trendingNowFive1984341

Vande Bharat Express News

alt
Oct 3,2023, 11:56 AM IST
alt
ଓଡ଼ିଶାରେ ଆରମ୍ଭ ହେବ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇ ହେବ ରାଉରକେଲା । ଏନେଇ ଆଜି ପୁରୀରୁ ତାଳଚେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ପୁରୀ ରେଳ ଷ୍ଟେସନରୁ ୯ଟା ୩୦ ମିନିଟରେ ଛାଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରାଏଲ ରନ ସମୟରେ ଟ୍ରେନଟି ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ୍ ଲେଖାଏଁ ରହିଥିଲା । ଏହି ଦ୍ଵିତୀୟ ବନ୍ଦେ ଭାରତ ଟ୍ରେନଟି ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ ଓ ତାଳଚେରକୁ ଯୋଡିବ । ଏହା ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଭ୍ରମଣର ଅଭିଜ୍ଞତା ଦେବ । ଗତ ମାସରେ ରାଜଧାନୀରେ ଏକ୍ସପ୍ରେସ ତେଜସ୍ କୋଚର ଶୁଭାରମ୍ଭ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରାଉରକେଲା ରୁଟରେ ଦ୍ୱିତୀୟ ବନ୍ଦେ
Sep 11,2023, 16:26 PM IST
Read More

Trending news