trendingNowFive1895715

Yuzvendra Chahal News

alt
Sep 4,2023, 8:00 AM IST
alt
ଘରୋଇ ଓ୍ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଘରୋଇ ଦଳ ବିଜୟ ହାସଲ କରିନେଇଛି। ଓ୍ୱେଷ୍ଟଇଣ୍ଡିଜ ଲଢୁଆ ପ୍ରଦର୍ଶନ କରି ୪ ରନରେ ବିଜୟ ହାସଲ କରିନେଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ୱେଷ୍ଟଇଣ୍ଡିଜ ଦଳ ନିକୋଲାସ ପୁରନ ଓ ଲୋଭମାନ ପାଓ୍ୱେଲଙ୍କ ଲଢୁଆ ବ୍ୟାଟିଂ ଫଳରେ ଧାର୍ଯ୍ୟ ଓଭରରେ ୬ଟି ଓ୍ୱିକେଟ ବିନିମୟରେ ୧୫୦ ରନ କରିଥିଲା। ଜବାବରେ ଭାରତ ୪ ରନ ପଛରେ ରହି ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଘାତକ ବୋଲିଂ କରିଥିବା ଜାସନ ହୋଲ୍ଡରଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ହେଲେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଛି। ପାଭିଲିୟନରୁ ନିଜର ପ୍ରସ୍ତୁତି କରି ବ୍ୟାଟିଂ କରିବାକୁ ଆସିଥିବା ବେଳେ ଚହଲଙ୍କୁ ପୁଣି ଥରେ ପାଭିଲିୟନ ଫେରିବାକୁ ପଡ଼ିଥିଲା ଯାହାର ଏକ ଭିଡିଓ ଭାଇରାଲ ହୋଇଛି।
Aug 4,2023, 12:43 PM IST
Read More

Trending news