟାଣରେ ଗୋଡ଼ ଖସିଯିବାରୁ ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ । ତେବେ କେମିତି ଅଛନ୍ତି ହାଡୁ ତାଙ୍କର ଏବେ ଏକ ଭିଡିଓ ହସ୍ପିଟାଲରୁ ଭାଇରାଲ ହେବାରେ ଲାଗିଛି।
Odia Entertainment: ଓଲିଉଡର ବେଶ ଜଣାଶୁଣା ଚଳଚ୍ଚିତ୍ର ତଥା ଥିଏଟରର ହାସ୍ୟ ଅଭିନେତା ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ ଓରଫ ହାଡ଼ୁ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ତତଲା ତେଲ କଡ଼େଇରେ ପଡ଼ି ଗୁରୁତର ହୋଇଛନ୍ତି ହାଡୁ । ଶନିବାର ରାତି ପ୍ରାୟ ୮ଟାରେ ଏହି ଅଘଟଣ ଘଟିଥିଲା । ରାଜଧାନୀ ୟୁନିଟ-୧ରେ ଥିବା ତାଙ୍କ କ୍ୱାର୍ଟର୍ସରେ ରୋଷେଇ ବେଳେ ହାଡ଼ୁ ବାରଣ୍ଡା ଦେଇ ଯାତାୟତ କରୁଥିଲେ ସେହି ସମୟରେ ଚଟାଣରେ ଗୋଡ଼ ଖସିଯିବାରୁ ସେ ସିଧା ତେଲ କଡ଼େଇରେ ପଡ଼ିଥିଲେ ।
ଭୁବନେଶ୍ୱର: ‘ପାଦେ ଆକାଶ’ ପାଦ ଦେଇଛି ୫୦ଦିନରେ। ଭୁବନେଶ୍ବର ଶ୍ରୀୟା କମ୍ପଲେକ୍ସରେ ‘ପାଦେ ଆକାଶ’ ପୂରଣ କରିଛି ୫୦ ଦିନ। ଓଡ଼ିଶାର ଘରେ ଘରେ ପରିଚିତ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ଏହି ଫିଲ୍ମ। ସତ୍ୟ ଘଟଣା ଉପରେ ଆଧାରିତ 'ପାଦେ ଆକାଶ', ଶ୍ରୁତି ମହାପାତ୍ରଙ୍କ ସଂଘର୍ଷମୟ ଜୀବନର ଏକ ଅଲିଭା କାହାଣୀ। ଯେଉଁଥିରେ ଶ୍ରୁତିଙ୍କ ଚରିତ୍ର
Viral Video: ପ୍ରେମରେ ପଡିଲେ କି କଣ୍ଠଶିଳ୍ପୀ ଦିପ୍ତୀରେଖା, ଏହି ହିରୋଙ୍କ ସହିତ ଆସିଲେ ନଜର; ଭାଇରାଲ ହେଉଛି ଭିଡିଓ Disclaimer: ଉପରୋକ୍ତ ଭିଡିଓଟି କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଛି। କୌଣସି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବା ସମ୍ମାନହାନୀ କରିବା ଲକ୍ଷ୍ୟରେ ଏହା କରାଯାଇନାହିଁ। ଯଦି କେହିଁ ଏହାକୁ ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ଏଥିପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।
Video: ଓଡ଼ିଆ ଧାରାବାହିକ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ସୁମନ ପଟ୍ଟନାୟକ । ସୁମନଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ଭଲ ଲାଗିଥାଏ । ସେଥିପାଇଁ ସୁମନଙ୍କ ସୋସିଆଲ ମିଡିଆରେ ଫଲୋଅର୍ସଙ୍କ ସଂଖ୍ୟା ମଧ୍ୟ ଖୁବ ଅଧିକ । ତେବେ ସୁମନ କେବଳ ଟିଭି ପରଦାରେ ନିଜକୁ ସୀମିତ ରଖି ନାହାନ୍ତି । ସୋସିଆଲ ମିଡିଆରେ ରିଲ୍ସ ମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଭଲପାଇବା ସାଉଣ୍ଟୁଛନ୍ତି ।
Video: ଖୁବ କମ ବୟସରେ ନାୟକ ଭାବେ ଓଲିଉଡରେ ସଫଳତାର ସ୍ୱାଦ ଚାଖିଥିବା ଅଭିନେତା ହେଉଛନ୍ତି ରାଜ୍ ରାଜେଶ । ସୁନ୍ଦର ଅଭିନୟ ସହ ଦମଦାର ଡ୍ୟାନ୍ସ ରାଜ୍ ରାଜେଶଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ । ତେବେ ଓଲିଉଡର ଅନ୍ୟ କଳାକାରଙ୍କ ସହ ରାଜ୍ ରାଜେଶଙ୍କ ସମ୍ପର୍କ ଖୁବ ନିବିଡ । ଅନେକ ସମୟରେ ସେ ନିଜ ସହକଳାକାରଙ୍କ ସହ ରିଲ୍ସ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥାଏ ।