Crime Video: ଜଗତସିଂହପୁରରେ ପୁଣି ଭିଡ଼ ହିଂସା। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଏପରି ଏକ ଭିଡିଓ ଭାଇରାଲ ହୋଇଛି ଜଗତସିଂହପୁର ଜିଲାରେ। ଜଗତସିଂହପୁର ସଦର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଘଟଣା ପୁଣି ପିସିଆର ସାମ୍ନାରେ ଘଟିଥିବାର ଦେଖିବାକୁ ମିଳିଛି। ଏହି ବାବଦରେ ସଦର ଥାନାରେ ଏତାଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାର ଜଣାଯାଇଛି। ଯାହାଫଳରେ ସମ୍ପୃକ୍ତ ଯୁବକ ଓ ତାଙ୍କର ପରିବାର ଲୋକ ଭୟଭୀତ ହୋଇରହିଛନ୍ତି। ରାଜ୍ୟରେ ଭିଡ଼ ହିଂସା ବୃଦ୍ଧି ପାଇ ଚାଲିଥିବା ବେଳେ ଜଗତସିଂହପୁର ଜିଲାରେ ଗତ ଦୁଇ ମାସ ତଳେ ଜୈନଙ୍କ ଯୁବକଙ୍କୁ କିଛି ଦୁର୍ବୁର୍ତ ପଥରରେ ଛେଚି ହତ୍ୟା ଉଦ୍ୟମ କରିବା ଭିଡିଓ ଭାଇରାଲ ହୋଇଥିଲା।
ଆସିକା: ଜଣେ ଯୁବକ ନିଖୋଜ ହେବାର ଦେଢ଼ ବର୍ଷ ପରେ ତାଙ୍କର କଙ୍କାଳକୁ ଠାବ କରାଯାଇଛି। କୋଟିନଡ଼ା ଥାନା ଅଞ୍ଚଳର ବନ୍ଦ ସୂତାକଳର ପରିତ୍ୟକ୍ତ କ୍ୟାଣ୍ଟିନରୁ କଙ୍କାଳ ପୋଲିସ ଜବତ କରିଛି। ମୃତକ ନରସିଂହପୁର ଗ୍ରାମର ଏ. ଲକ୍ଷ୍ମଣ ପାତ୍ରଙ୍କ ବଡ଼ ପୁଅ ଏ.
ଗଞ୍ଜାମ: ଗଞ୍ଜାମ କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା। ସରିଲା ମୃତ ସୁଶାନ୍ତ ସାହୁଙ୍କ ପୋଷ୍ଟମର୍ଟମ। MKCG ମେଡିକାଲ FMT ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାସ, ଫୁଲବାଣୀ ମେଡିକାଲ କଲେଜ FMT ବିଭାଗୀୟ ଡାକ୍ତର ହେମନ୍ତ ପାଣିଗ୍ରାହୀ ଏବଂ MKCG ମେଡିକାଲ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଦୀପାଳି ପୃଷ୍ଟିଙ୍କୁ ନେଇ ତିନି ଜଣିଆ କମିଟି ଶବ ବ୍ୟବଚ୍ଛେଦ କରିଛନ୍ତି।
Jagatsinghpur Crime: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ସଂଗ୍ରହ କରି ପ୍ରତି ୧୦ ଗ୍ରାମ ପାଇଁ ପ୍ରାୟ ୧.୫ ଲକ୍ଷରେ ବିକ୍ରି କରୁଥିଲେ। ପୋଲିସ ଏକ ମାମଲା ରୁଜୁ କରି ବ୍ୟାପକ ନେଟୱାର୍କ ଚିହ୍ନଟ କରିବା ଏବଂ ଅବୈଧ ବ୍ୟବସାୟରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି।
Odisha Crime News: ସେ ଆହୁରି କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଏକ ସଂଗଠିତ ଯୋଗାଣ ଶୃଙ୍ଖଳାର ସମ୍ପୃକ୍ତି ସୂଚିତ ହେଉଛି, ଯାହା ବର୍ତ୍ତମାନ ତଦନ୍ତାଧୀନ ରହିଛି। ପୋଲିସ ଏହା ମଧ୍ୟ କହିଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ, ରାମ ଏବଂ ସୂରଜ, ପୂର୍ବରୁ ଗତ ବର୍ଷ ସମାନ NDPS ମାମଲାରେ ଜଡିତ ଥିଲେ। ନିଶା ଯୋଗାଣର ଉତ୍ସ ଏବଂ ବ୍ୟାପକ ନେଟୱାର୍କକୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି।
ଭୁବନେଶ୍ୱର: ରାଜ୍ୟରେ ଅପରାଧ ଦମନ ପାଇଁ ପୋଲିସର କଡ଼ା ପଦକ୍ଷେପ। ଅମ୍ବିକା ନଗରରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣା ପରେ ବ୍ରହ୍ମପୁରରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି। ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ପୋଲିସ ଅଭିଯୁକ୍ତକୁ ଖ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପ ମହାପାତ୍ରଙ୍କଘର ଉପରକୁ ବୋମାମାଡ଼। ରାତି ପ୍ରାୟ ସାଢେ ୧୨ଟା ବେଳେ ଥାନା ନିକଟରେ ଏହି ବୋମାମାଡ଼ ହୋଇଥିବା ନେଇ ସୂଚନା ରହିଛି। ଗୁରୁବାର ରାତିରେ ୪ଟି ବାଇକରେ ୭ ରୁ ୮ ଜଣ ଯୁବକ ଆସି ବୋମାମାଡ଼ କରିଥିବା ସୂଚନା ରହିଛି। ସେପଟେ ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥ
ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିଗତ ଗୋଟିଏ ସପ୍ତାହ ମଧ୍ୟରେ ଲୋମଟାଙ୍କୁରା ଅପରାଧ ରାଜ୍ୟ ଦେଖିସାରିଲାଣି। ଏତିକିରେ ଥମୁନି ଅପରାଧର ତାଲିକା। ଦିନକୁ ଦିନ ବଢିବାରେ ଲାଗିଛି। ବାଲିଅନ୍ତା ଭିଡ଼ ହିଂସା ମନରୁ ଲିଭିନଥିବା ବେଳେ ଆଉ ତିନୋଟି ହତ୍ୟାକାଣ୍ଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Bhubaneswar MBA Student Rape News: देश में महिलाओं के खिलाफ अपराध के मामले बढ़ते जा रहे हैं. ओडिशा में एक चौंकाने वाली घटना में 67 वर्षीय दुकानदार वुमन हॉस्टल में घुस गया और वहां पर रह रही MBA छात्रा से रेप किया. इस वारदात से ओडिशा हिलकर रह गया है.
Odisha Crime Branch: ନିଜେ ଠକାମିରେ ପଡ଼ିଥିବା ଜାଣି, ପୀଡିତ ସାଇବର କ୍ରାଇମ୍ ପୋଲିସ ଷ୍ଟେସନରେ ଏକ ପ୍ରଥମ ସୂଚନା ରିପୋର୍ଟ (FIR) ଦାଖଲ କରିଥିଲେ। ଗିରଫ ପରେ, ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର ଏବଂ ପ୍ୟାନ୍ କାର୍ଡ ସମେତ ଅପରାଧିକ ସାମଗ୍ରୀ ଜବତ କରିଛି।
Odisha News: ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ସସ୍ମିତାଙ୍କ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ସସ୍ମିତାଙ୍କ ବୋଲି ଚିହ୍ନଟ କରିଥିଲେ। ଜଗତସିଂହପୁର ସଦର ପୋଲିସ, ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ନିଫର କୁକୁର ସହିତ ଅପରାଧ ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ବ୍ରହ୍ମପୁର: ଗଞ୍ଜାମର ବହୁ ଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ହତ୍ୟା ଘଟଣାରେ ମିଳିଲା ବଡ଼ ସୂଚନା। ସୁଧୀରଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ ସମ୍ପର୍କୀୟ। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ପୋଲିସ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ବାନ୍ଧି ସାରିଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୁଧୀର ନିଜର ପୁତୁରା ଓ ଝିଆରି ରହିଥିବା ଜଣାପଡ଼ିଛି। ତେବେ ୧୯ରୁ
Odisha Crime News: ଘଟଣା ପରେ କ୍ୟାଣ୍ଟନମେଣ୍ଟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ, ପୋଲିସ ବାକି ତିନି ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ଏବଂ ଗିରଫ କରିବା ପାଇଁ ପ୍ରୟାସ ଜୋରଦାର କରୁଛି। ଅଭିଯୁକ୍ତ ସତ୍ୟବ୍ରତ ପରିଡାଙ୍କୁ କୋର୍ଟ ଚାଲାଣ କରାଯାଇଛି।
Anugul Crime News: ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଖୋଜାଖୋଜି କରାଯିବା ପରେ ମାର୍ଚ୍ଚ ୧୫ ତାରିଖରେ ନିକଟସ୍ଥ ଏକ ମହୁଲ ଗଛ ମୂଳରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ନୂଆଦିଲ୍ଲୀ: ବାଲେଶ୍ୱର, ଭଦ୍ରାକ ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ଧରଣ ଚଢାଉ କରିଛି ପୂର୍ବାଞ୍ଚଳ ରେଞ୍ଜ ପୋଲିସ। ଏହି ତିନି ଜିଲ୍ଲାରେ ଗୋରୁ ଚୋରି ତଥା ଅବୈଧ ଗୋରୁ ଚାଲାଣ ମାମଲାରେ ସମ୍ପୃକ୍ତ ଥିବା ଗୋରୁ ମାଫିଆଙ୍କ ଘରେ ଚଢାଉ କରିଛି ପୋଲିସ। ପୂର୍ବାଞ୍ଚଳ ରେଞ୍ଜର ଡିଆଇଜିଙ୍କ ନେତୃତ୍ବରେ ଏହି ଚଢାଉ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭିଯାନ
Odisha Crime News: ଦେବଗଡ଼ କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାକୁ ନେଇ ଆସିଛି ବଡ଼ ଅପଡେଟ୍। ତିନି ଜଣଙ୍କୁ ହତ୍ୟା କରି ଚମ୍ପଟ୍ ମାରିଥିବା ହତ୍ୟା ଅଭିଯୁକ୍ତକୁ କାବୁ କରିଛି ପୋଲିସ୍। ଅଭିଯୁକ୍ତ ଏବେ ପୋଲିସ୍ ହେପାଜତ୍ ରେ ରହିଥିବା ସୂଚନା ମିଳିଛି।
ଛାତିଥରା ହତ୍ୟାକାଣ୍ତ। ଗଡ଼ିଲା ତିନି ମୁଣ୍ତ। ଦେବଗଡ଼ ଜିଲ୍ଲା ଗରିଆପାଲି ଗାଁରେ ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ତ୍ରୀ, ବୋହୂ ଏବଂ ନାତୁଣୀକୁ ନିର୍ମମ ଭାବେ ହତ୍ୟା କରି ଫେରାର୍ ହୋଇଯାଛନ୍ତି ବୃଦ୍ଧ। ପାରିବାରିକ କଳହରୁ ଏଭଳି ହତ୍ୟାକାଣ୍ତ ଘଟିଥିବା ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ALSO R
Odisha News: ରାହାମା ଅଞ୍ଚଳରେ ଲଜ୍ଜ୍ୟା। ୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗୋଡାଇ ଧରିଲା ପୋଲିସ। ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଧିନ ରାହାମା ଅଞ୍ଚଳରେ ଘଟିଛି ଅମାନୁଷିକକାଣ୍ଡ। ୬ବର୍ଷର ଏକ ଅବୋଧ ଶିଶୁକନ୍ୟାକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି।
Mohan Charan Majhi: ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାରେ ୨୪ଟି ସାମ୍ପ୍ରଦାୟିକ ଦଙ୍ଗା ଘଟଣା ରିପୋର୍ଟ ହୋଇଛି ଏବଂ ୯୫ ଜଣଙ୍କୁ ଗିରଫ କରାଯାଇଛି। ସେହିପରି, ଓଡ଼ିଶା ପୋଲିସ ଖୋର୍ଦ୍ଧା ଜିଲ୍ଲାରେ ୧୬ଟି ସାମ୍ପ୍ରଦାୟିକ ଦଙ୍ଗା ମାମଲା ପଞ୍ଜିକୃତ କରି ୧୨୦ ଜଣଙ୍କୁ ଗିରଫ କରିଛି।
ଭୁବନେଶ୍ୱର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି.
ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ନିଜର ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି। ଗତ ଜାନୁଆରୀ ୨୮ ତାରିଖରେ ଆଜାଦ ନଗରରେ ଘଟିଥିବା ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ଏବେ ଭାଇରାଲ୍ ହେବାରେ ଲାଗିଛି, ଯାହାକୁ ଆଧାର କରି NIA ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ସୁରାକ ଖୋଜୁଛି।
Rayagada News: ରାୟଗଡ଼ା ଜିଲ୍ଲାରେ ଏକ ବଡ଼ ଧରଣର 'ଫେକ୍ ମାଓବାଦୀ' କ୍ୟାମ୍ପେନ ଓ ଆତ୍ମସମର୍ପଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଛି ପୋଲିସ।