Advertisement

Keonjhar News

alt
Nov 28,2024, 13:59 PM IST
alt
ଏ ଝିଅ ଉଠୁ ଏ ଝିଅ ତୁ ଉଠୁନୁ କାହିଁକି...ହସ୍ପିଟାଲ ବେଡରେ ଏମିତି ତୁନି ହୋଇ ଶୋଇପଡ଼ିଥିବା କୁନି ଝିଅକୁ ଡାକୁଛି ତାର ମା...ଯିଏ ଅନ୍ତର ଫାଡ଼ି ଜନ୍ମ ଦେଇଥିଲା ସେ କେମିତିବା ସହିବ ଯେ, ତା ଝିଅ ଆଉ ଏ ଦୁନିଆରେ ନାହିଁ...କେତେବେଳେ ପେଟ ଆଉଁସି ଦଉଛି କେତେବେଳେ ହାତ ଗୋଡକୁ ପୋଛି ଦଉଛି...ସବୁଦିନ ସକାଳୁ ମା ଯେମିତି ଗେହ୍ଲା କରି ଉଠେଇଦିଏ କାଳେ ଏମିତି ଗେହ୍ଲା କଲେ ମୋ ଝିଅ ଉଠିଯିବ କି...ଏଇ କଥା ଭାବି ଭାବି ଛାତିପିଟି ମୁଣ୍ଡ ପିଟି କାନ୍ଦୁଛି ମା...ହେଲେ କୁନି ଝିଅଟି ଆଜି ଭାରି ଅଝଟ...ମାର ଆକୁଳ ଚିତ୍କାର ଶୁଣିକି ବି ତା ନିଦ ଭାଙ୍ଗୁନି...ତାର ବା ଦୋଷ କଣ...ଦଇବ ତ ସାହା ହେଲାନି...ସବୁଦିନ ପରି ଆଜି ବି ଝିଅ ଯାଇଥିଲା ଅଙ୍ଗନବାଡି ହେଲେ କିଏ ଜାଣିଥିଲା ଆଜି ଶବ ହୋଇ ଫେରିବ ଏହି କଅଁଳ ଜୀବନଟି...ଘଟଣା ଘଟିଛି କେନ୍ଦୁଝର ଜ
Jul 30,2024, 19:00 PM IST
alt
Jun 11,2024, 20:39 PM IST
alt
ନାମାଙ୍କନ ଦାଖଲ ର ଶେଷ ଦିନରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସୌମ୍ୟ ସକାଳୁ ଘଟଗାଁ ରେ ମା ତାରିଣୀ ଙ୍କୁ ଦର୍ଶନ କରି ଘସିପୁରା ନିର୍ବାଚନ ମଣ୍ଡଳୀ ର ଜର୍ଦା ଠାରୁ ହଜାର ହଜାର ସମର୍ଥକ ଙ୍କୁ ସାଙ୍ଗରେ ଧରି ଶାଳପଡା ର ଇନ୍ଦିରା ଗାନ୍ଧୀ ପଡିଆ ରେ ଏକ ବୈଠକ ର ଆୟୋଜନ କରିଥିଲେ। ବୈଠକ ପରେ ପୁନର୍ବାର ସମର୍ଥକ ଙ୍କୁ ସାଙ୍ଗରେ ନେଇ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଦ୍ରି ନିକଟରୁ ନିର୍ବାଚନ ବୈତରଣୀ ପାର ହେବାକୁ ଆଶୀର୍ବାଦ ନେଇଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।
May 7,2024, 17:26 PM IST
alt
୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା।ବୟସ ୫୭ ପାର ହେଲାଣି। କିନ୍ତୁ ଦଶମ ଉତ୍ତୀର୍ଣ୍ଣ ହେବାର ସ୍ବପ୍ନ ତାଙ୍କୁ ପୁଣି ପରୀକ୍ଷା ହଲ୍କୁକୁ ଟାଣି ଆଣିଛି। ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ବିଳମ୍ବିତ ରାତି ଯାଏ ପାଠ ପଢ଼ୁଛନ୍ତି। ପରିଣତ ବୟସରେ ବି ତାଙ୍କ ଭିତରେ ଏବେ ଜଣେ ଦଶମ ଶ୍ରେଣୀ ଛାତ୍ରୀଟିଏ ତତ୍ପର ହୋଇ ଉଠିଛି । ଦଶମ ପାସ୍ ନକରିପାରିବାର ଅବଶୋସ ଯୁଝୁଥିବା ଅନେକ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରେରଣା ସାଜିଛନ୍ତି କାକଟପୁରର ପରିଣତ ବୟସ୍କ ପରୀକ୍ଷାର୍ଥୀ ସୁଲୋଚନା ଖଟୋଇ। ଗତବର୍ଷ ସେ କାକଟପୁର ଗାର୍ଲସ ନୋଡାଲ ହାଇସ୍କୁଲରେ ଆଡମିସନ କରିବା ପରେ ଏଥର ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି। ଏପର୍ଯ୍ୟନ୍ତ ସେ ସାହିତ୍ୟ, ଇଂରାଜୀ ଓ ଗଣିତ ପରୀକ୍ଷା ଦେଇସାରିଲେଣି। ସାହିତ୍ୟ ତାଙ୍କର ପ୍ରିୟ ବିଷୟ ହୋଇଥିବା ବେଳେ ଏଥିରେ ସେ ଭଲ କରିଥି
Feb 26,2024, 18:13 PM IST
alt
ବିଜେଡି ର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରେମାନନ୍ଦ ନାଏକ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ବର୍ତ୍ତମାନ ର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଗତ ଅକ୍ଟୋବର ମାସରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକ ଙ୍କୁ ମେଲ ଦ୍ୱାରା ଇସ୍ତଫାପତ୍ର ପଠାଇଥିଲେ । ଜଣେ ଯୁବ ଇଞ୍ଜିନିୟର୍ ଭାବେ ସେ ୨୦୦୯ ମସିହାରେ ବିଜେଡି ଦଳରୁ ଟିକେଟ ପାଇ ତେଲକୋଇ ର ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ ମସିହାରେ ଦ୍ୱିତୀୟ ଥର ବିଜେଡି ର ପ୍ରାଥୀ ହୋଇ ବିଜୟୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫ମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀପଦ ପାଇଥିଲେ ।
Feb 9,2024, 15:52 PM IST
alt
Odisha Big News: ନଦୀରେ ପୋଲ ନାହିଁ ତେଣୁ ପାଣି ବଢିଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ 30 ଆଦିବାସୀ ପରିବାର ବାସ କରୁଥିବା ସାହି, ରୋଗୀ ହୁଅନ୍ତୁ ଅବା ଛାତ୍ର ଛାତ୍ରୀ ଭୋଗନ୍ତି ଯମ ଯନ୍ତ୍ରଣା, ସାହିରେ ନାହିଁ ଅଙ୍ଗନବାର୍ଡି କି ପ୍ରାଥମିକ ବିଦ୍ୟାଳୟ ତଥାପି ବାଧା ପ୍ରତିବନ୍ଧକ କୁ ଖାତିର ନକରି ଶିକ୍ଷା ପାଇଁ ଲଢେଇ ଜାରି ରଖିଛନ୍ତି କୁନି କୁନି ପିଲା ଓ ସେମାନଙ୍କ ଅବିଭାବକ, ନଦୀ ବଢିଲେ ଛୁଆଙ୍କ ସ୍କୁଲ ଯିବା ବନ୍ଦ ହୁଏ, କିନ୍ତ ନଦୀରେ ଟିକିଏ ପାଣି କମିଲେ ଗାଁ ଲୋକେ ନିଜ ନିଜ ଛୁଆଙ୍କୁ କାନ୍ଧରେ ବସାଇ ନଦୀ ପାରି କରନ୍ତି, ପୁଣି ସ୍କୁଲ ଛୁଟି ହେଲେ ସେପରି ଅବସ୍ଥାରେ ନଦୀ ପାରି ହୋଇ ଘରକୁ ଯାଆନ୍ତି, ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତ ତାଳପଦା ମୁଣ୍ଡା ସାହିରେ..
Sep 20,2023, 20:46 PM IST
View More

Trending news