cm of odisha
କୃଷକଙ୍କୁ ମୁଖ୍ୟନ୍ତ୍ରୀଙ୍କ ବଡ ଭେଟି; ଘୋଷଣା କଲେ ଏହି ଯୋଜନା
ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
May 3,2022, 22:46 PM IST
Morning School for Heatwave
ଖରା ପାଇଁ ସକାଳୁଆ ସ୍କୁଲ
ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର।
Apr 30,2022, 21:25 PM IST
CM Naveen Patnaik
ସୌମ୍ୟଙ୍କ କଟାକ୍ଷ ପରେ ନବୀନଙ୍କ ଆକ୍ସନ୍
୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ରୂପାନ୍ତର ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Apr 27,2022, 8:10 AM IST
social media
ପ୍ରେରଣାର ପ୍ରତୀକ ତ୍ରୀଷ୍ନା, ଆନଭୀ; ଡେଲଟା ଛକରେ ମାନବୀକତା ଦେଖାଇଲେ ଦୁଇ ସ୍କୁଲ ଛାତ୍ରୀ
ଦୁଇ ସାଙ୍ଗ ତ୍ରୀଷ୍ନା ଓ ଆନଭୀ ଭୁବନେଶ୍ବରର ଏକ ଘରୋଇ ସ୍କୁଲରେ ପାଠ ପଢନ୍ତି । ଗୁରୁବାର ଉଦୁଉଦିଆ ଖରା ସମୟ ପ୍ରାୟ ଦିନ ୧୧ଟାରେ ଦୁଇ ବନ୍ଧୁ ସ୍କୁଲ ସାରି ନିଜ ବାପାଙ୍କ ସହ ଘରକୁ ଫେରୁଥାନ୍ତି । ହଠାତ ଭୁବନେଶ୍ବରସ୍ଥିତ ଡେଲ୍ଟା ଛକ ନିକଟରେ ଏକ ଘଟଣା ସମ୍ନାକୁ ଆସିଲା ।
Apr 24,2022, 10:25 AM IST
BJD Supremo
ନବୀନଙ୍କ 'ମିଶନ-୨୦୨୪': ନଅ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ମାଗିଲେ ରିପୋର୍ଟ
ଶନିବାର ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ପ୍ରଥମେ ପର୍ଯ୍ୟାୟରେ ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ସଭାପତି ନବୀନ କଥା ହୋଇଛନ୍ତି ।
Apr 24,2022, 6:59 AM IST
Odisha Politics
୨୦୨୪ରେ ପୁଣି ନବୀନ! ଜାଣନ୍ତୁ, BJDର ପୁରା ଷ୍ଟ୍ରାଟେଜି
ରାଜ୍ୟ ରାଜନୀତି (Odisha Politics) ରେ ଯେଉଁ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳର ଚର୍ଚ୍ଚା ହେଉଛି, ତାହା ସ୍ପଷ୍ଟ ହୋଇନାହିଁ । ତଥାପି ନିଆଁ ନ ଥିଲେ ଧୁଆଁ କେଉଁଠୁ ଉଠିବା ଭଳି ଏହାର ସତ୍ୟତା କିଛି ରହିଛି । ୨୦୨୪କୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) କିଛି ବଡ ବଡ ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ଆଉଟ କରି ସେମାନଙ୍କୁ ସଙ୍ଗଠନର ଦାୟିତ୍ୱ ଦେଇ ପାରନ୍ତି ।
Apr 22,2022, 8:51 AM IST
subash singh
କଟକର ବିକାଶ ପାଇଁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାଷ ସିଂହ
ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ସୁବାଷ ସିଂହ ସାକ୍ଷାତ କରି ମେୟର ଭାବରେ ନିର୍ବାଚିତ ହୋଇଥିବା କଥା ଜଣାଇଥିଲେ । କଟକରେ କଭଳି ବିକାଶ କରାଯାଇ ପାରିବ ସେନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏବଂ ସୁବାଷ ସିଂହ ବିଭିନ୍ନ ଦିହଗକୁ ନେଇ ଅଧ୍ୟକ୍ଷଙ୍କର ପରାମର୍ଶ ମଧ୍ୟ ନେଇଥିଲେ । ଏହାପରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
Apr 21,2022, 15:11 PM IST
UP CM Yogi Adityanath
କାଜଲଙ୍କ ଫ୍ୟାନ୍ ହୋଇଗଲେ ବାବା, ଦେଲେ ଏହି ଉପହାର
ଲକ୍ଷ୍ନୌରେ କାଜଲ ନିଷାଦଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଭେଟିଛନ୍ତି। କାଜଲଙ୍କୁ ଭେଟି ଯୋଗୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆଶୀର୍ବାଦ କରିଛନ୍ତି। କାଜଲ, ଯୋଗୀ ଆଦିତ୍ୟନାଥଙ୍କର ଜଣେ ବଡ ପ୍ରଶଂସିକା ବା ଫ୍ୟାନ।
Apr 19,2022, 12:57 PM IST
Dhenkanal
ବଦଳିବ ଢେଙ୍କାନାଳ ଭାଗ୍ୟ!
ଏହା ସହ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ମୌଳିକ ଦକ୍ଷତା ଓ ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ କିଭଳି କେନ୍ଦ୍ର ସରକାର ସହୟତା ଦେଇପାରିବେ ସେ ଦିଗକୁ ମଧ୍ୟ ଫୋକସ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
Apr 17,2022, 20:35 PM IST
Bhubaneswar
ଦାମ ଉବାଚ: ଭୁବନେଶ୍ବର ଏକ ଜିଲ୍ଲା ହେଉ! !
ଅନ୍ୟପଟେ ଏହାକୁ ନେଇ ନା ରାଜ୍ୟ ସରକାର ଅଥବା ବିରୋଧୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
Apr 17,2022, 20:10 PM IST
Minister Dr. Arun Sahoo
ମନ୍ତ୍ରୀଙ୍କ ଘରକୁ ଟମାଟ ମାଡ; ଜାଲ ସାର୍ଟିଫିକେଟ ମାମଲାର ଗିରଫଦାରୀ କେବେ?
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘର ଉପରକୁ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ଫେକ ସାର୍ଟିଫିକେଟ ଯୋଗେ ଆଡ଼ମିଶନ ପ୍ରସଙ୍ଗରେ ଶନିବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ।
Apr 16,2022, 18:52 PM IST
Heat wave
ଜଳୁଛି ରାଜଧାନୀ ଭୁବନେଶ୍ବର; ଗରମ ନେଉଛି ଜୀବନ
ମହାବିଷୁବ ସଂକ୍ରାନ୍ତି ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିଛି।
Apr 16,2022, 18:31 PM IST
Third world war
ୟୁକ୍ରେନ ବିରୋଧି ଆକ୍ରମଣକୁ ଜୋରଦାର କଲା ଋଷିଆ; ଘନେଇଲା ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା
ବେଶ ସତର୍କତାର ସହ ଋଷିଆ ସେନାର ମୁକାବିଲା କରୁଛି ୟୁକ୍ରେନ ସେନା।
Apr 16,2022, 16:35 PM IST
Bhubaneswar Drug Trafficking
ରାଜଧାନୀରେ ଡ୍ରଗ୍ସ ବେପାର, ଟାର୍ଗେଟରେ ହକି ବିଶ୍ୱକପର ବିଦେଶୀ ଖେଳାଳି ଓ ଦର୍ଶକ
Bhubaneswar Drug Trafficking: ଏହି ଦୁଇ ଡ୍ରଗ୍ସ ମାଫିଆ ରବି ଓ ତାର ସହଯୋଗୀ ସନ୍ନି ଦିଲ୍ଲୀରୁ ଡ୍ରଗ୍ସ ଆଣି ଭୁବନେଶ୍ବରରେ ବେପାର କରୁଥିଲେ । ତେବେ ଦିଲ୍ଲୀର ତୁର୍କମାନଗେଟରେ ହେଉଥିସଲା ଡ୍ରଗ୍ସ ବାପାରର ମାଷ୍ଟପ୍ଲାନ । ସେହିଠାରୁ ଡ୍ରଗ୍ସ ସପ୍ଲାଏ କରାଯାଉଥିଲା ଭୁବନେଶ୍ୱରକୁ । ରବି ଓ ସନ୍ନି ଅଧିକାସଂ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥାନ୍ତି ଓ ଏହିଠାରେ ବଡ଼ ବଡ଼ ହୋଟେଲ ଏବଂ ଦୋକାନୀମାନଙ୍କ ସହ ଯୋଗାଯୋଗ କରି ଡ୍ରଗ୍ସ ବେପାର କରିଥାନ୍ତି । ଆସନ୍ତା ୨୦୨୩ ହକି ବିଶ୍ୱକପ ପାଇଁ ବିଭିନ୍ନ ବଡ଼ ବଡ଼ ହୋଟେଲ ଓ ଦୋକାନିମାନଙ୍କ ସହ ଚାଲିଥିଲା ଡିଲ୍ ।
Apr 15,2022, 18:11 PM IST
Abhaya
ଅଭୟଙ୍କ ଦକ୍ଷତା ଉପରେ ନବୀନଙ୍କ ଅତୁଟ ବିଶ୍ୱାସ, ଟେକି ଦେଲେ ଦୁଇ ଦୁଇଟି ବିଭାଗ
୨୦୨୧ ଡିସେମ୍ବର ୩୧ ତାରିଖରେ ପୋଲିସ ଡିଜି ଅଭୟ ଅବସର ଗ୍ରହଣ କଲେ। ସେହି ଦିନ ରାଜ୍ୟ ସରକାର ତାଙ୍କୁ ରାଜ୍ୟ ନାର୍କୋଟିକ୍ ଡ୍ରଗ୍ସ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବରେ ନୂଆ ଦାୟିତ୍ୱ ଦେଲେ। ତେବେ ରାଜ୍ୟ ସରକାର ଅଭୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ବେଶ ଭରସା କରିଛନ୍ତି।
Apr 14,2022, 12:45 PM IST
Maa kankana devi temple
ମାଁ କଙ୍କଣ ଦେବୀ ପୀଠ; ଏଠାରେ ପିଠା-ପଣା ମାନସିଲେ ହଜିଥିବା ଜିନିଷ ମିଳେ!
ଲୋକେ ଯାହାକୁ ଦେବୀ ବୋଲି ପୂଜା କରନ୍ତି ତାହା ମା କଙ୍କଣ ଦେବୀ ଏକ ବିରାଟ ପଥର ଖଣ୍ଡ। ଯାହାର ଉଚ୍ଚତା ୫୭ ଫୁଟ ଆଉ ମୋଟେଇ ୫ ଫୁଟ। ଏହି ବିରାଟ ପଥରଟି ଗୋଟିଏ ଛୋଟ ପଥର ଉପରେ ଶୂନ୍ୟରେ ରହିଥିବା ଦେଖିବାକୁ ମିଳେ।
Apr 14,2022, 10:32 AM IST
bargarh
କର୍ତ୍ତବ୍ୟ, ଦାୟିତ୍ୱ ପାଇଁ ପୋଲିସ ଓ ଚନ୍ଦ୍ରଶେଖରଙ୍କୁ ପ୍ରଶଂସା
ବରଗଡ ଜିଲ୍ଲାରେ ମୋବାଇଲ ଚୋରିର ବା ହଜି ଯାଇଥିବା ଅନେକ ମାମଲା ରୁଜୁ ହେବା ପରେ ଜିଲ୍ଲା ପୋଲିସ ଆକ୍ସନ ମୋଡକୁ ଆସିଥିଲା । ସାଇବର ସେଲ ଓ ବରଗଡ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଓ ଜିଲ୍ଲା ବାହାରେ ଚଢାଉ କରି ଏହି ମୋବାଇଲ ଜବତ କରିବାରେ ସଫଳ ହୋଇଗଲା ।
Apr 14,2022, 8:20 AM IST
Balasore
ସାମ୍ବାଦିକଙ୍କ ପାଇଁ ଜଳିଲା ନୀଳଗିରି!
ଆଠ ତାରିଖ ସକାଳେ ହଠାତ୍ ନୀଳଗିରି ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିଥିଲା। ଏହାସହ ୧୨ ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଜଣା ପଡିଥିଲା। ତେବେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ତା ଗମ୍ଭୀର ହେବା ଯୋଗୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଯାଇଥିଲା।
Apr 13,2022, 9:12 AM IST
Odisha Govt
ଚାକିରି ପାଇଁ Task Force, ମୁଖ୍ୟମନ୍ତ୍ରୀ ଦେଲେ ଏହି ନିର୍ଦ୍ଦେଶ
ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ଓ କଟକ ଜିଲ୍ଲାକୁ ପ୍ରାଧାନ୍ୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜିଲ୍ଲା ଗୁଡିକୁ କିଭଳି ଭାବରେ ବିଭିନ୍ନ କମ୍ପାନୀ ଆସିପାରିବେ ଏବଂ ସମାନେ କୌଣସି ସମସ୍ୟାର ସାମ୍ନା ଯେଭଳି ନହୁଅନ୍ତି ସେନେଇ ଏହି କ୍ଷେତ୍ରରେ ସମାଧାନ ନିମେନ୍ତ ଯୋଜନା ପ୍ରସ୍ତୁତ କରାଯିବ।
Apr 13,2022, 6:45 AM IST
Keonjhar DM
ଗିରଫ ହେବେ କେନ୍ଦୁଝର ଜିଲ୍ଲାପାଳ!
ତେବେ ଏନେଇ ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ମଧ୍ୟ ଜାରି କରାଯାଇଥିଲା । ଏହାପରେ ଅନେକ ଥର କେନ୍ଦୁଝର ଜିଲ୍ଲାପାଳଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ମଧ୍ୟ କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ କି କମିଶନଙ୍କ ନୋଟିସର କୌଣସି ଉତ୍ତର ମଧ୍ୟ ରଖି ନଥିଲେ । ଶେଷରେ ବାଧ୍ୟ ହୋଇ ଜାତୀୟ ଅନୁସୂଚିତ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ।
Apr 12,2022, 19:39 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.