Khordha News

alt
ବାବାଙ୍କ ଅଜବ ଆଶିର୍ବାଦ । ଏମିତି ଆଶିର୍ବାଦ ଦେଉଛନ୍ତି, ଯାହା ଆପଣଙ୍କ ସବୁ ପାପ, ପୁଣ୍ୟରେ ବଦଳିଯିବ । ଖୋର୍ଦ୍ଧା ବାଣପୁରରେ ଏଭଳି କିଛି ଅଭାବନୀୟ ଘଟିଯାଇଛି । ଛାୟା ମଣ୍ଡପ ନିକଟରେ ଥିବା ବାବା ବ୍ରହ୍ମେଶ୍ୱର ମୋଟର କର୍ମଚାରୀ ସଂଘ ପକ୍ଷରୁ ସୋମବାର ଗାଡି ପୂଜା ସମୟରେ ଲୋକଙ୍କ ମୁଣ୍ଡରେ ଗୋଡ ଥୋଇ ଆର୍ଶିବାଦ ଦେଉଥିବା ପୂଜକଙ୍କ ଭିଡିଓ ଭାଇରାଲ ହୋଇଛନ୍ତି । ପୂଜକ ଜଣକ ହେଉଛନ୍ତି ବାଣପୁର ଚିଆଙ୍ଗ ସାହିର ରାମଚନ୍ଦ୍ର ସାମନ୍ତରାୟ ଓରଫ ରାମ ଭାଇନା । ଗାଡି ମାଲିକ ଓ ଡ୍ରାଇଭର ମାନେ ଗାଡି ପୂଜା ପରେ ତାଙ୍କ ଠାରୁ ଆର୍ଶୀବାଦ ନେବା ବେଳେ ଯଜମାନଙ୍କ ମୁଣ୍ଡରେ ଗୋଡ ଥୋଇ ଆର୍ଶୀବାଦ ଦେଉଛନ୍ତି ରାମ ଭାଇନା । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଅଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 10,2019, 14:10 PM IST
alt
ପରିବେଶକୁ ପ୍ରର୍ଦୁଷଣ ମୁକ୍ତ କରିବାକୁ ସରକାର ଅନେକ ଯୋଜନା । ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଠାରୁ ଆରମ୍ଭ କରି ବୃକ୍ଷରୋପଣ ଓ ସ୍ୱଛ ଭାରତ ମିଶନ ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ହେଲେ ଏସବୁ ଯୋଜନା ଠାରୁ ଖୋର୍ଦ୍ଧା ପୌର ପରିଷଦ ସଂପୁର୍ଣ୍ଣ ଦୂରରେ ଥିଲାଭଳି ମନେ ହେଉଛି । ଯାହାର ବାସ୍ତବ ଚିତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ଅଫିସ ଠାରୁ ମାତ୍ର ୫୦ ମିଟର ଦୂରରେ ଦେଖିବାକୁ ମିଳିଛି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 3,2019, 21:10 PM IST
alt
ଜୟପୁରରେ ଷୋଢଷ ପୁଜା ଓ ନବରାତ୍ର ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦେବୀ ପୀଠ ଓ ମଣ୍ଡପରେ ମାଁଙ୍କ ପୂଜା ପାଇଁ ଶ୍ଲୋକ ଉଚ୍ଚାରଣ ଆରମ୍ଭ ହେଲାଣି । ଜୟପୁରର ଅଧିଷ୍ଠାତ୍ରୀ ମାଁ ଭଗବତି ମନ୍ଦିର, ମାଁ ଦକ୍ଷିଣ କାଳିକା, ବସନ୍ତାୟୀ, ଜଗତ ଜନନୀ, ସାତ ଭଉଣି ମନ୍ଦିର, ଉଗ୍ରତାରା ମନ୍ଦିରରେ, ସବମଙ୍ଗଳା ମନ୍ଦିରରେ ଭକ୍ତ ମାନେ ଦୀପ ଜାଳି ନବରାତ୍ର ଆରମ୍ଭ କରିଛନ୍ତି । ଜୟପୁରରେ ଷୋଢଷ ପୁଜା ଓ ନବରାତ୍ର ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦେବୀ ପୀଠ ଓ ମଣ୍ଡପରେ ମାଁଙ୍କ ପୂଜା ପାଇଁ ଶ୍ଲୋକ ଉଚ୍ଚାରଣ ଆରମ୍ଭ ହେଲାଣି । ଜୟପୁରର ଅଧିଷ୍ଠାତ୍ରୀ ମାଁ ଭଗବତି ମନ୍ଦିର, ମାଁ ଦକ୍ଷିଣ କାଳିକା, ବସନ୍ତାୟୀ, ଜଗତ ଜନନୀ, ସାତ ଭଉଣି ମନ୍ଦିର, ଉଗ୍ରତାରା ମନ୍ଦିରରେ, ସବମଙ୍ଗଳା ମନ୍ଦିରରେ ଭକ୍ତ ମାନେ ଦୀପ ଜାଳି ନବରାତ୍ର ଆରମ୍ଭ କରିଛନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 2,2019, 19:40 PM IST
alt
ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ସେଥିପାଇଁ ଗାଁଠାରୁ ସହର ଚଳଚଞ୍ଚଳ । ଶାରଦୀୟ ଦୁର୍ଗାପୂଜାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଲାଗିପଡ଼ିଛନ୍ତି ସଭିଁଏ । ତେବେ ଖୋର୍ଦ୍ଧାରେ ୫ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ, ୪ଟି ସ୍ଥାନରେ ହରପାର୍ବତୀ ପୂଜା ପାଇଥାନ୍ତି । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Oct 2,2019, 19:30 PM IST
alt
Oct 1,2019, 14:00 PM IST
alt
ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ କାଶତଣ୍ଡି ଫୁଲ । ଶରତ ଋତୁରେ ପ୍ରକୃତିର ଏକ ଅନବଦ୍ୟ ସୃଷ୍ଟି । ରାସ୍ତାକଡ ହେଉ ଅବା ନଈପଠା,ସବୁଠି ଏବେ କାଶତଣ୍ଡି ଫୁଲର ସ୍ବର୍ଗୀୟ ଭଣ୍ଡାର । କବି ପ୍ରାଣରେ ଏହା ଭରିଦିଏ ନବ ରୋମାଞ୍ଚ । ରେଖା ପଞ୍ଚମୀରେ ଓଡିଶାରେ ଘରେ ଘରେ କାଶତଣ୍ଡୀର ବେଣୀ ବନ୍ଧାଯାଏ । କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା ଦୁର୍ଗା । ଶରୀର ଓ ମନକୁ ଉତଫୁଲ୍ଲିତ କରି ଗଢିତୋଳେ କାଶତଣ୍ଡୀ । Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 28,2019, 15:00 PM IST
alt
Sep 28,2019, 14:50 PM IST
alt
ଆକ୍ସନ ମୋଡରେ ଓଡିଶା ପୋଲିସ, ଅପରାଧ ଓ ଅପରାଧୀଙ୍କ ପାଇଁ ପୋଲିସର ଜିରୋ ଟଲରେନ୍ସ, ଏଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଗୋଟାଏ ଦିନରେ ଦୁଇଟି ଦୁଇଟି ଏନକାଉଣ୍ଟର କରିଛି ଖୋର୍ଦ୍ଧା ଓ କମିଶନରେଟ ପୋଲିସ, ଖୋର୍ଦ୍ଧା ଜିଲ୍ଲାରେ ଅନେକ ଦିନ ଧରି ଅପରାଧ କରି ପୋଲିସକୁ ନାକେଦମ କରିଥିବା ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ, ଖୋର୍ଦ୍ଧା ନିରାକାରପୁର ଖଜୁରିଆ ଅଂଚଳର କୁଖ୍ୟାତ ଡ଼କାୟତ ଜାମସେଦ୍ ଶାହାର ବାମ ଗୋଡ଼ ଆଣ୍ଠୁରେ ଗୁଳିଟି ବାଜିଥିବା ବେଳେ ଭୁବନେଶ୍ୱର କଳିଙ୍ଗନଗରରେ ୱାଣ୍ଟେଡ କ୍ରିମିନାଲ ସୁଶାନ୍ତ ମାଝୀଙ୍କୁ ଗୁଳି କରିଛି କମିଶନରେଟ ପୋଲିସ । ZEE Odisha is 24x7 Odia news channel in Odisha which delivers update news bulletins and different current affairs programmes for its viewers. About Our Channel: Zee Odisha News is a 24*7 news channel which provides you with the comprehensive up-to-date news coverage from all over Odisha, India and World also. Here you Get the latest top stories, current affairs, sports, business, entertainment, politics, astrology, and many more only on Zee Odisha News. Zee Odisha(Formerly known as Zee Kalinga) News is a popular Odia News Channel made its debut as Zee Kalinga News in 2014 and was rebranded to Zee Odisha News from 13 Dec 2018. The vision of the channel is 'Sab Se Ak Kadam Age' -the promise of keeping each individual ahead and informed. Zee Odisha News is best defined as a responsible channel with a fair and balanced approach that combines prompt reporting with insightful analysis of news and current affairs.
Sep 7,2019, 1:20 AM IST
Read More

Trending news