ବିବାଦ ପରେ ସୁଧୁରିଲା ପୁରୀ ପୋଲିସ; ବଦଳିଲେ ଥାନା IIC
ସେପଟେ ପୁଲିସ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କରୁଛି ରଣନୀତି। ଲୋକଙ୍କୁ ମିଳିବ ନ୍ଯାୟ। ଖୋଲାଯିବ ଅଭିଯୋଗ ପ୍ରକୋଷ୍ଠ ।
Dec 6, 2020, 10:30 PM IST
ପୁରୀରେ ଅସୁରକ୍ଷିତ ମହିଳା ସ୍ୱଚ୍ଛ ସୈନିକ, ରାତିରେ ଡାକୁଛନ୍ତି ଜିଲ୍ଲାପାଳ
ଗୁରୁତର ଦୁହେଁ ହେଲେ ଉର୍ମିଳା ନାୟକ ଓ ରୋହିଣୀ ନାୟକ। ଉଭୟଙ୍କୁ ପୁରୀ (Puri) ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Dec 6, 2020, 04:37 PM IST
ପୁରୀ ହାଜତ ମୃତ୍ୟୁ ମାମଲା: ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ମୃତ୍ୟର ରହସ୍ୟ
ବିଳମ୍ବରେ ରମେଶଙ୍କ ଶବବ୍ୟବଛେଦ ରିପୋର୍ଟ (PM report) ଆସିବା ନେଇ ଏବେ ପୁରୀରେ ତୁମ୍ବିତୋଫାନ ଆରମ୍ଭ ହୋଇଛି। ପ୍ରଶାସନ ଜାଣିଶୁଣି ରମେଶଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାରେ ଅବହେଳା କରୁଛି ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି।
Dec 5, 2020, 11:31 PM IST
ସୀମା ଟପିଲା ପୋଲିସର ବର୍ବରତା; ବାସେଳିସାହି ପରେ ପିପିଲି ଥାନାରେ ହାଜତ ନିର୍ଯାତନା
ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ବେଳେ ଇଣ୍ଟରନାଲ ଇନଜୁରୀ ସହ ଦେହରେ କ୍ଷତ ଚିହ୍ନ ଥିଲା।
Nov 21, 2020, 10:34 PM IST
ପୁରୀ ହାଜତ ମୃତ୍ୟୁ ଘଟଣା; ଜୀବନ ନେଲା ପୋଲିସର ଥାର୍ଡଡିଗ୍ରୀ!
ପୁଣି ଖାକିରେ ଲାଗିଛି କଳଙ୍କ! ପୁରୀ ପୋଲିସ ନାଁରେ କେତେବେଳେ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ ତ ଆଉ କେତେବେଳେ ଆସିଛି ପାୱାରର ଅପବ୍ୟବହାର କରି ମହିଳାଙ୍କୁ ଦୁଷ୍କର୍ମ କରିବାର ସଂଗୀନ ଅଭିଯୋଗ।
Nov 19, 2020, 11:47 PM IST
ପୁରୀ ହାଜତ ମୃତ୍ୟୁ ଘଟଣା; ଜୀବନ ନେଲା ପୋଲିସର ଥାର୍ଡଡିଗ୍ରୀ!
ପୁଣି ଖାକିରେ ଲାଗିଛି କଳଙ୍କ! ପୁରୀ ପୋଲିସ ନାଁରେ କେତେବେଳେ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ ତ ଆଉ କେତେବେଳେ ଆସିଛି ପାୱାରର ଅପବ୍ୟବହାର କରି ମହିଳାଙ୍କୁ ଦୁଷ୍କର୍ମ କରିବାର ସଂଗୀନ ଅଭିଯୋଗ।
Nov 19, 2020, 11:46 PM IST
ଆଉ ରହିଲା ୧୮ ଦିନ, ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ
ଏଥର ବିନା ଭକ୍ତରେ ହେବ ନାଗାର୍ଜୁନ ବେଶ।
Nov 9, 2020, 06:56 PM IST