Old Pension Scheme
अरे वाह! इन लोगों के लिए बढ़ेगा पुरानी पेंशन योजना का फायदा, सरकार को मिला निर्देश
Pension Scheme: दिल्ली हाईकोर्ट की एक खंडपीठ ने केंद्र सरकार को अर्धसैनिक बलों के सभी कर्मियों को सेना, नौसेना और वायु सेना के कर्मियों के लिए पुरानी पेंशन योजना यानी Old Pension Scheme के लाभों का विस्तार करने का निर्देश दिया है. यह निर्देश न्यायमूर्ति सुरेश कांत और न्यायमूर्ति नीना कृष्ण बंसल की पीठ के फैसले का हिस्सा है.
Jan 15,2023, 9:28 AM IST
Boudh
Zee Odisha News ପ୍ରଭାବ: ୨୪ ଘଣ୍ଚାରେ ଫେରିଲେ ନିରୀକ୍ଷକ ମ୍ୟାଡମ, ବାରଣ୍ଡାରେ ପଡ଼ିଲା ଚେୟାର-ଟେ
Zee Odisha News impacts: ଦୀର୍ଘ ବର୍ଷବର୍ଷ ଧରି ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନାଁରେ ଚାଲିଥିବା ଗୁରୁତର ଅବହେଳା ପାଇଁ ଦାୟୀ କିଏ ? ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକଙ୍କ ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ପରିଦର୍ଶନ ତାଲିକାର ଯାଞ୍ଚ କରିବା ସହିତ କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ମତାମତ ନେବାକୁ ଦାବି ହୋଇଛି। ଏହା ସହ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କୁ ଆଡେଣୀଗଡ ସରପଞ୍ଚ ଅଜିତ ପ୍ରଧାନ ଅନୁରୋଧ କରିଛନ୍ତି।
Oct 11,2022, 17:52 PM IST
ପ୍ରାଣହୀନ ପ୍ରାଣୀଧନ ସାହାୟକ କେନ୍ଦ୍ର: ନିରୀକ୍ଷକ ନୟନା ନିଖୋଜ, ସବୁ ଜାଣି ରଥ ବାବୁ ନିରବ!
Boudh Adenigarh veterinary center: ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ବନ୍ଦ ଥିବାରୁ ଗୃହପାଳିତ ପଶୁ ପକ୍ଷୀଙ୍କୁ ଚିକିତ୍ସା ସେବା ମିଳିପାରୁନାହିଁ। ଜିଲ୍ଲା ଅଧିକାରୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପଞ୍ଚାୟତବାସୀ। ତାଙ୍କ ବେପରୁଆ ମନୋଭାବ ସାଙ୍ଗକୁ ନିୟୋଜିତ କର୍ମଚାରୀଙ୍କୁ ସେ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହେଉଛି। ମୋଟା ଅଙ୍କର ଦରମା ଦେଇ ନିରୀକ୍ଷକ କାମ କରୁନଥିବା ଲୋକେ କହିଛନ୍ତି।
Oct 10,2022, 13:23 PM IST
sarmila kahanr dies
sarmila snake attack: ସାପ ଉଜାଡିଲା ଗାଁର ସପନ
Tribal Girl Die On Snake Attack: ୧୬ ବର୍ଷିୟା ଆଦିବସୀ ଝିଅ (Tribal Girl) ହେଉଛି ସର୍ମିଲା କହଁର (Sarmila Kahanr) । ସେ ପାଠ (Study)ରେ ଯେମିତି ନାଚ-ଗୀତରେ ମଧ୍ୟ ଠିକ୍ ସେମିତି ।
Sep 8,2022, 16:45 PM IST
Accident in Boudh
Boudh: ଗଞ୍ଜେଇ ଭର୍ତ୍ତି କାର ଦୁର୍ଘଟଣାରେ ଜଣେ ମୃତ
Marijuana Loaded Car Accident: ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ମନମୁଣ୍ଡା ଦେଇ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ଗଞ୍ଜେଇ ଭର୍ତ୍ତି କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Aug 26,2022, 18:17 PM IST
Railway Project
ଓଡିଶାକୁ ମିଳିବ ରେଳବାଈର ଆଉ ଏକ ଭେଟି
Balangir railway project: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ (Khordha-Balangir Rail line Project) କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ଅନୁମତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ (Review Meeting) ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
Aug 25,2022, 22:53 PM IST
boudha
Beauty ନାଲି ଟୁକଟୁକ ସାଧବ ବୋହୁ,ଉତ୍ତାପରେ ଅଧିକ ସୌନ୍ଦର୍ଯ୍ୟ ଓ ପରିଚୟ ଭଗବାନ ମନ୍ଦିରକୁ ମନା
Beauty Of Nature : (ବୌଦ୍ଧ:-ହିମାଂଶୁ ଶେଖର୍ ସାହୁ) କୃଷ୍ନଚୂଡ଼ା ଫୁଲ କୁ ନେଇ ପୁରାଣରେ ବର୍ଣ୍ଣିତ ଅନେକ କଥା ରହିଛି। ଏହା ସହିତ କୃଷ୍ନଚୂଡ଼ା ଫୁଲକୁ ନେଇ ଅନେକ ଗୀତ ସଙ୍ଗୀତ ରହିଛି, ଯେମିତି ତୋ କୃଷ୍ନଚୂଡ଼ା ରଙ୍ଗର ନାଲି ଓଢଣୀ। କୃଷ୍ନଚୂଡ଼ା ଫୁଲ କୁ ନେଇ ହୋଇଥିବା ଏହି ଗୀତ ଦିନେ ସମସ୍ତେ ଗୁଣୁ ଗୁଣାଉ ଥିଲେ। ଏହାକୁ ନେଇ ଯେତେ ଗୀତ ତିଆରି ହୋଇଛି ସମସ୍ତ ଗୀତ ଦର୍ଶକଙ୍କ ମନକୁ ଛୁଇଁ ଯାଇଥାଏ। ଏହି ଫୁଲ ସର୍ବଦା ସତେଜ, ଯାହାକି ସମସ୍ତଙ୍କ ହୃଦୟ ଓ ମନକୁ ମଧ୍ୟ ସତେଜ କରି ରଖିଥାଏ ।
Jun 14,2022, 21:06 PM IST
Modern Equipment
ଦେଶୀ ଯୁଗାଡ ଆଗରେ ଫେଲ ମାରିଛି ଆଧୁନିକ ଯନ୍ତ୍ରପାତି
ହେଲେ ବର୍ତ୍ତମାନ ଗାଁ ଗହଳିରେ ଏଭଳି ଦେଶୀ ଯୁଗାଡ ଦେଖିବାକୁ ମିଳୁଛି ଯେଉଁଠି ଆଧୁନିକ ଯନ୍ତ୍ରପାତି ମଧ୍ୟ ଫେଲ ମାରିଛି।
Jun 13,2022, 22:18 PM IST
ଦେଶୀ କୁକୁଡ଼ା ଅଣ୍ଡା ଆଉ ଗୁଆ ଘିଅରେ ଯୋଡି ହେଉଛି ଶରୀରର ଭଙ୍ଗା ହାଡ଼
Country Egg And Ghee Treatments For Orthopedic Disease:-(ବୌଦ୍ଧ:-ହିମାଂଶୁ ଶେଖର୍ ସାହୁ)- ଯୁଗ ବଦଳିବା ସାଙ୍ଗକୁ ବଦଳୁଛି ଚିକିତ୍ସା ପଦ୍ଧତି । ବିଜ୍ଞାନ ସହିତ ତାଳ ଦେଇ ଉନ୍ନତ ମାନର ଜ୍ଞାନ କୌଶଳକୁ ବ୍ୟବହାର କରି ବହୁ ଦୁରାରୋଗ୍ୟ ରୋଗର ଚିକିତ୍ସା କରାଯାଉଛି। ତେବେ ଏହାରି ଭିତରେ ଆଜିବି ଗ୍ରାମଞ୍ଚଳରେ ଆୟୁର୍ବେଦିକ ଓ ଘରୋଇ ଚିକିତ୍ସା ଉପରେ ଲୋକେ ନିର୍ଭର କରୁଛନ୍ତି। ବିଶେଷ କରି ଭଙ୍ଗା ହାଡ଼ଗୋଡ଼ର ଚିକିତ୍ସା ପାଇଁ ଏବେ ଦେଶୀ ଚିକିତ୍ସା ପ୍ରତି ରୋଗୀଙ୍କ ଆସ୍ଥା ବଢ଼ିବାରେ ଲାଗୁଛି । ହେଲେ ଭଙ୍ଗା ହାଡ଼ଗୋଡ଼ର ଦେଶୀ ଚିକିତ୍ସା ପଦ୍ଧତି କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇପଡିବେ ।
Jun 11,2022, 16:49 PM IST
School Student
ବିଦ୍ୟାଳୟରେ ପାଠ ପଢା ଛାଡି ଶିକ୍ଷକଙ୍କ ନିର୍ଦେଶରେ ଛାତ୍ର କରୁଛନ୍ତି କାମ
ପାଟ ପଢିବା ବଦଳରେ ବିଦ୍ୟାଳୟରେ କାଠ ହାଣୁଛନ୍ତି ଛାତ୍ର।
May 29,2022, 22:37 PM IST
boudh district
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ; ୩ ଗୁରୁତର
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳରେ ୩ ଜଣ ଗୁରୁତର ହୋଇଛନ୍ତି।
May 20,2022, 23:45 PM IST
ବାହୁବଳୀ କୃଷକ ମୋର୍ଚ୍ଚାର ସଭାପତି ହେଲେ ଗିରଫ, ଜଣେ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ଥ
ବୌଦ୍ଧ- ଗୋଟିଏ ବଡ ଖବର ନେଇ ଆମେ ଆପଣଙ୍କୁ ସୂଚନା ଦେବାକୁ ଆବଶ୍ୟକ କରୁଛୁI ଜିଲା କୃଷକ ମୋର୍ଚ୍ଚା ର ସଭାପତି ଜଣେ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଛନ୍ତି Iଜଣାପଡିଛି ଯେ ଅଭିଯୋଗ ଅନୁସାରେ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ନିଜକୁ ଯେଉଁ ଭାବରେ ଜିଲ୍ଲାରେ ବାହୁବଳୀ ନେତା ଭାବରେ ଚିତ୍ରଣ କରିଥିଲେ, ଏହାର ଏକ ପ୍ରକାର ଅନ୍ତ ଘଟିଛି l
May 10,2022, 19:07 PM IST
ମାତୃ ଦିବସରେ ମା'ର ମୃତଦେହକୁ ଗ୍ରାମବାସୀଙ୍କ ଅପମାନ, ଝିଅ ଅନ୍ୟ ଜାତିରେ ବିବାହ କଲା ବୋଲି..
ମୃତ ବୃଦ୍ଧାଙ୍କ ଝିଅ ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ଶନିବାର ରାତିରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଘର ଭିତରେ ମାଆର ମୃତଦେହ ପଡିରହିଥିଲା। ଗ୍ରାମବାସୀମାନେ ବୃଦ୍ଧାଙ୍କ ଶବକୁ ନିଜେ ଛୁଇଁଲେ ନାହିଁ କି ଝିଅକୁ ଛୁଇଁବାକୁ ଦେଲେନାହିଁ।
May 8,2022, 13:59 PM IST
kidney
ନୂଆ ପଦ୍ଧତି ଆପଣେଇ " କିଡନୀ "ଭଳି ରୋଗକୁ ଭଲ କଲେ ବୌଦ୍ଧ ଜିଲ୍ଲାର ୫୮ ବର୍ଷୀୟ ବ୍ୟକ୍ତି
ଆଜିର ଦିନରେ କିଡନି ରୋଗ ଏକ ବଡ ସମସ୍ୟା।ଏଥିରୁ ମୁକ୍ତି ପାଇବା ପାଇଁ,ବୋଦ୍ଧ ଜିଲ୍ଲାର ୫୮ ବର୍ଷୀୟ ରୋଗୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲିଟି ଯାଇଛନ୍ତି।ଆମେ ଦେଖୁଛେ, ଦିନକୁ ଦିନ ଆସୁଛି ନୂଆ ନୂଆ ଚିକିତ୍ସା ।ଅନ୍ୟପକ୍ଷରେ ଆପଣ ବଡ଼ ବଡ଼ ମେଡ଼ିକାଲ କୁ ଯାଇ ଡାକ୍ତରଙ୍କ ଚିକିତ୍ସା ଦେଖିଥିବେ। ହେଲେ ଦେଖି ନ ଥିବେ ଏମିତି ଚିକିତ୍ସା, ଯେଉଁଥିରେ ଚିକିତ୍ସା ପାଇଁ ଯିବାକୁ ପଡିବନି ଡାକ୍ତରଖାନା, କି ଦେବାକୁ ପଡିନି ଡାକ୍ତର ଙ୍କ ପାଖରେ ଲମ୍ବା ଲାଇନ। ନିଜନିଜ ଘର ର ବେଡ଼ ରେ ନୁହଁ ବରଂ ଗାଧୁଆ ଘର ହେଉ ଅବା ଗାଧୁଆ ଟପ ରେ ହୋଇପାରିବେ ଚିକିତ୍ସା।
May 7,2022, 14:57 PM IST
ବୌଦ୍ଧ ଜିଲ୍ଲାରେ ନଅ ଜଣ ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ, ସାହାରା ପାଇଲେ ମା ଛେଉଣ୍ଡ ଛୁଆ।
ବୌଦ୍ଧ ଜିଲାରେ କିଛି ଦିନ ମଧ୍ୟରେ ୯ଟି ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ଅନିଛାତ୍ମକ ଶିଶୁ ଜନ୍ମ ହେବାପରେ ତାକୁ ରାସ୍ତା କଡରେ ପିଙ୍ଗିଦେବା ଭଳି ଅନେକ ଘଟଣା ନଜିର ରହିଛି । ଏହା ସହିତ ଦାରିଦ୍ରତା ଯୋଗୁଁ ଶିଶୁ ଜନ୍ମ ପରେ ପିତାମାତା ଶିଶୁର ଲାଳନ ପାଳନରେ ସମର୍ଥ ନ ହେବା କିମ୍ବା କୋମଳମତି ଶିଶୁମାନେ ଦୁନିଆଁ ଚିହ୍ନିବା ପୁର୍ବରୁ ବାପା ମାଆଙ୍କୁ ହରାଇ ବସୁଛନ୍ତି
May 7,2022, 0:17 AM IST
ଚର୍ଚ୍ଚାରେ ଅବସରପ୍ରାପ୍ତ ହେଡ୍ ମାଷ୍ଟର; ବରିଷ୍ଠ ନାଗରିକଙ୍କ ପାଇଁ ତିଆରି କଲେ...
ଆପଣ ତିନି ଚକିଆ ସ୍କୁଟି,ରିକ୍ସା ହେଉ ଅବା ଟେମ୍ପୁ ଦେଖିଥିବେ ହେଲେ ୩ ଚକିଆ ସାଇକେଲ ଦେଖିନଥିବେ । ଆଉ ଏ ସାଇକେଲ ର ନାମ ରହିଛି ଜଗିଙ୍ଗ ଟ୍ରାଇ ସାଇକେଲ ଫର୍ ସିନିୟର୍ ସିଟିଜେନ୍। ଆଉ ଏ ସାଇକେଲକୁ ବୌଦ୍ଧ ରାଜନପାଲିର ଅବସରପ୍ରାପ୍ତ ଶିକ୍ଷକ ଓଁକାର ପ୍ରଧାନ ତିଆରି କରିଛନ୍ତି ।
May 4,2022, 6:43 AM IST
ଚନ୍ଦନିଆଁମୁଣ୍ଡା ନାବାଳକର ହାତ ଆଙ୍ଗୁଠି କଟା ମାମଲା: ଗୁଲଠୁକୁ ଛଅ ବର୍ଷ କାରାଦଣ୍ଡ
ଗୁଣମଣୀଙ୍କ ନାବାଳକ ପୁଅ ଚର୍ତୁଭୁଜ କର୍ମୀ (୧୩) ସକାଳ ୯ଟା ସମୟରେ ଦପଲା ଉଚ୍ଚବିଦ୍ୟାଳୟକୁ ଯାଉଥିଲା। ଏହି ସମୟରେ ଚନ୍ଦନିଆଁମୁଣ୍ଡା-ଦପଲା ରାସ୍ତାର ବନ୍ଧମୁଣ୍ଡାଠାରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଜଗି ରହିଥିବା ଅଭିଯୁକ୍ତ ଗୁଲଠୁ ବସ୍ତିଆ, ଚର୍ତୁଭୁଜକୁ ବାଟରେ ଅଟକାଇ ଛାତି ଉପରେ ବସି କଟୁରୀ ଦ୍ୱାରା ତାର ଦୁଇ ହାତ ପାପୁଲିରୁ ସବୁ ଆଙ୍ଗୁଠି କାଟି ଛିଣ୍ଡାଇ ଦେଇ ପଲାଇଥିଲା।
Apr 30,2022, 9:02 AM IST
WhatsAppରେ ଜିଲ୍ଲାପାଳଙ୍କ ଫଟୋ ଦେଖାଇ ଠକେଇ ଉଦ୍ୟମ
ଅଧିକାରୀଙ୍କ ନିକଟରୁ ହ୍ୱାଟ୍ସଅପ ନମ୍ବରରେ ମେସଜ ପଠାଇ ଟଙ୍କା ମାଗିବା ଖବର ପାଇବାପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କୁ ସତର୍କ ରହିବାରୁ ସୂଚନା ଦେଇଛନ୍ତି। ସେ ନିଜ ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।
Apr 30,2022, 8:32 AM IST
Pangolin
ବନ ବିଭାଗ ହେପାଜତରୁ ବଜ୍ରକାପ୍ତା ଫେରାର
ଦୁଇ ଦିନ ତଳେ ଭୁବନେଶ୍ୱରସ୍ଥିତ ଏସଟିଫ ଟିମ ୧୩ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା (pangolin) କୁ ଜବତ କରି ବୌଦ୍ଧ ବନ ବିଭାଗ (Forest Dept) କୁ ହସ୍ତାନ୍ତର କରିଥିଲା। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିୟୋଜିତ ବୌଦ୍ଧ ବନ ବିଭାଗର କର୍ମଚାରୀଙ୍କ ହେପାଜତରେ ଥିବା ଜୀବନ୍ତ ବଜ୍ରକାପ୍ତା ସେମାନଙ୍କ ଆଖି ସାମ୍ନାରୁ ଫେରାର ମାରିଲା।
Apr 29,2022, 10:38 AM IST
Block Chairman Election
ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବୌଦ୍ଧ ଜିଲ୍ଲାରେ ବିଜେଡିକୁ ଝଟକା
ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ନିର୍ବାଚନରେ ଯାହା ଫଳାଫଳ ଯାହା ଆସିଛି ତାହା କେବଳ ବରିଷ୍ଠ ବିଜେଡି ନେତା ନୁହେଁ ବରଂ ଦଳୀୟ କର୍ମାକର୍ତ୍ତଙ୍କୁ ମଧ୍ୟ ହତୋତ୍ସାହିତ କରିଛି।
Mar 12,2022, 23:31 PM IST
Digital India
ମୋବାଇଲ ଟାୱାରରେ ଝୁଲିଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ, ଦୁନିଆଠୁ ବିଚ୍ଛିନ୍ନ ମହାଲିକପଡା ପଞ୍ଚାୟତ
ମହାମାରୀ କୋରୋନା ପାଇଁ ଦୁଇବର୍ଷ ହେଲା ଲୋକେ ପ୍ରଭାବିତ ହୋଇଛନ୍ତି। ବିଶେଷଭାବେ ଛାତ୍ରଛାତ୍ରୀ ଅଧିକ କ୍ଷତି ସହିଛନ୍ତି। ସ୍କୁଲ ବନ୍ଦ ଯୋଗୁଁ ଅନଲାଇନ ପାଠ ପଢା ହେଲା। କିନ୍ତୁ ମୋବାଇଲ ଓ ଇଣ୍ଟରନେଟ ସୁବିଧା ନଥିବା ଛାତ୍ରଛାତ୍ରୀ ପାଠରୁ ଦୁରେଇଗଲେ। ଆଉ ଯାହା ପାଖରେ ମୋବାଇଲ ଥିଲା ସେ ଗଛ ଉପରେ ରହି ଗୋଟିଏ ହାତରେ ମୋବାଇଲକୁ ଧରି ଜୀବନକୁ ବାଜିରେ ଲଗାଇ ଅନଲାଇନ ଶିକ୍ଷାଲାଭ କରୁଥିଲା।
Nov 16,2021, 13:17 PM IST
CRPF jawan
ମାତୃଭୁମିର ସେବା କରି ଘରବାହୁଡା ବୀରଙ୍କୁ ଭବ୍ୟ ସ୍ୱାଗତ
ଫୁଟିଲା ବାଣ। ଦୁଦୁଲି ବାଜାରେ ଫାଟି ପଡୁଛି ଗାଁ ଦାଣ୍ଡ। ଆଉ ନାଚଗୀତରେ ମସଗୁଲ ଛୋଟଠୁ ବଡ, ପୁରୁଷ ଓ ମହିଳା। ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ପୁରା ପଞ୍ଚାୟତ। ଏଭଳି ପରିବେଶ ବିଷୟରେ ଚିନ୍ତା କରିଆପଣ ଯଦି ଭାବୁଛନ୍ତି ଏହା କାହା ବାହାଘର କି କୌଣସି ଜାନିଯାତ୍ରା ତାହେଲେ ଆପଣ ଭୁଲ ଭାବୁଛନ୍ତି।
Sep 25,2021, 13:20 PM IST
elderly woman death
ମଦ୍ୟପ ଯୁବକ ଆକ୍ରମଣରେ ବୃଦ୍ଧ ମହିଳା ମୃତ
ଘଟଣା ବାବଦରେ ମୃତ ମହିଳାଙ୍କ ସ୍ୱାମୀ ଆଡେଣୀଗଡ ଫାଣ୍ଡିରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ପୁରୁଣାକଟକ ଥାନା ପୋଲିସ।
Sep 7,2021, 23:19 PM IST
ଦୁର୍ଘଟଣାଗ୍ରସ୍ତ ହେବା ପରେ ଘର ଭିତରେ ପଶିଲା ଟ୍ରକ; ଦୁଇ ଗୁରୁତର ଜଣେ ଆହତ
ଟ୍ରକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଏବଂ ଜଣେ ଆହତ ହୋଇଛନ୍ତି।
Sep 6,2021, 23:09 PM IST
engineer felicitation
ଆଡେଣିଗଡ଼ରେ ଯୁବ ଇଞ୍ଜିନିୟରଙ୍କୁ ପଞ୍ଚାୟତବାସୀଙ୍କ ସମ୍ବର୍ଦ୍ଧନା
ବୌଦ୍ଧ ଜିଲ୍ଲାର ଆଡେଣିଗଡ଼ ଗ୍ରାମ ପଞ୍ଚାୟତ ବାସୀ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ଏବଂ ବିନାୟକ ଯୁବକ ସଙ୍ଘ ପକ୍ଷରୁ ବାଉଁଶୁଣି ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଯୁବ ଇଞ୍ଜିନିୟରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।
Aug 23,2021, 12:55 PM IST
corruption
ଗ୍ରୀନ ମହାନଦୀ ମିଶନ୍ କେବଳ ବାହାନା! ତିନି ଲକ୍ଷ ଟଙ୍କାର ଗଛ ଚରିଗଲେ ବନ ବିଭାଗ ଅଧିକାରୀ
ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଅଧିନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ଠାରେ ଥିବା ବନ୍ୟପ୍ରାଣୀ ବନାଞ୍ଚଳର ଗ୍ରୀନ ମହାନଦୀ ନାଁରେ ଦୁର୍ନୀତି ହୋଇଛି। ଖର୍ଚ୍ଚ ହୋଇଛି ଟଙ୍କା ହେଲେ ଗୋଟିଏ ବି ଗଛ ନାହିଁ। ବର୍ଷ ପରେ ବର୍ଷ ବିତିଗଲାଣି, ତଥାପି ରେଞ୍ଜ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ ସବୁ ବେଫିକର ଅଛନ୍ତି।
Aug 23,2021, 12:13 PM IST
public complaint
ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସୁରକ୍ଷା କର୍ମୀ
ଡାକ୍ତରଙ୍କୁ ଦେଖାଇବା ପୁର୍ବରୁ ରୋଗ ସମ୍ପର୍କରେ ସୁରକ୍ଷା କର୍ମୀଙ୍କୁ କହିବାକୁ ପଡିବ। ଗେଟପାସ ନଥିଲେ ଡାକ୍ତରଖାନା ଭିତରକୁ ଯିବା ମନା। ନେହୁରା ହେଲେ ଦୁର୍ବ୍ୟବହାର କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦିଆଯାଉଛି। ସୁରକ୍ଷା କର୍ମୀଙ୍କ ଏଭଳି ବ୍ୟବହାରକୁ ନେଇ କେବଳ ଜିଲ୍ଲାରେ ନୁହେଁ ଜିଲ୍ଲା ବାହାରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।
Aug 21,2021, 13:01 PM IST
Khurda-Balangir Railway Project
ସରିନାହିଁ ଜମି ଅଧିଗ୍ରହଣ; କେବେ କାର୍ଯ୍ୟକାରୀ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ?
ଜିଲ୍ଲାରେ କେତେକ ସ୍ଥାନରେ ଏହି ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ବାକି ରହିଛି ଜମି ଅଧିଗ୍ରହଣ ପକ୍ରିୟା।
Aug 13,2021, 21:27 PM IST
ଭୋଳାଙ୍କ ପୀଠରେ ବାଦୁଡି ବସା, ରାମଗଡବାସୀ କରୁଛନ୍ତି ପରିବେଶ ସୁରକ୍ଷା
ଗଛ ସାରା ଝୁଲି ରହିଛନ୍ତି ଅନେକ ପକ୍ଷୀ (Bird)। ଗୋଟିଏ କି ଦୁଇଟି ନୁହେଁ ଆପଣ ଚାହିଁଲେ ବି ଗଣି ପାରିବେନାହିଁ ଏହି ପକ୍ଷୀଙ୍କ ସଂଖ୍ୟା! ଗଛ ଡାଳରେ ଦୋଳି ଖେଳିଲା ପରି ଝୁଲି ରହିଛନ୍ତି ବିରଳ ପ୍ରଜାତିର ଏହି ପକ୍ଷୀ।
Jul 27,2021, 13:39 PM IST
Cannabis Smuggling
ଚୋରାଚାଲାଣ ବେଳେ ୪ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ; ୨ ଗିରଫ
ଘଟଣାସ୍ଥଳରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ସହ ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ମାକ୍ସ ପିକଅପ ଗାଡିକୁ ଜବତ କରିବା ସହିତ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ।
Jul 25,2021, 16:43 PM IST
Pornographic video Recording
ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ନିସ୍ତୁକ ମାଡ ଖାଇବା ସହ ଲଣ୍ଡା ହେଲେ ଯୁବକ
ରବିବାର ସକାଳେ ଗ୍ରାମର ଏକ ନାଳରେ ମହିଳା ଗାଧୋଉଥିବା ଅବସ୍ଥାରେ ସମ୍ପୃକ୍ତ ଯୁବକ ଜଣକ ଲୁଚିଲୁଚି ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ।
Jul 25,2021, 16:09 PM IST
ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ବୌଦ୍ଧ
ଲଘୁଚାପ ଜନିତ ବର୍ଷା ନେଇ ବୌଦ୍ଧ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାବେଳେ ଆଗକୁ ଆହୁରି ବର୍ଷା ହେବା ହେବା ନେଇ ପୂର୍ବାନୁମାନ କରାଯାଇଛି।
Jul 23,2021, 22:28 PM IST
୨୦ ଲୋକରେ ଗୋଟିଏ ଟିକା! ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଜନତା
ଆଡେଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କୋରୋନା ଟିକାକରଣ ମାତ୍ରା ଜିଲ୍ଲାର ସମସ୍ତ ଟିକାକେନ୍ଦ୍ରରୁ ବହୁ ମାତ୍ରାରେ କମ ରହିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡେଣିଗଡ ବାପୁଜୀ ହାଇସ୍କୁଲ ପରିସରରେ ୨୦୦ ଡୋଜ କୋରୋନା ଟିକାକରଣ କରିବାରୁ ନିଷ୍ପତ୍ତି ନିଆଯାଇଥିଲା।
Jul 21,2021, 13:06 PM IST
72th Banamostav
୭୨ତମ ବନ ମହୋତ୍ସବ; ପରିବେଶ ପାଇଁ ସମର୍ପିତ ଉପାନ୍ତର ମଣିଷ
ନିଳକଣ୍ଠେଶ୍ୱର ଶୈବ ପୀଠରେ ଅନୁଷ୍ଠିତ ବନ ମହୋତ୍ସବ (72th Banamostav) ରେ ଅତିଥି ଭାବେ ସମାଜସେବୀ ନିରଞ୍ଜନ ସାହୁ, ଗ୍ରାମ ରୋଜଗାର ସେବକ, ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ଥିଲେ। ବଉଳ, ପିପଳ, ଡାଲିମ୍ବ, ଲିମ୍ବ ଭଳି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ (plantation) କରାଯିବା ସହିତ ନିଜେ ଲଗାଇଥିବା ବୃକ୍ଷ ଗୁଡିକ ବଡ଼ ହେବା ପର୍ଯ୍ୟନ୍ତ ଦାୟିତ୍ୱ ନେବା ପାଇଁ ସମସ୍ତେ ଶପଥପାଠ କରିଥିଲେ।
Jul 5,2021, 15:15 PM IST
MGNREGA
ମନରେଗାରେ ମହାଘୋଟାଲା! କାମ କରୁଛି ମେସିନ, ମଣିଷ ନାଁରେ ହେଉଛି ବିଲ୍
ରାସ୍ତା କାମରେ ଜଣେ ବି ଶ୍ରମିକ ଲାଗି ନାହାନ୍ତି। ମେସିନ ସାହାଯ୍ୟରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମ ଚାଲିଛି। ଶ୍ରମିକଙ୍କ ପେଟକୁ ଦାନା ଯୋଗାଇ ଆସୁଥିବା ମନରେଗା କାମରେ ଦିନଦ୍ୱିପ୍ରହରରେ ମେସିନ ଲଗାଇ ସିଧାସଳକ ଶ୍ରମିକଙ୍କ ପେଟକୁ ଲାତ ମାରୁଛି ପ୍ରଶାସନ।
Jul 3,2021, 13:49 PM IST
Miss Mrs Indian Diva
ପିଙ୍କିଙ୍କ ପ୍ରତିଭା; ଗାଁ ବୋହୂରୁ ପାଲଟିଲେ ମିସ୍ ଏଣ୍ଡ ମିସେସ୍ ଇଣ୍ଡିଆନ୍ ଦିଭା
ପରିବାରିକ ସମସ୍ତ କାର୍ଯ୍ୟ ତୁଲାଇବା ସହିତ ଜାତୀୟ ସ୍ତରରେ ମିସ ଏଣ୍ଡ ମିସେସ୍ ଇଣ୍ଡିଆନ୍ ଦିଭା ପ୍ରତିଯୋଗୀତାରେ ଦ୍ୱିତୀୟ ରନର୍ସଅପ ହୋଇ ଅନ୍ୟ ଗୃହିଣୀଙ୍କ ପାଇଁ ଉଦାହରଣ ସାଜିଛନ୍ତି।
Jul 2,2021, 11:02 AM IST
ଶ୍ରୀହୀନ ଶ୍ରୀଜୀଉଙ୍କ ବନପ୍ରକଳ୍ପ; ସନ୍ଦେହରେ ବନପାଳଙ୍କ କାର୍ଯ୍ୟଶୈଳୀ
ପୁରୁଣାକଟକ ରେଞ୍ଜ ଏବଂ ବୌଦ୍ଧ ରେଞ୍ଜ ଅଧିନରେ ଥିବା ଜଗନ୍ନାଥ ବନପ୍ରକଳ୍ପର ରକ୍ଷଣାବେକ୍ଷଣ ସଠିକ ହୋଇଥିବାରୁ ତାହା ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଅନ୍ୟପଟେ ଧଳା ରଙ୍ଗରେ କଳା ଛିଟା ଯେମିତି ଫୁଟି ବାହାରି ଦେଖାଯାଏ, ସେହିପରି ବୌଦ୍ଧ ଜିଲ୍ଲା କଂଟାମାଳ ରେଞ୍ଜ ଅନ୍ତର୍ଗତ ଜୁନାନି ଜଗନ୍ନାଥ ବନପ୍ରକଳ୍ପ ଶ୍ରୀହୀନ ହେବା ଘଟଣା ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Jun 26,2021, 13:13 PM IST
Daily Vaccination Target
ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି
ଟିକାକରଣ ପ୍ରକ୍ରିୟାକୁ ବ୍ୟାପକ କରିବାପାଇଁ ପ୍ରଶାସନ ତପ୍ତର ରହିଥିବା ଜଣାଇଛନ୍ତି ବୌଦ୍ଧ ଜିଲ୍ଲାପାଳ।
Jun 20,2021, 18:55 PM IST
Bird Shaped Mango
ଗଛରୁ ମିଳିଲା ଚଢେଇ ଆକୃତିର ଆମ୍ବ
ଏହାର ଆକୃତି ଏପରି ଦୃଶ୍ୟମାନ ହେଉଛି ଯାହାକୁ ସହଜେ ଆମ୍ବ ବୋଲି ବିଶ୍ଵାସ କରି ହେବନାହିଁ।
Jun 19,2021, 16:12 PM IST
Boudh Agitating Farmer
ମଣ୍ଡିରୁ ଉଠୁନି ଧାନ; ପ୍ରତିବାଦରେ ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ
ରାସ୍ତା ଅବରୋଧ କରାଯିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।
Jun 17,2021, 15:46 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.