karauli violence
'କରୌଲି ହିଂସା: କଂଗ୍ରେସ ପାର୍ଷଦଙ୍କ ଘରୁ ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ଭଳି ଅସ୍ତ୍ର ଜବତ'
ଏହାପୂର୍ବରୁ ଏକ ରିପୋର୍ଟରେ ଖୁଲାସା ହୋଇଥିଲା ଯେ ଯେଉଁ ଅଞ୍ଚଳରେ ହିନ୍ଦୁମାନଙ୍କ ଉପରେ ପଥରମାଡ଼ କରାଯାଇଛି, ସେଠାକାର ମସଜିଦ ଏବଂ ଘରର ଛାତ ଉପରେ ପୂର୍ବରୁ ହିଁ ଇଟା ଏବଂ ପଥର ଏକାଠି କରି ରଖାଯାଇଥିଲା।
Apr 7,2022, 18:51 PM IST
Science Teacher Arrested in Bangladesh
ବାଂଲାଦେଶରେ ପୈଗମ୍ବରଙ୍କୁ ଅପମାନ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ
ମଣ୍ଡଳଙ୍କ ପରିବାର ଇସଲାମ ଏବଂ ପୈଗମ୍ବରଙ୍କୁ ଅପମାନ କରିଥିବା ଅଭିଯୋଗ। ତେବେ ଅଭିଯୁକ୍ତ ଶିକ୍ଷକ ହୃଦୟ ଚନ୍ଦ୍ର ମଣ୍ଡଳଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପୈଗମ୍ବରଙ୍କୁ ଅପମାନ ଅଭିଯୋଗ ପରେ ମୁସଲିମ ଲୋକେ ତାଙ୍କ ବଞ୍ଚିବା ମୁସ୍କିଲ କରି ଦେଇଛନ୍ତି। ତାଙ୍କୁ ସାମାଜିକ ବାସନ୍ଦ କରାଯାଇଛି, ଆସନ୍ତୁ ଜାଣିବା କ'ଣ ରହିଛି ପୂରା ଘଟଣା।
Apr 7,2022, 18:21 PM IST
Gorakhpur temple Attack
ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିବା ମୁର୍ତ୍ତାଜା ପାଗଳ: ଅଖିଳେଶ ଯାଦବ
ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରିଥିବା ଅହମ୍ମଦ ମୁର୍ତ୍ତାଜା ଅବ୍ବାସୀ ସପକ୍ଷରେ ବାହାରିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, କହିଲେ ତା'ର ଅଛି ମାନସିକ ସମସ୍ୟା... ମୁର୍ତ୍ତାଜାଙ୍କୁ ତା'ର ପିତା ମାନସିକ ରୂପରେ ଅସ୍ଥିର ଦର୍ଶାଇଲେ, ମାତ୍ର ତାର ଚିକିତ୍ସା କରୁଥିବା ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି।
Apr 6,2022, 23:36 PM IST
Osama Shahab
ବାପା ଏସିଡ୍ ଢାଳି ମାରୁଥିଲା, ପୁଅ ଗୁଳିକରି ମାରୁଛି!
ବିହାରରେ MLC କ୍ୟାଣ୍ଡିଡେଟଙ୍କ ଉପରେ AK-47ରୁ ଫାୟାରିଂ, FIR ରେ ଶାହାବୁଦ୍ଦିନ ପୁଅ ଓସାମାର ନାଁ ମଧ୍ୟ ଉଠିଛି। ରଇସ ଖାନ ଏବଂ ତାର ଭାଇ ଅୟୁବ ଖାନ ଏକଦା ଥିଲେ ଶାହାବୁଦ୍ଦିନର ଚିଫ୍ ଶୁଟର। ପରେ ଦୁଇଭାଇ ଶାହାବୁଦ୍ଦିନଠାରୁ ଦୂରେଇ ଅଲଗା ଏକ ଗ୍ୟାଙ୍ଗ ଗଢ଼ିଲେ। ଏହା ପରଠାରୁ ଦୁହିଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଶତ୍ରୁତା।
Apr 6,2022, 23:28 PM IST
Cameraman Manas Murder Case
ଭିଡିଓ କ୍ଲିପ୍ ଦେବାକୁ ମାନସ ମାଗୁଥିଲେ ୧୦ ହଜାର!
ଜାନୁଆରୀ ୩୦ ତାରିଖ ଶର୍ମିଷ୍ଠା ଏବଂ ନିରଞ୍ଜନ ମାନସଙ୍କୁ ୱେବ୍ ପୋର୍ଟାଲ ‘ସଂପୂର୍ଣ୍ଣ’ ଅଫିସକୁ ଡାକିଥିଲେ।
Apr 6,2022, 20:18 PM IST
Shiv Sena leader Sanjay Raut
୪୭ ଏକର ଜମି, ୬୭୨ ଭଡ଼ାଟିଆ ଓ ୧୦୦୦ କୋଟିର କାହାଣୀ!
ସଞ୍ଜୟ ରାଉତଙ୍କ ପତ୍ନୀ ଏବଂ ସାଙ୍ଗ ଦୁହେଁ ମିଶି କେମିତି ଖେଳ କରିଛନ୍ତି, ସେ କଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉରୁ ପର୍ଦ୍ଦାଫାସ୍ ହୋଇଛି। ଜମି ଦୁର୍ନୀତିରେ ED ଜବତ କରିଛି ଶିବସେନା ସାଂସଦଙ୍କ ସମ୍ପତ୍ତି।
Apr 6,2022, 15:43 PM IST
BJP
ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ଗୌରବୋଜ୍ଜଳ ଇତିହାସ
ଆଜି (ବୁଧବାର) ଭାରତୀୟ ଜନତା ପାର୍ଟିର ୪୨ତମ ପ୍ରତିଷ୍ଠା ଦିବସ। ଏକଦା ମାତ୍ର ୨ ଜଣ ସାଂସଦରୁ ଯାତ୍ରା ଆରମ୍ଭ କରିଥିବା ଏହି ରାଜନୈତିକ ଦଳ ଆଜି କେବଳ ଦେଶ ନୁହେଁ, ତମାମ ବିଶ୍ୱରେ ନିଜ ବିଜୟର ବୈଜୟନ୍ତୀ ଉଡ଼ାଇ ପାରିଛି। ଆଉ ଏହି ଦଳର ନୀତି ଓ ଆଦର୍ଶ ମଧ୍ୟ ଧୀରେ ଧୀରେ ଦେଶବାସୀଙ୍କ ଦ୍ୱାରା ଗ୍ରହଣୀୟ ହେବାରେ ଲାଗିଛି। ଦଳ ହାସଲ କରୁଥିବା ବର୍ଦ୍ଧିତ ଭୋଟ
Apr 6,2022, 13:10 PM IST
YouTube channels blocked
ଦେଶ ବିରୋଧୀ ଏଜେଣ୍ଡା ଚଳାଉଥିବା ୨୨ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍
22 YouTube Channels Blocked in India: ୨୨ ଚ୍ୟାନେଲକୁ ବନ୍ଦ କଲେ କେନ୍ଦ୍ର ସରକାର, ସେଥିରୁ ୪ଟି ପାକିସ୍ତାନୀ: ସବୁ ମିଶି ୨୬୦ କୋଟି ଥର ଦେଖାଯାଇଥିଲା ।
Apr 5,2022, 22:29 PM IST
Appeasement Politics in Rajasthan
ରାଜସ୍ଥାନରେ ଧର୍ମକୁ ଦେଖି ହେଉଛି ବିଦ୍ୟୁତ୍ ଯୋଗାଣ!
ଏହା ସୁନିଶ୍ଚିତ କରାଯାଉ ଯେ, ଯୋଧପୁର, ପାଲୀ, ସିରୋହୀ, ବାଡ଼ମେର, ଜୈସଲମେର, ବିକାନେର, ଚୁରୁ, ହନୁମାନଗଡ଼ ଏବଂ ଶ୍ରୀଗଙ୍ଗାନଗରର ସମସ୍ତ ମୁସଲିମବହୁଳ ଅଞ୍ଚଳରେ ରମଜାନ ମାସଯାକ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ।
Apr 5,2022, 18:47 PM IST
Gujarat Mission of AAP
ଦିବାସ୍ୱପ୍ନ ପାଲଟିବ କି ଗୁଜରାଟ ଦଖଲ ଆଶା?
ଆମ୍ ଆଦମୀ ପାର୍ଟି ପାଇଁ ଗୁଜରାଟ ଦଖଲ ଆଶା ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ହେଲାଣି। କାରଣ ଏଠୁ ନିଜ ଦୁଇଦିନିଆ ଗସ୍ତସାରି କେଜରିୱାଲ ଆଉ ଭଗୱନ୍ତ ମାନ୍ ନିଜ ନିଜ ଘରକୁ ନ ବାହୁଡୁଣୁ ଆପ୍ ଛାଡ଼ି ବିଜେପିରେ ଯୋଗ ଦେବାକୁ ଲାଗିଲାଣି ସ୍ଥାନୀୟ ତୁଙ୍ଗ ନେତାମାନଙ୍କ ଲାଇନ୍।
Apr 5,2022, 18:38 PM IST
Congress leader Ahmed Patel
ଅମିଷା ପଟେଲଙ୍କୁ 'ପ୍ରପୋଜ୍' ପରେ କଂଗ୍ରେସରୁ 'ତଲାକ' ନିମନ୍ତେ ପ୍ରସ୍ତୁତି!
ଦିବଂଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ କହିଲେ, 'କଂଗ୍ରେସ ଆଉ ନୁହେଁ... ମୁଁ ଥକିଗଲିଣି...!
Apr 5,2022, 18:31 PM IST
murder
ପ୍ରତିଶୋଧ ପରାୟଣ ପ୍ରେମିକ: ଅଭାବିନୀର ପ୍ରେମକୁ ସନ୍ଦେହ କଲା ପରଦେଶୀ ପ୍ରେମିକ
ପ୍ରେମିକକୁ ବିଶ୍ୱାସ କରି ଠକିଗଲେ ଅଭାବିନୀ। ଶଇତାନ୍ ପ୍ରେମିକ ଘଟାଇ ବସିଲା ଅପରାଧ। ନେଇଗଲା ନିରୀହା ପ୍ରେମିକାର ଜୀବନ। ଏହା ହିଁ ଥିଲା ହତଭାଗିନୀ ଅଭାବିନୀଙ୍କ ଜୀବନ କାହାଣୀ।
Apr 3,2022, 20:07 PM IST
Rampur royal family
ଉପଯୁକ୍ତ ଦାୟାଦ ହାତକୁ ଫେରିଲା ଜମି, ଲୁଟି ନେଇଥିଲେ ଆଜମ ଖାନ
ସମାଜବାଦୀ ପାର୍ଟି ସରକାରରେ ମନ୍ତ୍ରୀ ଥିବା ଆଜମ ଖାନ ରାଜ ପରିବାରର ଯେଉଁ ଜମି ଛଡ଼ାଇ ନେଇଥିଲା, ୧୦ ବର୍ଷ ପରେ ଫେରାଇଲା ୱାକଫ ବୋର୍ଡ: ତଦନ୍ତ ପରେ ହେଲା କାର୍ଯ୍ୟାନୁଷ୍ଠାନ।
Apr 2,2022, 22:09 PM IST
Camera man manas
ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରୀର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଖୋଲିଲେ ରହସ୍ୟ ପେଡ଼ି !
ନିରଞ୍ଜନ ସେଠୀ ମାନସ ସ୍ୱାଇଁଙ୍କୁ ନିର୍ମମ ଭାବରେ ମାଡ଼ ମାରୁଥିବା ବେଳେ ସେଠାରେ ଶର୍ମିଷ୍ଠା ରାଉତ, ଜଣେ କମ୍ପ୍ୟୁଟର ଅପରେଟର, ଝୁନା ଭୋଇ ଓ ତାଙ୍କ ସ୍ୱାମୀ ଆଉ ରାଜ୍ ମଧ୍ୟ ଉପସ୍ଥିତ ଥିଲେ।
Apr 2,2022, 20:05 PM IST
Anup Sae
କୋଲ୍ଡ ବ୍ଲଡେଡ ମର୍ଡର: 'ଫୁଲରୁ ମହୁ ଶୋଷିନେଇ' ଖିନଭିନ୍ କରିଦେଇଥିଲା ଅନୁପ
ଫୁଲରୁ ମହୁ ଶୋଷିନେଇ ସାରିଥିବା ଅନୁପ ସାଏ ଆଉ କଳ୍ପନାଙ୍କ ପଘାରେ ବନ୍ଧା ହୋଇ ରହିବାକୁ ଚାହୁଁ ନ ଥିଲେ। ତେଣେ ତାଙ୍କ ଉପରେ କଳ୍ପନାଙ୍କ ଚାପ ବଢ଼ିବାରେ ଲାଗିଥିଲା। ଫଳରେ ଅନୁପ ନେଇଥିଲେ ଏକ ଭୟାନକ ନିଷ୍ପତ୍ତି।
Apr 2,2022, 18:07 PM IST
Yogi Shivpal Meeting
ପୁତୁରା ଅଖିଳେଶ ପ୍ରତି ବୈରାଗ୍ୟ, CM ଯୋଗୀଙ୍କ ପ୍ରତି ଭାବ !
ପୁଣି ଖରାପ ହେଲା କାକା-ପୁତୁରା ସମ୍ପର୍କ। ବିଜେପିର ଶରଣ ନେବେ କି ଶିବପାଲ? ପଦ୍ମ ଶିବିରରେ ବିଲୟ ହେବକି ପ୍ରଗତିଶୀଳ ସମାଜବାଦୀ ପାର୍ଟି?
Mar 30,2022, 23:44 PM IST
Delhi High Court
ନିଜକୁ ଭାରତ ସରକାରଙ୍କ ସହ ତୁଳନା କରୁଛନ୍ତି?
ଦେଶର ଆଇନ ନୁହେଁ, ଚାଲିବ କମ୍ପାନୀର ନିୟମ, ଏ ଯୁକ୍ତିକୁ ନେଇ ଟ୍ୱିଟରକୁ କୋର୍ଟଙ୍କ ଭର୍ତ୍ସନା। ଦେଶର ଆଇନ-କାନୁନ ଅନୁସାରେ କମ୍ପାନୀକୁ ଚଳାଇବା ଯୁକ୍ତିକୁ ଖଣ୍ଡନ କରିବାକୁ ଯାଇ ଟ୍ୱିଟର ଓକିଲ କହିଲେ, 'ଆମେ ଏକ ଘରୋଇ କମ୍ପାନୀ, ଆମର ନିଜସ୍ୱ କାଇଦା-କଟକଣା ରହିଛି। ଏହାକୁ ନେଇ ବିଚାରପତି ଟିପ୍ପଣୀ କରି କହିଲେ, 'ଆପଣ ନିଜକୁ ଭାରତ ସରକାରଙ୍କ ସହ ତୁଳନା କରୁଛନ୍ତି?
Mar 30,2022, 21:04 PM IST
Gangpur Police Station
ଗାଙ୍ଗପୁର IIC ଅପମୃତ୍ୟୁ ଫଲୋଅପ୍
ଗଞ୍ଜାମ ଜିଲ୍ଲା ଗାଙ୍ଗପୁରରେ ଘଟିଥିଲା ଅଘଟଣ। ଆଇନର ରକ୍ଷକ ହୋଇଥିଲେ ମୃତ୍ୟୁର ଶିକାର।
Mar 30,2022, 20:51 PM IST
Shiv Sena Muslim Leader
ଶିବସେନାର ମୁସଲିମ ନେତା ଓୱେସୀଙ୍କ ପାର୍ଟିକୁ ଦେଇଥିଲେ ବିଜୟ!
ଅବଦୁଲ ସତ୍ତାର ପ୍ରଥମେ ଥିଲେ କଂଗ୍ରେସ ନେତା। ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ସେ ଶିବସେନାରେ ଯୋଗ ଦେଇଥିଲେ। ଇମତିୟାଜ ତାଙ୍କୁ ନିଜ ବିଜୟର ଶ୍ରେୟ ଦେବାକୁ ଯାଇ 'କିଙ୍ଗ୍ ମେକର' ଆଖ୍ୟା ଦେଇଛନ୍ତି। ତାଙ୍କର ଏହି ବୟାନ ପରେ ଏବେ ଏହି ଚର୍ଚ୍ଚା ସରଗମରମ ହୋଇଛି ଯେ, ନିଜ ଦଳ ଶିବସେନାକୁ ହରାଇବାରେ କ'ଣ ସତ୍ତାରଙ୍କର ପ୍ରଚ୍ଛନ୍ନ ହାତ ରହିଛି?
Mar 29,2022, 0:05 AM IST
Kashmiri Pandit
680 କାଶ୍ମୀର ପଣ୍ଡିତଙ୍କ ହତ୍ୟା;ଯେତେବେଳେ କଂଗ୍ରେସ କରିଥିଲା ଆତଙ୍କବାଦୀଙ୍କ ସହ ମିଶି କାମ
ଭାବିଲେ ଦେଖି, ସେହି ଲକ୍ଷ ଲକ୍ଷ କାଶ୍ମୀରୀ ପଣ୍ଡିତଙ୍କ ଉପରେ କ'ଣ ବିତୁଥିବ ଯେଉଁମାନଙ୍କୁ ଏ ଆତଙ୍କବାଦୀଙ୍କ ପାଇଁ ନିଜ ଘର, ନିଜ କାମ, ନିଜ ଭିଟାମାଟି ସବୁ ଛାଡ଼ିବାକୁ ପଡ଼ିଥିଲା। ମନମୋହନ ସିଂହଙ୍କ ସହ ୟାସିନ ମଲିକର ସାକ୍ଷାତକୁ ନେଇ ଆଜି ବି କ୍ଷମତା ଅଳିନ୍ଦରେ ହୁଏ ଚର୍ଚ୍ଚା।
Mar 28,2022, 23:53 PM IST
Supreme Court
୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ହିନ୍ଦୁ ସଂଖ୍ୟାଲଘୁ
ଏହା ପ୍ରଥମଥର ନୁହେଁ, ଯେତେବେଳେ କୌଣସି ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟାଲଘୁ ଦାବିକୁ ଗୁରୁତ୍ୱ ଦିଆଯାଇ ନାହିଁ। ୨୦୨୦ ଫେବ୍ରୁଆରୀ ମାସରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ଘୋଷଣା କରିବା ନେଇ ହୋଇଥିଲା ଆବେଦନ। ତେବେ ଏହାକୁ କୋର୍ଟ ଖାରଜ କରି ଦେଇଥିଲେ।
Mar 28,2022, 23:09 PM IST
Cameraman Manas Swain Murder Case
ସାରୁ ଭିତରେ ଅଛି କି ମାରୁ?
ସେ କୋଲକାତାରୁ ଆସୁଥବା ବେଳେ ଏକ ବସ୍ ଭିତରୁ ତାଙ୍କୁ ଗିରଫ କରାଯାଇଛି। ତେବେ ସେ ଏତେଦିନ ଧରି ଫେରାର ଥିବା ବେଳେ ଠିକ୍ ଆଜିଦିନରେ ହିଁ କାହଁକି ଘରବାହୁଡ଼ା ହେଉଥିଲେ, ଯେତେବେଳେ କି ତାଙ୍କ ବଞ୍ଚିଥିବା ଉପରେ ଆଙ୍ଗୁଳି ଉଠିବା ଆରମ୍ଭ ହେଲା ? ଏହା ଟିକେ ଅଡୁଆ ଲାଗୁନାହିଁ କି?
Mar 28,2022, 15:32 PM IST
Gangpur Police Station Officer Death
ଗାଙ୍ଗପୁର ଥାନାଧିକାରୀ ଅପମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା?
ଆମ ଘରକୁ ସେଦିନ ଦୁଇ ଜଣ ପୋଲିସ ଅଧିକାରୀ ପୁଅ ସହ ଆସିଥିଲେ। ଏପରିକି ସେମାନେ ଆମ ଘରେ ଖାଇଥିଲେ ଏବଂ ବିଶ୍ରାମ ନେଇଥିଲେ। ହେଲେ ଦି'ପହର ହୋଇ ଯାଇଥିବାରୁ ଓ ମୁଁ ନିଜେ ଗାଧୁଆପାଧୁଆ କରି ନ ଥିବାରୁ, ମୋତେ ଗାଧୋଇବାକୁ ପଠାଇ ଦେଇଥିଲେ ସେମାନେ। ଆମେ ମା' ପୁଅ ଥିବା ସମୟରେ କିଛି ହୋଇନଥିଲା। ତେବେ ମୁଁ ଗାଧୋଇବାକୁ ଯିବାପରେ ଏ ଘଟଣା ଘଟିଲା କେମିତି?
Mar 27,2022, 21:45 PM IST
ମାନସ ମର୍ଡର ମିଷ୍ଟ୍ରୀ: ଦୟାଲ ଆଶ୍ରମରେ ନିର୍ଦ୍ଦୟ କାଣ୍ଡ !
ପ୍ରଥମେ ଆଜି ଘଟଣାସ୍ଥଳ ଅର୍ଥାତ୍ ଦୟାଲ ଆଶ୍ରମକୁ ଯାଇ ପୋଲିସ କରିଥିଲା ତଦନ୍ତ, ଯେଉଁଠି ଘଟିଥିଲା ସବୁଠାରୁ ନିର୍ଦ୍ଦୟ ତଥା ନୃଶଂସ ହତ୍ୟାକାଣ୍ଡ। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଦୁଇଦିନ ଧରି ବନ୍ଧକ ରଖି ଦିଆଯାଇଥିଲା ଅକଥନୀୟ ନିର୍ଯାତନା। ଏବଂ ଏହା ଆଦୌ ମିଛ ନୁହେଁ।
Mar 27,2022, 20:09 PM IST
Jammu Kashmir
ଜମ୍ମୁ-କାଶ୍ମୀରରେ UP ବୁଲଡୋଜର ମଡେଲ !
ଆତଙ୍କବାଦୀଙ୍କୁ ଯେଉଁମାନେ ନିଜ ଘରେ ଶରଣ ଦେବେ, ଜବତ ହେବ ସେମାନଙ୍କ ସମ୍ପତ୍ତି। ଶ୍ରୀନଗର ପୋଲିସର ଏହି ନୂଆ ନିର୍ଦ୍ଦେଶନାମାକୁ ଶେଖ୍ ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫରେନ୍ସର ବିରୋଧ।
Mar 27,2022, 16:41 PM IST
RRR
RRRର ଦମଦାର ଓପନିଂ! ଭାଙ୍ଗିଲା 'ବାହୁବଳୀ-2'ର ରେକର୍ଡ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, RRR ହେଉଛି ଏକ ଫିକ୍ସନ ଆଧାରିତ ସିନେମା, ଯାହା ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ଜୀବନ ଉପରେ ଆଧାରିତ।
Mar 26,2022, 19:52 PM IST
Krushna Chandra Pratihari
ମୁଣ୍ଡ ପ୍ରତିଶୋଧରେ ଗଡ଼ାଇଥିଲେ ମୁଣ୍ଡ
ଅପରାଧୀ କେମିତି ଅପରାଧ ଘଟାଇଥିଲେ। କାହିଁକି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କଲେ। ହତ୍ୟା ପାଇଁ କେତେ ଟଙ୍କାରେ ହୋଇଥିଲା ଡିଲ୍। କିଏ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରି ନେଲା ପ୍ରତିଶୋଧ। ଏ ସମସ୍ତ କଥାର ମୂଳ ଖୋଜିବାକୁ ୨ ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୋଲିସ।
Mar 26,2022, 19:28 PM IST
IPL 2022
IPL 2022: ଏମଏସ ଧୋନୀ ନା ରୋହିତ ଶର୍ମା, କାହାର ଆୟ ବେଶି?
ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ରେ ଭାଗ ନେଉଥିବା ଖେଳାଳି ଏବଂ ଟିମ୍ ଉପରେ ହୋଇଥାଏ ଧନ୍ ଧନାଧନ୍ ଧନବର୍ଷା। ଚଳିତ ସିଜିନରେ ୧୦ ଟିମ୍ ଭାଗ ନେଉଛନ୍ତି। ସେମାନଙ୍କ କ୍ୟାପଟେନଙ୍କ ମଧ୍ୟରୁ ଅଧିକ ନେଟୱର୍ଥ ଅଛି କାହାର? ଆସନ୍ତୁ ଜାଣିବା।
Mar 23,2022, 23:06 PM IST
West Bengal political violence
ପଶ୍ଚିମବଙ୍ଗରେ ୮ ଜଣଙ୍କୁ ଜିଅନ୍ତା ଜାଳିଦେବା ପରେ...
TMC ମନ୍ତ୍ରୀ ଫରହାଦ ହାକିମଙ୍କ ନେତୃତ୍ୱରେ ନିଜର ୩ ବିଧାୟକଙ୍କୁ ନେଇ ଟିମ୍ ଗଠନ କରି ଘଟଣାସ୍ଥଳକୁ ପଠାଇଛି। ତେବେ ଇଏ ହେଉଛନ୍ତି ସେହି ଫିରହାଦ ହାକିମ, ଯିଏ ଜଣେ ହିନ୍ଦୁବିରୋଧୀ ଭାବରେ ସବୁବେଳେ ଜଣାଶୁଣା। ତେଣୁ ତାଙ୍କ ନେତୃତ୍ୱରେ ଯାଇଥିବା କମିଟିର ନିରପେକ୍ଷତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
Mar 23,2022, 15:09 PM IST
Farooq Abdullah on The Kashmir Files
ଆମ ପ୍ରତି ଘୃଣା ସୃଷ୍ଟି ପାଇଁ 'କାଶ୍ମୀର ଫାଇଲ୍ସ'କୁ କରାଯାଇଛି ଟ୍ୟାକ୍ସ ଫ୍ରି: ଫାରୁକ ଅବଦୁଲ୍ଲା
Farooq Abdullah on The Kashmir Files: ଫାରୁକ ଅବଦୁଲ୍ଲା (Farooq Abdullah) କାଶ୍ମୀର ଫାଇଲ୍ସକୁ ଏକ ପ୍ରୋପାଗଣ୍ଡା ଫିଲ୍ମ ଦର୍ଶାଇଛନ୍ତି । କେବଳ ହିନ୍ଦୁ ନୁହନ୍ତି, କାଶ୍ମୀର ଉପତ୍ୟକାର ସବୁ ନାଗରିକ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ସେ କହିଛନ୍ତି ।
Mar 23,2022, 10:31 AM IST
Manas Swain murder case
ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଖୋଲୁଛି ରହସ୍ୟର ପିଆଜ ପାଖୁଡ଼ା!
ସରକାରୀ ଅଧିକାରୀମାନଙ୍କ ଅନୈତିକ ଫେଭର ପ୍ରାପ୍ତ ହୋଇ ଶର୍ମିଷ୍ଠା ନିଜ 'ୱେବ୍ ପୋର୍ଟାଲ' ଓ 'ପାକ୍ଷିକ ଖବରକାଗଜ' ପାଇଁ ଅନୁଦାନ ମଧ୍ୟ ହାସଲ କରି ପାରୁଥିଲେ। ଏବେ ନିଜ ବିଭାଗର ସବୁ ଗୁମର ପଦାରେ ପଡ଼ିଗଲା ପରେ ମୁହଁ ଲାଜ ରଖିବାକୁ ଯାଇ ବିଭାଗୀୟ ଅଧିକାରୀ କହିଛନ୍ତି ଶର୍ମିଷ୍ଠାଙ୍କ ଖବରକାଗଜର ଦସ୍ତାବିଜ ଯାଞ୍ଚ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Mar 22,2022, 21:26 PM IST
Mar 22,2022, 21:25 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.