Advertisement

Balasore News 

alt
Crime News: ପୁଣି ଚର୍ଚ୍ଚାରେ ବାଲେଶ୍ବର,ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କିୟ ଜେଜେବାପା। ଅଭିଯୁକ୍ତ ଜେଜେବାପା ଥାନାରେ ଅଟକ। ଏମିତି ଲଜ୍ୟା କର ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଅଧୀନ ଅମର୍ଦ୍ଦାରୋଡ଼ ଫାଣ୍ଡି ହଦମଉଦ ଗ୍ରାମରେ,ଅଭିଯୁକ୍ତ ଜଣକ ସେହି ଗ୍ରାମର କରୁଣାକର ବେହେରା। ସୂଚନା ଅନୁସାରେ ଗତ ରବିବାର ଦିନ ଉକ୍ତ ନାବାଳିକା ଜଣକ ପୋଡ଼ଶୀଙ୍କ ଘରକୁ ଯିବା ସମୟରେ କରୁଣାକର ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା,ଝିଅର ଚିତ୍କାର ଶୁଣି ପଡୋଶୀ ପିଉସୀ ଆସି କାମାନ୍ଧ ଜେଜେବାପା ଙ୍କ ଠାରୁ କଲେ ଉଦ୍ଧାର,ବାପା ଓ ମାଆ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ନାବାଳିକା ଜଣକ କାନ୍ଦି କାନ୍ଦି ସମସ୍ତ କଥା କହିଥିଲା,ପରିବାର ଲୋକେ ମଙ୍ଗଳବାର ଏ ସମ୍ପ
Jul 23,2025, 16:52 PM IST
alt
Jul 14,2025, 21:39 PM IST
alt
Viral Video: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦେହୁର୍ଦ୍ଦା ସ୍ଥିତ ଭାରତୀୟ ଷ୍ଟେଡ଼ ବ୍ୟାଙ୍କରୁ ମାଆ ବାସନ୍ତୀ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ୭ ଲକ୍ଷ ଟଙ୍କା ଉଠାଇ ଘରକୁ ଆସୁଥିବା ବେଳେ ଏକ ଆପାଚି ବାଇକରେ ଆସି ଦୁଇ ଜଣ ଯୁବକ ରାସ୍ତାରେ ଟଙ୍କା ଲୁଟ ପାଇଁ ଉଦ୍ୟମ କରିଥିବା ବେଳେ ଯୁବକଙ୍କୁ ଧରିଲା ସ୍ଥାନୀୟ ଲୋକେ। ଘଟଣା ସ୍ଥଳକୁ ପୋଲିସ ପହଂଚି ଦୁଇ ଯୁବକକୁ କାବୁ କଲା। ଘଟଣାରୁ ପ୍ରକାଶ, ଆଜି ଦିନ ଦ୍ୱିପ୍ରହରରେ ବନବସାଣ ଗ୍ରାମର ମାଆ ବାସନ୍ତୀ ସ୍ୱୟଂ ସହାୟିକ ଗୋଷ୍ଠୀର ମହିଳା ମାନେ ସାତ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଅଜଣା ଯୁବକ ଆପାଚି ବାଇଇ ରେ ଆସି ଟଙ୍କା ବ୍ୟାଗକୁ ନେଇ ଚମ୍ପଟ ମରୁଥିଲା ବେଳେ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ବାଇକ ସହ ଦୁଇ ଅଭିଯୁକ୍ତକୁ କାବୁ କରିବା ସହିତ ଉତ୍ତମ ମଧ୍ଯମ ଦେଇ 
Nov 17,2024, 10:39 AM IST
alt
Odisha News: ସୁବର୍ଣ୍ଣରେଖା ନଦୀରେ ଗୋଧୋଇବା ବେଳେ ବୁଡିଗଲେ ୪ଜଣ ନାବାଳକ, ଘଟଣା ସ୍ଥଳରେ ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତ ର ସର୍ଦ୍ଦାରସାହି ରେ ଘଟିଛି ଅଭାବନୀୟ ଘଟଣା, ମୃତକ ହେଲେ ସର୍ଦ୍ଦାରସାହି ଗ୍ରାମର ସୁବାସ ରଣାଙ୍କ ସାନପୂଅ ତାପସ ରଣା, ସୂଚନା ଅନୁଯାୟୀ ଆଜି ମଧ୍ଯାହ୍ନରେ ସର୍ଦ୍ଦାରସାହି ଗ୍ରାମର ୪ ଜଣ ସାଙ୍ଗ ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀର ଜଳସ୍ରୋତ ବଢୁଥିବାରୁ ସମସ୍ତେ ଭାସି ଯାଇ ଥିଲେ , ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଥିଲେ, ଜଣେ ନାବାଳକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବାଲିଆ
Oct 3,2024, 16:39 PM IST
alt
ଅନ୍ଧବିଶ୍ବାସ ର ବଶବର୍ତ୍ତୀ ହୋଇ ମୃତ ପିଲା କୁ ଜୀବତ କରିବା ପାଇଁ ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ , ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ,ସୂଚନା ଅନୁଯାୟୀ ଝାଡପିମ୍ପଳ ଗ୍ରାମର ତ୍ରୀପାନ ଦଣ୍ତପାଟ ଙ୍କ ପୁଅ 14 ବର୍ଷ ର ନାବାଳକ ପୂତ୍ର ଜୀବନ ଗତକାଲି ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ମାତ୍ର ଗୋଧୋଇବା ପରେ ସେ ଘରକୁ ଫେରି ନଥିଲେ, ତାଙ୍କ ଭାଇ ଖୋଜାଖୋଜି କରିବା ପରେ ଜୀବନ ସଜ୍ଞାହୀନ ଅବସ୍ଥାରେ ପୋଖରୀ ରେ ଭାସୁଥିବା ର ଦେଖି ପାଟି କରିବାରୁ ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର କୁ ନେଇଥିଲେ, ମାତ
Sep 4,2023, 14:52 PM IST
alt
Jun 5,2023, 9:42 AM IST
View More

Trending news