hate story
Hate Story: ପ୍ରେମିକକୁ ଭରସା କରି ସ୍ୱାମୀକୁ ଛାଡ଼ିଲେ, ଏବେ ଏ କୂଳର ନା' ସେ କୂଳର ହେଲେ
Married woman protest at lover residence: ବିବାହ ପ୍ରତିଶ୍ରୁତି ଦେବାରୁ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହିତ ପଳେଇ ଯାଇଥିଲେ। ଆଉ ଏବେ ପ୍ରେମିକ ତାଙ୍କୁ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସେମାନେ ଦୀର୍ଘ ୧୪ ବର୍ଷ ହେଲା ପରସ୍ପରକୁ ପ୍ରେମ କରୁଥିଲେ।
Nov 18,2022, 12:34 PM IST
road accident
Truck crushes auto rickshaw: କାଳ ହେଲା କୋଇଲା ବୋଝେଇ ଟ୍ରକ, ଗୋଟିଏ ପରିବାରର ୫ ମୃତ
ଭୋର ସମୟରେ ମହୁଲ ଟୋଲରୁ ତେଲ ପେଶାଇବା ପାଇଁ ସାମଲ ପରିବାର ଅଟୋରେ ମୁକ୍ତାପଶି ଗ୍ରାମରେ ଥିବା ତେଲ ମିଲକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଥିବା ଜଣାପଡିଛି। କ୍ଷତିପୂରଣ ଦାବି କରି ଗ୍ରାମବାସି ତରଫରୁ ରାସ୍ତା ଅବରୋଧ କରାଯାଇଛି।
Aug 28,2022, 8:53 AM IST
Minor Boy Injured
ମୋବାଇଲ ଫାଟି ନାବାଳକ ଗୁରୁତର
ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।
Apr 30,2022, 22:05 PM IST
Dhenkanal
ସରକାରୀ ଜମି ପାଇଁ NH-149 ଅବରୋଧ
ସରକାରୀ ଜମି (Govt Land) କୁ ସୋଲଗାଁର ଚେମୁ ସାହୁ ଜବରଦଖଲ କରିବା ସହ ସେଠାରେ ଗୃହ ନିର୍ମାଣ କରିଥିଲେ। ଏହାକୁ ବିରିବୋଲେଇ ଗ୍ରାମବାସୀ ବିରୋଧ କରିବା ସହିତ କିଛିଦିନ ତଳେ କାମାକ୍ଷାନଗର (Kamakhyanagar) ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ।
Sep 29,2021, 13:56 PM IST
Firing on Panchayat Samiti Member
ଗୁଳିମାଡରେ ବାରୁଆଁ ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ମାହୁଁନ୍ତ ମୃତ, ସନ୍ଦେହରେ ୬ ଅଟକ
ବ୍ୟବସାୟିକ ଶତ୍ରୁତା କାରଣରୁ ସମିତି ସଭ୍ୟଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
Sep 25,2021, 17:34 PM IST
Alekh mahima
ମହିମା ଗାଦିରେ ନୂଆଁଖାଇ: ପଶ୍ଚିମ ଓଡ଼ିଶାଠୁ ଭିନ୍ନ ରୀତିନୀତି, ଏମିତି ହୁଏ ସାଧୁଙ୍କ ପୂଜା ପଦ୍ଧତି
ଗାଁଠୁ ସହର ଯାଏଁ ସବୁଠି ଦେଖାଦେଇଥାଏ ଉତ୍ସବର ମାହୋଲ। ଢେଙ୍କାନାଳ କାମାକ୍ଷାନଗର ମହିମା ଗାଦିରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ପାଳିତ ନୂଆଁଖାଇ ପର୍ବ ପାଳିତ ହୋଇଛି।
Sep 12,2021, 9:18 AM IST
Odisha
କୋରୋନା କଟକଣା ଭିତରେ ପାଳିତ ହେଲା ନୂଆଁଖାଇ ପର୍ବ
କାମାକ୍ଷାନଗର (Kamakhyanagar) ଠାରେ ଥିବା ମହିମାଗାଦିରେ ନୂଆଁଖାଇ ପର୍ବ (Nuakhai festival) ପାଳିତ ହୋଇଛି । ବେଶ ଧୂମଧାମରେ ଏହି ପର୍ବକୁ ଅଞ୍ଚଳବାସି ପାଳନ କରିଥାନ୍ତି । କିନ୍ତୁ କୋରୋନା ମହାମାରି ଯୋଗୁଁ ସରକାର ମନ୍ଦିରରେ ଭକ୍ତ ସମାଗମକୁ ଏତେ ମାତ୍ରାରେ ଦେଖିବାକୁ ମିଳି ନଥିଲା ।
Sep 11,2021, 11:59 AM IST
ପିଲା କୋରୋନା ପଜିଟିଭ୍ ଚିହ୍ନଟ ପରେ ସ୍କୁଲ ବନ୍ଦ
ଗତ ୬ ତାରିଖ ସୋମବାର ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍କୁଲରେ ମୋଟ ୮୨ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନମୂନା ସଂଗ୍ରହ କରାଯାଇଥିଲା। ଗୁରୁବାର ତାହାର ରିପୋର୍ଟ ପ୍ରକାଶ ପାଇଛି।
Sep 9,2021, 13:35 PM IST
Kamakhyanagar
ଶୀକାର ପାଇଁ ରଖାଯାଇଥିବା ବୋମା ଫୁଟି ଗାଈ ଗୁରୁତର
ବର୍ତ୍ତମାନ ସୁଧା ଆଘାତପ୍ରାପ୍ତ ଗାଈର କୌଣସି ଚିକିତ୍ସା ହୋଇନଥିବା ବେଳେ ଏହି ଗାଈ ଲୋକଙ୍କୁ ଦେଖିବା ମାତ୍ରେ ଦୌଡି ପଳାଉଛି।
Sep 6,2021, 16:29 PM IST
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାରି ଟାଙ୍ଗି ଦେଇଥିବା ଅଭିଯୋଗ
ମଙ୍ଗଳବାର ପ୍ରକାଶ ସକାଳୁ ଘରୁ ବାହାରି ଅପରାହ୍ଣ ୨ଟା ଯାଏଁ ଘରକୁ ନଫେରିବାରୁ ଭାଇ ବିକାଶ ଫୋନ କରିଥିଲେ। ସେହି ସମୟରେ ପ୍ରକାଶଙ୍କ ଫୋନକୁ ଅନ୍ୟ ଜଣେ ଯୁବକ ଉଠାଇ କହିଥିଲେ, ତୁମେ ଯାହାକୁ ଖୋଜୁଛ ସେ ମଡର ହୋଇଯାଇଛି।
Aug 25,2021, 11:47 AM IST
corruption
ଆବାସ ଯୋଜନା ବାଟବଣା; ପଞ୍ଚାୟତ ଅଫିସରେ ତାଲା ଠୁଙ୍କିଲେ ହିତାଧିକାରୀ
ସରକାରଙ୍କ ତରଫରୁ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ମାଗଣାରେ ଘର ଯୋଗାଇବାକୁ ନିୟମ ରହିଥିବା ବେଳେ ପଞ୍ଚାୟତର ନିର୍ବାହି ଅଧିକାରୀ ଓ ସରପଞ୍ଚ ଚଞ୍ଚକତା କରି ଘର ଥିବା ଲୋକଙ୍କୁ ଘର ଦିଆଯାଉଛି।
Aug 23,2021, 15:00 PM IST
ଅଣଓଡ଼ିଆ ଶ୍ରମିକଙ୍କୁ ଅଣଦେଖା; ପରିଶ୍ରମ କରାଇ ପାରିଶ୍ରମିକ ଦେଉନି ଗେଲ୍ ଇଣ୍ଡିଆର ଠିକା ସଂସ୍ଥା
ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଭଳି ବାହାର ରାଜ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମାକ୍ଷାନଗର ଥାନା ଖୁଣ୍ଟବାଟି ଠାରେ ନିର୍ମାଣଧିନ ଗେଲ ଇଣ୍ଡିଆରେ ରହି କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ଦରମା ନମଳିବା କାରଣରୁ ଚଳିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି।
Aug 21,2021, 15:44 PM IST
tribe
ସାତ ଦଫା ଦାବି ପୂରଣ ନେଇ ରାଜ ରାସ୍ତାରେ ଗର୍ଜିଲେ ଆଦିବାସୀ
ଦାବି ପୂରଣ ପାଇଁ ଏହି ଆନ୍ଦୋଳନରେ କାମାକ୍ଷାନଗର ଉପଖଣ୍ଡ ଅଧିନସ୍ଥ ୪ଟି ବ୍ଲକର ହଜାର ହଜାର ଆଦିବାସୀ ସାମିଲ ଥିଲେ।
Aug 17,2021, 19:00 PM IST
waterlogged villagers
ଜଳବନ୍ଦୀ ଅବସ୍ଥାରେ ଗ୍ରାମବାସୀ; କେବେ ହେବ ଡ୍ରେନ ସମସ୍ୟାର ସମାଧାନ?
ହାଟସାହିରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଗତ ୨ ବର୍ଷ ହେବ ବର୍ଷ ୪ ମାସ ଜଳବନ୍ଦୀ ଜୀବନ ବିତାଉଛନ୍ତି ସ୍ଥାନୀୟ ବାସିନ୍ଦା।
Aug 17,2021, 18:34 PM IST
ରାତ୍ରି ଜଗୁଆଳିଙ୍କୁ ମାଡ଼ ମାରି ପମ୍ପ ହାଉସ୍ ଲୁଟିଲେ ୨୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ
କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହାକୁ ଲୁଟିନେଇଥିବା ଜଣାପଡିଛି।
Aug 17,2021, 13:27 PM IST
Irrigation Problem
ବର୍ଷା ଖେଳୁଛି ଲୁଚକାଳି; ପମ୍ଫ ଲଗାଇ ବିଲରେ ପାଣି ମଡାଉଛନ୍ତି ଚାଷୀ
ହଜାର ହଜାର ଟଙ୍କା ଖର୍ଚ୍ଚ କରି ନିଜସ୍ବ ଉଦ୍ୟମରେ ପମ୍ପ ମାଧ୍ୟମରେ ନିଜ ଚାଷ ଜମିରେ ପାଣି ମଡାଉଛନ୍ତି ଚାଷୀ।
Aug 12,2021, 18:52 PM IST
RTI
ବାବୁ ଖାଇଗଲେ ବିହନ, ସାର, କୀଟନାଶକ! RTI ଖୋଲିଲା ସବୁ ଗୁମର
ଚାଷୀଙ୍କୁ ମୋହରା ବନାଇ ଚାଲିଛି ସାଘାଂତିକ ଖେଳ। ସେମାନଙ୍କ ପାଇିଁ ସରକାର ଉନ୍ନତ ମାନର ବିହନ ଯୋଗାଉଛନ୍ତି। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସବୁ ବିହନ ଚାଷୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ମଝିରେ ସରକାରୀ ବାବୁମାନେ ଏସବୁକୁ ବାଟମାରଣା କରିନେଉଥିବା ଖବର ଏବେ ସାମ୍ନାକୁ ଆସିଛି।
Aug 7,2021, 15:53 PM IST
Drinking Water Project
ଚୋରଙ୍କ ଟାର୍ଗେଟରେ ପାନୀୟ ଜଳ ପ୍ରକଳ୍ପ: ୧୫ରୁ ଊର୍ଦ୍ଧ୍ୱ ପ୍ରକଳ୍ପରୁ ତାର ଚୋରି, ଏତଲା ପରେ ବି ପୋଲ
ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଲକ୍ଷ୍ୟ ରହିଛି ୨୦୨୪ ସୁଧା ପ୍ରତ୍ୟେକ ଲୋକଙ୍କ ଘରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନିୟ ଜଳ ପହଞ୍ଚିପାରିବ। ଏହି ଉଦ୍ୟେଶ୍ୟ ରଖି କାର୍ଯ୍ୟ ହେଉଥିବା ବେଳେ କିଛି ଦୃର୍ବୁତ୍ତଙ୍କ ଟାର୍ଗେଟରେ ଏବେ ଏହି ପ୍ରକଳ୍ପରେ ଲଗାଯାଇଥିବା କପର ତାର ଉପରେ ପଡିଛି।
Aug 2,2021, 13:17 PM IST
child died
ଅଙ୍ଗନବାଡିରେ ଟିକା ନେଇ ଦୁଇ ମାସର ଶିଶୁ ମୃତ!
କଙ୍କଡାହାଡ ଥାନା ଖଜୁରିଆ ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଗତକାଲି ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦିନ ୧୧.୩୦ ବେଳକୁ ରୋଟାଭାଇରସ, ପେଣ୍ଟାଭାଇରସ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ।
Jul 29,2021, 13:00 PM IST
କୋରୋନା ଛଡ଼ାଇ ନେଲା ବାଉଁଶ କାରିଗରଙ୍କ ରୋଜଗାର
କୋରୋନା ମହାମାରୀ ସମୟରେ ବାଉଁଶଶିଳ୍ପ ଉପରେ ନିର୍ଭରଶୀଳ ଅନେକ କାରିଗରଙ୍କ ଚଳଣିରେ ବହୁ ଅଭାବ ଅସୁବିଧା ଦେଖାଦେଇଛି। ଏହି ଭଳି ଜଣେ ବାଉଁଶ କାରିଗରି ହେଉଛନ୍ତି ଭାଗ୍ୟଧର ଦାସ। ଶିକ୍ଷକ ପେଶାରୁ ସ୍ବେଚ୍ଛାକୃତ ଅବସର ନେଇ ଆପଣାଇ ନେଇ ବାଉଁଶ କରିଗର ଭାବେ ଜୀବନ ଆରମ୍ଭ କରିଥିଲେ। ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାଉଁଶ କାରିଗରି ଶିଖାଇଛନ୍ତି।
Jul 27,2021, 11:23 AM IST
odisha school
ତିନି ମାସ ପରେ ୩ ଘଣ୍ଟା ପାଠ ପଢି ଆନନ୍ଦିତ ଛାତ୍ରଛାତ୍ରୀ
ସରକାରଙ୍କ ଦ୍ବାରା ଜାରି କରିଥିବା ଗାଇଡଲାଇନକୁ କଡା ପାଳନ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢ଼ା ଯିବାର ବ୍ୟବସ୍ଥା ସ୍କୁଲ କର୍ତ୍ତୃପକ୍ଷ କରିଛନ୍ତି। ସ୍କୁଲରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
Jul 26,2021, 13:51 PM IST
ପାଣିରେ ୨୫ ଲକ୍ଷ ଟଙ୍କା! ୨ ବର୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା
କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତ ସାଳିଆ ଠାରେ ନିର୍ମାଣ ହୋଇଥିବା ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବାର ୨ ବର୍ଷ ପରେ ମଧ୍ୟ ଲୋକମାନେ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
Jul 22,2021, 9:35 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.