lpg gas cylinder

ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍

ଇଣ୍ଡେନର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର (LPG Gas Cylinder) ର ନୂତନ ମୂଲ୍ୟ ୧୬୪୧ ଟଙ୍କା ବଦଳରେ ୧୫୯୫.୫୦ ଟଙ୍କା ରହିଛି । 

मई 3, 2021, 04:01 PM IST

LPG ଗ୍ୟାସ୍ ସିଲିଣ୍ଡର ଶସ୍ତା ହେଲା ନା ମହଙ୍ଗା? ତୁରନ୍ତ ଚେକ୍ କରନ୍ତୁ ମେ ୧ର ରେଟ୍

ଏଠାରେ କହି ରଖୁଛୁ ଯେ, ଗତ ମାସରେ ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଏଥି ସହିତ ଫେବୃଆରୀ ଓ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।

मई 1, 2021, 01:23 PM IST

ଆଜିଠାରୁ ଦେଶରେ ବଡ ପରିବର୍ତ୍ତନ, ଲାଗୁ ହେବ ଏହି ନିୟମ

ଆଜିଠାରୁ ଦେଶବ୍ୟାପୀ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋରୋନା ଟିକା ଦିଆଯିବ। ଏଥିପାଇଁ ଗତ ୨୮ ତାରିଖରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ବ୍ୟକ୍ତି CoWIN ପୋର୍ଟାଲ୍, Aarogya Setu App ଓ UMANG App ମାଧ୍ୟମରେ ପଞ୍ଜିକରଣ କରିପାରିବେ।

मई 1, 2021, 07:49 AM IST

ଗୋଟିଏ ଦିନ ପରେ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏଭଳି ପରିସ୍ଥିତିରେ ମେ ୧ରେ ସିଲିଣ୍ଡର ମୂଲ୍ୟ ବଦଳିପାରେ ।

Apr 30, 2021, 04:42 PM IST

खत्म हुए पुराने नियम, बस एक दस्तावेज और मिल जाएगा LPG गैस कनेक्शन

अगर आप एलपीजी गैस सिलेंडर (LPG Gas cylinder ) ले रहे हैं तो आपके लिए खुशखबरी है. अब एक दस्तावेज पर दिखाकर आप गैस कनेक्शन ले सकते हैं. पहले नियम था कि जिन लोगों के पास कोई एड्रेस प्रूफ न हो, उन्हें रसोई गैस (LPG) सिलेंडर न दें.

Apr 23, 2021, 10:40 AM IST

LPG Offers: ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଏପ୍ରିଲ ୩୦ ଯାଏ ସୁଯୋଗ, ଏହି ଉପାୟରେ ଉଠାନ୍ତୁ ଲାଭ

LPG Offers: ବର୍ତ୍ତମାନ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୨ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି ପାଇଥିଲା ।

Apr 20, 2021, 02:05 PM IST

LPG सब्सिडी का पैसा आपके खाते में आ रहा है या नहीं? अगर नहीं को करें ये काम, आने लगेंगे पैसे...

आप एलपीजी सब्सिडी (LPG Subsidy) के जरिए बड़ी राहत पा सकते है.  

Apr 9, 2021, 03:53 PM IST

ଆପଣଙ୍କୁ ମିଳୁଛି କି LPG ସବସିଡି? ମୋବାଇଲରେ ଏହିପରି କରନ୍ତୁ ଚେକ୍

ବର୍ତ୍ତମାନ ଦୁଇ ମିନିଟରେ ଆପଣ ଜାଣି ପାରିବେ ଆପଣଙ୍କ ସବସିଡି କେତେ ଆସୁଛି । ସବସିଡି ଚେକ୍ କରିବାର ଦୁଇଟି ଉପାୟ ଅଛି । ପ୍ରଥମଟି ହେଉଛି ଇଣ୍ଡେନ, ଭରତ ଗ୍ୟାସ୍ କିମ୍ବା ଏଚପି ସହିତ ପଞ୍ଜୀକୃତ ମୋବାଇଲ୍ ନମ୍ବର ମାଧ୍ୟମରେ ଏବଂ ଦ୍ୱିତୀୟଟି ହେଉଛି LPG ID ମାଧ୍ୟମରେ, ଏହି ID  ଆପଣଙ୍କ ଗ୍ୟାସ୍ ପାସବୁକରେ ଲେଖାହୋଇଛି ।

Apr 8, 2021, 09:58 AM IST

जबरदस्त ऑफर! सिर्फ 9 रुपये में मिल सकता है LPG Cylinder, जान लें ये आसान तरीका

इस बात का ध्यान रखना होगा कि यह ऑफर केवल फर्स्ट टाइम यूजर के लिए होगा. यानी, पहली बार एप का इस्तेमाल कर बुकिंग करने पर ही यह कैशबैक मिलेगा. 

Apr 6, 2021, 10:06 AM IST

ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଜାଣନ୍ତୁ ଏହି ଖାସ୍ ଅଫର ବିଷୟରେ...

ପେଟିଏମ୍ (Paytm) ଏପ୍ରିଲ୍ ମାସରେ କ୍ୟାସ ବ୍ୟାକ୍ ଅଫର ଲଞ୍ଚ କରିଛି । ଏହି ଅଫର ଅନୁଯାୟୀ, ଯଦି ଆପଣ ଏକ ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ । ତଥାପି ଏହି ଅଫର କେବଳ ପ୍ରଥମ ଥର ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।

Apr 6, 2021, 09:01 AM IST

मात्र 9 रुपये में मिल सकता है LPG गैस सिलेंडर! आज ही लें इस ऑफर का लाभ, जानिए प्रोसेस

 एक अप्रैल से वित्त वर्ष 2021-22 की शुरूआत हो चुकी है. नए वित्त वर्ष के पहले ही दिन राहत भरी खबर आई, जिसमें एलपीजी गैस सिलेंडर (LPG Gas Cylinder) की कीमतों में 10 रुपये की कटौती हुई है.

Apr 4, 2021, 10:45 AM IST

काम की खबर: सिर्फ 9 रुपए में मिल रहा LPG गैस सिलेंडर! इस आसान तरीके से आप भी उठा सकते हैं फायदा, यहां जानें

ग्राहकों को 809 रुपए वाला गैस सिलेंडर केवल 9 रुपए में मिल सकता है...जानें पूरी डिटेल...

Apr 2, 2021, 04:36 PM IST

ଆପଣଙ୍କ LPG ସବସିଡି ହୋଇଯାଇଛି କି ବନ୍ଦ? ତେବେ ତୁରନ୍ତ କରନ୍ତୁ ଏହି କାମ

LPG Subsidy: ଆପଣ ସବସିଡି ପାଉଛନ୍ତି କି ନାହିଁ, ଥରେ ନିଶ୍ଚୟ ଯାଞ୍ଚ କରି ନିଅନ୍ତୁ । ଯଦି ଆପଣ ଏଲପିଜି ଉପରେ ସବସିଡି ପାଉନାହାଁନ୍ତି, ତେବେ ଏହାର ଗୋଟିଏ କାରଣ ହେଉଛି, ଆପଣଙ୍କୁ ଆପଣଙ୍କ ଆଧାର (Aadhaar) କୁ ଲିଙ୍କ୍ କରିବାକୁ ପଡିବ । 

Mar 15, 2021, 01:41 PM IST

୭ ବର୍ଷରେ ଦୁଇ ଗୁଣ ବଢ଼ିଛି LPG ସିଲିଣ୍ଡର ମୂଲ୍ୟ, ସବସିଡି ମଧ୍ୟ ହୋଇଛି ଶେଷ

ଲୋକସଭାରେ ନିଜ ଲିଖିତ ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ (Petroleum Minister Dharmendra Pradhan) କହିଛନ୍ତି ଯେ, ୧ ମାର୍ଚ୍ଚ ୨୦୧୪ରେ ଏକ ଗ୍ୟାସ ସିଲିଣ୍ଡର (LPG Gas Cylinder) ର ମୂଲ୍ୟ ୪୧୦.୫୦ ଟଙ୍କା ଥିବାବେଳେ ଏହି ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାକୁ ଛୁଇଁଛି ।

Mar 11, 2021, 04:00 PM IST

LPG Gas Subsidy: गैस सब्सिडी खाते में आ रही है या नहीं, घर बैठे ऐसे करें पता

कई बार गलतियों की वजह से पैसा खाते में नहीं पहुंचता है. अगर आप भी अपने खाते में आने वाली सब्सिडी चेक करना चाहते हैं तो यह प्रक्रिया बेहद आसान है. आइए जानते हैं.

Mar 7, 2021, 03:59 PM IST

LPG ସିଲିଣ୍ଡରକୁ ନେଇ ସରକାର ନେଲା ବଡ଼ ନିଷ୍ପତ୍ତି, ଏହି ନିୟମକୁ କଲା ପରିବର୍ତ୍ତନ

ଅୟଲ ସଚିବ ତରୁଣ କପୁର କହିଛନ୍ତି ଯେ, ସରକାର କମ୍ ଡକ୍ୟୁମେଣ୍ଟରେ ଏଲପିଜି ସଂଯୋଗ ଦେବାକୁ ପ୍ରସ୍ତୁତି କରୁଛନ୍ତି । ପରିବର୍ତ୍ତିତ ନିୟମଗୁଡିକରେ ଆବାସିକ ପ୍ରମାଣପତ୍ର ବିନା LPG ସଂଯୋଗ ପ୍ରଦାନ କରିବାର ଯୋଜନା ଅଛି ।

Mar 3, 2021, 09:12 AM IST

ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେହିପରି ଆଜିଠାରୁ ଘରୋଇ ସିଲିଣ୍ଡର (LPG gas Cylinder) ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ । ଫେବୃଆରୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ।

Mar 1, 2021, 08:37 AM IST

ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ମାର୍ଚ୍ଚ ୧ରୁ ୬୦ ବର୍ଷ ବୟସରୁ ଅଧିକ ବ୍ୟକ୍ତି ଓ ଗୁରୁତର ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କୋରୋନା ଟିକା ଲଗାଇବା କାର୍ଯ୍ୟ ଆରମ୍ଭ କରାଯିବ । 

Feb 28, 2021, 02:23 PM IST

उत्तराखंड के इस जिले में 43 रुपये सस्ता हुआ गैस सिलेंडर, मिली स्पेशल छूट

उत्तराखंड के बागेश्वर की जनता को बड़ी राहत मिली है. दरअसल, जिला स्तर पर अब रसोई गैस के दामों में 43 रुपये की छूट मिलेगी. 

Feb 26, 2021, 07:01 PM IST

ପୁଣି ଆସିଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Gas Cylinder Price Today: ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର (LPG) ର ମୂଲ୍ୟ । IOC ଫେବୃଆରୀରେ ତୃତୀୟ ଥର ପାଇଁ ୧୪.୨ କିଲୋଗ୍ରାମ LPG ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛି । ଏହାପୂର୍ବରୁ ଫେବୃଆରୀ ୪ ଓ ଫେବୃଆରୀ ୧୪ରେ ମୂଲ୍ୟ ବୃଦ୍ଧି କରାଯାଇଥିଲା ।   ଫେବୃଆରୀ ୪ରେ ଆଇଓସି ଏଲପିଜି ସିଲିଣ୍ଡର ମୂଲ୍ୟକୁ ୫୦ ଟଙ୍କା ବୃଦ୍ଧି କରିଥିଲା

Feb 25, 2021, 09:01 AM IST