ବୈଠକରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଉଛି। ଅଞ୍ଚଳରେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ପୋଲିସର ପଦକ୍ଷେପ ନେଇ ଆଲୋଚନା ହେଉଛି।
CRIME: ବାପର ଧାରୁଆ ଅସ୍ତ୍ରରେ ଆକ୍ରମଣରେ ପୁଅ ମୃତ । ପାରିବାରିକ କଳହ ପାଇଁ ହତ୍ୟା ସୂଚନା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚୁନିଦା ଅଞ୍ଚଳ ର ଘଟଣା । ସୂଚନା ଅନୁଯାୟୀ ରବି ସାହୁ ଙ୍କ ପୁଅ ବିକାଶ ସାହୁ ଙ୍କ ମଧ୍ୟ ରେ କୌଣସି କାରଣ ପାଇଁ ବିବାଦ ଥିଲା । ସକାଳ ସମୟ ରେ ଉଭୟ ଙ୍କ ମଧ୍ୟ ରେ ଝଗଡା ପରେ ବାପା ବୋହୂ କୁ ଘରେ ବନ୍ଦ୍ କରି ଦେଇଥିଲେ । ପରେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ବାପା ଆକ୍ରମଣ ରେ ବିକାଶ ଗୁରୁତର ହେବା ପରେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ । ତେବେ ଡକ୍ଟର ଚିକିତ୍ସା ପରେ ମଧ୍ୟ ମୃତ ଘୋଷଣା କରିଛନ୍ତି ।
School Holiday: ଭଦ୍ରକରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଏବଂ ଚାଲୁଥିବା ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଜିଲ୍ଲାର ପାଞ୍ଚଟି ବ୍ଲକର ୧୨୬ଟି ସ୍କୁଲକୁ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରିଛନ୍ତି।
Odisha News: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ କାଡା ଡିଭିଜନ ଜୁନିଅର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘର ସହ ବାସଭବନରେ ଚଢାଉ କରାଯାଇଥିଲା। ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଭଦ୍ରକ: ଏଭଳି ଠକେଇ ଅଭିଯୋଗରେ ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅଧୀନ ଫତେପୁର ଗ୍ରାମରେ ଅଟକିଲା ଯାତ୍ରା ପାର୍ଟି ଯାତ୍ରା ଅଶୋକ ସମ୍ରାଟ। ଧୂଷୁରୀ ଥାନା ଅଧୀନ ଫତେପୁର ଠାରେ ଗତକାଲି ଠାରୁ ଅଟକି ରହିଛି ଯାତ୍ରା ଅଶୋକ ସମ୍ରାଟ। ମା'' ବାସନ୍ତୀ ଦୁର୍ଗାପୂଜା କମିଟିର ସଦସ୍ୟମାନେ।
Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ବାଇକ୍ ଚୋରଙ୍କ ଦୈରାତ୍ମ୍ୟ। ଦିନ ଦ୍ବି ପହରେ ପୋଲିସ୍ ଆଖିରେ ଧୂଳି ଦେଇ ବାଇକ୍ ଚୋରି କରୁଛନ୍ତି ଚୋର।
ପୁଣି ଅଶାନ୍ତ ହୋଇପଡି଼ଛି ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିବେଶ। ନବନିଯୁକ୍ତ କଲେଜ ଅଧକ୍ଷ ଏକଛତ୍ରବାଦ ଶାସନ ଚଳାଇଥିବା ଅଭିଯୋଗ କରି ଦୁଇ ଦିନ ହେବ କଲେଜରେ ଛାତ୍ର ଅଶାନ୍ତି ଲାଗିରହିଛି। ତୁରନ୍ତ ଅଧ୍ୟକ୍ଷ ପଦ ଛାଡିବା ଦାବୀ କରି ଦୁଇ ଦିନ ହେବ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଧାରଣା ଦେଉଛନ୍ତି। ଅନେକ ଅଧ୍ୟାପକ ଓ କଲେଜ କର୍ମଚାରୀ ମଧ୍ୟ ଅଧ
ଭଦ୍ରକ: ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା । ସଂଘବଦ୍ଧ ଭାବେ 5 ରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ହତ୍ୟା କରାଯାଇଛି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁନିଆ ଠାରେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀ କୁମାର ସ୍ବାମୀ । ସୂଚନା ଅନୁଯାୟୀ ଶ୍ରୀ କୁ
ଭଦ୍ରକ: ମଝି ସମୁଦ୍ର ରେ ନାବିକ ନିଖୋଜ ଘଟଣା। ସମ୍ପର୍କୀୟଙ୍କୁ ଭେଟିଲେ ବିଜେଡି ଟିମ। ନାବିକ ସାର୍ଥକ ମହାପାତ୍ର ନିଖୋଜ ଘଟଣାକୁ ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସାର୍ଥକଙ୍କ ପତ୍ତା ମିଳିନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଭଦ୍ରକ ବିଜେଡିର ଏକ ଟିମ ସାର୍ଥକ ମହାପାତ୍ର ପରିବାରକୁ ଭେଟିଛନ୍ତି। ଚାନ୍ଦବ
Naveen Patnaik Slams Mohan Govt: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି।
Crime news: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ବାଲିଗାଁ ପଞ୍ଚାୟତ ଅଫିସ୍ ନିକଟରେ ଥିବା ଘଞ୍ଚ ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ନାବାଳିକା ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ୧୦ ବର୍ଷର ନାବାଳିକା ଝିଅ ସ୍କୁଲ ଯିବା ସମୟରେ କେହି ଟେକି ନେଇ ଦୁଷ୍କର୍ମ କରି ମାରିଦେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ବାଲିଗାଁ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
ଭଦ୍ରକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି କମଳାକାନ୍ତ ଦାସ ଓରଫ ବୁଦ୍ଧିଆ କୁ ଏନକାଉଣ୍ଟର । ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭଂଶୁ ମିଶ୍ର ଏନକାଉଣ୍ଟର କରିଥିବା ସୂଚନା । ତେବେ ବୁଦ୍ଧିଆ ବହୁ ଅପରାଧ ରେ ଜଡିତ ଥିବା ନେଇ ସୂଚନା । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଚରମ୍ପା ମାଲ ଗୋଦାମ ନିକଟ ରେଏନକାଉଣ୍ଟର କରାଯାଇଛି । ତେବେ ପୋଲିସ ଉପରକୁ ବୁଦ୍ଧିଆ 4 ରାଉଣ୍ଡ ଗୁଳି କରିବା ସହ ଆକ୍ରମଣ ପରେ ପୋଲିସ ଏନକାଉଣ୍ଟର କରିଛି ।
Bhadrak Police: ଭଦ୍ରକ ପୋଲିସ ଭଦ୍ରକ ବସ୍ ଷ୍ଟାଣ୍ଡରୁ ୧୭ ଜଣଙ୍କୁ ବାଂଲାଦେଶୀ ନାଗରିକ ସନ୍ଦେହରେ ଅଟକ ରଖିଛି। କୋଲକାତାର ମୁର୍ଶିଦାବାଦ ଜିଲ୍ଲାର ବାସିନ୍ଦା ବୋଲି ଦାବି କରୁଥିବା ଏହି ଅଟକ ବ୍ୟକ୍ତିମାନଙ୍କୁ ଭଦ୍ରକର ନୂତନ ବସ୍ ଷ୍ଟାଣ୍ଡ ନିକଟସ୍ଥ ଏକ ରାତ୍ରୀ ଆଶ୍ରୟସ୍ଥଳରେ ପୋଲିସ ସେମାନଙ୍କ କାର୍ଯ୍ୟକଳାପ ଏବଂ କଥାବାର୍ତ୍ତାକୁ ସନ୍ଦେହଜନକ ପାଇ ଅଟକ ରଖିଛି।
Odisha News: ଅଭାବନୀୟ...ଦୁଃଖଦ .... ଘଟଣା...। ପୁଅର ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କଲେ ମାଆ। ଆଉ ଭଉଣୀ ମଧ୍ୟ ଗୁରୁତର ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଦୋବଲ ସ୍ଥିତ କୋରକୋଦା ଗାଁ ରେ।
Bhadrak News: ଭଦ୍ରକ ଜିଲ୍ଲାରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲା କଲେକ୍ଟର ୨୧ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ ଏବଂ କଲେଜ ଅନ୍ତର୍ଭୁକ୍ତ।
Bhadrak News: ଗୁରୁବାର ଦିନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟ ଖରାପ ଯୋଗୁଁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।
Shivratri 2025: ଆଖଣ୍ଡଳମଣୀ ପୀଠରେ ବୃଷଭଙ୍କ ତାଣ୍ଡବ, ଭକ୍ତ ଗୁରୁତର ପବିତ୍ର ଶିବରାତ୍ରୀ ଅବସରରେ ଆଜି ଭଦ୍ରକସ୍ଥିତ ଆରଡି ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିବରାତ୍ରୀ ଉପଲକ୍ଷେ ଆଜି ଆରଡୀ ପୀଠରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ସମୟରେ ଏକ ଷଣ୍ଢ ଭକ୍ତଙ୍କ ଗହଳି ମଧ୍ୟ ପଶିଆସିଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଛନକା ପଶିଯାଇଥିବାର ଦେଖିବାକୁ ମିଳିଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ ଷଣ୍ଢ ଆକ୍ରମଣରେ କିଛି ଭକ୍ତ ସାମାନ୍ୟ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି।
Odisha News: ଶିଶୁ ପୁତ୍ରର ଦେହ ଅସୁସ୍ଥ ଥିବା ନେଇ ନିକଟସ୍ଥ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ଶିଶୁର ପିତା ମାତା ଉଭୟଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ନର୍ସୀଂ ଅଫିସର ରଞ୍ଜିତା ନାୟକ ସେବା ପରିବର୍ତ୍ତେ ଜାତିଆଣ ମନ୍ତବ୍ୟ ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଅଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ ମନମୟ କୁମାର ସାମନ୍ତ ସିଂହାରଙ୍କୁ ସୋମବାର ଏକ ଲିଖିତ ଅଭିଯୋଗ ଦେବା ସହ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଛି।
Odisha News: ରୋଗୀର ସହଯୋଗୀ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ସାକ୍ଷାତ କରି ନର୍ସୀଂ ଅଫିସର ରଞ୍ଜିତା ନାୟକଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ଭଦ୍ରକ ଓ ଜିଲ୍ଲାପାଳ ଭଦ୍ରକଙ୍କୁ ମଧ୍ୟ ଅଭିଯୋଗ ଦିଆଯାଇଛି ବୋଲି ଅଭିଯୋଗକାରୀମାନେ କହିଛନ୍ତି। କିନ୍ତୁ ଅପରପକ୍ଷେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା ସାମନ୍ତସିଂହାର ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି କି ଏବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯିବ ଏବଂ ତାଙ୍କ ନିର୍ଦ୍ଦେଶରେ ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
Robbery Video: ବନ୍ଧୁକ ଦେଖାଇ ADEOଙ୍କ ଠାରୁ ୮.୧୧ ଲକ୍ଷ ଟଙ୍କାର ଭତ୍ତା ଟଙ୍କା ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ । ଭତ୍ତା ଟଙ୍କା ବାଣ୍ଟିବାକୁ ନେବା ସମୟରେ ପଲସର ରେ ଆସି ଏଡିଇଓ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ ଜଣ ଦୁର୍ବୃତ୍ତ ଲୁଟିନେଲେ ଟଙ୍କା ବ୍ଯାଗ୍ । ବ୍ଯାଗରେ ଥିଲା ୮ଲକ୍ଷ ୧୧ହଜାର ଟଙ୍କା । ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍। ଘସିପୁରା ବ୍ଲକ୍ ତରୁଆଁ ପଞ୍ଚାୟତରେ ଆଜି ଭତ୍ତା ବଣ୍ଟନର କାର୍ଯ୍ଯକ୍ରମ ରହିଥିଲା । ଏଥିପାଇଁ ର ପିଇଓ ରଶ୍ମିରଂଜନ ମହାରଣା ୮ଲକ୍ଷ ଟଙ୍କା ବ୍ଯାଙ୍କ ରୁ ଉଠାଇ ଏକ ବ୍ଯାଗରେ ଭର୍ତି କରି ପଞ୍ଚାୟତ ଏଡିଇଓ ପର୍ଶୁରାମ ସାହୁ ସୁଆଁପଦା ଛକରେ ହସ୍ତାନ୍ତର କରିଥିଲେ । ତେବେ ବ୍ଯାଗଧରି ପର୍ଶୁରାମ ପଞ୍ଚାୟତ କୁ ଯାଉଥିବା
Crime: ଫିଷ୍ଟ୍ କରିବା ପାଇଁ ଏକ ଘରକୁ ଡ଼ାକିଲେ , ଖାଇ ସାରି ହାତ ଧୋଇବା ବେଳେ ପଛ ପଟୁ ହାଣି ଦେଲେ। ପରେ ଘର ନିକଟରେ ଆଣି ଫିଙ୍ଗିଦେଲେ। ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣାରେ ଏମିତି ଭାବେ ହତ୍ୟା କରାଯାଇଥିବା ବିଶ୍ଵସ୍ଥ ସୂତ୍ର ରୁ ଖବର ମିଳିଛି। ପୋଲିସ ଘଟଣା ସ୍ଥଳରେ ସିନ ରିକ୍ରିଏସନ କରିଥିଲେ ବି ଘଟଣାକୁ ନେଇ ମୁଁହ ଖୋଲି ନାହିଁ । ଗତ ନଭେମ୍ବର ୧୩ ତାରିଖ ରାତିରେ ଭଦ୍ରକ ବନ୍ଧଗାଁର ପୂର୍ବତନ ସରପଞ୍ଚ ହତ୍ୟା ଘଟଣା ପରେ ପୁଣି ଥରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ଗ୍ରାମାଞ୍ଚଳ ପୋଲିସ। ୪ ଜଣ ଅଜଣା ଅଭିଯୁକ୍ତଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ।
Odisha News: ଧାମନଗର ଭଣ୍ଡାରିପୋଖରୀ ସୀମାରେ ଦୋକାନ ଗୃହ ଓ ଘର ନିର୍ମାଣକୁ ବିରୋଧ କରି ଅଭିଯୋଗ ହୋଇଥଲା ଆଜି ସରକାରୀ ଜମିରେ ଉଛେଦ କରାଯାଇଛି, ଉଛେଦ ବେଳେ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର କିଛି ବେକ୍ତି ଭଣ୍ଡାରିପୋଖରୀ କୁରିଗାଁ ପଞ୍ଚାୟତ ଷଠଗାଁ ମୌଜା ରେ ଦୀର୍ଘଦିନ ଧରି ବିଭିନ୍ନ ଦୋକାନ କରି ସରକାରୀ ଜମିରେ ଜବରଦଖଲ କରିଥିବା ବେଳେ ଆଜି ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଉଛେଦ କରାଯାଇଛି।