MP Weather Update News-मध्यप्रदेश में मौसम का मिजाज फिर बदल गया है. प्रदेश के ग्वालियर-चंबल संभाग समते प्रदेश के उत्तरी हिस्सों में मौसम पूरी तरह से करवट ले चुका है. वर्तमान में सक्रिय साइक्लोनिक सर्कुलेशन और आने वाले दो नए पश्चिमी विक्षोभों के कारण अंचल में गर्मी और बारिश के बीच लुका-छिपी का खेल जारी है. मौसम विभाग ने चेतावनी दी है कि अगले कुछ दिनों में तेज आंधी, बारिश और ओले गिरने की संभावना है, जिससे तापमान में उतार-चढ़ाव बना रहेगा और इसका सीधा असर आम जनजीवन व कृषि पर पड़ सकता है.
Heavy Rain Alert: ୧୫ ଏବଂ ୧୬ ମାର୍ଚ୍ଚରେ ଉତ୍ତର ପ୍ରଦେଶରେ, ୧୫, ୧୮ ଏବଂ ୧୯ ମାର୍ଚ୍ଚରେ ପଶ୍ଚିମ ରାଜସ୍ଥାନରେ ଏବଂ ୧୮ ଏବଂ ୧୯ ମାର୍ଚ୍ଚରେ ପୂର୍ବ ରାଜସ୍ଥାନରେ ପୃଥକ ଭାବରେ ହାଲୁକା ବର୍ଷା, ଘଡ଼ଘଡ଼ି, ବିଜୁଳି ଏବଂ ଘଣ୍ଟାପ୍ରତି ୩୦-୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ଅଛି।
Punjab Weather Update News: ਬਠਿੰਡਾ ਵਿੱਚ ਸਭ ਤੋਂ ਵੱਧ ਤਾਪਮਾਨ 44.5 ਡਿਗਰੀ ਸੈਲਸੀਅਸ ਦਰਜ ਕੀਤਾ ਗਿਆ, ਜੋ ਕਿ ਇਸ ਸੀਜ਼ਨ ਦਾ ਹੁਣ ਤੱਕ ਦਾ ਸਭ ਤੋਂ ਵੱਧ ਤਾਪਮਾਨ ਹੈ। ਮੌਸਮ ਵਿਭਾਗ ਅਨੁਸਾਰ, ਸੂਬੇ ਵਿੱਚ ਹੀਟਵੇਵ ਅਲਰਟ ਹੈ, ਜਦੋਂ ਕਿ ਹਿਮਾਚਲ ਪ੍ਰਦੇਸ਼ ਦੇ ਨਾਲ ਲੱਗਦੇ ਦੋ ਜ਼ਿਲ੍ਹਿਆਂ, ਪਠਾਨਕੋਟ ਅਤੇ ਹੁਸ਼ਿਆਰਪੁਰ ਵਿੱਚ ਵੀ ਮੀਂਹ ਪੈਣ ਦੀ ਸੰਭਾਵਨਾ ਹੈ।
माउंट आबू में न्यूनतम तापमान में तेजी से गिरावट आई है, जिसके कारण रविवार को घास के मैदानी भागों में बर्फ की सफेद चादर बिछ गई. जमावबिंदु के नीचे न्यूनतम तापमान पहुंचने से हिल स्टेशन में व्यापक प्रभाव देखा गया.
Rajasthan Weather Update: राजस्थान में कड़ाके की सर्दी का प्रकोप जारी है, जिससे लोग घर में दुबक कर बैठने को मजबूर हो गए हैं. इस बीच मौसम विभाग ने प्रदेश के 27 जिलों में बारिश और ओलावृष्टि को लेकर अलर्ट जारी किया है, जिससे ठंड का प्रकोप और बढ़ने की संभावना है. यह अलर्ट आगामी दिनों में मौसम की स्थिति को लेकर जारी किया गया है, जिससे लोगों को अपने दैनिक जीवन में सावधानी बरतने की सलाह दी जा रही है.
Mount Abu Snowfall: पहाड़ी इलाकों में सर्दी का प्रकोप देखने को मिल रहा है. राजस्थान के माउंट आबू में पारा माइनस डिग्री पहुंच गया है. कड़ाके की ठंड के चलते मौसम विभाग ने अलर्ट भी जारी कर दिया है. वीडियो में देखिए कार की छतों पर भी बर्फ की परतें जमी हुई है. नजारा देख अगर आप भी माउंट आबू जाने की तैयारी कर रहे हैं तो जरा थोड़ा संभलकर. देख लीजिए वीडियो.................................................................
Rajasthan Weather Update: राजस्थान में मानसून की विदाई हो चुकी है और इसके बाद सर्दी की एंट्री हो गई है. प्रदेश में दिन में खिलखिलाती धूप निकली रहती है, लेकिन सुबह और रात के समय ठंडी हवाएं सर्दी का एहसास कराती हैं. हालांकि, कुछ जिलों में तापमान अधिक होने के कारण लोगों को थोड़ी गर्मी का सामना करना पड़ रहा है, लेकिन अधिकांश क्षेत्रों में सर्दी की शुरुआत हो चुकी है. यह बदलाव राजस्थान के मौसम में नई ऋतु की शुरुआत का संकेत दे रहा है.
Weather Update: ପୁଣି ଭିଜିବ ଓଡି଼ଶା। ରାଜ୍ୟକୁ ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ, ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ବାତ୍ୟାରେ ପରିଣତ ହେବ ବୋଲି ଜିଏଫଏସ୍ ମଡେଲ୍ ଦର୍ଶାଇଛି।
Delhi Rain: ਬੀਤੀ ਰਾਤ ਹੋਈ ਬਰਸਾਤ ਤੋਂ ਬਾਅਦ ਵੀਰਵਾਰ ਸਵੇਰ ਤੋਂ ਹੀ ਜਿੱਥੇ ਸੜਕ 'ਤੇ ਪਾਣੀ ਖੜ੍ਹਾ ਦੇਖਣ ਨੂੰ ਮਿਲ ਰਿਹਾ ਹੈ, ਉੱਥੇ ਹੀ ਮਹਿਰੌਲੀ ਬਦਰਪੁਰ ਰੋਡ 'ਤੇ ਕਰੀਬ 3 ਫੁੱਟ ਤੱਕ ਪਾਣੀ ਖੜ੍ਹਾ ਹੈ, ਜਿਸ ਕਾਰਨ ਕਰੀਬ 3 ਕਿਲੋਮੀਟਰ ਲੰਬਾ ਜਾਮ ਲੱਗ ਗਿਆ ਹੈ। ਇਹ ਜਾਮ ਦਿੱਲੀ ਦੇ ਤੁਗਲਕਾਬਾਦ ਤੋਂ ਖਾਨਪੁਰ ਤੱਕ ਹੈ।
Weather Update News: ਸ਼ੁੱਕਰਵਾਰ ਨੂੰ ਮਾਨਸੂਨ ਦੇ ਸਰਗਰਮ ਹੋਣ ਤੋਂ ਬਾਅਦ ਅੰਮ੍ਰਿਤਸਰ 'ਚ 19 ਮਿਲੀਮੀਟਰ, ਲੁਧਿਆਣਾ 'ਚ 2 ਮਿਲੀਮੀਟਰ, ਪਠਾਨਕੋਟ 'ਚ 13.5 ਮਿਲੀਮੀਟਰ, ਫਰੀਦਕੋਟ 'ਚ 1 ਮਿਲੀਮੀਟਰ ਮੀਂਹ ਪਿਆ, ਜਦਕਿ ਬਠਿੰਡਾ ਅਤੇ ਪਟਿਆਲਾ 'ਚ ਵੀ ਬਾਰਿਸ਼ ਹੋਈ।
UP Weather Update: फर्रुखाबाद में देर रात मौसम का मिजाज बदल गया. तेज हवाओं के साथ यहां जमकर बारिश हुई. जिससे लोगों को भीषण गर्मी से राहत मिली. जिले में नौतपा का कहर शुरू होने के बाद मई में ही पारा 45 डिग्री के पार पहुंच गया था. शनिवार को भी जिले में करीब 45 डिग्री सेल्सियस तापमान रहा. जहां एक ओर गर्मी से जनता त्राहिमाम कर रही है तो वहीं अस्पतालों में भी मरीजों की भरमार है. अनुमान लगाया जा रहा है कि बरसात के बाद बीमारियां बढ़ेंगी. इस बीच मौसम विभाग ने अगले तीन दिनों तक तेज हवाओं के साथ बारिश होने की उम्मीद जताई है. वीडियो देखें
Punjab Weather Forecast: ਵੀਰਵਾਰ ਅਤੇ ਸ਼ੁੱਕਰਵਾਰ ਨੂੰ ਇੱਕ ਵਾਰ ਫਿਰ ਪੱਛਮੀ ਗੜਬੜੀ ਕਾਰਨ ਮੌਸਮ ਵਿੱਚ ਬਦਲਾਅ ਹੋਵੇਗਾ। ਇਸ ਦੌਰਾਨ ਬੱਦਲ ਛਾਏ ਰਹਿਣਗੇ।
Heat Wave: କିଛି ଦିନର ଆଶ୍ବସ୍ତି ପରେ ଆଜିଠାରୁ ପୁଣି ବଢିଲା ତାତି । ଗରମ ଗୁଳୁମୁଳି ସାଙ୍ଗକୁ ବଢିଲା ତାପମାତ୍ରା । ମୁଣ୍ତ ଫଟା ଖରାରେ ହନ୍ତସନ୍ତ ସମଗ୍ର ରାଜ୍ୟବାସୀ । ତେବେ ଆଗାମୀ ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
Weather Update: ରାଜ୍ୟ ମଧ୍ଯକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବେଶ କରୁଥିବାରୁ ଗରମ ଓ ଗୁଳୁଗୁଳି ଆହୁରି ବଢିବ । ତେବେ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Weather Update: ପରବର୍ତ୍ତୀ ୫ ଦିନରେ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଉପାନ୍ତଠାରୁ ଉପକୂଳ ସବୁଠି ପାରଦ ଉପରମୁହାଁ ହେବା ସହ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
Heat Wave: କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ତଳ ମୁହାଁ ରହିଥିବା ବେଳେ ଲଗାତର ତୃତୀୟ ଦିନରେ କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପି ନ ଥିବା ଦେଖିବାକୁ ମିଳିଛି। ତେବେ ଗୁରୁବାରଠାରୁ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Heat Wave: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଝଡ଼ ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ । ତେବେ ଆସନ୍ତା ୨ ଦିନ ପରେ ଦିନ ତାପମାତ୍ରା ପ୍ରାୟତଃ ୨ରୁ ୩ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଶୁକ୍ରବାର ଭୁବନେଶ୍ୱର ଉତ୍ତପ୍ତ ସହର ରହିଥିଲା। ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ସହିତ ଦେଶର ଉତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ସେପଟେ ରାଜ୍ୟର ୧୦ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଛି।
Weather Update: କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି । ମଙ୍ଗଳବାରରୁ ବୁଧବାର ଦିନ ତମାମ ଲାଗି ରହିଥିବା ବର୍ଷା ଯୋଗୁଁ ନାକେଦମ ହୋଇଛନ୍ତି ଲୋକେ । ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଫସଲ ଉଜୁଡ଼ି ଯାଇଥିବାରୁ ମୁଣ୍ତରେ ହାତ ଦେଇ ବସିଛନ୍ତି ଚାଷୀ ।
Odisha News: ରାଜ୍ୟରେ ଆଗକୁ ତାତି ଆହୁରି ବଢିବା ନେଇ ପାଣିପାଗ ବିଭାଗ (Meteorological Department) ପକ୍ଷରୁ ସତର୍କ କରାଯାଇଛି । ତେଣୁ ଏବେ ଠାରୁ ସ୍କୁଲ ସମୟରେ ପରିବର୍ତ୍ତନ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
Weather Update: ଆସନ୍ତା ୩ ଦିନ ବଡ଼ ଧରଣର କାଳବୈଶାଖୀ ନେଇ ଆଶଙ୍କା ରହିଛି । ସେହିପରି ରାଜ୍ୟରେ ଆଗମୀ ୨୩ ତାରିଖ ଯାଏଁ ବର୍ଷା ନେଇ ସମ୍ଭାବନା ରହିଛି । ଏହାସହ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ କମିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
Weather Update: ମାର୍ଚ୍ଚରେ ୪୦ ଡିଗ୍ରୀ ଟପିଛି ପାରଦ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ଯରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସହ ବହୁ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।