Gajapati
ଗଜପତି ଜିଲ୍ଲାରେ ଡେଙ୍ଗୁ ଆତଙ୍କ, ମାସରେ ଗଲାଣି ସାତ ଜୀବନ
Gajapati Dengue fever: ଗୋଟିଏ ମାସ ମଧ୍ୟରେ ସାତ ଜଣ ରୋଗୀ ମୃତ୍ୟୁବରଣ ମଧ୍ୟ କରି ସାରିଛନ୍ତି । ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ବେପାରୁବା ମନୋଭାବକୁ ସ୍ଥାନୀୟ ଲୋକମାନେ ଦାୟୀ କରିଛନ୍ତି ।
Sep 15,2022, 16:38 PM IST
ଦେଶରେ ଜିହାଦି ଗତିବିଧି ଉପରେ ରୋକ ଲଗାଇବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି
ବିଗତ କିଛି ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସମାବେଶ ଉପରେ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି।
Jun 16,2022, 21:19 PM IST
Gajapati District Admin
ପ୍ରଧାନମନ୍ତ୍ରୀ ଶିଶୁ ଯତ୍ନ ଯୋଜନାରେ ୮ ଅନାଥ ଶିଶୁଙ୍କୁ ମିଳିଲା ଆର୍ଥିକ ସହାୟତା
ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିବା ୮ଜଣ ଶିଶୁକୁ ମେ ୩୦ ତାରିଖ ସୋମବାର ସହାୟତା ପ୍ରଦାନ କରାଯାଇଛି।
May 30,2022, 19:53 PM IST
Venkateswara Swamy Mandir Theft Case
ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ଚୋରି ଘଟଣା; ୫ ଅଭିଯୁକ୍ତଙ୍କୁ ଧରିଲା ପାରଳାଖେମୁଣ୍ଡି ପୋଲିସ
ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
May 29,2022, 21:54 PM IST
ରାଜନୀତିରେ ପାଦ ଥାପିବେ ପାରଳାଖେମୁଣ୍ଡି ରାଜ ପରିବାରର ଆଉ ଜଣେ ଦାୟଦ!
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜକୁମାରୀ ନବନୀତା ଗଜପତି କହିଛନ୍ତି ଯେ ଦୀର୍ଘ ବର୍ଷ ପରେ ପାରଳାଖେମୁଣ୍ଡି ଆସି ନିଜ ଲୋକମାନଙ୍କୁ ଦେଖି ବହୁତ ଖୁସି ଅନୁଭବ କରିଛନ୍ତି ଓ ସୁଯୋଗ ମିଳିଲେ ଏଠାରେ ରହି ଲୋକଙ୍କ ସେବା କରିବେ ।
May 27,2022, 20:27 PM IST
National Cartoonist Day
National Cartoonist Day: ବିଦେଶ ଡାକୁଛି 'ସେଖର ବାବୁ', ଘରେ ପରିଚୟ ପାଇଁ କରୁଛନ୍ତି ସଙ୍ଘର୍ଷ
ଶେଖର ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାଠ ପଢିବା ବି ତାଙ୍କ ପାଇଁ କଷ୍ଟ ଥିଲା। ହେଲେ ବ୍ୟଙ୍ଗଚିତ୍ର ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ବାଳୁତ କାଳରୁ ରହିଥିଲା । ସେ ବିଭିନ୍ନ ସମୟରେ ବିଭିନ୍ନ ବ୍ୟଙ୍ଗଚିତ୍ର ଆଙ୍କି ବିଭିନ୍ନ ଅନୁଷ୍ଠାନ କୁ ପଠାଉଥିଲେ, ପ୍ରଥମ କରି ୧୯୮୫ ମସିହାରେ ନ୍ୟୁଜ ଟୁଡେ ପ୍ରାଇଭେଟ ଲିମିଟେଡ଼ର ଏକ ପତ୍ରିକାରେ ତାଙ୍କ ଚିତ୍ର ସ୍ଥାନ ପାଇଥିଲା ।
May 6,2022, 12:12 PM IST
Paralakhemundi
ଠିକାସଂସ୍ଥାର ମନମାନୀ ଆଗରେ ଅସହାୟ ନିର୍ବାହୀ ଯନ୍ତ୍ରୀ; ଦୁର୍ଦ୍ଧଶା ଭୋଗୁଛନ୍ତି ସହରବାସୀ
ରାସ୍ତା ପ୍ରଶସ୍ତିକରଣ ସହ ଡ୍ରେନେଜ ବ୍ୟବସ୍ଥା ପାରଳାଖେମୁଣ୍ଡି ସହରର ବିକାଶ ତଥା ସୌନ୍ଦର୍ଯ୍ୟକରଣରେ ଅତ୍ୟାବଶ୍ୟକ ରହିଛି।
May 5,2022, 23:40 PM IST
International Labour Day 2022
ପାରଳାଖେମୁଣ୍ଡିରେ ଅନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ
International Labour Day 2022: କାର୍ଯ୍ୟକ୍ରମ ଶେଷରେ ଶ୍ରମ କାର୍ଡଧାରୀ କାର୍ଯ୍ୟରତ ଅବସ୍ଥାରେ ମୃତ ଶ୍ରମିକଙ୍କ ପରିବାରକୁ ଶାନ୍ତନାମୂଳକ ସହାୟତା ରାଶି, ବିବାହ ପ୍ରୋତ୍ସାହନ ରାଶି ଏହିପରି ମୋଟ ୮୫୭ ଜଣ ଶ୍ରମିକଙ୍କୁ ୨ କୋଟିରୁ ଉର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ପାଇଁ ଶ୍ରମିକମାନଙ୍କୁ ଆହ୍ୱାନ ଦିଆଯାଇଥିଲା । ହେଲେ ଏଠାରେ ଜିଲ୍ଲାରେ ଏହି ସବୁର ବ୍ୟାପକ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
May 1,2022, 19:06 PM IST
Justice for Another Dimple
ନ୍ୟାୟ ପାଇଁ ଶଶୁର ଘର ଆଗରେ ଧାରଣା ଦେଲେ ଆଉ ଜଣେ ଡିମ୍ପଲ
ସମାଜରେ ଯୈାତୁକ ନିର୍ଯାତନା ଏକ ବ୍ୟାଧି ପାଲଟି ଥିବା ବେଳେ ଏହାକୁ ରୋକିବା ପାଇଁ କଡା ଆଇନ ମଧ୍ୟ ରହିଛି। ହେଲେ ତଥାପି ମହିଳାଙ୍କୁ ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେବାକୁ ପଡୁଛି।
Apr 30,2022, 21:08 PM IST
ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଦଶ ମାସ ପରେ ବଦଳିଲେ ବିବାଦୀୟ DFO
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ବିଜ୍ଞପ୍ତି ଅନୁସାରେ, ଚାରି ଜଣ ଅଫିସରଙ୍କ ବଦଳି ହୋଇଛି। ସେଥିରେ ବିବାଦୀୟ ଜିଲ୍ଲା ବନାଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନାମ ମଧ୍ୟ ରହିଛି। ସଂଗ୍ରାମଙ୍କୁ ଅନୁଗୁଳସ୍ଥିତ ଫରେଷ୍ଟ ରେଞ୍ଜର୍ସ କଲେଜ (ଓଏଫଆରସି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
Apr 27,2022, 21:10 PM IST
ଗଜପତି: ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ, ୨୧ ଆହତ
ବାରମ୍ବାର ମାର୍ଲବା ଘାଟିରେ ଏଭଳି ଦୁର୍ଘଟଣା ଘଟୁଛି । ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି । ସମାନ ଭାବରେ ମାର୍ଲବା ଘାଟିରେ ବୁଲାଣି ନିକଟରେ ହିଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଦୁର୍ଘଟଣା କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସଡକ ସୁରକ୍ଷା କମିଟିର ଅନୁଧ୍ୟାନ ପରେ ରାସ୍ତାରେ ରହିଥିବା ତୃଟିକୁ ସୁଧାରିବା ପାଇଁ ଜାତୀୟ ରାଜପଥ ବିଭାଗ ମଧ୍ୟ ମରାମତି କରିଛି ।
Apr 27,2022, 15:27 PM IST
ଗଙ୍ଗାବାଡର ବିକାଶରେ ବାଡ଼ ସାଜିଲେ ପରାଜିତ ସରପଞ୍ଚ ପ୍ରାର୍ଥୀ!
ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଗଜପତିର ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ସର୍ବଦା ଚର୍ଚ୍ଚାରେ ଥାଏ। ସୀମାକୁ ନେଇ ବିବାଦ ଯୋଗୁଁ ଆନ୍ଧ୍ର ସହିତ ପଞ୍ଚାୟତ ବାସୀ ଲଢେଇ କରୁଥିବା ବେଳେ ଏବେ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତରେ ଅର୍ନ୍ତଦ୍ୱନ୍ଦ ଦେଖା ଦେଇଛି।
Mar 2,2022, 18:27 PM IST
Odisha Andhra Border Dispute
ଆନ୍ଧ୍ର-ଓଡ଼ିଶା ସୀମା ବିବାଦ; ଲୋକଙ୍କ ଦୁଃଖ ଶୁଣିବାକୁ ସମୟ ପାଉନାହାନ୍ତି ଗଜପତି ଜିଲ୍ଲାପାଳ
ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି ଯେ, ସୀମାନ୍ତ ପଞ୍ଚାୟତବାସୀଙ୍କ ଦାବି ମୁତାବକ ଓଡିଶା ଦେଇ ଯୋଗାଯୋଗ ପାଇଁ ୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
Oct 2,2021, 10:00 AM IST
Odisha
ନବୀନ ସରକାର ନିରବ; ବିଦ୍ରୋହର ରୂପ ନେଲା ସୀମା ବିବାଦ
ଗଜପତି (Gajapaati) ଜିଲ୍ଲା ମାଣିକପାଟଣା ଗ୍ରାମରେ ଆନ୍ଧ୍ର ଅଙ୍ଗନବାଡି କେନ୍ଦ୍ର ଉଚ୍ଛେଦକୁ ନେଇ ଉଠିଥିବା ବିବାଦ ଓ ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଏବଂ ଜନପ୍ରତିନିଧିଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ପରେ ଗଜପତି ପ୍ରଶାସନ ଚୁପ ହୋଇ ବସିଛି।
Sep 16,2021, 7:17 AM IST
odisha border dispute
ସୀମାନ୍ତରେ ଆନ୍ଧ୍ରର ଗୁଣ୍ଡାରାଜ; ସଶସ୍ତ୍ର ପୋଲିସ ମୁତୟନ, ଅତଙ୍କୀତ ପଞ୍ଚାୟତବାସୀ
ପ୍ରଶାସନ କେବଳ ଅଞ୍ଚଳର ଉନ୍ନୟନ କାର୍ଯ୍ୟକ୍ରମ ଜାରି ରହିଛି, ସରକାରୀ ନିର୍ଦ୍ଦେଶ କ୍ରମେ ପଦକ୍ଷେପ ନିଆଯାଉଥିବା କହି ଚୁପ ବସିଛି। ସେପଟେ ଗଙ୍ଗାବାଡ ପଞ୍ଚାୟତବାସୀ ସୁରକ୍ଷା ଯୋଗାଇ ଦେବା ଦାବିରେ ପ୍ରଶାସନରଦ୍ବାରସ୍ଥ ହୋଇଛନ୍ତି।
Sep 13,2021, 17:13 PM IST
Minor Raped
ଗଣେଶ ପୂଜା ଦେଖିବାକୁ ଯାଇ ୭ ବର୍ଷୀୟା ଶିଶୁ କନ୍ୟା ଦୁଷ୍କର୍ମର ଶିକାର
ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Sep 12,2021, 8:43 AM IST
Andhra-Odisha Border Dispute
ଆନ୍ଧ୍ର-ଓଡିଶା ସୀମା ବିବାଦ; ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି
ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶା ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ ଆନ୍ଧ୍ର ମନ୍ତ୍ରୀ।
Sep 10,2021, 23:10 PM IST
Odisha Andhra Border Conflict
ସୀମାରେ ଧସେଇ ପଶିଲେ ଆନ୍ଧ୍ର ମନ୍ତ୍ରୀ; ଅଙ୍ଗନବାଡିରେ ଅଣ୍ଡା ବାଣ୍ଟି ପିଲାଙ୍କୁ ପଢାଇଲେ ପାଠ
ଏହି ଘଟଣା ବାବଦରେ ପ୍ରତିକ୍ରିୟା ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଓଡିଶା ପଟ ଦେଇ ରାସ୍ତା ଏବଂ ଏକ ପୋଲିସ ଫାଣ୍ଡି ଯଥାଶୀଘ୍ର ନିର୍ମାଣ କରାଯିବ।
Sep 9,2021, 18:20 PM IST
Parlakhemundi
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ପୋଲିସର ତଦନ୍ତ ବାଟରେ କ୍ରାଇମବ୍ରାଞ୍ଚ
ଡିଏଫଓଙ୍କ କାର୍ଯ୍ୟାଳୟର ପୂର୍ବତନ ରାତ୍ରୀ ଜଗୁଆଳୀଙ୍କ ବୟାନ ପରେ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ ସନ୍ଦେହ ଦୃଢିଭୁତ ହେଉଥିବା ବେଳେ ବୟାନର ସତ୍ୟତାକୁ ନେଇ ପ୍ରଶ୍ନ ବି ଉଠୁଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଡିଏଫଓ କୌଣସି ପ୍ରତିକ୍ରିୟା ରଖୁନଥିବା ବେଳେ ନାରାୟଣପୁର ରେଞ୍ଜର ଆଗକୁ ଆସି ରାତ୍ରୀ ଜଗୁଆଳୀ ଗଙ୍ଗା ପ୍ରଧାନଙ୍କ କଥା ମିଛ ବୋଲି କହିଛନ୍ତି।
Sep 7,2021, 10:17 AM IST
ACF Soymaranjan Death
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ; ତଦନ୍ତ ଦିଗହରା କରୁଛନ୍ତି ଏ ସରକାରୀ ବାବୁ !
ପ୍ରଥମ ଦିନ ଚିକିତ୍ସାଳୟ ପରିସରରେ ଚିକିତ୍ସା ପାଇଁ ଭର୍ତ୍ତି ହେବା ସମୟର ଦୃଶ୍ୟ । ଗହଳି ଚହଳି ସମୟରେ ଉପସ୍ଥିତ ଅଛନ୍ତି ଏ ବାବୁ ଜଣକ । ପ୍ରତିକ୍ରିୟା ନେବା ପାଇଁ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଗଣମାଧ୍ୟମ ପହଞ୍ଚିବା ସମୟର ।
Jul 18,2021, 22:20 PM IST
ସାଇବର ଅପରାଧ; ବଢୁଛି ମାମଲା, ସଚେତନରେ ଅଟକିଛି ପୋଲିସ ପ୍ରଶାସନ
ଠକେଇର ଶିକାର ହେଉଛନ୍ତି ବିଭିନ୍ନ ବର୍ଗର ଲୋକ, କେହି କେହି ସର୍ବସ୍ବାନ୍ତ ମଧ୍ୟ ହେଉଛନ୍ତି। ଜିଲ୍ଲାର ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହାକୁ ଧରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି।
Jul 13,2021, 9:43 AM IST
Bashadhara Water Dispute
ବଂଶଧାରା ଜଳ ବିବାଦ: ଉପକୂଳବାସୀଙ୍କ ଆଶାର ଆଲୋକ ନୂଆ ଜିଲ୍ଲାପାଳ
ନେରେଡି ବ୍ୟାରେଜ (Neradi Barrage) ନିର୍ମାଣ ନେଇ ଟ୍ରିବୁନାଲ (Tribunal) ଆନ୍ଧ୍ରକୁ ଅନୁମତି ଦେଇଛନ୍ତି। ଏହାଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାର ୧୦୬ ଏକର ଜମି ଏବଂ ବିସ୍ଥାପିତ ହେବାକୁ ଥିବା ୪ରୁ ଅଧିକ ଗ୍ରାମବାସୀ ଏବେ ଚିନ୍ତାରେ ଅଛନ୍ତି।
Jul 7,2021, 12:11 PM IST
Gajapati Police
ଗଜପତି ପୋଲିସ ବିଭାଗରେ ବଡ ଧରଣର ଅଦଳ ବଦଳ
SI ଚନ୍ଦନ ଦାସଙ୍କୁ RO ଗଜପତିରୁ ରା. ଉଦୟଗିରି କୋର୍ଟ , SI ସିନ୍ଧୁ ସାରକାଙ୍କୁ ରା. ଉଦୟଗିରି କୋର୍ଟରୁ ରାୟଗଡ଼ ଥାନାକୁ ବଦଳି କରାଯାଇଛି।
Jul 7,2021, 10:18 AM IST
Orphan
କୋରୋନା ଅନାଥଙ୍କୁ ସହାୟତାର ହାତ ବଢାଇଲେ ଜିଲ୍ଲାପାଳ
ଆଶୀର୍ବାଦ ଯୋଜନା (Ashribad Yojana) ରେ ପିଲାଙ୍କୁ ସାମିଲ କରିବା ଅବସରରେ ଜିଲ୍ଲାପାଳ ପ୍ରତି ପରିବାର ପିଛା ରେଡ଼କ୍ରସ ଫଣ୍ଡରୁ ଦଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।
Jul 6,2021, 9:33 AM IST
Gajapati Dynasty Book Writer
ଗଜପତିଙ୍କ ପ୍ରତି ଅସମ୍ମାନଜନକ ଲେଖାକୁ ନେଇ ଲେଖକଙ୍କ ବିରୋଧରେ ଥାନାରେ ଅଭିଯୋଗ
ପାରଳା ମହାରାଜାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରି ତାଙ୍କ ବାବଦରେ ବିବାଦୀୟ କଥା ଲେଖିବାକୁ ନେଇ ପାରଳାଖେମୁଣ୍ଡି ଥାନାରେ କରାଯାଇଛି ଲିଖିତ ଅଭିଯୋଗ।
Jul 3,2021, 17:59 PM IST
Gangabada Panchayat
ଶୁଣିଲେନି ସରକାର; ନିଜ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ
ପ୍ରାୟ ୧୨ କିମି ଦୂରତା ବିଶିଷ୍ଟ ଏହି ରାସ୍ତା ଉପରେ ୨୦ରୁ ଅଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି।
Jun 30,2021, 16:46 PM IST
banshadhara water dispute
ବଂଶଧାରା ଜଳ ବିବାଦ; ଆନ୍ଧ୍ର ଆଗରେ ନାଚାର ଓଡ଼ିଶା, ନ୍ୟାୟିକ ଲଢେଇ ବି ହାରିଲା
ଗଜପତି ଜିଲ୍ଲାରେ ଜଳ, ଜମି, ଜଙ୍ଗଲକୁ ନେଇ ଆନ୍ଧ୍ର ସରକାର ସହ ବିବାଦ କିଛି ନୂଆକଥା ନୁହେଁ। ହେଲେ ବଂଶଧାରା ଜଳ ବିବାଦ ୧୯୫୦ ମସିହାରୁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଏହି ଲଢ଼େଇ ଜାରି ରହିଛି। ୧୯୬୧ ମସିହାରେ କାଶୀନଗର ବ୍ଲକର ସ୍ଥାନୀୟ ଲୋକେ ଆନ୍ଦୋଳନ ଜୋରଦାର କରିବାପରେ ରାଜ୍ୟ ସରକାରଙ୍କ ନ୍ୟାୟିକ ଲଢେଇ ଆରମ୍ଭ ହୋଇଥିଲା।
Jun 27,2021, 8:31 AM IST
oxygen plant
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ
ଜିଲ୍ଲାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ ପାଇଁ ହୋଇଥିଲା ଘୋଷଣା।
Jun 25,2021, 20:52 PM IST
illegal alcohol
ଓଡ଼ିଶାରୁ ଖସି ଆନ୍ଧ୍ରରେ ଧରା ପଡ଼ିଲା ମଦ ଓ ଗୁଟଖା
ସଟଡାଉନ (Shutdown) ସତ୍ତ୍ୱେ ଓଡିଶା ହାଡୁଭାଙ୍ଗି ଠାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ମଦ ଓ ଗୁଟଖା। ଆନ୍ଧ୍ରରେ ତନଖି ବେଳେ ସିଧି ନିକଟରୁ ସେଗୁଡିକୁ ପାତପାଟଣା ପୋଲିସ ଜବତ କରିଛି। ଏକ ବୋଲେରୋ ପିକ ଅପ୍ ଗାଡ଼ିରେ ଗଳାବାଟ ଦେଇ ପାରଳାଖେମୁଣ୍ଡିରୁ ଆନ୍ଧ୍ର ଚାଲାଣ ହେଉଥିଲା।
Jun 20,2021, 15:50 PM IST
bikers
ସୀମା ଡେଇଁ ଆସୁଛି କୋରୋନା! ଗଜପତିରେ ପ୍ରହସନ ପାଲଟିଛି କଟକଣା
ସଂକ୍ରମିତ (Coronavirus) ଭୟ ଦୂର ହୋଇନଥିବା ବେଳେ ବାହାର ରାଜ୍ୟରୁ ଏତେ ସଂଖ୍ୟକ ଲୋକ ଜିଲ୍ଲା (Gajapati) ରେ ପ୍ରବେଶ କରି ଥିବାରୁ ଅଞ୍ଚଳରେ ଏକ ପ୍ରକାର ଆତଙ୍କିତ ହୋଇଛନ୍ତି ଲୋକେ।
Jun 20,2021, 13:41 PM IST
gajapati MLA
ଧର୍ମକୁ ଆଖିଠାର! ବିନା ନିର୍ବାଚିତ ପ୍ରତିନିଧିରେ ହେଉଛି ସରକାରୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି ସମେତ ଯେଉଁ ବିଧାନସଭା ଆସନରେ ଶାସକ ଦଳର ବିଧାୟକ ନାହାନ୍ତି, ବିରୋଧି କଂଗ୍ରେସ କିମ୍ଵା ବିଜେପି ବିଧାୟକ ଅଛନ୍ତି ସେଠାରେ ଜିଲ୍ଲା ପ୍ରଶାସନକୁ ହାତବାରସି କରି ବିଜେଡି ନେତା ଓ କର୍ମୀଙ୍କୁ ନେଇ ଆଲୋଚନା କରାଯାଇଛି।
Jun 19,2021, 14:32 PM IST
BJD leaders
BJPରେ ଯୋଗ ଦେଲେ ଶତାଧିକ BJD ନେତା ଓ କର୍ମୀ
ବିଜେଡି ଜିଲ୍ଲା ସଂପାଦକ ତଥା ରାଜପୁର ଗ୍ରାମର ୱାର୍ଡ ମେମ୍ବର ଜଗନ୍ନାଥ ପରିଡ଼ାଙ୍କ ନେତୃତ୍ଵରେ ସେହି ଗ୍ରାମର ଅଭିମନ୍ୟୁ ସାମଲ, ହରିଶ୍ଚନ୍ଦ୍ର ପରିଡ଼ା, ଦାମୋଦର ପ୍ରଧାନ, ଭୁବନୀ ପ୍ରଧାନ, ରାଜେଶ୍ ପରିଡ଼ା, ପି. ଶ୍ରିନୁ ଓ ଅନ୍ୟାନ୍ୟ ପ୍ରାୟ ୨୦୦ ଜଣ ବିଜେଡି ଦଳରୁ ବିଜେପି ରେ ଯୋଗ ଦେଇଥିଲେ।
Jun 14,2021, 16:06 PM IST
Road Problem
ରାସ୍ତା ପାଲଟିଛି ମରଣ ଯନ୍ତା! ଆସିଛି ଟଙ୍କା, ଚୁପ ବସିଛି ଠିକା ସଂସ୍ଥା
ପାହାଡ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଠାରେ ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ହୋଇନଥିବାରୁ ସୁରଙ୍ଗି ଅଞ୍ଚଳର ୧୦ରୁ ଅଧିକ ଗ୍ରାମର ୪ ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Jun 14,2021, 10:30 AM IST
କୋରୋନା ଟିକାକୁ ଗ୍ରାମବାସୀଙ୍କ ନା
ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ୧୦୦ଟି ଡୋଜ ନେଇ ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। କିନ୍ତୁ ଜଣେ ବି ଟିକା ଗ୍ରହଣ କରିବାକୁ ଆସିଲେ ନାହିଁ।
Jun 12,2021, 14:18 PM IST
journalist death
କେ.କୃଷ୍ଣ ପ୍ରସାଦ ରାଓଙ୍କ ସ୍ମୁତିଚାରଣ କଲେ ସାଥୀ ସାମ୍ୱାଦିକ
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓ। ଗତ ଜୁନ ୫ ତାରିଖରେ ତାଙ୍କର ପରଲୋକ ହୋଇଯାଇଥିଲା। ଆଜି ସାଥୀ ସାମ୍ବାଦିକମାନେ ତାଙ୍କର ସ୍ମୃତିଚାରଣ କରିଛନ୍ତି।
Jun 9,2021, 7:21 AM IST
border conflict
ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ
ରାସ୍ତା ଘାଟ, ପାଣି ଆଉ ପ୍ରାକୃତିକ ସମ୍ପଦକୁ ନେଇ ବିଭିନ୍ନ ପକ୍ଷ ମଧ୍ୟରେ ବିବାଦ ସୃଷ୍ଟିହୋଇଛି।
Jun 6,2021, 20:50 PM IST
covid19 infection
ଆମିଷ ବଜାରରେ ବଢୁଛି ଭିଡ; କୋରୋନା ସଂକ୍ରମଣ ବଢିବା ଆଶଙ୍କା
ଆମିଷ ବଜାରରେ ଭିଡ ବଢୁଥିବାରୁ କୋରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି।
May 31,2021, 20:53 PM IST
ଫାର୍ମ ହାଉସ ହତ୍ୟା ଘଟଣା; ଦୁଇ ଅଭିଯୁକ୍ତକୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ
ଗତ ୧୩ ତାରିଖରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନରହରିପୁର ନିକଟରେ ରହିଥିବା ଫାର୍ମ ହାଉସସ୍ଥିତ ନିର୍ମାଣଧିନ କୋଠା ନିକଟରେ ଜଣେ ଆଦିବାସୀ ମହିଳାଙ୍କ କ୍ଷତାକ୍ତ ଶବ ପଡିରହିଥିବା ଦେଖିବାକୁ ମିଳିଥଲା।
May 21,2021, 16:27 PM IST
କୋରୋନା ଯୁଦ୍ଧରେ ଅଗ୍ରଣୀ ଗଜପତିର ମାତ୍ର ୧୩% ଲୋକଙ୍କୁ ମିଳିଛି ଟିକା!
ଆଜି ଏକ ସମ୍ୱାଦିକ ସମ୍ମିଳନୀ କରି ଗଜପତି ଜିଲ୍ଲାପାଳ ଅନୁପମ୍ ସାହା (Anupam Saha) କହିଛନ୍ତି ଆର ସିତାପୁର କୋଭିଡ ହସ୍ପିଟାଲ ସହ ଦୁଇଟି କେୟାର ସେଣ୍ଟର ଏବଂ ଗୋଟିଏ ଡେଡିକେଟେଡ କୋଭିଡ ହେଲଥ୍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ଯେଉଁଥିରେ ମୋଟ ୫୩୨ ଶଯ୍ୟା ରହିଥିବା ବେଳେ ସେଥିମଧ୍ୟରୁ ୧୦ଟି ICU,୫ଟି ସେମି ICU ଏବଂ ୬୪ଟି ଅକ୍ସିଜେନ ସଂଯୁକ୍ତ ବେଡ ରହିଛି।
May 17,2021, 15:34 PM IST
ମହାମାରୀରେ ମହାନାଟକ! କୋରୋନା ନିୟମ ଭାଙ୍ଗି ବାହାଘର, ସହର ବୁଲିଲା ଶୋଭାଯାତ୍ରା
ଗତକାଲି ବିଳମ୍ବିତ ରାତ୍ରିରେ ସହରରେ ଚାଲିଥିଲା ଦୁଇ ଦୁଇଟି ବାହାଘର। ଶହ ଶହ ଲୋକଙ୍କ ଭିଡରେ ବରଯାତ୍ରୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଆଉ ଜମିଥିଲା ନାଚ ଗୀତର ଆସର। କୋରୋନା କଟକଣା, ସାମାଜିକ ଦୂରତା ଏବଂ ମାସ୍କ ପରିଧାନକୁ କାହାରି ଖାତିର ନଥିଲା।
May 16,2021, 12:11 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.