ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ କରୁଛନ୍ତି ସରକାର। ଏହି କ୍ରମରେ ପ୍ରଥମେ ୨୩ଟି ଜିଲ୍ଲାର ୫୮ଟି ସ୍ଥାନର ଇଂରାଜୀ ବନାନ ବଦଳିବ। ଗଠିତ କମିଟିର ସୁପାରିସ କ୍ରମେ ଏହି ନିଷ୍ପଭି ହୋଇଛି। ଏ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି। ବିଭାଗର
ନୂଆଦିଲ୍ଲୀ: ବାଲେଶ୍ୱର, ଭଦ୍ରାକ ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ଧରଣ ଚଢାଉ କରିଛି ପୂର୍ବାଞ୍ଚଳ ରେଞ୍ଜ ପୋଲିସ। ଏହି ତିନି ଜିଲ୍ଲାରେ ଗୋରୁ ଚୋରି ତଥା ଅବୈଧ ଗୋରୁ ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଗୋରୁ ମାଫିଆଙ୍କ ଘରେ ଚଢାଉ କରିଛି ପୋଲିସ। ପୂର୍ବାଞ୍ଚଳ ରେଞ୍ଜର ଡିଆଇଜିଙ୍କ ନେତୃତ୍ବରେ ଏହି ଚଢାଉ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭିଯାନ
୨୦୧୧ ମସିହାରେ ସର୍ବ ଶିକ୍ଷା ଅଭିଯାନ (SSA) ଯୋଜନାରେ ଆବଣ୍ଟିତ ପାଣ୍ଠି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନକରିବା କାରଣରୁ ଉଭୟେ ମାନ୍ୟବର ସ୍ୱତନ୍ତ୍ର ବିଚାରପତି ବାଲେଶ୍ୱର ଭିଜିଲାନ୍ସ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ।
Odisha Cabinet: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ୩୬ତମ ବୈଠକରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।
OAS Reshuffle: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୫ ଜଣ ଓଡ଼ିଶା ପ୍ରଶାସନିକ ସେବା (OAS) ଅଧିକାରୀଙ୍କୁ ନୂତନ ନିଯୁକ୍ତି ଓ ବଦଳି କରାଯାଇଛି।
ଦୀର୍ଘ ୧୪ ବର୍ଷ ପରେ ଜଣେ ନିରୀହ ବୋହୂକୁ ନ୍ୟାୟ ମିଳିଛି। ଯୌତୁକ ପାଇଁ ବୋହୂକୁ ମାରିଦେବା ଭଳି ଏକ ଜଘନ୍ୟ ଅପରାଧରେ ବାଲେଶ୍ୱର ଜିଲ୍ଲାର ଏକ ପରିବାରର ତିନି ଜଣ ସଦସ୍ୟଙ୍କୁ କୋର୍ଟ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି।
AQI ସ୍ଥିତିକୁ ଦେଖି ପ୍ରଶାସନିକ ସ୍ତରରେ କଟକଣା ଲାଗୁ କରାଯାଉଛି । ବାଲେଶ୍ବର ପୌରପାଳିକା ଓ ULB ପାଇଁ ପ୍ରଦୂଷଣ କଟକଣା ଜାରି ହୋଇଛି ।
ଅକ୍ଟୋବର ୨୧ ତାରିଖ ଯାଏଁ କଟକଣା ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏନେଇ ନିଷ୍ପତ୍ତି ନେଇଛି ।
ଭୁବନେଶ୍ୱର: ଡ୍ରାଇଭରଙ୍କ ମନମୁଖୀ ଚାଳନା ଯୋଗୁଁ ଘଟିଥାନ୍ତା ଆଉ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା। ମାତ୍ର ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତି ବୁଦ୍ଧି ବଳରେ ଏହି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି। ଏହିପରି ଏକ ଖବର ଆସିଛି ବାଲେଶ୍ୱରର ମାର୍କୋଣା ଷ୍ଟେସନରୁ। ବାହାନଗାର ଛାତିଥରା ମର୍ମନ୍ତୁଦ ଦୁର୍ଘଟଣା ଏବେବି ଲୋକଙ୍କ ମନରୁ ଲିଭିନଥିବା
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ ଏହାର ଶାଖା ନଦୀ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି। ଫଳରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା। ଦଶରଥପୁର ବ୍ଲକ କସପା ପଞ୍ଚାୟତ ଅହିୟାସ ନିକଟରେ ୧୫୦ ଫୁଟର ଘାଇ ସୃଷ୍ଟି ହେବାରୁ ପାଖାପାଖି ୧୦୦ ଗାଁର
Agni-5 Missile Test: ସାରା ବିଶ୍ୱରେ ଚାଲିଥିବା ଅଶାନ୍ତି ମଧ୍ୟରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ୨୦ ଅଗଷ୍ଟ ୨୦୨୫ ବୁଧବାର ଦିନ ଅଗ୍ନି ୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି।
Viral Video: ଅନଲାଇନ ଗେମ୍ ମାୟାରେ ଯୁବ ପିଢୀ, ମୋବାଇଲ ରେ ଅନଲାଇନ ଗେମ ଖେଳିବା ହେଲା କାଳ, ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର, ଅନଲାଇନ ଗେମ୍ ଖେଳିବା ପାଂଇ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି ନାବାଳକ, ମୃତ ନାବାଳକ ଜଣକ ସିଂଲା ଥାନା ଗୁହାଳିପଦା ଗ୍ରାମର ସନ୍ତୋଷ ଜେନା ଙ୍କ ପୂତ୍ର ଜୟକୃଷ୍ନ ଜେନା, ସେ ପାଠ ନପଢି ସବୁବେଳେ ମୋବାଇଲ ରେ ଅନଲାଇନ ଗେମ୍ ଖେଳୁ ଥିଲେ, ଏନେଇ ପରିବାର ଲୋକେ ବାରମ୍ବାର ବାରଣ କରିବାରୁ ଆଜି ସକାଳେ ବାଥରୁମ ଭିତରେ ବେକ ର ଗାମୁଛା ଲଗାଇ ଜୟକୃଷ୍ନ ଆତ୍ମହତ୍ଯା କରିଛନ୍ତି।
ଗୁରୁତର ହୋଇଥିବା ୧୨ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ମୋରଡ଼ା ଓ କିଶାନତାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
इंसाफ के लिए लड़ते-लड़ते एक बेटी की दर्दनाक मौत हो गई. यह कहानी ओडिशा के बालासोर की उस बहादुर छात्रा की है, जिसे सिस्टम की लापरवाही ने खुद को आग लगाने पर मजबूर कर दिया. फकीर मोहन ऑटोनॉमस कॉलेज की इस छात्रा ने अपने HOD समीर कुमार साहू पर यौन उत्पीड़न के गंभीर आरोप लगाए थे. शिकायत की, धरना दिया, सोशल मीडिया पर न्याय की गुहार लगाई, लेकिन उसकी आवाज अनसुनी कर दी गई. अंत में उसने कॉलेज के गेट पर आत्मदाह कर लिया और तीन दिन तक जिदगी की जंग लड़ने के बाद AIIMS में दम तोड़ दिया. इस वीडियो में हम आपको सारा माजरा बता रहे हैं.
Balasore Bandh: ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦ ବର୍ଷୀୟା ବି.ଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କୁ ନ୍ୟାୟ ଦାବିରେ ବୁଧବାର ବିଜେଡି ୮ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା ଦେଇଛି ।
Soumyashree Bisi Death: ସୋମବାର ଦିନ ରାତିରେ ମୃତ୍ୟୁବରଣ କରିଥିବା ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦ ବର୍ଷୀୟା ଛାତ୍ରୀ ସୌମ୍ୟଶ୍ରୀ ବିସିଙ୍କ ଶୋକସନ୍ତପ୍ତ ପିତା ତାଙ୍କ ମୃତ୍ୟୁକୁ ରାଜନୀତିକରଣ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।
ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ଉଚ୍ଚଶିକ୍ଷା ବିଭାଗ । କମିଟିରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ IAS କାଳିପ୍ରସନ୍ନ ମହାପାତ୍ର, ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ମହାବିଦ୍ୟାଳୟର ପ୍ରଫେସର ଝୁମ୍କି ରଥ ସଦସ୍ୟ ଅଛନ୍ତି ।
ଘଟଣାକୁ ନେଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଗମ୍ଭୀର ସମସ୍ୟା ଏବଂ କିଛି ଲୋକଙ୍କ ଦାୟିତ୍ୱହୀନତା ପାଇଁ ଏପରି ଘଟିଛି ।
ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଏବଂ HOD ସମୀର ସାହୁ ସସ୍ପେଣ୍ଡଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସସ୍ପେଣ୍ଡ କରାଯାଇଛି ।
ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସୋମବାର ମୟୂରଭଞ୍ଜ ଜିଲ୍ଲାର ସବୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ସେହିଭଳି ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Five Police Personnel Suspended: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ପୋଲିସ ଅଧୀକ୍ଷକ (SP) ଜଣେ ହାବିଲଦାର ଏବଂ ଚାରି ଜଣ କନଷ୍ଟେବଳଙ୍କ ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।
ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଟ୍ରେନ୍ ନମ୍ବର ୨୨୮୧୧ ‘ତେଜସ୍ ଏକ୍ସପ୍ରେସ୍’ରେ ଆଜି ନିଆଁ ଲାଗିଥିବା ଦେଖିବାକୁ ମିଳିଛି