Kejriwal government News

alt
Driving License Test: ବର୍ତ୍ତମାନ ଏଠାରେ ଯେଉଁମାନେ ଡ୍ରାଇଭିଂ ଟେଷ୍ଟ ଦେବେ, ସେମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଯିବ । କେଜ୍ରିୱାଲ ସରକାର ଏପ୍ରିଲ ମାସରେ ମୟୂର ବିହାର ଓ ବିଶ୍ୱାସ ନଗରରେ ସ୍ୱୟଂଚାଳିତ ଡ୍ରାଇଭିଂ ଟ୍ରାକର ପରୀକ୍ଷା ଆରମ୍ଭ କରିଥିଲେ, ଯାହାର ସଫଳତା ପରେ ପରିବହନ ମନ୍ତ୍ରୀ କୈଲାଶ ଗେହଲୋଟ୍ ଆନୁଷ୍ଠାନିକ ଭାବରେ କାର୍ଯ୍ୟ ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, କେଜ୍ରିୱାଲ ସରକାର ସର୍ବଦା ଜନସାଧାରଣଙ୍କ ଦାବିକୁ ଗ୍ରହଣ କରିଆସୁଛନ୍ତି ଓ ନାଗରିକମାନଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ଆମେ ସଫଳ ପରୀକ୍ଷଣ କରୁଛୁ । ଏହି ମାସଠାରୁ ପାଇଲଟ୍ ପ୍ରୋଜେକ୍ଟ ଅନ୍ତର୍ଗତ ଡ୍ରାଇଭିଂ ପରୀକ୍ଷା ଉପଲବ୍ଧ ହେବ । ଯେଉଁଠାରେ ଲୋକମାନେ ନାଇଟ୍ ସିଫ୍ଟରେ ଡ୍ରାଇଭିଂ ଟେଷ୍ଟର ସୁବିଧା ପାଇ ସେମାନଙ୍କ ସମୟ ସଞ୍ଚୟ କରିପାରିବେ ।
May 26,2022, 12:01 PM IST
Read More

Trending news