Navratri 2023 Surya Gochar: ନବରାତ୍ରୀର ଚତୁର୍ଥ ଦିନ ଅର୍ଥାତ୍ (ଅକ୍ଟୋବର ୧୮)ରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ (Surya Gochar) ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଚଳିତ ମାସ ଅକ୍ଟୋବର ୧୮ ତାରିଖରେ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଦେବଙ୍କ ଏହି ରାଶି ପରିବର୍ତ୍ତନ ୪ ରାଶିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...