jajpur

ଯାଜପୁର ଜିଲ୍ଲା ମହୋତ୍ସବରେ ସୋନୁ ନିଗମଙ୍କ ଗୀତରେ ଝୁମିଲେ ଦର୍ଶକ...

ଫଲୋକରନ୍ତୁ ଜୀ ଓଡ଼ିଶା ଟୁଇଟର, ହେଲୋ, ଇନଷ୍ଟାଗ୍ରାମ, ଲାଇକ କରନ୍ତୁ ଫେସବୁକ୍, ସବସ୍କ୍ରାଇବ କରନ୍ତୁ ୟୁ-ଟ୍ୟୁବ୍ ଓ ଅଧିକ ଖବର ପାଇଁ ଲଗ ଇନ୍ କରନ୍ତୁ www.zeeodisha.tv, ଏଣିକି ଖବର ପାଇବା ଅତି ସହଜ । ଘରେ ହେଉ ଅବା ବାହାରେ, ଯେଉଁଠି ମଧ୍ୟ ମୋବାଇଲରେ ପାଇ ପାରିବେ ଆମ ଖବର, ଖାଲି ଖବର ନୁହେଁ ବରଂ ସଠିକ୍ ଖବର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Jan 17, 2020, 09:00 PM IST

୧୦୦ ସେଣ୍ଟିମିଟର ଦୂରରୁ ବିପଦ ସୂଚନା ଦେଉଥିବା ଚଷମା ତିଆରି କଲେ ପ୍ରିୟବ୍ରତ

ପିଲାଟି ଦିନରୁ ପ୍ରିୟବ୍ରତଙ୍କର ରହିଥିଲା ବିଜ୍ଞାନ ପ୍ରତି ରୁଚି

Dec 23, 2019, 05:05 PM IST

ବଇରି ସାଜିଲା ସ୍ୱାର୍ଥପର ପୁଅ...

ଦିନେ ଯାହାକୁ ସିଏ ହାତଧରି ବାଟ ଚାଲିବା ସିଖାଇଥିଲା ସିଏ ଆଜି ତାକୁ ପର କରିଦେଲା... ବଇରି ସାଜିଲା ସ୍ୱାର୍ଥପର ପୁଅ... ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Dec 17, 2019, 11:40 PM IST

ଯାଜପୁରରେ ଚାଲିଥିଲା ନକଲି ଅଟା କାରଖାନା, ନାମୀଦାମୀ କମ୍ପାନୀ ଜରି ଆଣି ଚଲାଇଥିଲେ ବେପାର

ଯାଜପୁରରେ ନକଲି ଅଟା କାରଖାନାକୁ ଠାବ କଲା ପୋଲିସ 

Dec 16, 2019, 06:38 PM IST

‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ର

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

Dec 16, 2019, 01:04 PM IST

ଯାଜପୁରରୁ ତୀର୍ଥଯାତ୍ରାରେ ବାହାରିଲେ ୧୭୮ ଜଣ ବରିଷ୍ଠ ନାଗରିକ

ତୀର୍ଥଯାତ୍ରାରେ ବାହାରିଲେ ୧୭୮ ଜଣ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଗୌତମ ବୁଦ୍ଧ ସଂସ୍କୃତି ଭବନରୁ ଯାଜପୁର ଜିଲ୍ଲାର ତୀର୍ଥଯାତ୍ରୀ ବାହାରିଛନ୍ତି । ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି । 

Dec 13, 2019, 11:30 AM IST

ବିଜେଡି ଜିଲ୍ଲା ପରିଷଦ ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ

ଏଠାରେ କହି ରଖୁଛୁ ଯେ, ବିଜେଡି ପ୍ରାର୍ଥୀ ଭାବରେ ଝରଣା ତାଙ୍କର ନାମାଙ୍କନ ପତ୍ରରେ ସତ୍ୟ ଘୋଡ଼ାଇଥିବା ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଯାଜପୁର ଉପ-ଜିଲ୍ଲାପାଳଙ୍କ ନିକଟରେ ତା. ୧୮.୦୧.୨୦୧୭ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଇନାନୁମୋଦିତ ପଦକ୍ଷେପ ନ ନେଇ ତାଙ୍କର ପ୍ରାର୍ଥୀପତ୍ର କାଏମ ରଖିଥିଲେ । 

Dec 10, 2019, 09:46 PM IST

ଏମିତି ଏକ ମନ୍ଦିର ଯେଉଁଠି ପୂରଣ ହୁଏ ସମସ୍ତ ମନସ୍କାମନା

ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ ବରୁଣେଶ୍ୱର ମେଳା ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ପର୍ବ ପରି ମନେ ହୋଇଥାଏ ।

Dec 8, 2019, 04:35 PM IST

ଯାଜପୁର ଜିଲ୍ଲାରେ ଅଜଣା ଜ୍ୱର ଆତଙ୍କ

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ଓ ବାଙ୍ଗରା ପଞ୍ଚାୟତରେ ଅଜଣା ଜ୍ୱର ଆତଙ୍କ । ଗତ ମାସେରୁ ଉର୍ଦ୍ଧ ହେଲା ଏଠାରେ ଜ୍ୱର ଲାଗି ରହିଛି । ଉଭୟ ପଞ୍ଚାୟତର ଶତାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରବଳ ଜ୍ୱର ହେବା ସହିତ ଦେହ ହାତ ଫୁଲିଯାଉଥିବା ଦେଖିବାକୁ ମିଳିଛି ।

Nov 29, 2019, 11:55 AM IST

୧୪ ବର୍ଷ ପରେ ମୀନତିଙ୍କୁ ମାରିଦେଲେ

  ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରିବା ସହିତ ମୀନତିଙ୍କ ଉପରେ ଶାରୀରିକ ତଥା ମାନସିକ ଅତ୍ୟାଚାର କରିବା ଅଭିଯୋଗ କରୁଥିଲେ ମୀନତି ।

Nov 20, 2019, 09:29 PM IST

ପାୱାର ହାଉସର ପାୱାରଫୁଲ୍ ଡଗି ବଞ୍ଚାଇଲା ୬ ଜୀବନ

ସାବାସ ଡଗି, ନିଜ ମାଲିକ ପାଇଁ ଉଦାରପଣିଆର ପରିଚୟ ଦେଇଛି ଜୟପୁର ସ୍ଥିତ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୋଷା କୁକୁର । ବିଷଧର ନାଗ ସାପ ସହ ଲଢ଼ିବାକୁ ପଛାଇଲା ନାହିଁ ପୋଷା କକୁର ଡଗି । ସାପକୁ ଦୁଇଖଣ୍ଡ କଲା ସାହାସୀ କୁକୁର ଓ ବଞ୍ଚାଇଲା ମାଲିକଙ୍କ ପରିବାର ଲୋକଙ୍କ ଜୀବନ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Nov 11, 2019, 06:50 PM IST

ମହିଳା ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଟେକାମାଡ଼

ଯାଜପୁରରେ କାର୍ଯ୍ୟରତ ଥିବା ମହିଳା ଟ୍ରାଫିକ୍ ଇନ୍ସପେକ୍ଟର ଦୁର୍ବୃତ୍ତଙ୍କ ଟେକାମାଡ଼ରେ ଆହତ । ଆହତ ମହିଳା ଟ୍ରାଫିକ୍ ଇନ୍ସପେକ୍ଟର ହେଲେ ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟର ବିଜୟିନୀ ମଲ୍ଲ । ମଙ୍ଗଳବାର ରାତିରେ ସେ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡିଚେକିଂ କରୁଥିବା ବେଳେ କେହି ଦୁର୍ବୃତ ତାଙ୍କୁ ଟେକାମାଡ଼ କରିଥିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ବଡ଼ଚଣା ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଛି । ତାଙ୍କ ମୁଣ୍ଡରେ ୬ଟି ଷ୍ଟିଚ୍ ଲାଗିଛି । ଏନେଇ ସେ ବଡ଼ଚଣା ଥାନାରେ ମାମଲା କୁଜୁ କରାଯାଇଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 10, 2019, 01:20 PM IST

ସହୀଦ ଯବାନ ପ୍ରବୀର କୁମାର ନାୟକଙ୍କ ଶେଷକୃତ୍ୟ

ପଞ୍ଚଭୂତରେ ବିଲିନ ହେଲା ଓଡିଆ ଯବାନଙ୍କ ପ୍ରାର୍ଥିବ ଶରୀର । ମିଜୋରାମରେ କାର୍ଯ୍ୟରତ ଓଡିଆ ଯବାନ ପ୍ରବୀର କୁମାର ନାୟକ ଆସାମ ରାଇଫଲ୍ସରେ ଗନମ୍ୟାନ୍ ଭାବେ କାର୍ଯ୍ୟରତ ଥିଲେ । ଗତ ରବିବାର ଦିନ ହଠାତ୍ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଁଞ୍ଚିବା ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ ଜନ୍ମମାଟି ଯାଜପୁର କଚେରି ଗାଁକୁ ପ୍ରବୀରଙ୍କ ପାର୍ଥିବ ଶରୀର ନିଆଯାଇଥିଲା ଏବଂ ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 10, 2019, 12:20 PM IST

ମାଆ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଶାରଦୀୟ ଦୂର୍ଗାପୂଜା ପାଇଁ ମାଆ ବିରଜାଙ୍କ ପୀଠ ରେ ଆଜି ମହାଷ୍ଟମୀ ପାଳିତ ହେଉଛି । ଏଥିପାଇଁ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମାଙ୍କ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଛିଡା ହୋଇଛନ୍ତି । ଶ୍ରଦ୍ଧାଳୁ ମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Oct 5, 2019, 02:30 PM IST

ମହାଳୟା, ମାଆ ବିରଜା ପୀଠରେ ଶ୍ରଦ୍ଧାଳୁ ଭିଡ଼

ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ବିଶେଷକରି ଆଜିର ଦିନରେ ପିଣ୍ଡଦାନ କଲେ ପିତୃପୁରଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା ପୀଠରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 28, 2019, 08:10 PM IST

ସଚେତନ ରୁହନ୍ତୁ, ସଚେତନ କରାନ୍ତୁ...

ଜଣେ ନାବାଳିକା ଓ ତା'ର ମା' ସହ ଦୈହିକ ସମ୍ପର୍କ ରଖି ଆଇନର ଜାଲରୁ ବର୍ତ୍ତିଯିବ ବୋଲି କ'ଣ ଭାବିଥିଲା ଜଡ଼େଇ ? ଅନର କିଲିଂ ଦ୍ୱାରା କ'ଣ ହୋଇ ପାରିବ ଏହାର ସମାଧାନ ? ଯଦି ଏହାର ଉତ୍ତର ନା', ତାହେଲେ କାହିଁକି ସଇତାନ ସାଜିଲେ ବାପାମା' ? ଯଦି ଉତ୍ତର ହଁ ତାହେଲେ ଆମେ କେଉଁ ସଭ୍ୟତାରେ ବଞ୍ଚିଛୁ... ଏହି ଖବର ଦେଖିଲେ ସମ୍ପୂର୍ଣ୍ଣ ବିଷୟ ଆପଣ ନିଶ୍ଚୟ ବୁଝିଯିବେ... ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Sep 11, 2019, 12:40 AM IST

ଜୀ ଓଡିଶାର ମହାପ୍ରଭାବ, ବୁରୁସାହିରେ ପଡିଲା ପ୍ରଶାସନର ପାଦ

ଜୀ ଓଡିଶାର ମହାପ୍ରଭାବ, ଯାଜପୁର, ବୁରୁସାହି ଗାଁରେ ପଡିଲା ପ୍ରଶାସନର ପାଦ । ଜୀ ଓଡିଶାରେ ପ୍ରଥମ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଗ୍ରାମ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କଲେ ଭିତ୍ତିପ୍ରସ୍ତର । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.

Jul 19, 2019, 11:30 AM IST

लोकसभा चुनाव 2019: जानें जजपुर सीट का राजनीतिक इतिहास

बीजेडी ने इस सीट पर सर्मिष्ठा सेठी को अपना उम्मीदवार बनाया है. वहीं बीजेपी ने अमिया कांता मलिक जबकि कांग्रेस मानस जेना को वोट दिया है. 

Apr 25, 2019, 06:34 PM IST