LIC Plan
LICର ଏହି ପ୍ଲାନରେ ୧୬ ବର୍ଷ ପ୍ରିମିୟମ ଜମା କଲେ ମିଳିବ ୧ କୋଟି !
ଭାରତର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ବିଭିନ୍ନ ଭଳି ବିନିଯୋଗ ବିକଳ୍ପ ପ୍ରଦାନ କରିଥାଏ ।
Apr 7,2022, 12:46 PM IST
Russian soldiers
କେତେ ଭୟଙ୍କର ଋଷ ସୈନିକ, ଭାଇରାଲ ହୋଇଛି ଏମିତି କଥା...
ଏହି ଟେପ୍ କଲରେ ସୈନିକ ଜଣଙ୍କ ଏହା ମଧ୍ୟ କହିଛନ୍ତି କି ତାଙ୍କ ସହ ଥିବା ଲୋକମାନେ ଜଣେ ୧୬ ବର୍ଷର ବାଳିକା ସହ ଦୁଷ୍କର୍ମ କରିଥିଲେ । ଏହି ଅଡିଓରେ ଜଣେ ମହିଳା ସୈନିକଙ୍କୁ ପଚାରୁଛନ୍ତି ଏହା କିଏ କଲା ?
Apr 2,2022, 19:47 PM IST
Burj Khalifa
ଜାଣନ୍ତୁ କେମିତି ନିର୍ମାଣ ହୋଇଥିଲା ବୁର୍ଜ ଖଲିଫା, ରହିଛି ଅନେକ ରହସ୍ୟ
ବୁର୍ଜ ଖଲିଫା(Burj Khalifa) ପାଇଁ ଆପଣଙ୍କ ମନରେ ସମ୍ମାନ ଆହୁରି ବଢ଼ିଯିବ । ସମସ୍ତେ ଜାଣିଛନ୍ତି ସାରା ଦୁନିଆରେ ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାର ଲମ୍ୱ ୮୨୮ ମିଟର ଅଟେ। ୧୨ ହଜାର ଶ୍ରମିକ ଓ ଇଞ୍ଜିନିୟରଙ୍କ ୬ ବର୍ଷର କଠିନ ପରିଶ୍ରମ ପରେ ନିର୍ମାଣ କରାଯାଇଥିଲା ଏହି ବିଶାଳ ଅଟ୍ଟାଳିକା ।
Apr 2,2022, 14:47 PM IST
Parole
୨୬ ପିଲାଙ୍କ ଅପହରଣକାରୀକୁ କାହିଁକି ମିଳିଲା ପାରୋଲ
୧୯୭୧ ମସିହାରେ ଆସିଥିବା ଏକ ଫିଲ୍ମ ଦେଖିବା ପରେ ୧୯୭୬ରେ ପିଲାଙ୍କୁ ଅପହରଣ କରିବାକୁ ତା ମନରେ ଧାରଣା ଜାତ ହୋଇଥିଲା । ପିଲାଙ୍କୁ ଅପହରଣ ଷଡ଼ଯନ୍ତ୍ରରେ ଅଭିଯୁକ୍ତର ଭାଇ ମଧ୍ୟ ସାମିଲ୍ ଥିଲା।
Apr 2,2022, 11:51 AM IST
California
୨୬ ପିଲାଙ୍କ ଅପହରଣକାରୀକୁ ମିଳିଲା ପାରୋଲ୍, ଜାଣନ୍ତୁ କିଏ ?
୧୯୭୧ ମସିହାରେ ଆସିଥିବା ଏକ ଫିଲ୍ମ ଦେଖିବା ପରେ ୧୯୭୬ରେ ପିଲାଙ୍କୁ ଅପହରଣ କରିବାକୁ ତା' ମନରେ ଧାରଣା ଜାତ ହୋଇଥିଲା । ପିଲାଙ୍କୁ ଅପହରଣ ଷଡ଼ଯନ୍ତ୍ରରେ ଅଭିଯୁକ୍ତର ଭାଇ ମଧ୍ୟ ସାମିଲ୍ ଥିଲା...
Mar 31,2022, 15:50 PM IST
heat waves
ସଙ୍କଟ!! ବଢ଼ିଲା ସମୁଦ୍ରର ଜଳସ୍ତର, ଭାରତର ଏହି ସବୁ ସହର ବୁଡ଼ିଯିବ
ସମୁଦ୍ରରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଉତ୍ତାପ ବୃଦ୍ଧି ପାଇବା ସହିତ କଠିନ ଏରୋସୋଲ୍ ଯୋଗୁଁ ଅଧିକ ଗ୍ୟାସ୍ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି । ଏହାଦ୍ୱାରା ସମୁଦ୍ରରୁ ବାୟୁମଣ୍ଡଳକୁ ଅଧିକ ଏରୋସୋଲ ନିର୍ଗତ ହେବ । ବାୟୁମଣ୍ଡଳରେ ଦ୍ରୁତ ଗତିରେ ଉତ୍ତାପ ବୃଦ୍ଧି ପାଇବ । ମିଚିଗାନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ପରୀକ୍ଷାରୁ ଏହି ବିପଦର ଖୁଲାସା କରିଛନ୍ତି ।
Mar 30,2022, 7:03 AM IST
ବୁର୍ଜ ଖଲିପା: ଜାଣନ୍ତୁ କଣ ଏହି ସୁଉଚ୍ଚ ଅଟ୍ଟାଳିକାର ରହସ୍ୟ
ବିଶ୍ୱର ଧନୀ ସହର ମଧ୍ୟରେ ସୁଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିପାକୁ ନେଇ ଦୁବାଇର ନାମ ବିଶ୍ୱରେ ସବୁଠୁ ବଡ ଟାଇଟଲ୍ ହାସଲ କରିଛି । ହେଲେ ଏହି ଏହି ସୁଉଚ୍ଚ ଅଟ୍ଟାଳିକାର ନିର୍ମାଣ କେମିତି ହୋଇଥିଲା ତାହା ବୋଧହୁଏ କିଛି ମାତ୍ରାରେ ଲୋକଙ୍କୁ ଜଣାଥିବ।
Mar 29,2022, 17:40 PM IST
Oral Care
କେମିତି ନେବେ ଆପଣଙ୍କ ଦାନ୍ତର ଯତ୍ନ
(Oral Care) ହଳଦିଆ ଦାନ୍ତ ଯୋଗୁଁ ଆପଣ ଚିନ୍ତିତ ଅଛନ୍ତି କି, ଯଦି ଆପଣ ସଫା ଓ ସୁସ୍ଥ ଦାନ୍ତ ଚାହୁଁଛନ୍ତି, ତେବେ ଖାଦ୍ୟରେ ଏହିସବୁ ଜିନିଷ ସାମିଲ କରନ୍ତୁ । ଯାହାଦ୍ୱାରା ଆପଣ ପାଟି ସମ୍ପର୍କିତ ସମସ୍ତ ସମସ୍ୟା ଦୂର ହୋଇଯିବ।
Mar 25,2022, 20:54 PM IST
smartphone addiction
ବଢୁଛି ମୋବାଇଲ ଆଡିକ୍ସନ୍, ଶିଶୁଙ୍କ ପାଇଁ ଆଣିପାରେ ଏହି ସବୁ ବିପଦ
Smartphone Addiction: WHO ଲଗାତାର ପିଲାମାନେ ମୋବାଇଲ୍ ଭିଡିଓ ଗେମରେ ବ୍ୟସ୍ତ ରହିବାକୁ ମାନସିକ ରୋଗ ଭାବେ ବିବେଚନା କରିଛି । ଗେମ୍ ଖେଳିବାରେ ପିଲାଙ୍କ ନିନ୍ତ୍ରଣ ରହିନଥାଏ ।
Mar 24,2022, 20:01 PM IST
Solar eclipse 2022
ଶନିବାର ସୂର୍ଯ୍ୟପରାଗ: ଜାଣନ୍ତୁ, କେଉଁ ରାଶି ଉପରେ ପଡିବ କ'ଣ ପ୍ରଭାବ? ସତର୍କ ନ ହେଲେ ହେଇଯିବେ କା
ଆସନ୍ତା ଏପ୍ରିଲ ୩୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଭାରତରେ ଏପ୍ରିଲ୍ ୩୦ ତାରିଖ ଦିନ ୧୨ଟା ୧୫ରୁ ଅପରାହ୍ନ ୪ଟା ୭ ମିନିଟ୍ ଯାଏ ସୂର୍ଯ୍ୟପରାଗ ଲାଗି ରହିବ। ସୂର୍ଯ୍ୟପରାଗର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। କିଛି ରାଶି ଉପରେ ଶୁଭ ପ୍ରଭାବ ପଡୁଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମସ୍ୟା ଆଣିପାରେ।
Mar 23,2022, 7:18 AM IST
Credit card
ଜାଣନ୍ତୁ କେଉଁ କାର୍ଡ ଅଧିକ ଲାଭଦାୟକ, ବିଏନପିଏଲ୍ ନା Credit Card
ଡିଜିଟାଇଜେସନ୍ ସହିତ ପେମେଣ୍ଟର ତରିକା ମଧ୍ୟ ବଦଳିଛି । ଏହି କାରଣରୁ ବିଏନପିଏଲ୍ ଭଳି ନୂଆ ସେଗମେଣ୍ଟ ବଜାରରେ ପ୍ରବେଶ କରିଛି । ୟୁନି ଓ ସ୍ଲାଇସ୍ ପରି ଷ୍ଟାର୍ଟଅପ୍ ଗୁଡ଼ିକ କ୍ରେଡିଟ୍ କାର୍ଡ ଲାଇନରେ ବିଏନପିଏଲ୍ କାର୍ଡ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଉଭୟ କାର୍ଡରେ କିଛି ଫାଇଦା ଓ କିଛି କ୍ଷତି ମଧ୍ୟ ରହିଛି ।
Mar 22,2022, 14:01 PM IST
RBI
ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରି ନେଇ RBI ଦେଲା ବଡ଼ ସୂଚନା
ଯଦି ଆପଣ ପୁରୁଣା ମୁଦ୍ରା କିମ୍ୱା ନୋଟ୍ (Old Coin) ବିକ୍ରି କରୁଛନ୍ତି ତେବେ ଟିକେ ସାବଧାନ ହୋଇଯାଆନ୍ତୁ, ଜାଣନ୍ତୁ କେଉଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ଆରବିଆଇ...
Mar 19,2022, 16:47 PM IST
House
ବିଦେଶରେ ଘର କିଣିବାକୁ ଚାହୁଁଛନ୍ତି କି? ଏହି ଦେଶରେ ଓଡିଶାଠୁ ବି ଶସ୍ତାରେ ମିଳୁଛି ଜମି-କୋଠା
ନିଜ ଘରଟି ସବୁଠୁ ସୁନ୍ଦର ଓ ବଡ଼ଘର ହେଉବୋଲି ପ୍ରାୟ ସମସ୍ତଙ୍କ ମନରେ ଆଶାଥାଏ। ହେଲେ କେତେକଙ୍କ ଭାଗ୍ୟରେ ସେମାନଙ୍କ ଘର ତିଆରି ସ୍ୱପ୍ନ ପୂରଣ ହୋଇଥାଏ, ତ ଆଉ କେତେକଙ୍କ କ୍ଷେତ୍ରରେ ସ୍ୱପ୍ନ ସ୍ୱପ୍ନରେ ରହିଯାଏ। କେତେକ ଦେଶରେ ରିୟଲ ଇଷ୍ଟେଟ୍ ବହୁତ ମହଙ୍ଗା ହୋଇଥିବା ବେଳେ ଆଉ କେତେକ ଦେଶରେ ଶସ୍ତା ରହିଥାଏ।
Mar 19,2022, 13:34 PM IST
Holi
ରଙ୍ଗର ପର୍ବ ହୋଲି, ଜାଣନ୍ତୁ ରାଶି ଅନୁସାରେ କେଉଁ ରଙ୍ଗ ଶୁଭ ଓ ଅଶୁଭ
ହୋଲି ପର୍ବରେ ଆପଣଙ୍କ ରାଶି ଅନୁଯାୟୀ ଭାଗ୍ୟର ରଙ୍ଗ ମଧ୍ୟ ଉଜ୍ଜ୍ୱଳ ହେବ । ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ । ଜ୍ୟୋତିର୍ବିଦଙ୍କ ଅନୁସାରେ ମଣିଷ ଶରୀର ଉପରେ ରଙ୍ଗର ବୈଜ୍ଞାନିକ ଓ ଜ୍ୟୋତିଷ ପ୍ରଭାବ ଉଭୟ ପଡ଼ିଥାଏ । ରଙ୍ଗ ମନୁଷ୍ୟର ମନୋଭାବକୁ ପ୍ରଭାବିତ କରିଥାଏ । ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।
Mar 18,2022, 15:05 PM IST
ରଙ୍ଗୀନ ହେବ ରଙ୍ଗର ପର୍ବ: ହୋଲି ଖେଳିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ପାଇଁ ଶୁଭ-ଅଶୁଭ ଅବିର
ହୋଲିପର୍ବରେ ଆପଣଙ୍କ ରାଶି ଅନୁଯାୟୀ ଭାଗ୍ୟ ରଙ୍ଗ ଉଜ୍ଜ୍ୱଳ ହେବ। ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଅଟେ। ଜ୍ୟୋତିର୍ବିଦ ଦିନବନ୍ଧୁ ନାୟକଙ୍କ କହିବା ଅନୁଯାୟୀ, ମଣିଷ ଶରୀର ଉପରେ ରଙ୍ଗର ବୈଜ୍ଞାନିକ ଓ ଜ୍ୟୋତିଷ ପ୍ରଭାବ ଉଭୟ ପଡ଼ିଥାଏ। ରଙ୍ଗ ମନୁଷ୍ୟର ମନୋଭାବକୁ ପ୍ରଭାବିତ କରିଥାଏ। ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇବାରେ କାର୍ଯ୍ୟକରେ।
Mar 16,2022, 13:22 PM IST
america
ପରମାଣୁ ଆକ୍ରମଣ ଆଶଙ୍କା; ଆମେରିକାରେ ବଢୁଛି ଏହି ଔଷଧର ଚାହିଦା, ଲୋକଙ୍କୁ ଦେବ ସୁରକ୍ଷା
ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ବିଶ୍ୱଯୁଦ୍ଧର ଦ୍ୱାର ଦେଶରେ ପହଞ୍ଚାଇ ଦେଇଛି। ଆମେରିକାରେ ଏକ ଔଷଧ ପ୍ରଚୁର ପରିମାଣରେ ବିକ୍ରି ହେଉଛି। ଏହି ଔଷଦର ନାମ ପୋଟାସିୟମ୍ ଆୟୋଡାଇଟ୍। ଆମେରିକାର ଅଧିକାଂଶ ଲୋକେ ଏବେ ଏହି ଔଷଧକୁ କିଣୁଛନ୍ତି।
Mar 16,2022, 7:09 AM IST
drink water
ସାବଧାନ! ଭୁଲରେ ବି ଏପରି ଭାବେ ପିଅନ୍ତୁ ନାହିଁ ପାଣି, ନଚେତ ହୋଇପାରେ ଭୟଙ୍କର କ୍ଷତି
ଯଦି ସଠିକ ଢଙ୍ଗରେ ପାଣି ପିଆ ନଯାଏ ତ, ଶରୀରକୁ କ୍ଷତି ସହିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ପାଣି ପିଇବାର ଭୁଲ୍ ଶୈଳୀ ବିଷୟରେ ଅଧିକ କଥା । ଅଧିକାଂଶ ଲୋକ ପାଣି ପିଇବା ବେଳେ ଏହି ବଡ଼ ଭୁଲ୍ କରିବସନ୍ତି । ଯଦି ଆପଣ ମଧ୍ୟ ଏହା ମଧ୍ୟରୁ କୌଣସି ଭୁଲ୍ ତରିକାରେ ପାଣି ପିଉଛନ୍ତି, ତ ତୁରନ୍ତ ଏପରି ଢଙ୍ଗରେ ପାଣି ପିଇବା ବନ୍ଦ କରି ଦିଅନ୍ତୁ । ନ ଚେତ୍ ଶରୀରକୁ ଭୟଙ୍କର କ୍ଷତି ପହଞ୍ଚିପାରେ ।
Mar 13,2022, 9:34 AM IST
Foreign devotee
ସାଲେପୁରରେ ୮ ବିଦେଶୀ, ଜାଣନ୍ତୁ କାହିଁକି ଆସିଥିଲେ...
ସାଲେପୁର ଲୁଣାହାର ଗାଁରେ ପହଞ୍ଚିଥିଲେ ୧୫ ଜଣରୁ ଅଧିକ ବିଦେଶୀ ମହିଳା ପୁରୁଷ ଭକ୍ତ।
Feb 16,2022, 23:01 PM IST
Nuapada
ଘରେ ସଂଗ୍ରହାଳୟ, ରହିଛି ଆକବର ଓ ଇଂରେଜ ଶାସନର ଐତିହାସିକ ସାମଗ୍ରୀ
ତାଙ୍କୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡୁଛି । କିଏ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି ଏତେ ସବୁ ଜିନିଷ ଅଛି ତାଙ୍କ ସଂଗ୍ରହାଳୟରେ।
Feb 4,2022, 14:53 PM IST
Ganjam man
୧୫ ବର୍ଷ ପରେ ଫେରିଲା ପୁଅକୁ ପର କରିଦେଲା ପରିବାର
୩ ଜଣ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସୁସ୍ଥ କରି ମୁମ୍ବାଇର ଶ୍ରଦ୍ଧା ନାମକ ଏକ ଏନଜିଓ ସଂସ୍ଥା ସେମାନଙ୍କ ଘର ଲୋକଙ୍କୁ ଭେଟି ଦେଇଛି। ଉଦ୍ଧାର ୩ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ସରଧାପୁର ଗାଁର ଶିବରମ ନାୟକ, ପୁଟୁ ଗାଁର ଟୁଙ୍ଗୁରୁ ବେହେରା ଓ କବିସୂର୍ଯ୍ୟ ନଗରର ଗଣେଶ ଦାସ ଅଛନ୍ତି।
Nov 16,2021, 6:50 AM IST
Kidney Patient Deepak Nayak
କିଏ ହେବ ଦୀପକ ନାୟକଙ୍କୁ ସାହା
କିଡନୀ ରୋଗରେ ପୀଡିତ ଯାଜପୁର ଜିଲ୍ଲା ତେନ୍ତୁଳିମାଳ ଦୀପକ ନାୟକ ଚିକିତ୍ସା ପାଇଁ ଘୁରି ବୁଲୁଛନ୍ତି ଡାକ୍ତରଖାନା।
Nov 15,2021, 22:59 PM IST
Wood Painter Bhimsen Khuntia
ଭୀମସେନଙ୍କ ହାତର ସ୍ପର୍ଶରେ କଥା କହି ଉଠୁଛି ନିର୍ଜୀବ କାଠ
କାଠରେ ତିଆରି ହୋଇଛି ଲିଙ୍ଗରାଜ ମନ୍ଦିର। ଇଚ୍ଛା ହୁଏ ଘଡ଼ିଏ ମନ ଭରି ଦେଖିବା ପାଇଁ।
Oct 4,2021, 20:50 PM IST
rat
ମୂଷା ଉପଦ୍ରବରୁ ମିଳିବ ମୁକ୍ତି; ହତ୍ୟା ନୁହଁ ଆପଣାନ୍ତୁ ଏହି ୮ଟି ପ୍ରାକୃତିକ ଉପାୟ
ବଜାରରେ ମୂଷା (Rat) ମାରିବା ପାଇଁ ରାଟ୍ କିଲର କିମ୍ୱା ମୂଷା ମରା ଔଷଧ ମିଳିଯାଇଥାଏ । ଯାହାକୁ ବ୍ୟବହାର କଲେ ମୂଷାମାନେ ଘରୁ ବାହାରକୁ ଯାଇ ସେମାନଙ୍କର ମୃତ୍ୟୁ ହୋଇଥାଏ । ହେଲେ ଅନେକ ସମୟରେ ଏହାକୁ ରଖିବା ଦ୍ୱାରା ମୂଷାମାନେ ଏହାକୁ ଖାଇ ଘରୁ ନପଳାଇ ଘରେ ହିଁ ମରିଯାଇଥାନ୍ତି ।
Oct 2,2021, 8:35 AM IST
ilish fish
ଇଲିସି ପ୍ରେମୀଙ୍କୁ ଲୁହ ଦେଇଗଲା ଲଘୁଚାପ!
ଇଲିସି ବଜାରକୁ ଆସିବା ଆରମ୍ଭ କରିଥିବାରୁ ମାଛ ମାର୍କେଟରେ ଖାଉଟୀଙ୍କ ଭିଡ଼ ମଧ୍ୟ ଲାଗିଲାଣି। ଆଗରୁ ଇଲିସି ମାଛର ବଜାର ଦର ପ୍ରାୟ ୨ ହଜାର ଟଙ୍କା ଥିଲା। କିନ୍ତୁ ଏବେ ଏହା ୬ଶହରୁ ୧୨ ଶହ ଟଙ୍କାକୁ ଖସିଆସିଛି।
Sep 29,2021, 8:50 AM IST
blue dog
ଏହି ସହରରେ ଦେଖିବାକୁ ମିଳେ ନୀଳ ଓ ସବୁଜ ରଙ୍ଗର କୁକୁର
ରାଜଧାନୀ ମସ୍କୋ ଠାରୁ ୩୭୦ କିଲୋମିଟର ପୂର୍ବରେ ଡିଜେରଜିଙ୍କସ ନାମକ ଏକ ସହର ରହିଛି। ସେଠାରେ ହିଁ ନୀଳ ଓ ସବୁଜ ରଙ୍ଗର କୁକୁର ଦେଖାଯାଆନ୍ତି।
Sep 29,2021, 7:47 AM IST
Jagatsinghpur
ଲୁକ୍କାୟିତ ଅବସ୍ଥାରେ ତ୍ରିଲୋଚନେଶ୍ୱର ମହାଦେବ, ଲିଙ୍ଗରାଜଠୁ ପୁରୁଣା ଏହି ମନ୍ଦିର
ଜଗତସିଂହପୁର ଜିଲ୍ଲାରେ ଅନେକ ଛୋଟ ବଡ଼ ମନ୍ଦିର ରହିଛି। ଏହି ଜିଲ୍ଲାର ଇଷ୍ଟଦେବୀ ତଥା ବାକଦେବୀ, ମା' ଶାରଳା ବାଣୀଦେବୀ ନାମରେ ବିଦୀତ ଥିବାରୁ ଏହାକୁ ବାଣୀକ୍ଷେତ୍ର ଓ ଜଗତତ୍ସିଂହପୁର ସହରକୁ ବାଣୀର ସହର ବୋଲି କୁହାଯାଏ।
Sep 29,2021, 7:01 AM IST
horse
ଭାରତରେ ହୋଇଥିଲା ଘୋଡ଼ା ଓ ଗଣ୍ଡା ପରି ପଶୁମାନଙ୍କ ଉତ୍ପତ୍ତି
ବୈଜ୍ଞାନିକମାନେ ଘୋଡ଼ା, ଗଧ ପରି ଖୁରାଯୁକ୍ତ ଜୀବଙ୍କ ସହିତ ୩୫୦ରୁ ଅଧିକ ଜୀବାଶ୍ମଙ୍କ ଅଧ୍ୟୟନ କରିବା ପରେ ଆବିଷ୍କାର କରିଛନ୍ତି ଯେ, ସେମାନେ ହୁଏତ ବର୍ତ୍ତମାନର ଭାରତରେ କିମ୍ବା ଏହାର ଆଖପାଖରେ ଉତ୍ପନ୍ନ ହୋଇଥିବେ ।
Nov 9,2020, 0:53 AM IST
Pollution rate
ଆରମ୍ଭରୁ ଅସମ୍ଭାଳ; ଦିଲ୍ଲୀର ପ୍ରଦୂଷଣରେ ୪୦% ବୃଦ୍ଧି
ରବିବାର ଦିନ ଦିଲ୍ଲୀର 'ପି.ଏମ୍. ୨.୫' ପ୍ରଦୂଷଣରେ ପାଳ ଜଳିବା ଦ୍ୱାରା ପ୍ରଦୂଷଣର ଅଂଶ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଶୀତ ଋତୁରେ ପ୍ରଦୂଷଣ ମାତ୍ରା ସର୍ବାଧିକ ହୋଇଛି। ଗତ ଶନିବାର ଦିନ ଏହାର ମାତ୍ରା ୩୨ ପ୍ରତିଶତ, ଶୁକ୍ରବାରରେ ୧୯ ପ୍ରତିଶତ ଏବଂ ଗୁରୁବାରରେ ୩୬ ପ୍ରତିଶତ ରହିଥିଲା।
Nov 4,2020, 23:01 PM IST
Pension Scheme
ମାସକୁ ମିଳିବ ୧୦ ହଜାର ଟଙ୍କା ପେନସନ
ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ପୁଞ୍ଜି ବିନିଯୋଗ ପରେ ଆପଣ ପରବର୍ତ୍ତୀ ବର୍ଷ ବିନିଯୋଗରୁ ୧୦ ହଜାର ଟଙ୍କା ଯାଏ ପେନସନ ଲାଭ ଉଠାଇପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଯୋଜନାରେ ସାମିଲ ହେବାକୁ ମାର୍ଚ୍ଚ ୩୧, ୨୦୨୦ଯାଏ ସମୟ ଅଛି । ତେବେ ଆସନ୍ତୁ ଜାଣିବା ସେହି ଯୋଜନା ବିଷୟରେ ।
Mar 15,2020, 17:42 PM IST
debit-credit card
ମାର୍ଚ୍ଚ ୩୦ ପରେ ଡେବିଟ୍-କ୍ରେଡିଟ୍ କାର୍ଡରେ ପାଇବେନି ଏହି ସୁବିଧା
ଗତ କିଛିଦିନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ନୋଟିଫିକେସନ ଜାରି କରିଥିଲେ । ନୋଟିଫିକେସନ୍ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୧୬ ତାରିଖ, ୨୦୨୦ ଯାଏ ଯେଉଁ କାର୍ଡ ଧାରୀ ନିଜ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଦ୍ୱାରା ଅନଲାଇନ୍ କିମ୍ୱା କଣ୍ଟାକ୍ଟ ଲେନ୍ସ ଟ୍ରାଞ୍ଜାକସନ୍ କରିନାହାନ୍ତି ତ ଏହି ସୁବିଧା ଆପଣଙ୍କ କାର୍ଡରେ ବନ୍ଦ ହୋଇଯାଇପାରେ ।
Mar 7,2020, 23:02 PM IST
Desert Insect
ଦିନକରେ ୩୫ ହଜାର ଲୋକଙ୍କ ଖାଦ୍ୟ ଖାଏ ମରୁଭୂମୀ ଝିଣ୍ଟିକା
ଆଫ୍ରିକା, ପଶ୍ଚିମ ଏସିଆ ଏବଂ ଦକ୍ଷିଣ ଏସିଆରେ ଝିଣ୍ଟିକା ଦଳ ସମସ୍ୟା ସୃଷ୍ଟି କରିଛନ୍ତି । ଏହି ଝିଣ୍ଟିକାଙ୍କ ସଂଖ୍ୟା ଏତେ ବଡ଼ ଯେ, ଏହା ଅନ୍ତରାଷ୍ଟ୍ରୀୟ ସମୁଦାୟର ଚିନ୍ତା ବଢ଼ାଇ ଦେଇଛି ।
Mar 3,2020, 22:33 PM IST
Pakisthan temple loot
ପାକିସ୍ତାନ: ମନ୍ଦିରରେ ଭଙ୍ଗାରୁଜା, ଚୋରି କରିଥିବା ନାବାଳକଙ୍କୁ କ୍ଷମା କଲା ହିନ୍ଦୁ ସମୁଦାୟ
ପାକିସ୍ତାନର ସିନ୍ଧ ଅଞ୍ଚଳରେ ଛାଛରୋ ସହର ନିକଟରେ ଏକ ହିନ୍ଦୁ ମନ୍ଦିରରେ ଚୋରି ଏବଂ ଭଙ୍ଗାରୁଜା କରିଥିବା ୪ଜଣ ନାବାଳକ ଅଭିଯୁକ୍ତଙ୍କୁ ହିନ୍ଦୁ ସମୁଦାୟ ସଦ୍ଭାବନା ଦେଖାଇ କ୍ଷମା କରିଦେଇଛି ।
Feb 6,2020, 11:45 AM IST
Abu Ibrahim al-Hashimi al-Qurashi
ବାଗଦାଦି ଗାଦିରେ ଅବୁ ଇବ୍ରାହିମ୍ ଅଲ୍ କୁରେସୀ ହେଲା ISIS ଚିଫ୍
ଆମେରିକା ସେନାର ଅପରେସନରେ ଆଇଏସଆଇଏସ ମୁଖ୍ୟ ଅବୁ ବକର ବାଗଦାଦି ନିହତ ପରେ ଅବୁ ବକର ଇବ୍ରାହିମ୍ ଅଲ କୁରେସୀ କମାଣ ସମ୍ଭାଳିଛି ।
Jan 2,2020, 19:18 PM IST
OIC meet
ସାଉଦି ଆରବ ଡାକିବାକୁ ଯାଉଛି କାଶ୍ମୀର ପ୍ରସଙ୍ଗରେ OICବୈଠକ, ଭାରତ ସହ ସମ୍ପର୍କରେ ଆସିପାରେ ଫାଟ
କାଶ୍ମୀର ସ୍ଥିତି ଉପରେ ଚର୍ଚ୍ଚା ପାଇଁ ଇସଲାମିକ୍ ସହଯୋଗୀ ସଙ୍ଗଠନ (OIC) ସଦସ୍ୟ ରାଷ୍ଟ୍ରର ବିୈଦେଶିକ ମନ୍ତ୍ରୀଙ୍କ ବୈଠକ ଡାକିବାକୁ ଯୋଜନା କରୁଛି ସାଉଦି ଆରବ ।
Jan 1,2020, 8:57 AM IST
Chanakya Niti on friendship
ଚାଣକ୍ୟ ନୀତି: ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେ ସୁଖ ଦେବନାହିଁ
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସମସ୍ତ ସମସ୍ୟାର ସମାଧନ ରହିଛି । ଚାଣକ୍ୟ ଅର୍ଥଶାସ୍ତ୍ର ଏବଂ ରାନୀତି ଶାସ୍ତ୍ରର ଜ୍ଞାତା ଅଟନ୍ତି, ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ କିଛି ମହତ୍ୱପୂର୍ଣ୍ଣ ନୀତି ବିଷୟରେ ।
Dec 28,2019, 7:26 AM IST
What is NPR
ସବୁ ଭାରତୀୟଙ୍କ ପାଇଁ ଆବଶ୍ୟକ NPR,କାହିଁକି ଜାଣିଛନ୍ତି ତ ?
କ'ଣ ସେହି NPR...ଏହା ଦ୍ୱାରା କ'ଣ ଲାଭ ହୋଇଥାଏ...ଏଥର NPRରେ କ'ଣ ସବୁ ପରିବର୍ତ୍ତନ କରାଯାଇଛି...ଜାଣନ୍ତୁ ଏନପିଆର ବିଷୟରେ ଅନେକ ତଥ୍ୟ...
Dec 25,2019, 7:36 AM IST
indoor heater
ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ହୋଇପାରେ ଦୀର୍ଘ ସମୟ ଧରି ରୁମ୍ ହିଟର ବ୍ୟବହାର
ରୁମ୍ ହିଟର ଏବଂ ବ୍ଲୋଅରର ବ୍ୟବହାର ଅତି ସାବଧାନ ସହକାରେ କରିବା ଉଚିତ୍ ।
Dec 24,2019, 7:20 AM IST
Central Govt
ଖୁବଶୀଘ୍ର କେନ୍ଦ୍ର ସରକାର ଖୋଲିବାକୁ ଯାଉଛନ୍ତି ଏକ ବିଶେଷ ବ୍ୟାଙ୍କ, ଯେଉଁଠି ମିଳିବ ମାଆ କ୍ଷୀର
ବିଶ୍ୱ ବ୍ୟାଙ୍କ ପରି କାମ କରୁଛନ୍ତି ମାଆ କ୍ଷୀର ଉପଲବ୍ଧ କରୁଥିବା ବ୍ୟାଙ୍କ, ମହିଳା କରିପାରନ୍ତି ଦାନ । ମାଆ କ୍ଷୀର ବ୍ୟାଙ୍କ ନିର୍ମାଣର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ମାଆ କ୍ଷୀର ଉପଲବ୍ଧ କରାଇବା । ଯେଉଁ ପିଲାମାନଙ୍କ ମାଆମାନେ କ୍ଷୀର ପାଇବାକୁ ଶାରୀରିକ ସ୍ତରରେ ଅକ୍ଷମ ଅଟେ, ସେମାନଙ୍କ ପିଲାଙ୍କ ପାଇଁ ଏହା ଏକ ବିକଳ୍ପ ହେବ ।
Dec 14,2019, 19:03 PM IST
ISRO
ଜାଣନ୍ତୁ କାହିଁକି ଆମେରିକା ଭଳି ଦେଶ ନିଜ ସାଟେଲାଇଟ କ୍ଷମତା ବଢ଼ାଇବାକୁ ଭାରତର ସାହାଯ୍ୟ ନେଉଛି
ଇସ୍ରୋ ଗୋଟିଏ ପରେ ଗୋଟେ ମିଶନରେ ଇତିହାସ ରଚି ଚାଲିଛି । ଆଜି ଆପଣଙ୍କୁ କହିଦେଉଛୁ କିଭଳି ଇସ୍ରୋ ଭାରତର ସାଟେଲାଇଟ ପ୍ରକ୍ଷେପଣ ସହ ଅନ୍ତରାଷ୍ଟ୍ରୀୟ ସ୍ତରର କୌଣସି ଦେଶର ଭରସା ଜିତିବାକୁ ସଫଳ ରହିଛି ।
Dec 13,2019, 18:54 PM IST
benifits of aswagandha
ଅଶ୍ୱଗନ୍ଧାର ଚମତ୍କାରୀ ଲାଭ ବିଷୟରେ ଜାଣିଲେ ତୁରନ୍ତ ଡାଏଟରେ ସାମିଲ କରିବେ
ଅଶ୍ୱଗନ୍ଧାରେ ବିଶେଷ ଅର୍କ ରହିଥାଏ, ଯାହା ମସ୍ତିସ୍କର କାର୍ଯ୍ୟକ୍ଷମ ଶକ୍ତିକୁ ବୃଦ୍ଧି କରିଥାଏ । ସୁସ୍ଥ ଏବଂ ସ୍ମୃତିଶକ୍ତି ହ୍ରାସକୁ ଦୂର କରିବା ପାଇଁ ଏହା ଚମତ୍କାରୀ କାମ କରିବା ସହ ସ୍ମୃତିଶକ୍ତିରେ ବୃଦ୍ଧି କରିଥାଏ ।
Dec 12,2019, 13:35 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.