Rhea Chakraborty
Sushant Singh Rajput Case: ରିୟାଙ୍କୁ ମାରାଥନ ଜେରା
ଡ୍ରଗ୍ସ (Drugs) ଲିଙ୍କ୍ ମାମଲାରେ ଏନସିବି(NCB)ର ମାରାଥନ ତଦନ୍ତ ଜାରି ରହିଛି ।
Sep 7,2020, 18:34 PM IST
china
ଡ୍ରାଗନର ବ୍ଲାକ ଟପ କବଜା ଉଦ୍ୟମ ବିଫଳ
ଚୀନ ସହିତ ସୀମା ବିବାଦର ସମାଧାନ ପାଇଁ ଜାରି ରହିଛି ପ୍ରୟାସ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ ପ୍ରତିନିଧିଙ୍କ ସହିତ ସୀମା ସ୍ଥିତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
Sep 2,2020, 9:36 AM IST
FLOOD SITUATION
ବଡ଼ ବନ୍ୟା ଆଶଙ୍କା, ହୀରାକୁଦରେ ଖୋଲିଲା ୪୪ ଗେଟ
ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ (Hirakud Dam) ୪୪ଟି ଗେଟ୍ ଖୋଲିଛି ।
Aug 29,2020, 10:13 AM IST
CBI
ସିବିଆଇ, ଇଡି ଓ ଏନସିବି ପଞ୍ଝାରେ ଫସିବେ ରିୟା !
ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମାମଲାର ରହସ୍ୟ ସେତିକି ଗମ୍ଭୀର ହେଉଛି ।
Aug 28,2020, 9:57 AM IST
New Tax Regime
ଅର୍ଥନୀତିର ବୁଢିଆଣୀ ଜାଲ
ଟିକସଦାତାଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ୨ ଟି ବିକଳ୍ପ ।
Feb 5,2020, 8:34 AM IST
India vs Sri Lanka 3rd T20I
ଆଜି ଶ୍ରୀଲଙ୍କା-ଇଣ୍ଡିଆ ଟକ୍କର
ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି । ସନ୍ଧ୍ୟା ୭ଟାରେ ପୁନେରେ ଅନୁଷ୍ଠିତ ହେବ ଏହି ମ୍ୟାଚ୍ ।
Jan 10,2020, 8:05 AM IST
CAA Protest
ସିଏଏ ତାତି
୨୦୧୯କୁ ବିଦାୟ ଦେଇ ୨୦୨୦ କୁ ସ୍ୱାଗତଃ କରିଛନ୍ତି ସମସ୍ତେ । ଖଟା ମିଠା ସ୍ମୃତି ଭିତରେ ୨୦୧୯ ଥିଲା ଅନେକ ଦୃଷ୍ଟିରୁ ବିରଳ । କିନ୍ତୁ ଏହି ବର୍ଷ ରାଜନୀତି ପାଇଁ ଥିଲା ଖୁବ୍ ସ୍ୱତନ୍ତ୍ର । ବର୍ଷର ଶେଷ ଭାଗରେ କେନ୍ଦ୍ର ସରକାରଙ୍କ ଅନେକ ନିଷ୍ପତ୍ତିକୁ ନେଇ ଲାଗିଥିଲା ରାଜନୈତିକ ନିଆଁ ।
Jan 3,2020, 13:57 PM IST
Odisha Tourism
ପ୍ରାକୃତିକ ସୋନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶା
ପ୍ରାକୃତିକ ସୋନ୍ଦର୍ଯ୍ୟ ଓ ସମ୍ପଦର ଗନ୍ତାଘର ଆମ ରାଜ୍ୟ ଓଡ଼ିଶା । ରାଜ୍ୟରେ ଖଣିଖାଦାନ ଭରି ରହିବା ସହ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ।
Dec 28,2019, 6:07 AM IST
Woman Being Carried in Stretcher
ମାଆର ଦୁଃଖ
ପଞ୍ଚମ ଥର ପାଇଁ ସରକାରର ଡୋର ଧରିଥିବା ବିଜେଡି ପାଳିଛି ୨୨ତମ ପ୍ରତିଷ୍ଠା ଦିବସ । ଥରକୁ ଥର ଦଳର ଭୋଟ ପ୍ରତିଶତ ବଢିବଢି ଚାଲିଛି । କିନ୍ତୁ କିଛି ସମସ୍ୟା ଏବେ ବି ରାଜ୍ୟର ଗ୍ରାମୀଣ ଅଞ୍ଚଳର କୋଣ ଅନୁକୋଣରେ ଲୋକଙ୍କୁ ଜର୍ଜରିତ କରୁଛି ।
Dec 27,2019, 6:00 AM IST
Dada Saheb Phalke award
ଅମିତାଭଙ୍କୁ 'ଦାଦା ସାହେବ ଫାଲକେ'
ଅମିତାଭ ବଚ୍ଚନ ଅସୁସ୍ଥ ଥିବାରୁ ସୋମବାର ଜାତୀୟ ସିନେମା ପୁରସ୍କାର ବିତରଣ ଉତ୍ସବକୁ ଆସିପାରି ନ ଥିଲେ ।
Dec 24,2019, 7:00 AM IST
ଆଉ କେତେ ଦିନ?
ସିଏଏକୁ ନେଇ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ଜାରି ରହିଛି । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ଉତ୍ତରପ୍ରଦେଶରେ ୬ ଜଣଙ୍କ ଜୀବନ ଯାଇଛି। ସେପଟେ ରାଜଧାନୀ ଦିଲ୍ଲୀରେ ସିଏଏ ବିରୋଧରେ ଆନ୍ଦୋଳନ ଥମିବାର ନାଁ ଧରୁନି । ଶୁକ୍ରବାର ଜାମା ମସଜିଦ୍ ଅଞ୍ଚଳ ଥିଲା ଆନ୍ଦୋଳନର କେନ୍ଦ୍ର ବିନ୍ଦୁ ।
Dec 21,2019, 5:52 AM IST
CAA protest: କେବେ ସୁଧୁରିବ ସ୍ଥିତି ?
ସିଏଏ ବିରୋଧରେ ଚାଲିଥିବା ଆନ୍ଦୋଳନ ଥମିବାର ନାଁ ଧରୁନି । ପ୍ରଥମେ ନର୍ଥ ଇଷ୍ଟ ତା ପରେ ଭାରତର ରାଜଧାନୀ ଦିଲ୍ଲୀ ଆଉ ଏବେ ଦକ୍ଷିଣ ଭାରତର କିଛି ସ୍ଥାନରେ ଆନ୍ଦୋଳନ ହୋଇଛି । ଏଥିପାଇଁ ଦେଶର ଅନେକ ସ୍ଥାନରେ ୧୪୪ ଧାରା ଜାରି ହୋଇଥିବା ବେଳେ କିଛି ସ୍ଥାନରେ ଇଣ୍ଟରନେଟ୍ ଓ ମେଟ୍ରୋ ସେବାକୁ ବନ୍ଦ୍ କରିଦିଆଯାଇଛି ।
Dec 20,2019, 6:20 AM IST
CAB
ସିଏବି ଝଡ଼
କେନ୍ଦ୍ର ସରକାର ଭାରତରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ପାଇଁ ଆଣିଥିବା ନାଗରିକତା ସଂଶୋଧନ ବିଲ୍ ବା ସିଏବିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଯାଉଛି । ଏହି ବିରୋଧ ସମୟରେ ପୋଲିସ ସହ ମୁହାଁମୁହିଁ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପରିସ୍ଥିତିକୁ ଦେଖି ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ଆଗାମୀ ୪୮ ଘଣ୍ଟା ପାଇଁ ବନ୍ଦ୍ ରଖାଯାଇଥିବା ବେଳେ କିଛି ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି ।
Dec 13,2019, 6:25 AM IST
malayalam poet
ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର
ଘୋଷଣା ହେଲା ୨୦୧୯ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଜ୍ଞାନପୀଠ ପୁରସ୍କାର । ପ୍ରସିଦ୍ଧ ମାଲାୟାଲାମ୍ ସାହିତ୍ୟିକ, ସାମ୍ବାଦିକ ଓ କବି ଅକିତମ୍ ଅଚ୍ୟୁତନ୍ ନମ୍ବୂଦିରୀ ଚଳିତ ବର୍ଷ ଜ୍ଞାନପୀଠ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି ।
Nov 30,2019, 6:47 AM IST
Maharashtra politics
ମହାରାଷ୍ଟ୍ରରେ ନୂଆ ସରକାର !
ସୁପ୍ରିମ୍କୋର୍ଟ ଫ୍ଲୋରଟେଷ୍ଟ ପାଇଁ ରାୟ ଦେବା ପରେ ବିଜେପିକୁ ସମର୍ଥନ ଦେଇଥିବା ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ଏହାର ଠିକ୍ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ସାମ୍ବାଦିକ ସମ୍ମିଳନୀ କରି ନିଜ ସପକ୍ଷରେ ସଂଖ୍ୟା ନ ଥିବା କହି ନିଜର ଇସ୍ତଫା ଘୋଷଣା କଲେ । ସେଇଠି ହିଁ ସ୍ପଷ୍ଟ ହେଇଗଲା ଶିବସେନା, ଏନସିପି ଓ କଂଗ୍ରେସ ସରକାର ଗଢିବା ନିଶ୍ଚିତ ।
Nov 27,2019, 6:46 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.