କୁମାରୀତ୍ୱରୁ ମାତୃତ୍ୱ: ନାବାଳିକାର ମୃତ୍ୟୁ ପରେ ଶିଶୁକନ୍ୟାକୁ ନେଲେନି ପରିବାର
ଅତ୍ୟାଚାରର ଶିକାର ହୋଇଥିବା ଜଣେ ଅଷ୍ଟମ ଶ୍ରେଣୀ ପାଠ ପଢୁଥିବା ୧୪ ବର୍ଷୀୟା ନାବାଳିକା ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର । ସେପଟେ ଦୁଷ୍କର୍ମକାରୀ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
Feb 18, 2021, 07:15 PM IST
ଅବହେଳିତ ଖସଡ଼ା, ହନ୍ତସନ୍ତ ପର୍ଯ୍ୟଟକ
ଚାଲିଛି ପର୍ଯ୍ୟଟନର ଋତୁ । କୋରୋନା କାଳରେ (Corona) ମଧ୍ୟ ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥାନକୁ ପର୍ଯ୍ୟଟକମାନେ (Tourist) ବୁଲି ଯାଉଛନ୍ତି । ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି ରାଜ୍ୟରେ ଥିବା ଏହି ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ତେବେ ସେହିଭଳି ଏକ ପର୍ଯ୍ୟଟନସ୍ଥଳୀ ହେଉଛି ଖସଡା ଜଳପ୍ରପାତ (Khasada W
Dec 11, 2020, 09:46 AM IST
ଗୁପ୍ତ କ୍ୟବିନରୁ ବାହାରିଲା କୋଟିଏ ଟଙ୍କାର ଗଞ୍ଜେଇ
ପୋଲିସର ଯାଞ୍ଚ ବେଳେ ଟ୍ରକର ଗୁପ୍ତ କ୍ୟାବିନରୁ ୫୨ ଗୋଟି ପ୍ୟାକେଟ ଗଞ୍ଜେଇ (Ganja) ବାହାରିଥିଲା।
Dec 10, 2020, 09:41 PM IST
ଧର୍ମାନ୍ତିକରଣକୁ ନେଇ ରାଜନୀତି, ଧର୍ମ ପରିବର୍ତ୍ତନ ପାଇଁ ଚାପ
ଧର୍ମ ଗ୍ରହଣକୁ ନେଇ ଉପୁଜୁଛି ବିବାଦ ଗ୍ରାମରେ ଦେଖା ଦେଇଛି ଉତ୍ତେଜନା , ଧର୍ମ ପରିବର୍ତ୍ତନ କରୁନଥିବା ଯୋଗୁ ଚାପରେ ଅଛନ୍ତି ପରିବାର ବର୍ଗ। ଏପରିକି ନିଜ ପୈତୃକ ସମ୍ପତ୍ତି ନଦେବାକୁ ଧମକ ଦେବା ସହ ଆକ୍ରମଣ କରାଯାଇଛି । ଏନେଇ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲକ୍ଷ୍ମିପୁର ପଞ୍ଚାୟତ ଲାଙ୍ଗାସାହି ଗ୍ରାମର ପଣ
Nov 26, 2020, 12:41 PM IST
ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ବାଇକକୁ ପିଟି ଓଲଟିଲା ଇନୋଭା, ଜଣେ ମୃତ
ବାଇକକୁ ଧକ୍କା ଦେଇ ଓଲଟିଲା ଇନୋଭା କାର। ଦୁର୍ଘଟଣାରେ ଜଣକ ମୃତ୍ୟୁ।
Nov 18, 2020, 11:32 PM IST
କପାଚାଷୀଙ୍କ ସମସ୍ୟା ବଢାଇଛି ପତ୍ରପୋଡ଼ା ରୋଗ
ଅର୍ଥକାରୀ ଫସଲ ମଧ୍ୟରେ କପା ଚାଷ ଅନ୍ୟତମ। ଧଳା ସୁନା ଭାବେ ପରିଚିତ ଏହି ଚାଷ ଏବେ ସଙ୍କଟରେ। ପତ୍ରମୋଡା ରୋଗ ସାଙ୍ଗକୁ ପୋକ ଲାଗି ନଷ୍ଟ ହେଉଛି ଗଛ। ପତ୍ର ଖାଇବା ପରେ ଫଳ ଖାଇ ଯାଉଛନ୍ତି ପୋକ। ଉତ୍ପାଦନ କମିବା ଆଶଂକାରେ ଚାଷୀ। ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଦେଖିବା ଏହି ରିପୋର୍ଟ।
Oct 22, 2020, 05:50 AM IST
ସ୍କୁଲ ସାମଗ୍ରୀ ଚୋରି ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ
ବନ୍ଦ ବିଦ୍ୟାଳୟରେ ଥିବା ସମାଗ୍ରୀକୁ ପ୍ରଧାନ ଶିକ୍ଷକ ଅନ୍ୟତ୍ର ନେଇଯାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି।
Sep 24, 2020, 06:46 PM IST
ଗଜପତି ପାଲଟିଛି ଗଞ୍ଜେଇ ବ୍ୟବସାୟୀଙ୍କ ଆଡ୍ଡାସ୍ଥଳୀ
୨୦୧୯ ଜୁଲାଇ ଓ ଅଗଷ୍ଟ ମାସରେ ଏ ସଂକ୍ରାନ୍ତରେ କେବଳ ୬ଟି ମାମଲା ରୁଜୁ ହୋଇଥିବା ବେଳେ ୧୦ ଜଣ ଗିରଫ ସହ ମାତ୍ର ୮୭୩ କିଲୋ ୪୩୦ ଗ୍ରାମସହ ୨ଟି ଚାରି ଚକିଆ ଯାନ ଜବତ କରାଯାଇଥିଲା ।
Sep 16, 2020, 09:51 AM IST
ଏହି ଗାଁରେ ବଳି ଦେଇ ଅତିଥିଙ୍କୁ କରନ୍ତି ସ୍ୱାଗତ !
ପ୍ରଥମେ କୁକୁଡାକୁ ମୁଣ୍ଡ ଉପରେ ଘୁରାଇ ପରେ ତାକୁ ବଳି ଦିଆଯାଇଥିଲା ତାପରେ କୁକୁଡାର ରକ୍ତକୁ ଏକ ପାତ୍ରରେ ରଖି କୁକୁଡା ପର ସାହାର୍ଯ୍ୟରେ ପାଦ, ମୁଣ୍ଡ , ଆଖି ଆଦି ଅଙ୍ଗରେ ହାଲକା ଭାବରେ ସିଞ୍ଚନ କରିଥିଲେ । ଯାହାକୁ ଆଧୁନିକ ଯୁଗରେ ଅନ୍ଧ ବିଶ୍ୱାସ କହୁଥିଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ବିଶ୍ୱାସ ଭାବରେ ମନ୍ଦ ଶକ୍ତି ବା ଗୁଣି ଗାରେଡ଼ି ଭଳି ମନ୍ଦ ଉପାୟ ଠାରୁ ବର୍ତ୍ତିବା ପାଇଁ ପାଳନ କରିଥାନ୍ତି ।
Sep 11, 2020, 06:46 PM IST
ବିଫଳ ଯୋଜନା, ସମସ୍ୟାରେ ଚାଷୀ
ସରକାର ସବୁବେଳେ କୃଷିକୁ ପ୍ରାଧାନ୍ୟ ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ତତ୍ପର ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଚାଷୀ ସବୁବେଳେ କ୍ଷତିଗ୍ରସ୍ତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
Aug 19, 2020, 12:58 PM IST
ଦୁଇ କାଠ ମାଫିଆଙ୍କୁ ଧରିଲା ପାରଳାଖେମୁଣ୍ଡି ବନ ବିଭାଗ
ଦୀର୍ଘ ଦିନ ଧରି ଅଭିଯୁକ୍ତମାନେ ଜଙ୍ଗଲରୁ ଶାଗୁଆନ କାଠ କାଟି ଆନ୍ଧ୍ରକୁ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା ବନ ବିଭାଗ ।
Aug 16, 2020, 11:14 AM IST
ବାଲି ମାଫିଆଙ୍କ ରାଜ, ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର
ରାୟଗଡ ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ଚାଲିଛି ଆତଙ୍କରାଜ। ଏଠିକାର ମହେନ୍ଦ୍ର ତନୟା ନଦୀରୁ ଅବାଧରେ ଚୋରି ହେଉଛି ଲୋଡ୍ ଲୋଡ୍ ଟ୍ରାକ୍ଟର ବାଲି। ଡମ୍ବାପୁର ନୂତନ ନିର୍ମିତ ଡ୍ୟାମ ତଳ ନଦୀ ଭିତରୁ ଟ୍ରାକ୍ଟର ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଖବର ପାଇ ତୁରନ୍ତ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ କର୍ମଚାରୀଙ୍କୁ ଉକ୍ତ ସ୍ଥାନକୁ ପଠାଇ ତଦନ୍ତ କରିଛନ୍ତ
Aug 15, 2020, 03:26 PM IST
ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା, ସମସ୍ୟାରେ ଲୋକେ
ପୁର୍ବରୁ ପାହାଡ ପର୍ବତ ଘେରା ଦୁର୍ଗମ ପାଦଚଲା ରାସ୍ତା ଦେଇ ଲୋକେ ଯାତାୟତ କରୁଥିଲେ, ଅଞ୍ଚଳବାସୀଙ୍କ ଅନେକ ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଯୋଜନାରେ ନିର୍ମାଣ ହେଲା ରାସ୍ତା ।
Aug 7, 2020, 09:52 AM IST
ଦୁଇ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
ଗଜପତି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଅଶୋକ କୁମାର ମହାନ୍ତିଙ୍କ ସମେତ ଅଡବା ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ତତ୍ୱାବଧାନରେ ରବିବାର ସକାଳେ ଗୁଲୁବା ନିକଟସ୍ଥ ଗାଲିମେରା ଓ କେମ୍ ପଦର୍ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ରୋଡ଼ କଡ଼ରେ ୧୦ ବସ୍ତା ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ମିଳିଥିଲା ।
Aug 3, 2020, 10:30 AM IST
ଦୁଇ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ, ଗାଡ଼ି ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି...
Jul 30, 2020, 01:38 PM IST
ନାହିଁ ନେଟଓ୍ୱାର୍କ, ଅନଲାଇନ ଶିକ୍ଷାରେ ବାଧା
ଯେଉଁଠି ମୌଳିକ ସୁବିଧା ପହଞ୍ଚିନାହିଁ, ସେଠାରେ ଅନଲାଇନ ଶିକ୍ଷାର ଅବସ୍ଥା ନ କହିବା ଭଲ...
Jul 9, 2020, 09:34 AM IST
ଜଳକଷ୍ଟ ଦୂର କଲା ତିବ୍ବତୀୟ ସଂସ୍ଥା, ଯୋଗାଇଲା ପାନୀୟ ଜଳ
କୋରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାମାଜିକ ଦୁରତା ବଜାୟ ରଖିବା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ତିଦ୍ଦତୀୟମାନେ ଆପଣେଇଛନ୍ତି ଅଭିନବ ପ୍ରୟାସ । ବିଶୁଦ୍ଧ ପାଣି ପାଇଁ ଯିବାକୁ ପଡୁନାହିଁ ମାଇଲ ମାଇଲ ଦୁର, ହାତ ପାଆନ୍ତାରେ ଖୁବ ସମୟରେ ଏଟିଏମରୁ ମିଳୁଛି ବିଶୁଦ୍ଧ ପାଣି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ପ୍ରଥମ ଥର ଆରମ୍ଭ ହୋଇଛି ମିନେ
Jul 8, 2020, 10:21 AM IST
ସଉତୁଣୀଙ୍କ ମଧ୍ୟରେ କଳହ, ବଳି ପଡ଼ିଲା ସ୍ୱାମୀ
ସଉତୁଣୀଙ୍କ ମଧ୍ୟରେ କଳହ, ବଳି ପଡ଼ିଲା ସ୍ୱାମୀ
Jul 6, 2020, 12:11 PM IST
ଘରୋଇ ହିଂସାର କରୁଣ ପରିଣତି, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ
ଗଜପତି ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଘଟିଛି ଏହି ଘଟଣା । ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଛନ୍ତି ଗାଁର ପାଲିଆ ସାହି ବାସିନ୍ଦା ଜି ଏଙ୍କେଟ ରାଓ ।
मई 31, 2020, 08:53 AM IST
ଯୁବକର ଗଳିତ ମୃତଦେହ ଉଦ୍ଧାର
ନିଖୋଜ ଯୁବକର ଗଳିତ ମୃତ ଦେହ ଉଦ୍ଧାର। ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଖାରୀକୁଟି ଗାଁ ନିକଟସ୍ଥ ପାହାଡ଼ ଉପରୁ ଜଣେ ଯୁବକର ଗଳିତ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ, ମୁକ୍ତିନଗର ଗାଁର ଜିଶାୟ ନାୟକ । ଗତ ୧୮ ତାରିଖରୁ ପାରିବାରିକ କଳହ କାରଣରୁ ଯୁବକ ଜଣକ ଘରୁ କୁଆଡେ ଚାଲିଯାଉଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥି
मई 8, 2020, 03:52 PM IST